ସ୍ୱଦେଶ ପହଞ୍ଚିବା ପରେ ବିଶ୍ୱବିଜୟୀ ବେଲଜିୟମ୍ ହକି ଦଳକୁ ବିପୁଳ ସମ୍ବର୍ଦ୍ଧନା
କେନ୍ୟୁଜ୍ : ବେଲଜିୟମ୍ରେ ଓଡ଼ିଶାର ହକି ବିଶ୍ୱକପ୍ ବିଜେତାଙ୍କୁ ସ୍ୱାଗତ । ହକି ବିଶ୍ୱବିଜେତା ବେଲଜିୟମ୍ ଟିମ୍ ସ୍ୱଦେଶ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ଦିଆଯାଇଛି । ରାଜଧାନୀ ବ୍ରସେଲ୍ସରେ ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ଜନତା ।
ଲୋକାରଣ୍ୟ ହୋଇଥିଲା ପୂରା ଅଞ୍ଚଳ । ନାଚ ଗୀତରେ…