Browsing Category

ମନୋରଂଜନ

କେବେ ବିଗ୍ ବିଙ୍କ ଠାରୁ ଅଧିକ ଫିସ୍ ନେଉଥିଲେ ସାଉଥର ଏହି ସୁପରଷ୍ଟାର୍

୬୪ ବର୍ଷରେ ପାଦ ଦେଲେ ସାଉଥ ସୁପରଷ୍ଟାର୍ ଚିରଞ୍ଜିବୀ । ଆଜିର ଦିନରେ ଅର୍ଥାତ୍ ୨୨ ଅଗଷ୍ଟ ୧୯୫୫ରେ ଜନ୍ମ ଗ୍ରହଣ କରିଥିଲେ ଚିରଞ୍ଜିବୀ । ପିଲା ବେଳୁ ଅଭିନୟରେ ରୁଚି ରଖିଥିବା ଚିରଞ୍ଜିବୀଙ୍କ ବାପା ଜଣେ କନେଷ୍ଟବଳ ଥିଲେ । ଚିରଞ୍ଜିବୀ ଟଲିଉଡର ଏକ ମାତ୍ର ନାୟକ ଥିଲେ ଯିଏ ନିଜର ସିଙ୍ଗଲ୍, ଡବଲ…

ଖୁବ୍ ଶୀଘ୍ର ପରଦାକୁ ଆସିବ ଦୋସ୍ତାନା ସିକ୍ବେଲ୍

ମୁମ୍ବାଇ : ବଲିଉଡ଼ରେ ଚାଲିଛି ସିକ୍ବେଲର ସିଜେନ୍ ଏନେଇ ଖୁବ ଶୀଘ୍ର ନିର୍ମାଣ ହେବ ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ । ଫିଲ୍ମରେ ଫିମେଲ ଲିଡରେ ଅଭିନୟ କରିବେ ଜାହ୍ନବୀ କପୁର । କରନ୍‌ ଜୋହର ଜାହ୍ନବୀଙ୍କୁ ଏହି ଫିଲ୍ମ ପାଇଁ ଆପ୍ରୋଚ୍‌ କରିଛନ୍ତି । ପୂର୍ବରୁ କରନ୍‌ଙ୍କ ଫିଲ୍ମ ତକ୍ତ…

ପୁଣି ଥରେ ଆଉ ଏକ ଧମାକେଦାର ଆଇଟମ୍ ସଙ୍ଗ କରିବେ ମଲାଇକା

ମୁମ୍ବାଇ : ମଲାଇକା ଆରୋରାଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ଫିଲ୍ମ ପଟାକାରେ ଆଇଟମ୍‌ ସଙ୍ଗ କରିବେ ମଲାଇକା । ଆଇଟମ୍‌ ସଙ୍ଗଟିକୁ ଲେଖିଛନ୍ତି ଗୁଲଜାର । ଗୀତର ବୋଲ ରହିଛି ହେଲୋ ହେଲୋ । ଗୀତଟିକୁ ଗାଇଛନ୍ତି ରେଖା ଭରଦ୍ୱାଜ । ଗଣେଷ ଆଚାର୍ଯ୍ୟ ଗୀତର କୋରିଓଗ୍ରାଫି କରିଛନ୍ତି । ୨୮…

କଙ୍ଗନାଙ୍କ ସହ ବିବାଦ : ଫିଲ୍ମ ମଣିକର୍ଣ୍ଣିକା ଛାଡିଲେ ନିର୍ଦ୍ଦେଶକ

ହିନ୍ଦି ସିନେମା ସହ କଙ୍ଗନାଙ୍କ ବିବାଦ ବହୁପରୁଣା । ପ୍ରଥମେ ହ୍ରିତ୍ୱିକ ରୋଶନଙ୍କ ସହ ଝଗଡା ଏବଂ ପୁଣି ଏବେ ଫିଲ୍ମ ମଣିକର୍ଣ୍ଣିକାକୁ ବିବାଦ । କଣ୍ଟ୍ରୋଭର୍ସି କୁଇନ୍ ହୋଇସାରିଲେଣି ବଲିଉଡ୍ କୁଇନ୍ । ସୂଚନା ଅନୁଯାୟୀ କଙ୍ଗନାଙ୍କ ଅପକମିଙ୍ଗ୍ ମୁଭି ମଣିକର୍ଣ୍ଣିକା ଛାଡିଛନ୍ତି ନ୍ୟାସନାଲ…

ଉଦ୍ଧାର, ରିଲିଫ ଓ ଥଇଥାନ ପାଇଁ ଅକ୍ଷୟ କୁମାର ଦେବେ ୭୫ ଲକ୍ଷ

ମୁମ୍ବାଇ : ଟଲିଉଡ୍ ଭଳି ବଲିଉଡ୍ ଷ୍ଟାରମାନେ ମଧ୍ୟ କେରଳ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଯୋଇଛନ୍ତି । ମେଗା ଷ୍ଟାର ଅମିତାଭ ବଚ୍ଚନ, ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ହ୍ରିତିକ ରୋଷନ୍, ଆଲିଆ ଭଟ୍ଟ, ବରୁଣ ଧବନ, ଜନ୍ ଆବ୍ରାହାମ୍, ସୁଶାନ୍ତ ସିଂହ ରାଜପୁତ, ଜାକଲିନ୍…

ଆସୁଛି ରାଧେ ମା’ଙ୍କ ସିନେମା ରାହ ଦେ ମା’ : ଦୟାକରି ଦେଖନ୍ତୁ ନାହିଁ ଟ୍ରେଲର୍

ସିନେମାରେ ରାଧେ ମା । ଗୁରୁମିତ୍ ରାମ ରହିମଙ୍କ ପରେ ଏବେ ଦର୍ଶକ ଦେଖିବେ ରାଧେ ମାଙ୍କ ଅଭିନୟ । ଖୁବ୍ ଶୀଘ୍ର ଆସୁଛି ସିନେମା ’ରାହ ଦେ ମା’ । ରିଲିଜ୍ ହୋଇ ସାରିଛି ଏହାର ଟ୍ରେଲର୍ । ଟ୍ରେଲରର ପ୍ରଥମ ସିନ୍ ଦେଖିବା ପରେ ଲାଗିବ ଯେ ସିନେମାରେ ରହିଛି ଅନେକ ବୋଲ୍ଡ ସିନ୍ । ଦ୍ବିତୀୟ ସିନରେ…

ଠଗ୍ସ ଅଫ୍ ହିନ୍ଦୋସ୍ତାନ ପାଇଁ ପରମ୍ପରା ଭାଙ୍ଗିଲେ ଆମୀର : ହିନ୍ଦି ସିନେମା ଇତିହାସରେ ପ୍ରଥମ ଥର ହେବ ଏହି କାମ

ଖୁବ୍ ଶୀଘ୍ର ରୁପେଲି ପରଦାକୁ ଆସିବ ଐତିହାସିକ ସିନେମା ’ଠଗ୍ସ ଅଫ୍ ହିନ୍ଦୋସ୍ତାନ’ । ଏହି ସିନେମାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ମହାନାୟକ ଅମିତାଭ୍ ବଚ୍ଚନ ଏବଂ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ । ତେଣୁ ସିନେମାକୁ ଦେଖିବା ପାଇଁ ବହୁତ ଉତ୍କଣ୍ଠାର ସହ ଦର୍ଶକଙ୍କ ସହ ଅପେକ୍ଷା…

ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଲୈଲା ମଜନୁର ଗୀତ ହାଫିଜ୍ ହାଫିଜ୍

ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଲୈଲା ମଜନୁର ଗୀତ ହାଫିଜ୍ ହାଫିଜ୍ । ମୋହିତ ଚୌହାନ୍ ଗୀତଟିକୁ ଗାଇଛନ୍ତି । ମ୍ୟୁଜିକ ଦେଇଛନ୍ତି ନିଲାଦ୍ରୀ କୁମାର। ଲେଖିଛନ୍ତି ଇର୍ଶାଦ କାମିଲ। ଜବ ୱି ମେଟ୍, ହାଇୱେ, ରକଷ୍ଟାର ଓ ତମାଶା ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଇମତିଆଜ ଅଲ୍ଲୀ ଏଥର ଦର୍ଶକଙ୍କ…

ଦିନେ ବଡ଼ବଡ଼ କଳାକାରଙ୍କ ସହ କରିଥିଲେ କାମ, ଆଜି ଫୁଟପାଥରେ ଗୀତଗାଇ ପୋଷୁଛନ୍ତି ପେଟ

ଗ୍ଲାମର ୱାଲ୍ଡରେ ନାମ କରିବା କିଛି ସହଜ କଥା ନୁହଁ। ପ୍ରତିଦିନ ଦେଶରେ ଲକ୍ଷାଧିକ ଲୋକ ଏହି ଗୋଟିଏ ସୁଯୋଗର ଅପେକ୍ଷାରେ ରହୁଛନ୍ତି। ବର୍ତ୍ତମାନ ଯୁଗରେ ଭାଗ୍ୟରେ ଥିଲେ ଏବଂ ବହୁ କଷ୍ଠ ପରେ ଗ୍ଲାମର ଲାଇନ୍ ଲୋକଙ୍କୁ ଭଲ କାମ କରିବାକୁ ମିଳୁଛି। କିନ୍ତୁ ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ…

ଦେଶୀଗାର୍ଲଙ୍କୁ ପ୍ରେମରେ କଣ ଡ଼ାକୁଛନ୍ତି ନିକ୍ ?

ମୁମ୍ବାଇ :  ନିକଟରେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ଼ର ଦେଶୀ ଗର୍ଲ ଏବଂ ନିକ୍ ଜୋନ୍ସ। ଦୁହିଁଙ୍କ ର୍ନିବନ୍ଧ ଏବଂ ରୋକା ନିକଟରେ ଶେଷ ହୋଇଥିବା ବେଳେ ବିଟାଉନରୁ ଉଭୟଙ୍କ ପାଇଁ ଶୁଭେତ୍ସା ସୁଅ ଛୁଟିଛି। ତେବେ ଆପଣ ଜଶଣିଛନ୍ତି କି, ଦେଶୀ ଗାର୍ଲ ପ୍ରିୟଙ୍କାଙ୍କୁ ମିସ୍‌ କରୁଛନ୍ତି…

କେରଳ ପାଇଁ ଭିଡ଼ିଓ ଯୋଗେ ସହାୟତା ମାଗୁଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍

କେରଳରେ ବିଗତ ୧୨ ଦିନ ହେବ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଏନେଇ ପାଖାପାଖି ୭.୫ଲକ୍ଷ ଲୋକ ବାସହୀନ ହୋଇଥିବା ବେଳେ ୩୦୦ ଜଣଙ୍କର ମୃତ ଘଟିଛି। ଏଣୁ କେରଳ ବାସୀଙ୍କ ସାହାୟତା ପାଇଁ ହାତ ବଢ଼ାଇଛନ୍ତି ସଂପୂର୍ଣ୍ଣ ଦେଶବାସୀ। ତେବେ ଏନେଇ ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗିଛନ୍ତି…

ଆସନ୍ତା ସେପ୍ଟେମ୍ବର ମାସରେ ଫିଲ୍ମ ରିଲିଜ୍ ହେବ ବଲିଉଡ୍ ମୁଭି ହଲ୍କା

ଆସୁଛି ବଲିଉଡ୍ ମୁଭି ହଲ୍କା । ଆସନ୍ତା ସେପ୍ଟେମ୍ବର ମାସରେ ଫିଲ୍ମ ରିଲିଜ୍ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ସହ ପ୍ରଯୋଜନା କରିଛନ୍ତି ନୀଳମାଧବ ପଣ୍ଡା । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ୍ ଲୟ । ଏହି ଫିଲ୍ମ ସଂପର୍କରେ ନୀଳମାଧବ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି, ଡେପୁଟୀ…