ଯୁବକଙ୍କ ଉପରେ ବର୍ଷିଲେ ଅନୁଷ୍କା : କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ କଲେ ସମର୍ଥନ
ମୁମ୍ବାଇ : ଦୁଇ ଦିନ ତଳେ ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ରାସ୍ତାରେ ଅଳିଆ ପକାଉଥିବା ଯୁବକଙ୍କ ଉପରେ ରାଗୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଅଳିଆ ପକାଉଥିବା ଅରହାନ ସିଂହ ନାମକ ଯୁବକ…