Badshah Divorces : ବିବାହର ୫ ମାସ ପରେ ଭାଙ୍ଗିଲା ସଂପର୍କ, ବାଦଶାହ ଏବଂ ଈଶା ହେଲେ ଅଲଗା
ବଲିଉଡର ବାଦଶାହ ଏବେ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ପୁଣି ଚର୍ଚ୍ଚାରେ । ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଲଗା ହୋଇଛନ୍ତି । ବିବାହକୁ ମାତ୍ର ୫ ମାସ ହୋଇଥିବା ବେଳେ ଦୁହେଁ ପରସ୍ପରଠାରୁ ଅଲଗା ହେବାରୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ସେମାନଙ୍କ ଛାଡପତ୍ର ନିଶ୍ଚିତ କରିଛନ୍ତି…