Browsing Category

ମନୋରଂଜନ

ରାୟଗଡା ଝିଅ ସନ୍ଧ୍ୟା ଦଳେଇ ହେଲେ ମିସେସ୍‌ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟାଣ୍ଟ୍‌ର ବିଜେତା

ରାୟଗଡା : ମିସେସ୍‌ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟାଣ୍ଟ୍‌ରେ ବିଜେତା ହୋଇଛନ୍ତି ରାୟଗଡା ଜିଲ୍ଲାର ଝିଅ ସନ୍ଧ୍ୟା ଦଳେଇ । ଚଳିତ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ମିସେସ୍‌ ଇଣ୍ଡିଆ ୱାନ୍‌ ଇନ୍‌ ଏ ମିଲିୟନ୍‌ ପ୍ରତିଯୋଗିତାରେ ସେ ବିଜୟୀ ହୋଇ ରୌପ୍ୟ ମୁକୁଟ ହାସଲ…

ଜନ୍ମ ଦିନରେ ଉଲଗ୍ନ ହୋଇ ଗୋଆ ସମୁଦ୍ରକୂଳରେ ଦୌଡ଼ିଲେ ମିଲିନ୍ଦ ସୋମନ୍‌, ସେୟାର କଲେ ଫଟୋ

ବଲିଉଡ୍‌ ଆକ୍ଟର ମିଲିନ୍ଦ ସୋମନ୍‌ ନିଜ ଫିଟ୍‌ନେସ୍‌ ଭିଡିଓ ଓ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏହି କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ମିଲିନ୍ଦ ଆଜି ନିଜ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ୫୫ ବର୍ଷ ବୟସରେ ମଧ୍ୟ ମିଲିନ୍ଦ ପୂରା ଫିଟ୍‌ ଅଛନ୍ତି। ତାଙ୍କ…

ଅଶ୍ଳୀଳ ଭିଡିଓ ସୁଟିଂ କରି ବିବାଦରେ ଛନ୍ଦି ହେଲେ ପୁନମ୍‌ ପାଣ୍ଡେ, ଗୋଆରେ ମାମଲା ରୁଜୁ କଲେ ମହିଳା ଓ୍ଵିଙ୍ଗ୍‌

ବଲିଉଡ୍‌ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ସବୁବେଳେ ନିଜ ହଟ୍‌ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ପୁନମ୍‌ଙ୍କର ୩.୬ ମିଲିୟନ୍‌ ଫଲୋୟର୍ସ ରହିଛନ୍ତି। କିନ୍ତୁ ଚଳିତଥର ପୁନମ୍‌ ନିଜ ହଟ୍‌ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଯାଇଥିବା ଦେଖିବାକୁ ମିଳିଛି। ଗୋଆ ଫରଓ୍ଵାର୍ଡ…

ସାରାଙ୍କ ପରେ ବଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବେ ଇବ୍ରାହିମ୍, ସୈଫ କଲେ ଏମିତି ସ୍ବାଗତ

ସୈଫ ଅଲ୍ଲୀ ଖାନ ବଲିଉଡରେ ଏକ ଭିନ୍ନ ପରିଚୟ ବନାଇଛନ୍ତି। ସୈଫଙ୍କ ପରେ ତାଙ୍କ ଝିଅ ସାରା ବଲିଉଡରେ ଡେବ୍ୟୁ କରିଥିଲେ। ଏବେ ସାରାଙ୍କ ପରେ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଏବେ ଏହି ରାସ୍ତାରେ ଚାଲିବାକୁ ପ୍ରସ୍ତୁତ। ରିପୋର୍ଟ ମୁତାବକ, ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଖୁବଶୀଘ୍ର…

ପୁଣି ବଲିଉଡକୁ ଲାଗିଲା ଝଟକା, ଚାଲିଗଲେ ଏହି ପପୁଲାର ଅଭିନେତା

ବଲିଉଡ୍‌ ଅଭିନେତା ଫରାଜ୍‌ ଖାନଙ୍କ ନିଧନ ହୋଇଛି। ମାତ୍ର ୪୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବେଙ୍ଗାଲୁରୁର ଏକ ହସପିଟାଲରେ ସେ ଲମ୍ବା ସମୟ ଧରି ଚିକିତ୍ସିତ ହେଉଥିଲେ। ସେ ଦୀର୍ଘଦିନ ହେବ ଛାତିରେ କଫ ଏବଂ ଇନଫେକସନ ଦ୍ୱାରା ଆକ୍ରାନ୍ତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ…

ଗିରଫ ପରେ ବିଜୟ ରାଜଙ୍କୁ ମିଳିଲା ଜାମିନ, ଜଣେ ମହିଳା ସହଯୋଗୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ଫିଲ୍ମ ‘ରନ’ ଏବଂ ଧମାଲ, ୱେଲକମ୍ ଭଳି ଦମଦାର ଫିଲ୍ମରେ ନିଜର କମେଡି ଅନ୍ଦାଜ ଯୋଗୁଁ ଦର୍ଶକଙ୍କ ପାଖରେ ବେଶ ପରିଚିତ ବଲିଉଡର ଅଭିନେତା ବିଜୟ ରାଜ। ଏବେ ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ତାଙ୍କର ଜଣେ ମହିଳା କ୍ର୍ୟୁ ମେମ୍ବର। ୨ ନଭେମ୍ବର ରାତିରେ ଶେରନୀ ଫିଲ୍ମ ସୁଟିଂରେ ସହଯୋଗୀ ଭାବେ…

ଲାଲ ଚୁଡି ଶାଢ଼ି ପିନ୍ଧି ଅକ୍ଷୟ କଲେ ଧମାକେଦାର ଡ୍ୟାନ୍ସ , ଭିଡିଓ ଦେଖିଲେ ଆପଣ ବି କରିବେ ଡ୍ୟାନ୍ସ

ଅକ୍ଷୟ କୁମାର ଏବଂ କିଆରା ଆଡଭାଣୀଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ’ର ନୂଆ ଗୀତ ‘ବମ୍‌ ଭୋଲେ’ ରିଲିଜ୍‌ ହୋଇଛି। ଏହି ଗୀତ ରିଲିଜ୍‌ ହେବାର ତୁରନ୍ତ ପରେ ୟୁଟ୍ୟୁବରେ ଧମାଲ ମଚାଇବାର ଆରମ୍ଭ କରିଛି। ଏହି ଗୀତରେ ଅକ୍ଷୟ କୁମରେଙ୍କ ଡ୍ୟାନ୍ସ ଦେଖିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ…

ବିବାଦରେ ରାଜାମୌଲିଙ୍କ RRR, ଆଦିବାସୀ ନେତାଙ୍କୁ ମୁସଲିମ୍‌ ଟୋପିରେ ଦେଖାଇଥିବାରୁ ଥିଏଟର ଜାଳିଦେବାକୁ ବିଜେପିର ଧମକ

ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ୍‌ଏସ୍‌ ରାଜାମୌଲୀ ନିଜ ନୂଆ ଫିଲ୍ମ RRR କୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ବିଜେପି କଡ଼ା ଭାଷାରେ ଫିଲ୍ମର ଫାଷ୍ଟଲୁକ୍‌ ବଦଳାଇବାକୁ ଦାବି କରିଛି। ଯଦି ଏଭଳି ନ ହୁଏ ତେବେ ଥିଏଟର ଜଳାଇବାକୁ ଧମକ ଦିଆଯାଇଛି। ରିପୋର୍ଟ ମୁତାବକ ତେଲେଙ୍ଗାନା ବିଜେପିର ନେତା…

ଦେଶଦ୍ରୋହ ମାମଲାରେ କଙ୍ଗନା ଓ ତାଙ୍କ ଭଉଣୀଙ୍କୁ ଦ୍ୱିତୀୟ ଥର ପାଇଁ ସମନ ଜାରି କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଟେନ୍ସନ୍‌ କମିବାର ନାଁ ଧରୁନି। ମୁମ୍ବାଇ ପୋଲିସ ଦ୍ୱିତୀୟ ଥର ପାଇଁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ସମନ ଜାରି କରିଛି। ଉଭୟଙ୍କୁ ୧୦ ନଭେମ୍ବର ଭିତରେ ବାନ୍ଦ୍ରା ପୋଲିସ ଷ୍ଟେସନ୍‌ରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।…

ପବିତ୍ରା ସହିତ ରୋମାନ୍ସ, ନିକ୍କି ସହିତ କଲେ ଏମିତି କାମ, ନୋମିନେସନରେ ଦୁହିଁଙ୍କୁ ଧୋକା ଦେଲେ ଏଜାଜ ଖାନ

ବିଗ୍ ବସ୍ ୧୪ ରେ କେତେବେଳେ ମେକର୍ସ ସିନ ଚେଞ୍ଜ କରନ୍ତି ତ କେତେବେଳେ ପ୍ରତିଯୋଗୀ ଗେମ୍ ଚେଞ୍ଜ କରିଦିଅନ୍ତି। ପ୍ରତିଯୋଗୀମାନେ ନିଜ ଖେଳ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ଶୋରେ ସବୁଠାରୁ ଅଧିକ ମଜବୁତ ଖେଳାଳି ଏଜାଜ ଖାନ ଖେଳକୁ ନେଇ ବେଶ୍ ପାସନେଟ ରହିଥାନ୍ତି।…

ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଅନୁଭୁତି ସେୟାର କଲେ ଅମୀର ଖାନଙ୍କ ଝିଅ ଇରା ଖାନ, କଣ ଜାଣନ୍ତୁ……

ବଲିଉଡ ଜଗତର ମିଷ୍ଟର ପରଫେକ୍ସସନିଷ୍ଠ ଭାବେ ଜଣା ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନଙ୍କୁ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଥିବାର ଦେଖାଯାଏ । ଅଧିକାଂଶ ସମୟରେ ନିଜ ବୋଲ୍ଡ ପିକ ପାଇଁ ହିଁ ବିଶେଷ ଭାବରେ ଚର୍ଚ୍ଚାରେ ରୁହନ୍ତି ଅମୀର ତନୟା ଇରା । କିଛି ଦିନ ତଳେ ଇରା ମାନସିକ ବିଷାଦ…

ଅଢେଇ ମିନିଟ ଭିଡିଓରେ ୯ଟି ଅଦ୍ଭୁତ ପୋଷାକ,ଲେଡି ଗାଗା କଲେ ଭିନ୍ନ ଅନ୍ଦାଜରେ ଭୋଟିଙ୍ଗ ଅପିଲ

କରୋନା ମହାମାରୀ ମଧ୍ୟରେ ଆମେରିକାରେ ମତଦାନ ଚାଲିଛି ଏବଂ ରେର୍କଡ ଭୋଟିଙ୍ଗ ଦେଖିବାକୁ ମିଳିଛି।ତେବେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ହେବ ଏହି ପ୍ରଶ୍ନର ଉତ୍ତର ନଭେମ୍ବର ୩ ତାରିଖ ପରେ ସାରା ବିଶ୍ୱକୁ ମିଳିଯିବ।ଏହା ମଧ୍ୟରେ ଆମେରିକାର ଫେମସ ସିଙ୍ଗର, ପର୍ଫୋମର ଓ ଅଭିନେତ୍ରୀ ଲେଡି ଗାଗା…