Browsing Category

ମନୋରଂଜନ

ନୟନତାରାଙ୍କ ପୁରୁଣା ସ୍ୱପ୍ନ ହେଲା ସାକାର, ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଲେ ଅଭିନେତ୍ରୀ

ଶାହାରୁଖ ଖାନଙ୍କ 'ଜୱାନ'ରେ କାମ କରିଥିବା ନୟନତାରା ଆଜିକାଲି ତାଙ୍କ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ନିଜ ଜୀବନର ଛୋଟ ବଡ ଅପଡେଟ୍ ବ୍ୟତୀତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।…

୮ କୋଟିର କାରରେ ଆଲିଆ ଭଟ୍ଟଙ୍କୁ ନେଇ ବୁଲିବାକୁ ଗଲେ ରଣବୀର କପୁର, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତା ରଣବୀର କପୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ଶେଷଥର ପାଇଁ ସୁପରହିଟ୍‌ ଫିଲ୍ମ ‘ଆନିମଲ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଦର୍ଶକ ରଣବୀରଙ୍କୁ ବହୁତ ଭଲ ପାଇବା ଦେଇଥିଲେ । ଏବେ ଅଭିନେତା କିଛି ଦିନ ପୂର୍ବରୁ ଏକ ୮ କୋଟି ଟଙ୍କା ମୂଲ୍ୟର ନୂଆ…

୧୦୦ କୋଟି କ୍ଲବରେ ସାମିଲ ହେଲା ‘କ୍ରୁ’, ସମଗ୍ର ବିଶ୍ୱରେ ଧମାଲ୍‌ କରୁଛି ଏହି ଫିଲ୍ମ

କରୀନା କପୁର, ତବୁ ଓ କ୍ରିତି ସାନନ୍ ଷ୍ଟାରର୍ ଫିଲ୍ମ 'କ୍ରୁ' ସମଗ୍ର ବିଶ୍ୱରେ ଧମାଲ୍‌ କରୁଛି । ରାଜେଶ ଏ କୃଷ୍ଣନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳୁଛି । ଏହି କାରଣରୁ ଏବେ ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ…

ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଆଡଭାନ୍ସ ବୁକିଂରେ କଲା ଜବରଦସ୍ତ କଲେକ୍ସନ୍‌, ଜାଣନ୍ତୁ କେତେ ହଜାର…

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମଟି ଆଡଭାନ୍ସ ବୁକିଂରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ସିନେମା ହଲରେ ରିଲିଜ୍ ହେବା ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ।…

‘ପୁଷ୍ପା ୨’ର ନୂଆ ପୋଷ୍ଟରକୁ କପି କରିଛନ୍ତି କି ରଶ୍ମିକା ? ଶ୍ରୀବଲ୍ଲି ଦେଲେ ଉତ୍ତର

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା ୨' ଅନ୍ୟତମ । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ଗତକାଲି ରଶ୍ମିକା ମନ୍ଦାନାଙ୍କ ୨୮ ତମ ଜନ୍ମଦିନରେ ନିର୍ମାତା ଫ୍ୟାନ୍ସଙ୍କୁ…

ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍‌ ଏଲଭିଶ ଯାଦବ, ସାପ ବିଷ ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ

ପ୍ରସିଦ୍ଧ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଯାଇଛି । ତେବେ NDPSର ନିମ୍ନ ଅଦାଲତରେ ଏଲଭିସଙ୍କୁ ଜାମିନ…

ଭାରତୀୟ ସିନେ ଜଗତର ସେ ପ୍ରଥମ ସୁପର ହିରୋ, ଯାହାଙ୍କ ନାଁ ବଡ଼ ରେକର୍ଡ଼ରେ ପଞ୍ଜିକୃତ ହୋଇଛି

ଯେତେବେଳେ ସିନେମା ଜଗତରେ ରୋମାଣ୍ଟିକ୍‌ ହିରୋମାନଙ୍କ କଥା ଆସେ ଶାହରୁଖ୍‌, ସଲମାନ୍‌ ଖାନଙ୍କ ପରି ତାରକାଙ୍କ ନାଁ ଆସେ । କିନ୍ତୁ ଇଏ ସେହି ସୁପର ହିରୋ ଯାହାଙ୍କ ନାଁ ଆଜିବି ଚର୍ଚ୍ଚାରେ । ହିନ୍ଦୀ ସିନେମାର ସେହି ଅଭିନେତା, ୩୦ ବର୍ଷ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ଥିଲେ ମଧ୍ୟ କେହି ତାଙ୍କ…

ସାମ୍ନାକୁ ଆସିଲା ବିଜୟ ଓ ମୃଣାଲଙ୍କ ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର’ ର ପ୍ରଥମ ଦିନରେ ରୋଜଗାର, ଜାଣନ୍ତୁ…

ଲୋକମାନେ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ରୋମାଣ୍ଟିକ ଫିଲ୍ମ 'ଦ ଫ୍ୟାମିଲି ଷ୍ଟାର' କୁ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରିଛନ୍ତି ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁର । ଏହି ଦୁଇଜଣ…

ସାମ୍ନାକୁ ଆସିଲା ‘ପୁଷ୍ପା ୨’ରୁ ଅଲୁ ଅର୍ଜୁନଙ୍କ ନୂଆ ପୋଷ୍ଟର, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଅପ୍‌କମିଂ ଫିଲ୍ମ 'ପୁଷ୍ପା ୨' ପାଇଁ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଚର୍ଚ୍ଚାରେ ଅଛନ୍ତି । ତେବେ 'ପୁଷ୍ପା: ଦି ରାଇଜ୍'ର ଜବରଦସ୍ତ ସଫଳତା ପରେ, ଫ୍ୟାନ୍ସମାନେ ଉତ୍ସାହର ସହିତ ଫିଲ୍ମ ' ପୁଷ୍ପା ୨'କୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଫିଲ୍ମ…

ସୁଟିଂ ବେଳେ ବଡ଼ କାର୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ଅଜିତ କୁମାର

ତାମିଲ ଫିଲ୍ମର ଜଣାଶୁଣା ଅଭିନେତା ଅଜିତ କୁମାରଙ୍କ ଫିଲ୍ମ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଉତ୍ସାହାର ସହିତ ଅପେକ୍ଷ କରିଥାନ୍ତି । ତାଙ୍କ ଅଭିନୟର ବହୁତ ପ୍ରଶଂସକ ଅଛନ୍ତି । ଏହା ସହ ଅଜିତ କୁମାରଙ୍କର ସମସ୍ତ ଫିଲ୍ମ ହିଟ୍‌ ହୋଇଥାଏ ଏବଂ ସିନେମା ହଲରେ ହଇଚଇ ସୃଷ୍ଟି କରିଥାଏ । ତେବେ ୫୨…

ସବୁଜ ଶାଢି, ମଥାରେ ସିନ୍ଦୁର…‘ପୁଷ୍ପା ୨’ରୁ ରିଲିଜ୍‌ ହେଲା ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍‌

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା ୨: ଦି ରୁଲ୍‌’ ଅନ୍ୟତମ । ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଏହି ଫିଲ୍ମ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି । 'ପୁଷ୍ପା ୨' ରିଲିଜକୁ ଲୋକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି । ଫିଲ୍ମର…

ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଏବେ OTT ରେ ହେବ ରିଲିଜ୍‌, ଜାଣନ୍ତୁ କେବେ ଏବଂ କେଉଁ ପ୍ଲାଟଫର୍ମରେ ଦେଖିବେ ?

ବଲିଉଡ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ କ୍ରିତି ସାନନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ରିଲିଜ୍ ହେବା ପରେ ଠାରୁ ଖୁବ୍‌ ଚର୍ଚ୍ଚାରେ ରହିଛି । ତେବେ ପ୍ରଥମ ଥର ପାଇଁ ସାହିଦ ଓ କ୍ରିତି ଅନସ୍କ୍ରିନରେ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏହି…