Browsing Category

ମନୋରଂଜନ

ପିରିୟଡ୍‌ ଲିଭ୍‌କୁ ନେଇ ମୁହଁ ଖୋଲିଲେ କରୀନା କପୁର, କହିଲେ- ଅସୁବିଧା ବେଳେ ଏମିତି ମ୍ୟାନେଜ କରନ୍ତି ନିଜ କାମ

ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଓରଫ୍‌ ବେବୋ। ଖୁବ୍‌ଶୀଘ୍ର ବେବୋ ମା’ ହେବାକୁ ଯାଉଛନ୍ତି। କରୀନା ପ୍ରାୟତଃ ମହିଳାଙ୍କ ସହ ଜଡ଼ିତ ମାମଲାରେ ନିଜ ମତ ରଖିଥାଆନ୍ତି। ନିକଟରେ କରୀନା ପିରିୟଡ୍‌ ଲିଭ୍‌ ବା ମାସିକ ଧର୍ମ ଛୁଟି ଉପରେ ନିଜ…

ହସ୍‌ପିଟାଲରୁ ଘରକୁ ଆସିଲେ ରେମୋ ଡିସୌଜା, ଦେଖନ୍ତୁ ଡିସଚାର୍ଜ ପରେ କେମିତି ଦେଖାଯାଉଛନ୍ତି ରେମୋ

ବଲିଉଡର ଚର୍ଚ୍ଚିତ କୋରିଓଗ୍ରାଫର ରେମୋ ଡିସୌଜାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ଯାହାପରେ ତାଙ୍କୁ ଗମ୍ଭୀର ଅବସ୍ଥାରେ ମୁମ୍ବାଇର କୋକିଲାବେନ ହସ୍‌ପିଟାଲରେ ଆଡମିଟ୍ କରାଯାଇଥିଲା। ଯେଉଁଠି ତାଙ୍କର ଚିକିତ୍ସା ଚାଲୁଛି। କିନ୍ତୁ ବର୍ତ୍ତମାନ ରେମୋଙ୍କର ଫ୍ୟାନ୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଏହି…

ପିତାଙ୍କ ସହ ମୁମ୍ବାଇରେ ବୁଲୁଥିବା ନଜର ଆସିଲେ ଗର୍ଭବତୀ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗୁରୁବାର ନିଜ ପିତାଙ୍କ ସହ ବୁଲୁଥିବା ନେଇ ଏକ ଭିଡିଓ ଇନ୍ଷ୍ଟଗ୍ରାମ ପେଜରେ ଭାଇରାଲ ହୋଇଛି । ଏହି ସମୟରେ ଅନୁଷ୍କା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଏହା ଉପରେ ଏକ ଡେନିମ ଜ୍ୟାକେଟ ପିନ୍ଧିଥିବା ନଜର ଆସିଛନ୍ତି । ସୂଚନା ଦେବା ଯୋଗ୍ୟଯେ…

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ, କୋର୍ଟରେ ହାଜର ହେଲେ ଅନୁଭବ

କଟକ (କେନ୍ୟୁଜ) : ପୁଣି ଚର୍ଚ୍ଚା ଜୋର ଧରିଲା ଅନୁଭବ –ବର୍ଷା ବିବାଦ। କୋର୍ଟରେ ହାଜର ହେଲେ ଅଭିନେତା ସାଂସଦ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଅନୁଭବ। ତେବେ ଏହାରି ଭିତରେ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିଛି, ‘ଯଉଁଥିରେ ସେ କହିଛନ୍ତି ଦେଶର…

ମା’ ହେବାକୁ ଯାଉଛନ୍ତି ନେହା କକ୍କର, ୪୫ ଦିନ ପୂର୍ବରୁ କରିଥିଲେ ବିବାହ, ଫଟୋ ଭାଇରଲ

ବଲିଉଡ ସିଙ୍ଗର ନେହା କକ୍କର ନିଜ ଫ୍ଯାନଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି। ନେହା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ନେହା ନିଜ ଇନଷ୍ଟାଗ୍ରାମରେ ପତି ରୋହନପ୍ରୀତ ସିଂଙ୍କ ସହିତ ବହୁତ କ୍ଯୁଟ୍ ଏବଂ ରୋମାଣ୍ଟିକ ଫଟୋ ସେୟାର କରିଥିଲେ। ଯେଉଁଥିରେ…

ରିଲିଜ ହେଲା ସୈଫଙ୍କ ଅଭିନୀତ ‘ତାଣ୍ଡବ’ର ଟିଜର, ଭିଡିଓ ଦେଖି ବଢ଼ିଯିବ ଆପଣଙ୍କ ଉତ୍ସୁକତା

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଓ ଡିମ୍ପଲ କପାଡିଆ ଷ୍ଟାରର ୱେବ୍ ସିରିଜ ‘ତାଣ୍ଡବ’ର ଦମଦାର ଟିଜର ରିଲିଜ ହୋଇଯାଇଛି । ଏହି ଟିଜର ସହିତ ଏହାର ଦମଦାର ଡାଇଲଗ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସିରିଜ ଜାନୁଆରୀରେ ଆମାଜନରେ ରିଲିଜ ହେବ । ଏହାକୁ ଦେଖିବା ପରେ ଲୋକଙ୍କ…

ଡ୍ରଗ୍ସ ମାମଲାରେ କରନ ଜୋହରଙ୍କୁ ଏନ୍‌ସିବି ମାଗିଲା ତଥ୍ୟ

ମୁମ୍ବାଇ : ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା କରନ ଜୋହରଙ୍କ ଠାରୁ ଏନ୍‌ସିବି କିଛି ତଥ୍ୟ ଚାହିଁଛି । ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାରକୋଟିକ୍ସ ବ୍ୟୁରୋ ପକ୍ଷରୁ କରଣଙ୍କ ସହ ସମ୍ପର୍କରେ ଥିବା କିଛି ଲୋକଙ୍କୁ ସମନ୍‌ କରିଛି । ଭାଇରାଲ ଭିଡିଓ ନେଇ ସେମାନଙ୍କୁ ପଚରା…

୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପଙ୍କ ବାୟୋପିକ୍‌ର ଫାଷ୍ଟଲୁକ୍‌ ରିଲିଜ୍‌, ଦେଖନ୍ତୁ ଫଟୋ

ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନ୍ନିକ୍ରିଷ୍ନନଙ୍କ ବାୟୋପିକ୍‌ ‘ମେଜର’ର ଫାଷ୍ଟଲୁକ୍‌ ରିଲିଜ୍‌ ହୋଇଛି। ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଅଦିବୀ ଶେଷ ମେଜର ଉନ୍ନିକ୍ରିଷ୍ନନଙ୍କ ଭୂମିକାରେ ଅଭିନୟ…

୨୦୨୦ର ହଟେଷ୍ଟ ଭେଜିଟେରିୟାନ ହେଲେ ସୋନୁ ସୁଦ ଓ ଶ୍ରଦ୍ଧା କପୁର, PETA ଦ୍ୱାରା ହେଲେ ସମ୍ମାନିତ

ବର୍ଷ ୨୦୨୦ ଯେତେ ଯେତେ ସରି ସରି ଯାଉଛି ଆଉ ନୂଆ ବର୍ଷ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତେ ବଢି ବଢି ଚାଲିଛି । ଏମିତିକି ବିଭିନ୍ନ ସଂସ୍ଥା "ଇୟର ଏଣ୍ଡର ଲିସ୍ଟ" ବି ଜାରି କରି ସାରିଲେଣି । ଏଇ ନିକଟରେ PETA ପକ୍ଷରୁ ବର୍ଷର ସବୁଠୁ ହଟେଷ୍ଟ ବେଜିଟେରିୟାନ ସେଲିବ୍ରିଟି…

ହନିମୁନ୍‌ ପାଇଁ କଶ୍ମୀର ଗଲେ ଆଦିତ୍ୟ ନାରାୟଣ, ସେୟାର କଲେ ଶ୍ୱେତାଙ୍କ ସହ ରୋମାଣ୍ଟିକ୍‌ ଫଟୋ; ଥରେ ନଜର ପକାନ୍ତୁ

ଲୋକପ୍ରିୟ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିକଟରେ ହାତକୁ ଦି’ ହାତ ହୋଇଛନ୍ତି। ଆଦିତ୍ୟ ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ଏବେ ନିଜ ପତ୍ନୀଙ୍କ ସହ ହନିମୁନ୍‌ରେ ବାହାରିଛନ୍ତି ଆଦିତ୍ୟ। ସନା ଖାନ୍‌ଙ୍କ ପରେ ଏବେ…

ଉର୍ମିଳା ମାତେଣ୍ଡକରଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌, ସାଇବର ସେଲ୍‌ରେ ମାମଲା ରୁଜୁ କଲେ ଅଭିନେତ୍ରୀ

ବଲିଉଡ୍‌ରେ ଦୀର୍ଘ ଦିନ ଧରି ରାଜ୍‌ କରିବା ପରେ ଏବେ ରାଜନୀତିରେ ପାଦ ଥାପିଛନ୍ତି ଉର୍ମିଳା ମାତେଣ୍ଡକର। କିନ୍ତୁ ଘରେ ନ ପଶୁଣୁ ଚାଳ ବାଜିବା ଭଳି ଉର୍ମିଳାଙ୍କ ପାଇଁ ଏହି ପଥ କଠିନ ହେବାରେ ଲାଗିଛି। ବୁଧବାର ଉର୍ମିଳା ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌…

‘ରାମସେତୁ’ର ରିଲିଜ ପାଇଁ ଅକ୍ଷୟ କୁମାର ବୁକ୍‌ କଲେ ୨୦୨୨ର ଦୀପାବଳି, ଅଯୋଧ୍ୟାରେ ହେବ ଫିଲ୍ମର ସୁଟିଂ

ବଲିଉଡ ଅଭିନେତା ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିର ସବୁଠାରୁ ବ୍ୟସ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଏପରିକି କରୋନାଭାଇରସର ବିପଦ ମଧ୍ୟରେ ଅକ୍ଷୟ କୁମାର ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ' କିଛିଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା । 'ଲକ୍ଷ୍ମୀ'…