Browsing Category

ମନୋରଂଜନ

ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ବିଜୟିନୀ ହେଲେ ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ

ବଲାଙ୍ଗୀର: ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ଟେକ ରଖିଛନ୍ତି ଆଉ ଜଣେ ସୁନ୍ଦରୀ । ସେ ହେଉଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ । ଚଳିତବର୍ଷ VLCC ଫେମିନା ମିସ ଇଣ୍ଡିଆ ଓଡ଼ିଶା ୨୦୨୦ ବିଜୟିନୀ ହୋଇଛନ୍ତି । ଓଡ଼ିଶାରେ ଜନ୍ମିତ ଶୁଭଶ୍ରୀ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଅନ୍ୟମାନଙ୍କ ପାଇଁ…

ଅଯୋଧ୍ୟାରେ ‘ରାମସେତୁ’ର ସୁଟିଂ କରିବାକୁ ଚାହୁଁଛନ୍ତି ଖିଲାଡି କୁମାର, ମୁଖ୍ଯମନ୍ତ୍ରୀ ଯୋଗୀଙ୍କୁ ମାଗିଲେ ଅନୁମତି

ଉତ୍ତର ପ୍ରଦେଶରେ ତିଆରି ହେବାକୁ ଯାଉଥିବା ଭବ୍ଯ ଫିଲ୍ମ ସିଟି ନିର୍ମାଣକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖିବାକୁ ମିଳିଛି। ବିଶ୍ବସ୍ତରୀୟ ଫିଲ୍ମ ସିଟି ନିର୍ମାଣ କରିବାକୁ ଘୋଷଣା କରିଥିବା ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଏହି ମିଶନ ପାଇଁ ଜୋରସୋରରେ କାମ ଆରମ୍ଭ…

ରିସେପ୍ସନ୍‌ ପାର୍ଟିରେ ପତ୍ନୀ ଶ୍ୱେତାଙ୍କ ସହ ଡ୍ୟାନ୍ସ କଲେ ଆଦିତ୍ୟ ନାରାୟଣ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବଲିଉଡର ଲୋକପ୍ରିୟ ଅଭିନେତା ଏବଂ ସିଙ୍ଗର ଆଦିତ୍ୟ ନାରାୟଣ, ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ୧ ଡିସେମ୍ବରରେ ବିବାହ କରିବା ପରେ ଉଭୟଙ୍କ ରିସେପ୍ସନ୍‌ ପାର୍ଟି ମଧ୍ୟ ରହିଥିଲା। ଏହି ପାର୍ଟିରେ ଆଦିତ୍ୟ ନାରାୟଣଙ୍କ ପରିବାର ସହ ଭାରତୀ ସିଂହ,…

ଜନ ଆବ୍ରାହମଙ୍କୁ “ପର୍ସନ ଅଫ ଦ ଇୟର” ଭାବେ ଚୟନ କଲା PETA

ଜନ ଆବ୍ରାହମ ଓ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର । ପଶୁଙ୍କ ପ୍ରତି ଆଦର ଓ ଭଲପାଇବା, ପଶୁଙ୍କ ଅଧିକାର ପାଇଁ ସ୍ୱର ଉଠାଇବାକୁ ନେଇ ପିପୁଲ୍ସ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ବା ପେଟା ସଂସ୍ଥା ଜନ ଆବ୍ରାହାମଙ୍କୁ "ପର୍ସନ ଅଫ ଦ ଇୟର" ଭାବରେ ଚୟନ କରିଛନ୍ତି । ଏବାବଦରେ ପେଟା…

ଫିଲ୍ମ ‘ଓମ୍: ଦ ବ୍ୟାଟେଲ ଉଇଦିନ୍’ର ଫାଷ୍ଟଲୁକ୍ ଜାରି, ଆକ୍ସନ ମୁଡରେ ନଜର ଆସିଲେ ଆଦିତ୍ୟ ରାୟ କପୁର

ବଲିଉଡ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ 'ଓମ୍: ଦ ବ୍ୟାଟେଲ ଉଇଦିନ୍'ର ଫାଷ୍ଟଲୁକ୍ ଜାରି ହୋଇଛି। ଆଦିତ୍ୟ ନିଜ ଇନଷ୍ଟାଗ୍ରାମରେ ଅପକମିଙ୍ଗ ଫିଲ୍ମର ଫାଷ୍ଟଲୁକ୍ ସେୟାର କରିଛନ୍ତି। ଫାଷ୍ଟଲୁକ୍ ସେୟାର କରି ଆଦିତ୍ୟ ଲେଖିଛନ୍ତି 'ଲଢ଼େଇର ସାହସକୁ ବଞ୍ଚାଇ ରଖିବା ପାଇଁ ଏକ ଲଢ଼େଇ'। ଏଥିରେ…

ବରୁଣ, କିଆରା, ନୀତୁ କପୁରଙ୍କୁ କରୋନା, ବନ୍ଦ ହେଲା ନୂଆ ଫିଲ୍ମ ‘ଯୁଗ୍ ଯୁଗ୍ ଜିୟୋ’ର ସୁଟିଂ

ଅଭିନେତା ବରୁଣ ଧୱନ, କିଆରା ଆଡଭାନୀ ଏବଂ ନିତୁ କପୁରଙ୍କୁ କରୋନା। ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସେଟ୍ରୁ ଏହି ଖବର ମିଳିଛି। ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ଏଥିପାଇଁ ବରୁଣ ଧଓ୍ବନ, କିଆରା ଆଡଭାନୀ ଏବଂ ନୀତୁ କପୁରଙ୍କୁ…

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିବାକୁ ଦାବି, ବମ୍ବେ ହାଇକୋର୍ଟରେ ଦାଖଲ ହେଲା ପିଟିସନ୍

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୁରୁବାର ସନ୍ଧ୍ୟାରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ କଙ୍ଗନା ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଲଗାତାର ଦେଶରେ ଘୃଣା ସୃଷ୍ଟି କରୁଥିବା ନେଇ ଅଭିଯୋଗ କରାଯାଇଛି। ଅଭିଯୋଗକାରୀଙ୍କ ତରଫରୁ ଦାଖଲ କରାଯାଇଥିବା ପିଟିସନରେ…

ବଢ଼ିଲା କଙ୍ଗନାଙ୍କ ଅଡ଼ୁଆ, କୃଷକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ

ବଢ଼ିଲା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ। ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧ ସମିତି(DSGMC) କଙ୍ଗନାଙ୍କୁ ନୋଟିସ ଜାରି କରିଛି। ନୋଟିସ ମାଧ୍ୟମରେ କଙ୍ଗନାଙ୍କୁ କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ ପାଇଁ ବିନା ସର୍ତ୍ତରେ କ୍ଷମା…

ସମୁଦ୍ର କୂଳରେ ହ୍ଵାଇଟ୍ ଗାଉନ୍ ପିନ୍ଧି ମସ୍ତି କରୁଥିବାର ନଜର ଆସିଲେ ହିନା ଖାନ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ଟିଭି ଠାରୁ ଆରମ୍ଭ କରି ‘କାନ ଫିଲ୍ମ ଫେଷ୍ଟିଭାଲ’ ରେ ନିଜ ଷ୍ଟାଇଲ୍ କୁ ବଜାୟ ରଖିଛନ୍ତି ହୀନା ଖାନ୍‌ । ସୂଚନା ମୁତାବକ, ହିନା ଖାନ୍ ବର୍ତ୍ତମାନ ନିଜର ପୁରା ପରିବାର ସହ ମାଳଦ୍ୱୀପରେ ଛୁଟି ମନାଇବା ସହ ମସ୍ତି କରୁଥିବାର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।…

ବିବାହ ପରେ ପ୍ରଥମ ଥର ସ୍ୱାମୀଙ୍କ ସହ ଗୋଟିଏ ସ୍କ୍ରିନ୍‌ରେ ନଜର ଆସିଲେ ନେହା କକ୍କର, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ବଲିଉଡର ଲୋକପ୍ରିୟ ସିଙ୍ଗର୍‌ ନେହା କକ୍କର ନିଜର ପର୍ସନାଲ ଲାଇଫ୍‌ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ନେହା କିଛି ଦିନ ତଳେ ପଞ୍ଜାବୀ ସିଙ୍ଗର୍‌ ରୋହନପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନେହା ଏବଂ ରୋହନପ୍ରୀତଙ୍କ ବିବାହର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ଭାଇରାଲ ହେଉଛି ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଯୋଗ କରୁଥିବା ଫଟୋ, ମିମ୍ସ କରି କେମିତି ୟୁଜର୍ସ ଟ୍ରୋଲ୍‌ କରୁଛନ୍ତି…

ଅନୁଷ୍କା ଶର୍ମା ଗର୍ଭାବସ୍ଥାରେ ଯୋଗ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଅନୁଷ୍କା ଏହି ଫଟୋ ସେୟାର କରିବାର କିଛି ସମୟ ଭିତରେ ସୋସିଆଲ ମିଡିଆ ୟୁଜର୍ସ ଏହାର ମିମ୍ସକୁ ଭାଇରାଲ କରିଦେଲେ। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲି ବି ନଜର…

ଡିସେମ୍ବର ୩୧ରେ ନିଜ ରାଜନୈତିକ ଦଳର ଘୋଷଣା କରିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଜାନୁଆରୀରେ ହେବ ଲଞ୍ଚ

ଶେଷରେ ନିଜ ରାଜନୈତିକ ଦଳର ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ। ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ। ଏନେଇ ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…