Browsing Category

ମନୋରଂଜନ

କଲ୍‌ ରେକର୍ଡ କହୁଛି : ୫ ଦିନରେ ସୁଶାନ୍ତଙ୍କୁ ୨୫ ଥର ଫୋନ୍‌ କରିଥିଲେ ରିୟା, ଚାହୁଁଥିଲେ ମେଣ୍ଟାଲ୍‌ ହସ୍‌ପିଟାଲ୍‌ରେ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶୁସାନ୍ତ ସିଂହଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଅଡୁଆ ସୂତା ପରି ଜଟିଳ ହେବାରେ ଲାଗିଛି । ମିଳିଥିବା କଲ୍‌ ରେକର୍ଡ ଅନୁଯାୟୀ ଜାନୁଆରୀ ମାସରେ ରିୟା ସୁଶାନ୍ତଙ୍କୁ ୫ ଦିନରେ ୨୫ ଥର କଲ୍‌ କରିଥିଲେ । ରିୟା ସୁଶାନ୍ତଙ୍କୁ ମେଣ୍ଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି…

୨୬ ଦିନ ହେଲା କରୋନା ସହ ଲଢ଼ୁଛନ୍ତି ଅଭିଷେକ ବଚ୍ଚନ, ସେୟାର କଲେ ଡିସ୍‌ଚାର୍ଜ ପରର ପ୍ଲାନ୍‌

ବଲିଉଡ୍‌ ଅଭିନେତା ତଥା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଗତ ୨୬ ଦିନ ହେଲା କରୋନା ସହ ଲଢ଼ୁଛନ୍ତି। ଅମିତାଭ ବଚ୍ଚନ ଏହି ଯୁଦ୍ଧ ଜିତି ଘରକୁ ଫେରିଥିବା ବେଳେ ଜୁନିୟର ବଚ୍ଚନ କିନ୍ତୁ ଏବେ ବି ନାନାବତୀ ସୁପର ସ୍ପେଶାଲିଟି ହସ୍ପିଟାଲରେ କରୋନା ଯୁଦ୍ଧ ଲଢ଼ୁଛନ୍ତି। ସୋସିଆଲ ମିଡିଆରେ ଲଗାତାର…

ଆତ୍ମହତ୍ୟା କଲେ ପୁଣି ଜଣେ କଳାକାର, ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତା ସମୀର ଶର୍ମାଙ୍କ ମୃତଦେହ

ମୁମ୍ବାଇରେ ଆଉ ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ଅନେକ ଲୋକପ୍ରିୟ ଟିଭି ସିରିୟଲରେ କାମ କରିଥିବା ଅଭିନେତା ସମୀର ଶର୍ମାଙ୍କ ମୃତଦେହ ଘରର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସମୀର ୟେ ରିସ୍ତା ହେ ପ୍ୟାର କେ, କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି, କହାନୀ ଘର ଘର କି ଭଳି ସିରିୟଲରେ…

ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଟେନ୍‌ସନ୍‌, ବିହାରରେ ରୁଜୁ ହୋଇଥିବା ମାମଲାକୁ ପୁନଃରେଜିଷ୍ଟର କରିବ ସିବିଆଇ

ବିହାର ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ବୁଧବାର ଦିନ ସିବିଆଇକୁ ଦେଇଛନ୍ତି। ଏହି ମାମଲାର ତଦନ୍ତ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ସିବିଆଇ ତରଫରୁ କୁହାଯାଇଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିନେତ୍ରୀ ରିୟା…

ବାଇକ୍ ଚାଳକଙ୍କ ଆକ୍ରମଣର ଶିକାର ହେଲେ ବିଗବସ୍ ପୂର୍ବ ପ୍ରତିଯୋଗୀ ଆସିମ୍ ରିୟାଜ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ବିଗବସ୍ ସିଜିନ୍ ୧୩ର ରନର୍ସଅପ୍ ହୋଇଥିବା ମଡେଲ୍ ଏବଂ ଅଭିନେତା ଆସିମ୍ ରିୟାଜଙ୍କୁ ଜଣେ ବାଇକ୍ ଚାଳକ ଧକ୍କା ଦେଇଛି, ଯାହାଫଳରେ ଅଭିନେତା ଆସିମ୍ ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପର୍କରେ ଆସିମ ନିଜେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଆସିମ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରିୟାଙ୍କୁ ୭ ତାରିଖ ଦିନ ଜେରା କରିବ ଇଡି

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ଏକଥା ଆଜି ସ୍ପଷ୍ଟ ହେବା ପରେ ମୁମ୍ବାଇକୁ ତଦନ୍ତ ପାଇଁ ଯାଇଥିବା ପାଟନା ପୋଲିସ୍ ଫେରି ଆସିବ । ତେବେ ଏହାଠାରୁ ଆଉ ଏକ ବଡ଼ ଖବର ହେଲା ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ…

ସୁନ୍ଦରୀ ଐଶ୍ଵରିୟା ସ୍ବରେଇନ ୨୦୧୬ରେ ହୋଇଥିଲେ ମିସ ଇଣ୍ଡିଆ ଫାଇନାଲିଷ୍ଟ, ୨୦୨୦ରେ ୯୩ ର‍୍ୟାଙ୍କ ରଖି କ୍ଲିୟର କଲେ…

ପ୍ରଶାସନ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଯେ କେବଳ ମାତ୍ର ମୁଷ୍ଟିମେୟଙ୍କ ହାତରେ ସୀମିତ ତାହା ନୁହେଁ । ଯଦି ମନରେ ଦୃଢ ଇଚ୍ଛା ଶକ୍ତି ଓ କାର୍ଯ୍ୟରେ ନିଷ୍ଠା ଥାଏ ତେବେ ଯେ କେହି ବି ଏଥିରେ ସଫଳତା ହାସଲ କରିପାରିବେ । ଏହାର ସତ୍ୟାସତ୍ୟ ଆପଣ ଏହି କାହାଣୀ ପଢି ଜାଣି ପାରିବେ । ୟୁନିୟନ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା, ରିୟାଙ୍କ ପିଟିସନ୍‌ର ଶୁଣାଣି କରି ଏହି ରାୟ ଦେଲେ ସୁପ୍ରିମ୍‌କୋର୍ଟ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍‌ର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। ପାଟନାରେ ଦାୟର ହୋଇଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତରିତ କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପିଟିସନ୍‌ ଦାଖଲ କରିଥିଲେ।…

ଦିଶାଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍‌ କନ୍‌ଫରେନ୍ସ କରିବାକୁ ଚାହୁଁଥିଲେ ସୁଶାନ୍ତ, କିନ୍ତୁ ସେଦିନ ରାତିରେ…;…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସମାଧାନ ହେବା ବଦଳରେ ଦିନକୁ ଦିନ ଅଧିକ ବିବାଦୀୟ ହୋଇଯାଉଛି। ପ୍ରତିଦିନ ଏହି ମାମଲାରେ ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି। ଆଜି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ମିଳିଥିବା ବେଳେ ଇତି ମଧ୍ୟରେ ଆଉ ଏକ ନୂଆ କଥା ଶୁଣିବାକୁ…

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ, ମିଳିଲା କେନ୍ଦ୍ରର ଅନୁମତି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବ ସିବିଆଇ। ବିହାର ସରକାରଙ୍କ ତରଫରୁ ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନକୁ କେନ୍ଦ୍ର ଗ୍ରହଣ କରିଛି। ଖୁବ୍‌ଶୀଘ୍ର ଏହା ମାମଲାର ସିବିଆଇ ତଦନ୍ତ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସ୍ପଷ୍ଟ କରିଛି। ଏଣୁ ସୁଶାନ୍ତଙ୍କୁ ନ୍ୟାୟ…

ଅନେକ ରାଜ ଖୋଲିଲେ ସୁଶାନ୍ତଙ୍କ ପୂର୍ବତନ ଆସିଷ୍ଟାଣ୍ଟ ଅଙ୍କିତ: କହିଲେ ରିୟା ଆସିବା ପରେ ସବୁକିଛି ବଦଳିଥିଲା, ପୂଜାରେ…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏକ ପକ୍ଷରେ ମୁମ୍ବାଇ ପୋଲିସ ଯାଞ୍ଚ କରୁଥିବା ବେଳେ ସେପଟେ ବିହାର ପୋଲିସ ମଧ୍ୟ ଯାଞ୍ଚ କରିବାର କୌଣସି ହେଳା କରୁନାହିଁ। ଏହାଛଡା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ବିହାର ସରକାର ସିବିଆଇ ଯାଞ୍ଚର ସୁପାରିଶ କରିଛନ୍ତି। ପ୍ରତିଦିନ…

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କଲେ ବିହାର ରାଜ୍ୟପାଳ ଫଗୁ ଚୌହାନ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା। ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କରିଛନ୍ତି ବିହାର ରାଜ୍ୟପାଳ ଫଗୁ ଚୌହାନ । ଗତକାଲି ସିବିଆଇ ତଦନ୍ତ ନେଇ ସୁପାରିଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । ଏହାପରେ ସଂଧ୍ୟାରେ ରାଜ୍ୟପାଳ ସିବିଆଇ ତଦନ୍ତ ଫାଇଲରେ ମୋହର ମାରିଛନ୍ତି ।…