Trending
- ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଯୁବକ ମୃତ
- ଯାଜପୁର: ଘର ଆଗରେ ୩ଟି ବାଇକ୍ ଓ ଦୁଇଟି ସ୍କୁଟିକୁ ପୋଡିଦେଲେ
- ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ହତ୍ୟା
- କଳାହାଣ୍ଡି କନକପୁର ଗାଁ ଜଙ୍ଗଲ ନିକଟରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
- ମୟୁରଭଞ୍ଜ:କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ
- ଅହମଦାବାଦ୍ ଚତୁର୍ଥ ଟେଷ୍ଟରେ ଡ୍ରାଇଭର ସିଟ୍ରେ ଟିମ୍ ଇଣ୍ଡିଆ
- ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୩୧୨ ନୂଆ କେସ
- ମହାରାଷ୍ଟ୍ରରେ ପୁଣି ବଢୁଛି ସଂକ୍ରମଣ
- ମନି ଲଣ୍ଡରିଂ ମାମଲାରେ ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କୁ ଇଡି ସମନ୍
- ସେରା ସପ୍ତାହ ବୈଶ୍ୱିକ ଉର୍ଜା ଓ ପରିବେଶ ନେତୃତ୍ୱ ପୁରସ୍କାର ପାଇଲେ ମୋଦି
Browsing Category
ମନୋରଂଜନ
ରାକ୍ଷୀଙ୍କ ମା’ଙ୍କୁ କ୍ୟାନ୍ସରରୁ ବଞ୍ଚାଇବେ ସୋହେଲ, ଭିଡିଓରେ କହିଲେ ମନକୁ ଛୁଇଁବା ଭଳି କଥା
ବିଗ୍ବସ୍ ଜିତିପାରିନଥିଲେ ମଧ୍ୟ ରାକ୍ଷୀ ସାଓ୍ଵନ୍ତ ଏହି ଶୋ’ ଯୋଗୁ ଲୋକଙ୍କ ହୃଦୟ ଜିତିଯାଇଛନ୍ତି। ଚଳିତ ସିଜନ୍ରେ ରାକ୍ଷୀ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିଛନ୍ତି। ରାକ୍ଷୀଙ୍କ ମା’ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ରାକ୍ଷୀ କିନ୍ତୁ ସବୁ ଦୁଃଖକୁ ମନରେ ଚାପି ଦର୍ଶକଙ୍କ ମନୋରଞ୍ଜନ…
ପ୍ରତୀକ୍ଷାର ଅନ୍ତ! ଏହି ଦିନ ରିଲିଜ୍ ହେବାକୁ ଯାଉଛି ସାଇନା ନେହଓ୍ଵାଲଙ୍କ ବାୟୋପିକ୍ ଫିଲ୍ମ
ବଲିଉଡ୍ରେ ସ୍ପୋର୍ଟସ ଉପରେ ତିଆରି ହେଉଥିବା ଫିଲ୍ମକୁ ବେଶ୍ ପସନ୍ଦ କରାଯାଉଛି। ଦର୍ଶକମାନଙ୍କଠାରୁ ଭଲ ରେସ୍ପନ୍ସ ମିଳୁଛି। ବର୍ତ୍ତମାନ ଦେଶର ଷ୍ଟାର୍ ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହଓ୍ଵାଲଙ୍କ ବାୟୋପିକ୍କୁ ନେଇ ଚର୍ଚ୍ଚା ହେଉଛି। ଏବେ ଏହାର ରିଲିଜ୍ ଡେଟ୍ ବିଷୟରେ ଖୁଲାସା…
କଙ୍ଗନାଙ୍କୁ ଇ-ମେଲ୍ ମାମଲା: କ୍ରାଇମ୍ବ୍ରାଞ୍ଚ୍ ଅଫିସରେ ନିଜ ବୟାନ ରେକର୍ଡ କଲେ ହ୍ରିତିକ୍ ରୋଶନ
କ୍ରାଇମ୍ବ୍ରାଞ୍ଚ୍ ଅଫିସରେ ପହଞ୍ଚି ନିଜ ବୟାନ ରେକର୍ଡ କରାଇଲେ ବଲିଉଡ୍ ହିରୋ ହ୍ରିତିକ୍ ରୋଶନ୍। ୨୦୧୬ରେ କଙ୍ଗନା ରାଣାଓ୍ଵତ୍ଙ୍କୁ ପଠାଯାଇଥିବା ନକଲି ଇ-ମେଲକୁ ନେଇ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରାଞ୍ଚ୍ ଆଜି ହ୍ରିତିକ୍ଙ୍କୁ ଜେରା କରିବାକୁ ଡାକିଥିଲା। ଏଣୁ ହ୍ରିତିକ୍…
୫ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମରେ ଓକିଲଙ୍କୁ କହିଥିଲେ ବେଶର୍ମ, ଏବେ ଜଣେ ଓକିଲ ଅକ୍ଷୟଙ୍କୁ ପଠାଇଛନ୍ତି…
କଟନୀ : ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଏକ ଅଦାଲତ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କୁ ପଠାଇଛନ୍ତି ନୋଟିସ୍ । ନୋଟିସ୍ରେ ଅକ୍ଷୟ କୁମାରଙ୍କୁ ୧୦ ମାର୍ଚ୍ଚ ସୁଦ୍ଧା ୋକର୍ଟରେ ହାଜର ହେବାକୁ କୁହାଯାଇଛି । ଏହି ନୋଟିସ୍ ୨୦୧୬ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୁସ୍ତମ’ ର ଏକ ଡାଏଲଗ୍କୁ ନେଇ…
ଟ୍ୱିଟର ସିଇଓ ଓ କଙ୍ଗନାଙ୍କ ଭିତରେ ଚାଲିଛି ଘମାଘୋଟ ଲଢେଇ, କାହିଁକି ଜାଣନ୍ତୁ
ବଲିଉଡ ଆକ୍ଟ୍ରେସ କଙ୍ଗନା ରାଣାୱତ ନିଜ ବୟାନ ବାଜିକୁ ନେଇ ସାଧାରଣତଃ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି ଥରେ ଏକ ଟ୍ୱିଟକୁ ନେଇ ଜୋର ଧରିଛି ଆଲୋଚନା । ଏଥର କିନ୍ତୁ ଟ୍ୱିଟର ସିଇଓଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଖୋଲା ବଜାରରେ ତାଙ୍କୁ ଟିପ୍ପଣୀ କରିଛନ୍ତି | ପ୍ରକୃତରେ ଘଟଣାଟି ଘଟିଛି…
ସୁଟିଂ କରିବା ସମୟରେ ଜୋରଦାର କଚଡା ଖାଇ ତଳେ ପଡିଲେ ପ୍ରିୟା ପ୍ରକାଶ, ଦେଖନ୍ତୁ ଭିଡିଓ
ପ୍ରିୟା ପ୍ରକାଶ ଓ୍ଵାରିୟର ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି। ସେ ବହୁତ ଜଲଦି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘କ୍ରେକ’ ସହ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ସେ ନିତିନଙ୍କ ସହ ନଜର ଆସିବେ। ଫିଲ୍ମର ତାଙ୍କର ପ୍ରଥମ ଗୀତ ମଧ୍ୟ ରିଲିଜ୍ ହୋଇସାରିଛି। ଏଥିରେ ତାଙ୍କ ଅନ୍ଦାଜ୍ ଫ୍ୟାନ୍ସଙ୍କୁ ଖୁବ୍…
ଛୋଟ ଡ୍ରେସ ଓ ଚପ୍ପଲରେ ଗଣେଶ ପ୍ରତିମାଙ୍କ ସହ ପୂଜା ବାତ୍ରାଙ୍କ ଫଟୋ ପୋଜ୍ ଦେଖି ରାଗିଲେ ଲୋକେ, ଶୁଣାଇଲେ ଏମିତି କଥା
ଅଭିନେତ୍ରୀ ପୂଜା ବାତ୍ରା ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଛାଡିଥିବା ଏକ ଫଟୋ ପୋଜ୍କୁ ନେଇ ଲୋକେ ରାଗି ନିଆଁ ବାଣ ହୋଇଛନ୍ତି । ରେଷ୍ଟୁରାଣ୍ଟରେ ଲାଗିଥିବା ଭଗବାନ ଗଣେଶଙ୍କ ପ୍ରତିମା ନିକଟରେ ପୂଜା ଚପ୍ପଲ ପିନ୍ଧି ଏହି ଫଟୋ ପୋଜ୍ ଦେଇଥିଲେ । ଲୋକେ ପୂଜାଙ୍କ ଏପରି ଛୋଟ ଡ୍ରେସ୍ ପିନ୍ଧି…
ସନି ଲିଓନୀଙ୍କ କାର ନମ୍ବର ଲଗାଇ ବୁଲୁଥିଲେ ବ୍ୟକ୍ତି,ପୋଲିସ ହାତରେ ଧରାପଡି ଅବସ୍ଥା ହେଲା ଏମିତି
ଫିଲ୍ମ ଅଭିନେତ୍ରୀ ସନି ଲିଓନୀଙ୍କ କାର ନମ୍ବରକୁ ବେଆଇନ୍ ଭାବେ ନିଜ ଗାଡିରେ ଲଗାଇ ବୁଲିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା। ମୁମ୍ବାଇ ଟ୍ରାଫିକ ପୋଲିସ ଅଭିଯୁକ୍ତ ବିଜନେସମ୍ୟାନଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି। ଗିରଫ ହୋଇଥିବା ବ୍ୟକ୍ତି ଗତ କିଛି ସମୟ ଧରି ନିଜ ଗାଡିରେ ସନି ଲିଓନୀଙ୍କ…
ଚୋରି ହୋଇଗଲା ଲେଡି ଗାଗାଙ୍କ କୁକୁର, ଖୋଜି ଆଣିଦେଲେ ମିଳିବ ୩ କୋଟିରୁ ଅଧିକ ଟଙ୍କା
ହଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଲୋକପ୍ରିୟ ସିଙ୍ଗର ଲେଡି ଗାଗାଙ୍କ ଘର ବାହାରେ ଆକ୍ରମଣ ହୋଇଛି। ଲସ ଏଞ୍ଜେଲସରେ ଲେଡି ଗାଗାଙ୍କ କୁକୁର ବୁଲାଉଥିବା ବ୍ଯକ୍ତିଙ୍କୁ କୌଣସି ଦୁର୍ବୃତ୍ତ ଗୁଳି ମାରିବା ସହିତ ଗାଗାଙ୍କ କୁକୁର ଫ୍ରେଞ୍ଚ ବୁଲଡଗ୍ସଙ୍କୁ ମଧ୍ୟ ଚୋରି କରିନେଇଛି। ଆହତ ହୋଇଥିବା…
ଟିସୁ ବିକିବା ବାହାନାରେ ଦୀପିକା ପାଦୁକୋନଙ୍କ ପର୍ସ ଚୋରି କରିବାକୁ ଉଦ୍ଯମ, ଭିଡିଓ ଭାଇରଲ
ନିଜର ପସନ୍ଦିତା ସେଲିବ୍ରିଟିଙ୍କର ଟିକେ ଝଲକ ପାଇବା ପାଇଁ ଫ୍ଯାନ ପାଗଳ ହୋଇଯାଆନ୍ତି। କିନ୍ତୁ ବେଳେ ବେଳେ ଏମିତି ପରିସ୍ଥିତି ସେଲିବ୍ରିଟିଙ୍କୁ ଅସୁବିଧାରେ ପକାଇଦିଏ। ଠିକ୍ ଏମିତି କିଛି ଘଟିଛି ବଲିଉଡର ‘ମସ୍ତାନୀ’ ଅର୍ଥାତ୍ ଦୀପିକା ପାଦୁକୋନଙ୍କ ସହ ହୋଇଛି।
ଦୀପିକାଙ୍କର ଏକ ଭିଡିଓ…
ମାଳଦୀପରେ ଶିଳ୍ପାଙ୍କ ଜଲ୍ଓ୍ଵା, ବିକିନି ପିନ୍ଧି ସେୟାର କଲେ ହଟ୍ ପୋଜ୍
ନୂଆଦିଲ୍ଲୀ : ବଲିଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୀର୍ଘ ଦିନ ଧରି ଫିଲ୍ମରୁ ଗାଏବ୍ ହୋଇଥିଲେ ବି ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥିଲେ । ଏବେ ଶିଳ୍ପା ପତି ରାଜ କୁନ୍ଦ୍ରାଙ୍କ ଓ ସାଙ୍ଗଙ୍କ ସହ ମାଳଦୀପରେ ଛୁଟି କଟାଉଛନ୍ତି । ସେଠାରୁ ଶିଳ୍ପା ନିଜର କିଛି ହଟ୍…
ଜୟପୁର ଏହି ଜାଗାରେ ୩୫ ବର୍ଷ ତଳେ ଅଭିନେତ୍ରୀ ବିନ୍ଦିଆ କରିଥିଲେ ବିବାହ, ଏବେ ସମାନ ସ୍ଥାନରେ ତାଙ୍କ ଅଭିନେତ୍ରୀ ଝିଅ…
ମୁମ୍ବାଇ : ବଲିଉଡ୍ ଅଭନେତ୍ରୀ ବିନ୍ଦିଆ ଗୋସ୍ୱାମୀ ଏବଂ ବର୍ଡ଼ର ଫିଲ୍ମର ଡାଇରେକ୍ଟର ଜେପି ଦତ୍ତାଙ୍କ ଝିଅ ନିଧି ଦତ୍ତା ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ନିଧି ଦତ୍ତା ୭ ମାର୍ଚ୍ଚରେ ଜୟପୁରରେ ଫିଲ୍ମ ଡାଇରେକ୍ଟର ବିନୟ ଗାନ୍ଧୀଙ୍କୁ ବିବାହ କରିବେ । ତେବେ ନିଧି ଜୟପୁରରେ…