Browsing Category

ମନୋରଂଜନ

ବଢ଼ିଲା କଙ୍ଗନାଙ୍କ ଅଡ଼ୁଆ, କୃଷକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ

ବଢ଼ିଲା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ। ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧ ସମିତି(DSGMC) କଙ୍ଗନାଙ୍କୁ ନୋଟିସ ଜାରି କରିଛି। ନୋଟିସ ମାଧ୍ୟମରେ କଙ୍ଗନାଙ୍କୁ କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ ପାଇଁ ବିନା ସର୍ତ୍ତରେ କ୍ଷମା…

ସମୁଦ୍ର କୂଳରେ ହ୍ଵାଇଟ୍ ଗାଉନ୍ ପିନ୍ଧି ମସ୍ତି କରୁଥିବାର ନଜର ଆସିଲେ ହିନା ଖାନ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ଟିଭି ଠାରୁ ଆରମ୍ଭ କରି ‘କାନ ଫିଲ୍ମ ଫେଷ୍ଟିଭାଲ’ ରେ ନିଜ ଷ୍ଟାଇଲ୍ କୁ ବଜାୟ ରଖିଛନ୍ତି ହୀନା ଖାନ୍‌ । ସୂଚନା ମୁତାବକ, ହିନା ଖାନ୍ ବର୍ତ୍ତମାନ ନିଜର ପୁରା ପରିବାର ସହ ମାଳଦ୍ୱୀପରେ ଛୁଟି ମନାଇବା ସହ ମସ୍ତି କରୁଥିବାର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।…

ବିବାହ ପରେ ପ୍ରଥମ ଥର ସ୍ୱାମୀଙ୍କ ସହ ଗୋଟିଏ ସ୍କ୍ରିନ୍‌ରେ ନଜର ଆସିଲେ ନେହା କକ୍କର, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ବଲିଉଡର ଲୋକପ୍ରିୟ ସିଙ୍ଗର୍‌ ନେହା କକ୍କର ନିଜର ପର୍ସନାଲ ଲାଇଫ୍‌ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ନେହା କିଛି ଦିନ ତଳେ ପଞ୍ଜାବୀ ସିଙ୍ଗର୍‌ ରୋହନପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନେହା ଏବଂ ରୋହନପ୍ରୀତଙ୍କ ବିବାହର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ଭାଇରାଲ ହେଉଛି ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଯୋଗ କରୁଥିବା ଫଟୋ, ମିମ୍ସ କରି କେମିତି ୟୁଜର୍ସ ଟ୍ରୋଲ୍‌ କରୁଛନ୍ତି…

ଅନୁଷ୍କା ଶର୍ମା ଗର୍ଭାବସ୍ଥାରେ ଯୋଗ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଅନୁଷ୍କା ଏହି ଫଟୋ ସେୟାର କରିବାର କିଛି ସମୟ ଭିତରେ ସୋସିଆଲ ମିଡିଆ ୟୁଜର୍ସ ଏହାର ମିମ୍ସକୁ ଭାଇରାଲ କରିଦେଲେ। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲି ବି ନଜର…

ଡିସେମ୍ବର ୩୧ରେ ନିଜ ରାଜନୈତିକ ଦଳର ଘୋଷଣା କରିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଜାନୁଆରୀରେ ହେବ ଲଞ୍ଚ

ଶେଷରେ ନିଜ ରାଜନୈତିକ ଦଳର ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ। ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ। ଏନେଇ ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…

ଯୋଗ ସହିତ କିସ୍ ଦେଉଥିବା ନଜର ଆସିଲେ ଅଲାନା ପାଣ୍ଡେ, ଦେଖନ୍ତୁ ଭିଡିଓ

ଏବେ ସୋସିଆଲ ମିଡିଆରେ ଅନନ୍ୟା ପାଣ୍ଡେଙ୍କ ଭଉଣୀ ଅଲାନା ପାଣ୍ଡେଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ଅଲାନାଙ୍କ ହଟ୍ ଅନ୍ଦାଜ୍ ଦେଖି ସୋସିଆଲ ମିଡିଆ ୟୁଜର୍ସ ଏକଦମ୍ ଫ୍ଲାଟ୍ ହୋଇଯାଇଛନ୍ତି। କିଛି ଦିନ ତଳେ ବୟଫ୍ରେଣ୍ଡଙ୍କ ସହିତ ତାଙ୍କର ଫଟୋ ଖୁବ୍ ଚର୍ଚ୍ଚା ସାଉଁଟିଥିଲା। ଯେଉଁଥିରେ ସେ…

କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍ ଙ୍କ ଦିଓ୍ଵାନା ହେଲେ ସଲମାନ୍ ଖାନ୍, ସୋସିଆଲ ମିଡିଆରେ ତାରିଫ୍ କରି କହିଲେ ଏମିତି

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବଲିଉଡରେ ଖୁବ୍ ଧମାଲ୍ ଦେଖାଇସାରିଛନ୍ତି। ନିଜର ଅଭିନୟ ଦ୍ୱାରା ମଧ୍ୟ କ୍ୟାଟ୍ରିନା ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ନିଜର ଦିଓ୍ଵାନା କରିପାରିଛନ୍ତି। ତାଙ୍କର ଅଭିନୟ ସହ ସୁନ୍ଦରତା ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ କିନ୍ତୁ କ୍ୟାଟ୍ରିନାଙ୍କ ସାନ ଭଉଣୀ…

ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ, ପ୍ରତିଦିନ ନେବେ ଦୁଇ କୋଟି ଲେଖାଏଁ ଟଙ୍କା

ବଲିଉଡରେ ସବୁବେଳେ ସୁପରହିଟ ଫିଲ୍ମ ଦେଉଥିବା ହିରୋ ଭାବେ ଅକ୍ଷୟ କୁମାର ବେଶ ଜଣାଶୁଣା । କରୋନାଭାଇରସ୍ ମଧ୍ୟ ତାଙ୍କର ପ୍ରଭାବକୁ ହ୍ରାସ କରିପାରିନାହିଁ । ତେବେ ନିକଟରେ ମିଳିଥିବା ଖବର ମୁତାବକ ସେ ମୁଦାସର ଅଜିଜଙ୍କ ପରବର୍ତ୍ତୀ କମେଡି ଫିଲ୍ମ ପାଇଁ ସାଇନ କରିଛନ୍ତି । ସୂଚନାନୁସାରେ,…

ସଲମାନ ଖାନଙ୍କ ‘ତେରେ ନାମ’ର ହେବାକୁ ଯାଉଛି ସିକ୍ୱେଲ

ସଲମାନ ଖାନଙ୍କ 2003 ଚଳଚ୍ଚିତ୍ର 'ତେରେ ନାମ' ଏକ ସୁପରହିଟ୍ ଫିଲ୍ମ ଥିଲା । ଏହି ଚଳଚ୍ଚିତ୍ରରେ ସଲମାନ ରାଧେ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ତେବେ ଗତ କିଛିଦିନ ଧରି ଏହି ଚଳଚ୍ଚିତ୍ରର ସିକ୍ୱେଲ ବିଷୟରେ ଆଲୋଚନା ଚାଲିଛି । ନିକଟରେ ନିର୍ଦ୍ଦେଶକ…

ପ୍ରଭାସଙ୍କ ଆଉ ଏକ ଧମାକାଦାର ଫିଲ୍ମ ‘ସଲାର୍’ର ଘୋଷଣା, ସାମ୍ନାକୁ ଆସିଲା ଫାଷ୍ଟ ଲୁକ

ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କ ନିଜ ଫିଲ୍ମକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି । ଆଦିପୁରୁଷ, ରାଧେ ଶ୍ୟାମ ଏବଂ ଦୀପିକା ପାଦୁକୋନଙ୍କ ସହ ଏକ ସାଇନ୍ସ ଫିକ୍ସନ ଫିଲ୍ମ ପରେ ପ୍ରଭାସ ବର୍ତ୍ତମାନ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ପରବର୍ତ୍ତୀ ଫିଲ୍ମ ସାଇନ କରିଛନ୍ତି । ସୂଚନା ଅନୁଯାୟୀ ଏହି…

ଭର୍ଜିନିଟିକୁ ନେଇ ସୋସିଆଲ ମିଡିଆରେ ଏମିତି ପ୍ରଶ୍ନ କଲେ ୟୁଜର୍ସ, ଯାହାର ଉତ୍ତରରେ କଡା ଜବାବ୍‌ ଦେଲେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ ନିଜ ଫ୍ୟାନ୍ସଙ୍କ ପାଇଁ Ask Me Anything ସେସନ୍‌ କରୁଛନ୍ତି। ଏଥିରେ ଫ୍ୟାନ୍ସ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, ଯାହାର ଉତ୍ତର ଇଲିଆନା ବହୁତ ଭଲଭାବେ ଦେଉଛନ୍ତି। କିନ୍ତୁ ଜଣେ ୟୁଜର୍‌ ଇଲିଆନାଙ୍କୁ ଏହି ଜରିଆରେ ଏକ ମୂଲ୍ୟହୀନ…

ଲୁକସରେ ବଲିଉଡର ବଡ ବଡ ଅଭିନେତାଙ୍କୁ ବି ମାତ ଦିଅନ୍ତି ଅମିତାଭଙ୍କ ନାତି ଅଗସ୍ତ୍ୟ, ଥରେ ପକାନ୍ତୁ ତାଙ୍କ ଉପରେ ନଜର

ଅମିତାଭ ଓ ଜୟା ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ନିଜ ପିତାମାତାଙ୍କ ପଦାଙ୍କ ଅନୁସରଣ କରି ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ଝିଅ ଶ୍ଵେତା କିନ୍ତୁ ଏଥିରୁ ନିଜକୁ ଦୁରେଇ ରଖିଥିଲେ । କିନ୍ତୁ ଶ୍ଵେତାଙ୍କ ଝିଅ ନବ୍ୟ ନବେଲି ନନ୍ଦା ସୋସିଆଲ ମିଡ଼ିଆରେ ଖୁବ ଲୋକପ୍ରିୟତା ହାସଲ…