Browsing Category

ମନୋରଂଜନ

ଏପରି ଦୀପାବଳିକୁ ଖାସ୍‌ ବନାଇଲେ ବିରାଟ-ଅନୁଷ୍କା

ଦୀପାବଳି ପାଳନ କରିବାର ଉତ୍ସାହ ପୁରା ଦେଶରେ ଦେଖାଯିବା ସହ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଏପରିକି ବିଗ୍ ବି ଅମିତାଭ ବଚ୍ଚନ ନିଜ ପରିବାରରେ ଦୀପାବଳି ପାଳନ କରିବା ପାଇଁ ଆୟୋଜନ କରିଥିବା ବେଳେ ଅନୁଷ୍କା ଶର୍ମା ପତି ବିରାଟ କୋହଲିଙ୍କ ସହ ଦୀପାବଳି ସେଲିବ୍ରେଟ୍ କରିଛନ୍ତି। ଏଥର…

ପୁଅ ତୈମୁରଙ୍କ ବିଷୟରେ ବଡ଼ ଖୁଲାସା କଲେ ସୈଫ୍‌, କହିଲେ ‘ତୈମୁର ମୋତେ ଏମିତି ଡାକିଥାଏ’

ସୈଫ୍ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସେ ଏମିତି ଜଣେ ଷ୍ଟାରକିଡ୍‌, ଯିଏ ସବୁଠାରୁ ଅଧିକ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସୈଫ୍ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେତେକ କଥାର ଖୁଲାସା କରିଥିଲେ। ଯେତେବେଳେ ତାଙ୍କୁ ତୈମୁରଙ୍କ ପପୁଲାରିଟି ବିଷୟରେ ପଚରା…

ତିନି ଦିନରେ ୫୦ କୋଟି କ୍ଲବରେ ସାମିଲ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’ ତିନି ଦିନରେ ୫୦ କୋଟି କ୍ଲବରେ ପହଞ୍ଚିଯାଇଛି। ଏହା ରବିବାର ସୁଦ୍ଧା ୫୨.୮୯ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା ,…

‘ବିଗ୍ ବସ୍’ ରେ ଏଣ୍ଟ୍ରି କରିବେ ଏହି ନୂଆ ସଦସ୍ୟ

ଅନ୍ୟତମ ଲୋକପ୍ରିୟ ରିଆଲିଟି ସୋ’ ‘ବିଗ୍ ବସ୍’ର ଚଳିତ ସିଜିନରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍…

ଅଲଗା ଧର୍ମରେ ବିବାହ କରିବା ଯୋଗୁଁ ଇଣ୍ଡଷ୍ଟ୍ରୀ ଛାଡିଦେଇଥିଲେ ଏହି ଅଭିନେତ୍ରୀ, ଏବେ ପୁଣି ଫେରିଛନ୍ତି ପରଦାକୁ

ସିରିଅଲ ‘କହିଁ ତୋ ହୋଗା’ରେ କଶିଶ ଭୂମିକାକୁ ଆପଣମାନେ ନିଶ୍ଚିତ ଭାବେ ମନେ ରଖିଥିବେ। ଏହି ସିରିଅଲରେ ମୁଖ୍ୟ ଭୂମିକାରେ ନଜର ଆସିଥିବା କଶିଶ ଦର୍ଶକଙ୍କ ହୃଦୟରେ ଘର କରିସାରିଥିଲେ। କିନ୍ତୁ ଅନ୍ୟ ଧର୍ମରେ ବିବାହ କରିବା ତାଙ୍କୁ ପଡିଥିଲା ମହଙ୍ଗା। ଏଥିପାଇଁ ସେ ଟିଭି ଇଣ୍ଡଷ୍ଟ୍ରୀରୁ ଦୀର୍ଘଦିନ…

ଦୀପାବଳି ପାଳିବା ପାଇଁ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଏହି ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଦେଲେ ନେହା କକ୍କର

ବଲିଉଡ୍ ରେ ଇମୋସ୍ନାଲ୍ ଗାୟିକା ଭାବେ ପରିଚିତ ନେହା କକ୍କର ଅନ୍ୟର ଦୁଃଖକୁ ଆଦୌ ଦେଖି ପାରନ୍ତିନାହିଁ। ଏମିତିକି ଇମୋସ୍ନାଲ୍ ଗୀତ ଶୁଣିଲେ ବି ତାଙ୍କ ଆଖିରୁ ଲୁହ ଝରିଯାଏ। ଏପରିକି ‘ଇଣ୍ଡିଆନ୍ ଆଇଡଲ୍ ’ ସୋ’ ରେ ଅନେକ ଥର କାନ୍ଦି ସାରିଛନ୍ତି। ସେଥିପାଇଁ କେହି କେହି ତାଙ୍କୁ କାନ୍ଦୁରୀ ନେହା…

ଦୀପାବଳି ଅବସରରେ ରାନୁ ମଣ୍ଡଳ ଗାଇଲେ ଏହି ଗୀତ, ଯାହାର ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ

ପ୍ଲାଟଫର୍ମରେ ‘ତେରୀ ମେରୀ କହାନୀ’ ଗୀତ ଗାଇ ରାତାରାତି ବଲିଉଡ୍ ରେ ଏଣ୍ଟ୍ରି କରିଥିବା ରାନୁ ମଣ୍ଡଳଙ୍କ ଚର୍ଚ୍ଚା ସୋସିଆଲ ମିଡିଆରେ ଥମି ନଥିବା ବେଳେ ଏବେ ଆଉ ଏକ ଗୀତ ଭାଇରାଲ ହୋଇଛି। ଦୀପାବଳି ଅବସରରେ ରାନୁ ମଣ୍ଡଳଙ୍କ ଭାଇରାଲ ହୋଇଥିବା ଭିଡିଓରେ ସେ ଶାହରୁଖ୍ ଖାନ୍ ଙ୍କ ଫିଲ୍ମ…

ଭାରତୀୟ ପରମ୍ପରା ଢଙ୍ଗରେ ଦୀପାବଳି ପାଳିଲେ ପ୍ରିୟଙ୍କା, ଏଭଳି ଜଣାଇଲେ ପ୍ରଶଂସକଙ୍କୁ ଶୁଭେଚ୍ଛା

ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଆମେରିକାରେ ରହୁଛନ୍ତି । ହେଲେ ଏବେବି ସେ ତାଙ୍କ ନିଜ ଦେଶର ପରମ୍ପରାକୁ ଭୁଲି ପାରି ନାହାଁନ୍ତି। ରବିବାର ସାରା ଭାରତରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ ପ୍ରିୟଙ୍କା ମଧ୍ୟ ସୁଦୂର ଆମେରିକାରେ ସ୍ବାମୀ ନିକ୍ ଜୋନସଙ୍କ ସହ…

ପଛ ପଟୁ ମହିଳା କରୁଥିଲେ ଏଭଳି ଅଶ୍ଳୀଳ କାମ, ପରଫରମାନ୍ସ ସମୟରେ ଭଡ୍‌କିଗଲେ ପ୍ରିୟଙ୍କାଙ୍କ ସ୍ୱାମୀ

ପରଫରମାନ୍ସ ସମୟରେ ନିକ୍ ଜୋନସ୍ ଜଣେ ମହିଳାଙ୍କ ଉପରେ ଭଡ୍‌କି ଯାଇଥିଲେ। କାରଣ, ମହିଳା ଜଣକ ଏମିତି କାମ କରିଥିଲେ, ଯାହା ଜାଣିବା ପରେ ନିକ୍ ତାଙ୍କ ଉପରେ ଖୁବ୍ ବର୍ଷିଥିଲେ। ଏହାପରେ ପୁଣି ନିଜ ଭାଇମାନଙ୍କ ସହ ଷ୍ଟେଜ୍‌ରେ ପରଫରମାନ୍ସ ଦେଇଥିଲେ। ନିକ୍ ଜୋନ୍‌ସ ଏକ ହଲିଉଡ୍ କନସର୍ଟରେ ନିଜ…

ହଳଦିଆ ଶାଢିରେ ଛାଇଗଲା ସାରା ଅଲ୍ଲୀ ଖାନ୍‌ଙ୍କ ଦିଓ୍ଵାଲି ଲୁକ୍‌, ପାର୍ଟିରେ ଛିଣ୍ଡିଲା ବରୁଣ ଧଓ୍ଵନଙ୍କ ଚପଲ!

ଦିଓ୍ଵାଲି ଧୂମ୍ ଏବେ ସବୁଆଡ଼େ ଛାଇଯାଇଛି। ବଲିଉଡ୍‌ରେ ମଧ୍ୟ ଗୋଟିଏ ପରେ ଗୋଟିଏ ଦିଓ୍ଵାଲି ପାର୍ଟି ଚାଲିଛି। ଫିଲ୍ମ ‘କୁଲି ନମ୍ବର ଓ୍ଵାନ୍‌’ର ଟିମ୍ ବି ଦିଓ୍ଵାଲି ସେଲିବ୍ରେଟ୍ କରିଛି। ଫିଲ୍ମର ପ୍ରଯୋଜକ ଜ୍ୟାକି ଭଗନାନୀ ଦୀପାବଳିକୁ ନେଇ ବଢ଼ିଆ ପାର୍ଟି ରଖିଥିଲେ। ଏଥିରେ ସାରା ଅଲ୍ଲୀ ଖାନ୍ ଓ…

ଆଇସିୟୁରେ ଭର୍ତ୍ତି ମା’କୁ ବଞ୍ଚାଇବା ପାଇଁ ଶାହାରୁଖ ଆପଣାଇଥିଲେ ଏହି ଉପାୟ

ବଲିଉଡର କିଙ୍ଗଖାନ ଶାହାରୁଖ ତାଙ୍କ ମା’ଙ୍କୁ ବଞ୍ଚାଇବା ପାଇଁ ଏପରି ଉପାୟ ଆପଣାଇଥିଲେ, ଯାହାକୁ ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ୧୫ବର୍ଷର ହୋଇଥିବା ବେଳେ ଶାହାରୁଖ୍ ଖାନଙ୍କ ବାପା ଦୁନିଆ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସମୟ ସହ ସେ ବାପାଙ୍କ ବିୟୋଗର ଦୁଃଖ ଭୁଲୁଥିବା ବେଳେ…

ହଟ୍‌ ବ୍ରାଲେଟ୍‌ ପିନ୍ଧି ଜାହ୍ନବୀ ଦେଖାଇଲେ ନିଜ ସେକ୍ସି ଷ୍ଟାଇଲ୍‌, ଫ୍ୟାନ୍‌ ହେଲେ ବାୟା!

ଜାହ୍ନବୀ କପୁର, ବଲିଉଡ୍‌ର ହଟ୍‌ ଅଭିନେତ୍ରୀ। ନିଜର ହଟ୍‌ ଆଉ ସେକ୍ସି ପର୍ସନାଲିଟି ଦ୍ୱାରା ସେ ଫ୍ୟାନମାନଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ଜାହ୍ନବୀ ନିଜ ବଡି ଏବଂ ଫିଜିକ୍‌ ଉପରେ ଖୁବ୍‌ କାମ କରିଛନ୍ତି। ତାଙ୍କ ପର୍ସନାଲିଟିକୁ ଲୋକେ ପସନ୍ଦ କରୁଛନ୍ତି।…