Browsing Category

ମନୋରଂଜନ

ରାଜକୁମାର ରାଓଙ୍କ ନୂଆ ଲୁକ୍ ଦେଖି ଚକିତ ହେଲେ ଫ୍ୟାନ୍ସ, ‘ଫାଇଟର’ ଭିଲେନ୍ ସହ କଲେ ତୁଳନା

ବଲିଉଡ ଅଭିନେତା ରାଜକୁମାର ରାଓ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ 'ଶ୍ରୀକାନ୍ତ'କୁ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ଜଣେ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ୍ । ଯେଉଁଥିରେ ରାଜକୁମାର ରାଓ ଏହି ବ୍ୟବସାୟୀଙ୍କ ଭୂମିକାରେ ନଜର ଆସିବେ । ଟି-ସିରିଜ୍ ଏହି ଫିଲ୍ମ ନିର୍ମାଣ…

ସାମ୍ନାକୁ ଆସିଲା ଦିଲଜିତ ଓ ପରିଣୀତିଙ୍କ ଫିଲ୍ମ ‘ଚମକିଲା’, ପ୍ରିୟଙ୍କା ଚୋପ୍ରା ପୋଷ୍ଟ ସେୟାର କରି ଭଉଣୀଙ୍କୁ ଜଣାଇଲେ…

ନେଟଫ୍ଲିକ୍ସରେ 'ଅମର ସିଂ ଚାମକିଲା' ରିଲିଜ୍ ହୋଇଛି । ଏହି ଫିଲ୍ମରେ ଲୋକମାନେ ଅମର ସିଂ ଚମକିଲା ଏବଂ ତାଙ୍କ ସ୍ତ୍ରୀ ଅମରଜୋଟ କୌରଙ୍କ ଭୂମିକାରେ ଦିଲଜିତ ଦୋସାଞ୍ଜ ଓ ପରିଣୀତି ଚୋପ୍ରାଙ୍କୁ ପସନ୍ଦ କରୁଛନ୍ତି । ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବା ପରଠାରୁ ଚର୍ଚ୍ଚାରେ…

ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ : ଦୋଷ ମାନିଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ

ଆଜି ସକାଳେ ଭାଇଜାନଙ୍କ ଘରେ ବାହାରେ ଗୁଳିକାଣ୍ଡ ହୋଇଥିବା ଖବର ଆସିଛି । ଏବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦୋଷ ମାନିଛନ୍ତି । ତେବେ ସୂଚନା ଅନୁସାରେ ସେ ନିଜେ ଏହି କାମ କରିଛନ୍ତି…

ଏଭଳି ‘ମଞ୍ଜୁଳିକା’ ହେଲେ ବିଦ୍ୟା ବାଲାନ, ସ୍କ୍ରିପ୍ଟ ନ ପଢି ସାଇନ୍ କରିଥିଲେ ‘ଭୁଲ…

ବିଦ୍ୟା ବାଲାନ୍ ୨୦୦୭ ବ୍ଲକବଷ୍ଟର୍ ଫିଲ୍ମ 'ଭୁଲ୍ ଭୁଲେୟା'ରେ ମଞ୍ଜୁଲିକା ଭୂମିକାରେ ଅଭିନୟ କରି ଅତୁଳନୀୟ ନାମ ଓ ଖ୍ୟାତି ଅର୍ଜନ କରିଥିଲେ । ବର୍ତ୍ତମାନ ବିଦ୍ୟା ବାଲାନ୍ ' ଭୁଲ୍ ଭୁଲେୟା ୩ ' ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅଭିନେତ୍ରୀ ପୁଣି ଥରେ ମଞ୍ଜୁଲିକା…

ଫିଲ୍ମ ‘ମୈଦାନ’ର ପ୍ରଶଂସା କରିଲେ ସୌରଭ ଗାଙ୍ଗୁଲି, କହିଲେ ଥରେ ନିଶ୍ଚୟ ଦେଖନ୍ତୁ…

ଭାରତୀୟ ଟିମର ପୂର୍ବତନ କ୍ୟାପଟେନ ତଥା ଭେଟେରାନ ଖେଳାଳି ସୌରଭ ଗାଙ୍ଗୁଲି ଅଜୟ ଦେବଗନଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ 'ମୈଦାନ' ଦେଖିବା ପରେ ସୋସିଆଲ ମିଡିଆରେ ନିଜର ରିଭ୍ୟୁ ସେୟାର କରିଛନ୍ତି । ଫେମସ ଫୁଟବଲ କୋଚ ସେୟଦ ଅବଦୁଲ ରହୀମଙ୍କ ବାୟୋପିକକୁ ସୌରଭ ଗାଙ୍ଗୁଲି ବହୁତ ପସନ୍ଦ କରିଛନ୍ତି…

ଭାଇଜାନଙ୍କ ଘର ବାହାରେ ଗୁଳିମାଡ, ଦୁର୍ବୃତ୍ତକୁ ଖୋଜୁଛି ପୋଲିସ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟ ନିକଟ ଗୁଳିକାଣ୍ଡ ଘଟିଛି । ଆଜି ଭୋର ୪ଟା ୫୦ ମିନିଟ ସମୟରେ କୌଣସି ଅଜ୍ଞାତ ଦୁର୍ବୃତ୍ତ ୨-୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଥିଲେ । ଦୁଇ ଜଣ ଯୁବକ ବାଇକରେ…

ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌, ଡେଲିଭରି ବଏକୁ ନେଇ କହିଲେ ଏମିତି କିଛି…

ଫିଲ୍ମ ଇଣ୍ଡଷ୍ଟ୍ରିରେ ସୋନୁ ସୁଦ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବଲିଉଡ ଅଭିନେତା ତଥା ରିଅଲ ଲାଇଫ ହିରୋ ସୋନୁ ସୁଦ ତାଙ୍କର ଭଲ କାମ ପାଇଁ ଲାଇମଲାଇଟରେ ରହିଥାନ୍ତି । କୋଭିଡ ମହାମାରୀ ସମୟରେ ସେ ଗରିବ ଏବଂ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ, ଯେଉଁଥିପାଇ ସେ ଅନେକ ଲୋକଙ୍କର ଭଲ ପାଇବା…

ଫ୍ୟାଶନ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା : ଆନିମଲ ପ୍ରିଣ୍ଟ୍ ଡିଜାଇନ ପାଇଁ ଜଣାଶୁଣା ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ଦେହାନ୍ତ

ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି, ଯାହା ସମସ୍ତ ଷ୍ଟାରଙ୍କୁ ଏକ ବଡ଼ ଝଟକା ଦେଇଛି । ତେବେ ଜଣାଶୁଣା ଫ୍ୟାଶନ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ଟିମ୍‌ ସୋସିଆଲ ମିଡିଆରେ ଏହି ଦୁଃଖର କଥା ସେୟାର କରିଛନ୍ତି । ବଲିଉଡରୁ ଓଲିଉଡ…

ବଲିଉଡର ଏହି ନୂଆ ଯୋଡିଙ୍କୁ ଏକାଠି ଦେଖିବାକୁ ମିଳିବ ବଡ ପରଦାରେ, ଜାଣନ୍ତୁ ଫିଲ୍ମର ନାମ

ଚଳିତ ବର୍ଷ ଦମ୍‌ଦାର ଫିଲ୍ମ ଏବଂ ୱେବ୍ ସିରିଜ୍ ବ୍ୟତୀତ ବଲିଉଡର କିଛି ନୂଆ କପଲ ମଧ୍ୟ ସିନେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଫିଲ୍ମ 'ଡନ୍ ୩'ର ରଣବୀର ସିଂ ଏବଂ କିଆରା ଆଡଭାନୀଙ୍କ ଠାରୁ ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ' ଛାବା' ପର୍ଯ୍ୟନ୍ତ ଏହି ତାରକାମାନେ ୨୦୨୪…

ଲୋକପ୍ରିୟ ବରିଷ୍ଠ ଅଭିନେତା ଅରୁଲମଣିଙ୍କ ହୃଦ୍‌ଘାତରେ ଦେହାନ୍ତ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହୃଦ୍‌ଘାତ ଯୋଗୁ ସାଉଥ୍‌ର ଜଣେ ଲୋକପ୍ରିୟ ଅଭିନେତା ଅରୁଲମଣିଙ୍କ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ଚଳିତ ମାସରେ ହୃଦ୍‌ଘାତ ଯୋଗୁ ୪ ଜଣ କଳାକାରଙ୍କ ମୃତ୍ୟୁ ଫ୍ୟାନ୍‌ଙ୍କ ମହଲରେ ଦୁଃଖର ବାତାବରଣ ସୃଷ୍ଟି କରିଛି । କହି…

୨୦ ବର୍ଷ ପରେ ଏକାଠି ନଜର ଆସିଲେ ମଲ୍ଲିକା ଶେରାୱତ ଓ ଇମ୍ରାନ ହାଶମୀ, ଭାଇରାଲ ହେଉଛି ଭିଡିଓ

୨୦୦୪ର ହିଟ୍ ଥ୍ରୀଲର ଫିଲ୍ମ 'ମର୍ଡର'ର ସୁଟିଂ ସମୟରେ ହୋଇଥିବା ଝଗଡାର ୨୦ ବର୍ଷ ପରେ, ଇମ୍ରାନ ହାଶମୀ ଏବଂ ମଲ୍ଲିକା ଶେରାଓ୍ଵତ ଏହି ଝଗଡାକୁ ଶେଷ କରିଛନ୍ତି । ଗୁରୁବାର ରାତିରେ ମୁମ୍ବାଇରେ ଫିଲ୍ମ ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଝିଅର ମ୍ୟାରେଜ୍‌ ରିସେପ୍ସନ ପାର୍ଟିରେ ଇମ୍ରାନ ଏବଂ ମଲ୍ଲିକା…

ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏପ୍ରିଲ୍ ୧୧ରେ ଅର୍ଥାତ ଗୁରୁବାର ଦିନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଫିଲ୍ମ 'ମଇଦାନ' ସହିତ କମ୍ପିଟିସନ୍‌ କରିଛି । ଇଦ୍ ପର୍ବରେ ମୁକ୍ତିଲାଭ କରିଥିବା ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ଆରମ୍ଭ କରିବ ବୋଲି…