Browsing Category

ମନୋରଂଜନ

ଦିନେ ରିୟଲିଟି ଶୋ’ରୁ ହୋଇଥିଲେ ରିଜେକ୍ଟ, ଆଜି ଲୋକଙ୍କ ହୃଦୟରେ କରୁଛନ୍ତି ରାଜ

ହିନ୍ଦୀ ସିନେମାର ଅନ୍ୟତମ ଲୋକପ୍ରିୟ ଗାୟକ ଅରିଜିତ ସିଂ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । ନିଜର ଯାଦୁକରୀ ସ୍ୱର ସହିତ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ସିଂ ଅନେକ ଫିଲ୍ମ ଏବଂ ଆଲବମ୍ ପାଇଁ ଗୀତ ଗାଇଛନ୍ତି । କିନ୍ତୁ ସଫଳତା ସର୍ବଦା ଅରିଜିତ ସିଂଙ୍କ…

ବରୁଣ ଧୱନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌, ସାମ୍ନାକୁ ଆସିଲା ଫିଲ୍ମ ବେବି ଜନ୍‌ ନୂଆ ପୋଷ୍ଟର

ଅଭିନେତା ବରୁଣ ଧୱନ ତାଙ୍କର ଅପ୍‌କମିଂ ଫିଲ୍ମ 'ବେବି ଜନ୍' ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମଟି ବହୁତ ଦିନ ହେବ ଚର୍ଚ୍ଚାରେ ରହିଛି ଏବଂ ବରୁଣ ଧୱନଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତାମାନେ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରଇଜ୍‌ ଦେଇଛନ୍ତି । ତେବେ ବରୁଣ ଧୱନଙ୍କ…

ପୁଷ୍ପା ରାଜ୍‌ ଆସିବା ପୂର୍ବରୁ ଖେଳିଯାଇଛି ଉତ୍ସାହ, ରିଲିଜ୍‌ ପୂର୍ବରୁ ପ୍ରଶଂସକଙ୍କ ମୁହଁରେ ପୁଷ୍ପା.. ପୁଷ୍ପା

ପ୍ରଶଂସକମାନେ 'ପୁଷ୍ପା- ଦି ରୁଲ୍‌' ରିଲିଜକୁ ଅପେକ୍ଷା କରିଛନ୍ତି। ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମଣ୍ଡନାଙ୍କ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ନିର୍ମାତାମାନେ ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛନ୍ତି । ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବା ପୂର୍ବରୁ ଏହାର ରୋମାଞ୍ଚକର ପ୍ରୋମୋ ରିଲିଜ୍ ହେବା ମାତ୍ରେ…

ସାମ୍ନାକୁ ଆସିଲା ବିକି କୌଶଲଙ୍କ ଅପ୍‌କମିଂ ଫିଲ୍ମର ନୂଆ ଲୁକ୍‌, ଭାଇରାଲ ହେଉଛି ଫଟୋ

ବଲିଉଡର ମୋଷ୍ଟ ପପୁଲାର ଅଭିନେତା ବିକି କୌଶଲ ତାଙ୍କ ସମସ୍ତ ଦମ୍‌ଦାର ଫିଲ୍ମ ପାଇଁ ସବୁବେଳେ ହେଡଲାଇନରେ ରହିଥାନ୍ତି । ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ 'ସାମ୍ ବାହାଦୂର' ଲୋକଙ୍କ ମନ ଜିତିଛି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକ୍ସନ୍‌ କରିଛି । ବର୍ତ୍ତମାନ ବିକି କୌଶଲଙ୍କ ଏକ ଫଟୋ…

ପତ୍ନୀଙ୍କ ହାତ ଧରି ଡିନରରୁ ଫେରୁଥିଲେ ସାହିଦ କପୁର, ପାପାରାଜିଙ୍କୁ ଦେଖି ରାଗିଗଲେ ଅଭିନେତା

ଯେତେବେଳେ ବି କୌଣସି ସେଲିବ୍ରିଟି କୁଆଡ଼େ ଯାଆନ୍ତି, ପାପାରାଜି ସେମାନଙ୍କ ଫଟୋ କ୍ଲିକ୍‌ କରିବାକୁ ଚାଲି ଆସନ୍ତି । କିନ୍ତୁ ଅନେକ ବାର ସେଲିବ୍ରିଟିମାନେ ଏ ନେଇ ବିରକ୍ତି ପ୍ରକାଶ କରିବା ସହ ପାପାରାଜିଙ୍କ ଉପରେ ଖୁବ୍‌ ରାଗିଯାଆନ୍ତି । ଏବେ ଏମିତି ହିଁ କିଛି ଘଟିଛି ସାହିଦ କପୁରଙ୍କ…

ସଲମାନଙ୍କ ଘରେ ବାହାରେ ଗୁଳିମାଡ ମାମଲା: ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସଫଳତା, ମିଳିଲା ୨ଟି ବନ୍ଧୁକ

ସଲମାନ ଖାନଙ୍କ ଘରେ ବାହାରେ ହୋଇଥିବା ଗୁଳିମାଡ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ ସଫଳତା ମିଳିଛି । ଗୁଜରାଟ ସୁରଟର ତାପି ନଦୀରୁ ବ୍ୟବହାର ହୋଇଥିବା ବନ୍ଧୁକକୁ ଜବତ କରାଯାଇଛି । ପୋଲିସକୁ ବନ୍ଧୁକ ସହିତ ମାଗାଜିନ ମଧ୍ୟ ମିଳିଛି ।…

ଗୋବିନ୍ଦାଙ୍କ ଭାଣିଜୀ ବାହାଘର ପାଇଁ ଚାଲିଛି ପ୍ରସ୍ତୁତି, ଦେଖିବାକୁ ମିଳିଲା କୃଷ୍ଣା ଅଭିଶେକଙ୍କ ଡ୍ୟାନ୍ସର ଜଲଓ୍ଵା

ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ତଥା ଫେମସ କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀ ସିଂଙ୍କ ବିବାହ ଆସନ୍ତା ୨୫ ଏପ୍ରିଲରେ ହେବାକୁ ଯାଉଛି । ଆରତୀ ନିଜ ବଏଫ୍ରେଣ୍ଡ ଦୀପକ ଠାକୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏପରିସ୍ଥିତିରେ ବିବାହ ପୂର୍ବରୁ ସମସ୍ତ…

ରଣବୀର ସିଂ ନେଲେ ଲିଗାଲ୍‌ ଆକ୍ସନ, ନିଜର ଡିପ୍‌ଫେକ୍‌ ଭିଡିଓ ବିରୋଧରେ ଦେଲେ FIR

ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଡିପ୍‌ଫେକ୍‌ ଭିଡିଓ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ରଣବୀରଙ୍କ ଅଫିସିଆଲ୍‌ ସ୍ପୋକ୍ସପର୍ସନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ଆମେ ପୋଲିସରେ ଅଭିଯୋଗ ଦାଖଲ କରିଛୁ ଏବଂ ସେହି ହ୍ୟାଣ୍ଡେଲ ବିରୋଧରେ…

ନିଜ ପରିବାର ସହ ଅଯୋଧ୍ୟାରେ ଶ୍ରୀ ରାମଙ୍କ ଦର୍ଶନ କଲେ ରିତେଶ ଦେଶମୁଖ, ଫ୍ୟାନ୍ସଙ୍କ ସହ ସେୟାର କଲେ ଫଟୋ

ଜାନୁଆରୀ ୨୨, ୨୦୨୪ ସାରା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି । ତେବେ ଏହି ଦିନ ଅଯୋଧ୍ୟାରେ ଶ୍ରୀ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ଏହା ସହ ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିମୂର୍ତ୍ତିର ସମାରୋହରେ ଅଂଶଗ୍ରହଣ ମଧ୍ୟ…

ବେବି ସାୱାର ପାର୍ଟି ଦେଲେ ବରୁଣ ଧୱନ ଓ ନତାଶା ଦଲାଲ, ଭାଇରାଲ ହେଉଛି ଟେଡି ବିୟର କେକ୍

ବଲିଉଡର ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲ ହେଉଛନ୍ତି ବଲିଉଡର ସବୁଠାରୁ ପ୍ରିୟ କପଲ । ଆଜିକାଲି ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ଘରେ ଖୁସିର ବାତାବରଣ ରହିଛି । କାରଣ ଖୁବ ଶୀଘ୍ର ଏହି କପଲ ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ବିବାହ ହେବାର ତିନି ବର୍ଷ ବିତିଗଲାଣି ଏବଂ…

ପାହାଡ଼ରେ ଭ୍ୟାକେସନ ଏନ୍‌ଜଏ କରୁଛନ୍ତି ଶ୍ରଦ୍ଧା କପୁର, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ସବୁବେଳେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାନ୍ତି । ତେବେ ଆଜିକାଲି ଶ୍ରଦ୍ଧା ନିଜ ଫିଲ୍ମ ଯୋଗୁଁ ନୁହେଁ ବରଂ ଇନଷ୍ଟାଗ୍ରାମରେ ତାଙ୍କର ଭ୍ୟାକେସନ ପୋଷ୍ଟ ଯୋଗୁଁ ଅଧିକ ଚର୍ଚ୍ଚାରେ ରହିଛନ୍ତି । ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ସୁନ୍ଦର ପାହାଡ଼ ପର୍ବତରେ…

ଆତିଫ୍ ଅସଲମ୍‌ଙ୍କ ଲାଇଭ୍‌ କନସର୍ଟ ମଝିରେ ଲେଡି ଫ୍ୟାନ୍ସ କଲେ କିଛି ଏପରିି, ଭାଇରାଲ ହେଉଛି ଭିଡିଓ

ସାରା ବିଶ୍ୱରେ ଆତିଫ୍ ଅସଲମ୍‌ଙ୍କର ଅନେକ ଫ୍ୟାନ୍ସ ଅଛନ୍ତି । ତେବେ ଏହି ସିଙ୍ଗର୍‌ଙ୍କ ସ୍ୱର ଏପରି ହୋଇଥାଏ, ଯେ ଥରେ କେହି ତାଙ୍କ ଗୀତ ଶୁଣିବା ପରେ ସେ ତାଙ୍କର ଫ୍ୟାନ୍‌ ହୋଇଯାଆନ୍ତି । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ପାକିସ୍ତାନୀ ସିଙ୍ଗର୍‌ ଆତିଫ ଅସଲମଙ୍କ ଗୀତକୁ ବହୁତ ପସନ୍ଦ…