Browsing Category

ମନୋରଂଜନ

ଗରିବଙ୍କ ଦେବଦୂତ ସୋନୁ ସୁଦ୍ ପୁଣି ଚର୍ଚ୍ଚାରେ, ନିଜ ସମ୍ପତ୍ତି ବନ୍ଧକ ରଖି ଅସହାୟଙ୍କୁ କରିବେ ସାହାଯ୍ୟ

କେନ୍ୟୁଜ୍(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ସୋନୁ ସୁଦ୍। କରୋନା କଟକଣା ମଧ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ଘରକୁ ଫେରାଇ ଚର୍ଚ୍ଚାରେ ଥିବା ସୋନୁ ସୁଦ୍ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ଅସହାୟଙ୍କୁ ସାହାର୍ଯ୍ୟ କରିବା ପାଇଁ ନିଜ ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି…

କୋଭିଡ୍‌ ଟେଷ୍ଟ ସମୟରେ ଭୟରେ ଥରିଲେ ଆକ୍ଟ୍ରେସ୍‌ ଉର୍ବଶୀ ରୌତେଲା, ତାଙ୍କ ଅବସ୍ଥା ଦେଖି ହସିବାକୁ ଲାଗିଲେ…

କୋଭିଡ୍‌ ୧୯ ମହାମାରୀର ପ୍ରକୋପ ସାରା ଦୁନଆରେ ଘାରିଛି ଏବଂ ଅନେକ ଲୋକ ଏଥିରେ ସଂକ୍ରମିତ ମଧ୍ୟ ହେଉଛନ୍ତି। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟି ପଯ୍ୟର୍ନ୍ତ ସମସ୍ତେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି। ବଲିଉଡ କଳାକାର ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି ଏବଂ ଖୁବ୍‌ ସାବଧାନରେ ମଧ୍ୟ ରହୁଛନ୍ତି।…

ବାୟୁସେନାର ପୋଷାକ ପିନ୍ଧି ଏକେ ଭର୍ସେସ୍ ମୁଭିରେ ଅପତ୍ତିଜନକ ଶଦ୍ଦ ବ୍ୟବହାର କରିବା ନେଇ ଅନିଲ କପୁରଙ୍କୁ ବିରୋଧ, ସେନା…

କେନ୍ୟୁଜ୍(ବ୍ୟୁରୋ):  ଅନୀଲ କପୁର ବନାମ ଇଣ୍ଡିଆନ୍‌ ଏୟାରଫୋର୍ସ । ବଲିଉଡ ଅଭିନେତା ଅନୀଲ କପୁରଙ୍କ ଆଗାମୀ ଫିଲ୍ମ ଏକେ ଭର୍ସେସ୍‌ ଏକେକୁ ନେଇ ବାୟୁସେନାର ଆପତ୍ତି । ସିନେମାରେ ବାୟୁସେନାର ୟୁନିଫର୍ମକୁ ଠିକ ଭାବେ ନପିନ୍ଧିବା ଓ ଆପତ୍ତିଜନକ ଶବ୍ଦର ବ୍ୟବହାର ନେଇ ବାୟୁସେନା ପକ୍ଷରୁ ବିରୋଧ…

ଆତ୍ମହତ୍ଯା କଲେ ଅଭିନେତ୍ରୀ ଭିଜେ ଚିତ୍ରା, ଅଧିକ ରାତି ପର୍ଯ୍ଯନ୍ତ କରିଥିଲେ ସୁଟିଂ, ସକାଳୁ ହୋଟେଲ ରୁମ୍ରୁ ମିଳିଲା…

ଟେଲିଭିଜନ ଇଣ୍ଡଷ୍ଟ୍ରୀରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ତାମିଲ ଟିଭି ଅଭିନେତ୍ରୀ ଭିଜେ ଚିତ୍ରା ସୁଇସାଇଡ କରିଛନ୍ତି । ଭିଜେ ଚିତ୍ରାଙ୍କ ବୟସ ୨୮ ବର୍ଷ । ଭିଜେ ଚିତ୍ରାଙ୍କ ମୃତଦେହ ଚେନ୍ନାଇ ସ୍ଥିତ ଏକ ହୋଟେଲରୁ ଉଦ୍ଧାର ହୋଇଛି । ଅଭିନେତ୍ରୀଙ୍କ ମୃତରେ ତାଙ୍କ ଫ୍ୟାନ୍ସ…

ବିରାଟ-ଅନୁଷ୍କା ପୁଣି ସେୟାର କଲେ ଗୁଡ ନ୍ଯୁଜ୍, ୨୦୨୦ର ସବୁଠାରୁ ଅଧିକ ଲାଇକ ମିଳିଥିବା ଫଟୋ ସେୟାର କଲା ଟ୍ବିଟର

ବଲିଉଡ ଏବଂ କ୍ରିକେଟ ଜଗତର ସବୁଠୁ ଚର୍ଚ୍ଚିତ ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ ଫଲୋୟର୍ସ ସଂଖ୍ୟା ବଢିବାରେ ଲାଗିଛି । ଚଳିତ ବର୍ଷ ଅଗଷ୍ଟରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜର ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ଏକ ଖୁସି ଖବର ସେୟାର କରିଥିଲେ କି, ସେମାନେ…

ଖୁବଶୀଘ୍ର ନଣନ୍ଦ ହେବାକୁ ଯାଉଛନ୍ତି ଶ୍ରଦ୍ଧା, ଜାଣନ୍ତୁ କିଏ ହେବେ ତାଙ୍କ ଭାଉଜ

ଅଭିନେତ୍ରୀ ଶ୍ରଦ୍ଧା କପୁର ଖବୁଶୀଘ୍ର ନିଜ ଭାଇ ପାଇଁ ଘରକୁ ଭାଉଜ ଆଣିବାକୁ ଯାଉଛନ୍ତି। ତାଙ୍କ ହେବାକୁ ଥିବା ଭାଉଜ ବଲିଉଡର ଜଣେ ଜଣାଶୁଣା ପରିବାରର ସଦସ୍ଯ ଅଟନ୍ତି। ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ପୁଅ ଏବଂ ଶ୍ରଦ୍ଧା କପୁରଙ୍କ କଜିନ ପ୍ରିୟାଙ୍କ ଶର୍ମା ଏବେ ନିଜ ବିବାହକୁ ନେଇ…

ଧର୍ମେନ୍ଦ୍ରଙ୍କ ଜନ୍ମ ଦିନରେ ବାପାଙ୍କ ସହ ପିଲା ବେଳର ଫଟୋ ସେୟାର କଲେ ବବି ଦେଓଲ, ଲେଖିଲେ ଏମିତି କିଛି. . .

ବଲିଉଡର ବରିଷ୍ଠ ଓ ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର ଆଜି ନିଜର ୮୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ଧର୍ମେନ୍ଦ୍ରଙ୍କୁ ତାଙ୍କର ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ମଧ୍ୟ ସୋସିଆଲ ମିଡିଆରେ ଏକ ଥ୍ରୋବ୍ୟାକ୍ ଫଟୋ…

ବିବାହ ପୂର୍ବରୁ ନେହା କରିଥିଲେ ପ୍ରପୋଜ କିନ୍ତୁ ରୋହନପ୍ରୀତ କରିଦେଇଥିଲେ ମନା, ତା’ ପରେ ହେଲା ଏମିତି

ସିଙ୍ଗର ନେହା କକ୍କର ରୋହନପ୍ରୀତ ସିଂହଙ୍କ ସହ ବିବାହ କରି ନିଜ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ଏବେ ଜୀବନର ଏହି ନୂଆ ପର୍ଯ୍ୟାୟକୁ ଖୁବ୍ ଉପଭୋଗ ବି କରୁଛନ୍ତି । ନିକଟରେ କପିଲ ଶର୍ମା ସୋ’ରେ ନେହା କକ୍କର ଏବଂ ରୋହନପ୍ରୀତ ସିଂହ ଆସି ଅନେକ କଥାର ରାଜ୍ ଖୋଲିଥିଲେ। ନିଜର ପ୍ରଥମ…

ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ‘ବଧାଇ ଦୋ’ର ସୁଟିଂ, ଏକ ଅଜବ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି…

'ବଧାଇ ହୋ'ର ସଫଳତା ପରେ 'ବଧାଇ ଦୋ' ଚଳଚ୍ଚିତ୍ର ପାଇଁ ଘୋଷଣା ହୋଇସାରିଛି । ଏହି ଫିଲ୍ମର ସୁଟିଂ ଜାନୁୟାରୀ 2021 ରେ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିରେ ରାଜକୁମାର ରାଓ ଓ ଭୁମି ପେଡନେକର ଏକାଠି ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ଫିଲ୍ମର କାହାଣୀ କ’ଣ ହେବ ଜାଣିବାକୁ ସମସ୍ତେ…

ବଲିଉଡ୍‌ରେ କରୋନା ଆତଙ୍କ, ବରୁଣଙ୍କ ପରେ ଏବେ କ୍ରିତି ସାନନ ମଧ୍ୟ କରୋନା ପଜିଟିଭ ଚିହ୍ନଟ

କରୋନା କାରଣରୁ ଲକଡାଉନ ହେବା ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁଟିଂ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଏବେ ଗତ କିଛିଦିନ ହେଲାଣି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। କିନ୍ତୁ ଫିଲ୍ମ ସୁଟିଂ ହେବା ଦିନରୁ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଜଣାଶୁଣା ସେଲିବ୍ରିଟି କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ବରୁଣ ଧୱନ,…

ଦିଶା ପରମାରଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ରାହୁଲ ବୈଦ୍ୟଙ୍କ ମା’, ବିବାହକୁ ନେଇ କଲେ ଖୁଲାସା

ଚଳିତ ସପ୍ତାହରେ ବିଗବସ୍ ୧୪ର ରାହୁଲ ବୈଦ୍ୟଙ୍କୁ ସଲମାନ୍ ଖାନ୍ ଘରୁ ବାହାର କରିଛନ୍ତି। ସୂଚନା ମୁତାବକ ଚଳିତ ସପ୍ତାହରେ ରାହୁଲଙ୍କ ଉପରେ ସଲମାନ୍ ଖୁବ୍ ରାଗିଥିବାର ଦେଖିବାକୁ ମିଳିଥିଲା। ରାହୁଲଙ୍କର ଗେମ୍ ରେ କୌଣସି ସିରିୟସ୍ ନଥିବା କହି ସଲମାନ୍ ତାଙ୍କୁ ଘରୁ ବାହାରି ଯିବାର କହୁଥିବା ନଜର…

ସୁଟିଂ ସେଟ୍‌ର ନିତୁ କପୁରଙ୍କୁ ଜଣାପଡ଼ିଲା କରୋନା, ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ମା’ଙ୍କୁ ମୁମ୍ବାଇ ଆଣିଲେ…

ଲାଗୁଛି ଫିଲ୍ମ 'ଯୁଗ ଯୁଗ ଜିଓ'କୁ ଲାଗିଯାଇଛି କରୋନା ଭାଇରସର ନଜର । ବରୁଣ ଧାୱନ ଏବଂ ନିତୁ କପୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟେ ଚଣ୍ଡିଗଡ଼ରେ ଫିଲ୍ମ 'ଜୁଗ୍-ଜୁଗ୍ ଜିଓ'ର ସୁଟିଂ କରୁଥିବା ସମୟରେ କରୋନା ପଜିଟିଭ୍ ବୋଲି ଜଣ ପଡ଼ିଥିଲେ । ଆହୁରି ମଧ୍ୟ ଖବର ଆସିଥିଲା ଯେ ଅନିଲ…