Odisha News
.
Browsing Category

ଗଣେଶ ଚତୁର୍ଥୀ

ଏଥର ଗଣେଶ ପୂଜାରେ ଭୋଗ ଲଗାନ୍ତୁ ମୋଦକ, କରନ୍ତୁ ଏମିତି ପ୍ରସ୍ତୁତି

ଗଣେଶ ଚତୁର୍ଥୀ ଅବସରରେ ଭଗବାନ ଗଣେଶଙ୍କ ଆଗମନ ପାଇଁ ଭବ୍ଯ ପ୍ରସ୍ତୁତି କରାଯାଇଥାଏ। ଗଜାନନଙ୍କ ସ୍ବାଗତ ପାଇଁ ଭକ୍ତମାନେ କୌଣସି ପ୍ରକାର ଚେଷ୍ଟା ମଧ୍ଯ ଛାଡିନଥାନ୍ତି। ସେହିପରି ଗଣେଶଙ୍କ ପ୍ରିୟ ଖାଦ୍ଯ ମୋଦକ ହୋଇଥିବାରୁ ଲୋକମାନେ ଖୁବ୍ ଜୋସୋର୍ ରେ ମୋଦକ ତିଆରି କରିବାରେ ଲାଗି ପଡ଼ିଥାନ୍ତି।…

କାହିଁକି ଶ୍ରୀ ଗଣେଶଙ୍କୁ ଅର୍ପଣ କରାଯାଇଥାଏ ଦୁବ, ଜାଣନ୍ତୁ ଏହାର ମହତ୍ତ୍ବ

ଭଗବାନ ଗଣେଶଙ୍କ ଆନୁଷ୍ଟାନିକ ପୂଜାରେ ବିଶେଷ ରୂପେ ଗଜାନନଙ୍କୁ ଦୁବ ଲାଗି କରାଯାଇଥାଏ। ଏକ ପବିତ୍ର ଘାସର ମହତ୍ବ ହେଉଛି ଦୁବ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭଗବାନ ଗଣେଶଙ୍କ ପୂଜାରେ କାହିଁକି ଏବଂ କେତେ ଦୁବ ଅର୍ପଣ କରିବା ଉଚିତ। ଦୁବର ଅର୍ଥ: ଦୁହୁ ଏବଂ ଅବମ ରୁ ହିଁ ଦୁବ…

ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭଗବାନ ଗଣେଶଙ୍କୁ ବିଘ୍ନହର୍ତା କୁହାଯାଇଥାଏ। ଯେଉଁ ଭକ୍ତ ଭଗବାନ ଗଜାନନଙ୍କୁ ମନରୁ ଭକ୍ତି କରିଥାନ୍ତି ଭଗବାନ ତାଙ୍କର ସମସ୍ତ ସମସ୍ୟା ଦୂର କରିଦେଇଥାନ୍ତି। ଭାଦ୍ରବ ମାସର ଚତୁର୍ଥୀ ଦିନ ଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଏହି ଦିନକୁ ସମସ୍ତ ଗଣେଶ ଭକ୍ତ ଅପେକ୍ଷା କରି ରହିଥାନ୍ତି। ଏହି ଦିନ…

ଯବାନମାନଙ୍କ ମନୋବଳ ବଢାଇବା ପାଇଁ ଭିନ୍ନ ପ୍ରୟାସ, ଭାରତ-ପାକ୍‌ ସୀମାରେ ଗଣେଶ ପୂଜା କରିବେ ଏହି ବ୍ୟକ୍ତି,

ଆଗକୁ ଗଣେଶ ପୂଜା। ଏନେଇ ପୂରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବଜାରରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିକ୍ରି ହେବା ଆରମ୍ଭ ହେଲାଣି। ଜାମ୍ମୁ କାଶ୍ମୀର ପୁଛଂ ଜିଲ୍ଲାରେ ମଧ୍ୟ ଗଣେଶଙ୍କ ମୂର୍ତ୍ତି ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ପୁଛଂ ନିବାସୀ କିରଣ ଇସର ଏବେ ମୁମ୍ବାଇରେ…

ଗଣେଶ ଚତୁର୍ଥୀରେ ଏମିତି ସଜାନ୍ତୁ ପୂଜାଥାଳି, ନିଶ୍ଚୟ ପ୍ରସନ୍ନ ହେବେ ଗଜାନନ

ଆଗକୁ ଆସୁଛି ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପ୍ରିୟ ଭକ୍ତମାନେ ଏହି ଦିନ ପାଇଁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ଗଣେଶ ଉତ୍ସବ ୨ ରୁ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଇପାରିବ। ବିଶେଷ ରୂପେ ଘରେ ଗଣେଶଙ୍କ ପୂଜା କରୁଥବା ଲୋକମାନେ ଅନେକ କଥାରେ ଧ୍ୟାନରେ ରଖିବା…

ଗଣେଶ ଚତୁର୍ଥୀ ଦିନ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ, ଆପଣଙ୍କ ଉପରେ ଲାଗିପାରେ କଳଙ୍କ

ଆଉ ମାତ୍ର କିଛି ଦିନ ପରେ ପାଳନ କରାଯିବ ଗଣେଶ ଚତୁର୍ଥୀ। ସେପ୍ଟେମ୍ବର ୨ ସୋମବାର ଦିନ ପଡୁଛି ଗଣେଶ ଚତୁର୍ଥୀ। ଏହି ପର୍ବକୁ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଠାରୁ ଅନନ୍ତ ଚତୁର୍ଥୀ ପର୍ଯ୍ୟନ୍ତ ବଡ ଧୂମଧାମରେ ପାଳନ କରାଯାଇଥାଏ। ଅନେକ ସ୍ଥାନରେ ଏହାକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଇଥାଏ। ସାରା…

ଗଣେଶ ଚତୁର୍ଥୀ : ଏଥର ମାତ୍ର ଦୁଇ ଘଣ୍ଟା ରହୁଛି ଶୁଭ ମୁହୂର୍ତ୍ତ, ଜାଣନ୍ତୁ କେବେ ପଡୁଛି ପୂଜା

ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଷ ଚତୁର୍ଥୀ ବୋଲି ଧରାଯାଏ। କୁହାଯାଏ ଯେ ଏହି ଦିନରେ ଭଗବାନ ଗଶେଷଙ୍କ ଜନ୍ମ ହୋଇଥିଲା। ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଶେଷଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଦିନ ମଧ୍ୟାହ୍ନ କାଳରେ ସ୍ବାତି ନକ୍ଷତ୍ର ଏବଂ ସିଂହ ଲଗ୍ନରେ ହୋଇଥିଲା।…