ଭଉଣୀ ଶ୍ୱେତା ସିଂ କୀର୍ତ୍ତି ସେୟାର କଲେ ସୁଶାନ୍ତ ସିଂ ରାଜପୁତଙ୍କ ଅଦେଖା Photo, କହିଲେ, ‘ଚକମକ କରୁଥିବା…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୦୦ରୁ ଅଧିକ ଦିନ ବିତିଗଲାଣି। କିନ୍ତୁ ଏବେ ବି ତାଙ୍କ କେସରୁ ପରଦା ଉଠିପାରିନାହିଁ। ଫ୍ୟାନମାନେ ଲଗାତାର ସୋସିଆଲ ମିଡିଆରେ ତାଙ୍କୁ ନ୍ୟାୟ ଦେବା ପାଇଁ କ୍ୟାମ୍ପେନ ଚଲାଇଛନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ବି ଏହି କ୍ୟାମ୍ପେନରେ…