Odisha News
.
Browsing Category

ହକି ବିଶ୍ୱକପ୍ ୨୦୧୮

Hockey World Cup 2018

କଳିଙ୍ଗ ଷ୍ଟାଡିୟମରେ କ୍ରିକେଟ୍ କିମ୍ବଦନ୍ତୀ , ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ସଚିନ ତେନ୍ଦୁଲକର । ବେଲଜିୟମ-ନେଦରଲାଣ୍ଡ ମ୍ୟାଚ ଦେଖୁଛନ୍ତି କ୍ରିକେଟର ଲେଜେଣ୍ଡ ତଥା ଭାରତ ରତ୍ନ । ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । କିଛି ସମୟ ତଳେ ଭୁବନେଶ୍ୱରରେ ପହଞ୍ଚିଥିଲେ ଲିଟିଲ ମାଷ୍ଟର ।…

ହକି ବିଶ୍ୱକପ୍‌ : ଇଂଲଣ୍ଡକୁ ୮-୧ ଗୋଲ୍‌ରେ ହରାଇ ବ୍ରୋଞ୍ଜ୍‌ ପଦକ ଜିତିଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ନିଜ ଠାରୁ ଅନେକ ଦୁର୍ବଳ ଦଳ ଇଂଲଣ୍ଡକୁ ହରାଇ ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଛି ଗତଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଦଳ । ଆଜି ଅପରାହ୍ନରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ମନଇଚ୍ଛା ଗୋଲ୍‌ କରି ୮-୧ରେ ବିଜୟୀ ହୋଇଛି ।…

ଫାଇନାଲିଷ୍ଟଙ୍କୁ ସଚିନ୍‌ଙ୍କ ଶୁଭେଚ୍ଛା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ଆଜି ହକି ବିଶ୍ୱ କପ୍‌ର ଫାଇନାଲ ମ୍ୟାଚ୍‌ରେ ଦେଖିବାକୁ ମିଳିବେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । କିଛି ସମୟ ଭିତରେ ପହଞ୍ଚିଯିବେ । ହେଲେ ତା ପୂର୍ବରୁ ଟ୍ଵିଟ୍‌ କରି ସଚିନ୍‌ ଦୁଇ ଫାଇନାଲିଷ୍ଟ ନେଦରଲାଣ୍ଡସ ଓ ବେଲଜିୟମ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ…

ହକି ଖେଳାଳିଙ୍କୁ ଅପ୍ୟାୟିତ କଲେ ନବୀନ

ଭୁବନେଶ୍ବର (କେନ୍ୟୁଜ୍) : ହକି ବିଶ୍ବକପ୍ ଖେଳାଳି ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟଠନାୟକ ମଧ୍ୟାହ୍ନ ଭୋଜନରେ ଅପ୍ୟାୟିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ କଳିଙ୍ଗ ଷ୍ଟାଡିୟମରେ ପହଁଚିତ ଖେଳାଳି ମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ ସହିତ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଥିଲେ।…

ଆଜି କଳିଙ୍ଗରେ ହକି ବିଶ୍ୱ ଯୁଦ୍ଧର ଅନ୍ତିମ ଦିନ : ମୁକାବିଲା ବଡ଼ଭାଇ ଓ ସାନ ଭାଇ ଭିତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି କଳିଙ୍ଗରେ ଶେଷ ହେବ ୧୮ ଦିନର ବିଶ୍ୱ ଯୁଦ୍ଧ ହକି ବିଶ୍ୱ କପ୍‌ । ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ର ଫାଇନାଲ୍‌ ଲଢ଼େଇ ହେବ ରାତି ୭ଟାରେ ନେଦରଲାଣ୍ଡସ ଓ ବେଲଜିୟମ୍‌ ମଧ୍ୟରେ । ଟକ୍କର ହେବ ଜୋରଦାର ଦୁଇ ୟୁରୋପୀୟ ଦଳ ନେଦରଲାଣ୍ଡସ ଓ ବେଲଜିୟମ୍‌ । ଏମାନଙ୍କ…

ଆଜି ବିଶ୍ୱକପ୍‌ ହକି ଫାଇନାଲ୍‌ : ମୁହାଁମୁହିଁ ହେବେ ବେଲଜିୟମ-ନେଦରଲାଣ୍ଡସ୍‌

ଆଜି ହକି ବିଶ୍ୱକପ୍ର ଗ୍ରାଣ୍ଡ ଫିନାଲେ । ମୁହାଁମୁହିଁ ହେବେ ବେଲଜିୟମ-ନେଦରଲ୍ୟାଣ୍ଡସ୍ । ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ୍ । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଚୋମାଞ୍ଚକର ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ବାଜି ମାରିଛି ନେଦରଲ୍ୟାଣ୍ଡସ୍ । ସଡନ୍…

ହକି ବିଶ୍ୱ କପ୍‌ରେ ଆଙ୍କର ମାନସୀ ମିଶ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉତ୍କଳ ବିଶ୍ୱବିଦ୍ୟାଳୟର ଗୋଲଡ୍‌ ମେଡାଲିଷ୍ଟ ମାନସୀ ମିଶ୍ର ତୁଲାଉଛନ୍ତି ହକି ବିଶ୍ୱ କପ୍‌ରେ ଆଙ୍କର ଭୂମିକା । ଫ୍ୟାନ୍‌ ଭିଲେଜରେ ଦର୍ଶକଙ୍କ ଆକର୍ଷଣ ପାଲଟିଛନ୍ତି ମାନସୀ ସେ ଆସୁଥିବା ଅତିଥିମାନଙ୍କୁ ସେ ଦିନର ଖେଳ ସମ୍ପର୍କରେ ଓ ସମ୍ପୂର୍ଣ୍ଣ ବିଶ୍ୱ କପ୍‌ର…

ଓଡ଼ିଶା ହକି ବିଶ୍ୱ କପ୍‌ ଫାଇନାଲ୍‌ରେ ନେଦରଲାଣ୍ଡସ୍‌-ବେଲଜିୟମ୍‌ ମୁକାବିଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସଂଘର୍ଷର ଶେଷ ସୀମାରେ ପହଞ୍ଚିଥିଲା ଓଡ଼ିଶା ହକି ବିଶ୍ୱ କପ୍‌ର ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ । ନିର୍ଦ୍ଧାରିତ ସମୟ ଭିତରେ ୨-୨ । ପୁଣି ପେନାଲଟି ସୁଟ୍‌ ଆଉଟ୍‌ରେ ୩-୩ ଗୋଲ୍‌ କରି ସମାନ ସ୍ଥିତିରେ ରହିଥିଲେ । ତେଣୁ ବିଜେତା ନିର୍ଣ୍ଣୟ ପାଇଁ ସଡନ୍‌ ଡେଥ୍‌…

ହକି ପ୍ରେମୀଙ୍କ ପାଇଁ ଖୁସି ଖବର, ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ

ଭୁବନେଶ୍ବର(କେନ୍ଯୁଜ୍ ) : ଓଡିଶା ବିଶ୍ୱକପ ହକି ସଫଳ ହେବାପରେ ହକି ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଲା ଆନ୍ତର୍ଜାତିକ ହକି ଫେଡେରେସନ । ଆସନ୍ତା ବର୍ଷ ଠାରୁ ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ । ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନିରେ…

ହକି ଫାଇନାଲ ମ୍ୟାଚ୍କୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଭୁବନେଶ୍ବର (କେନ୍ୟୁଜ୍) : ବିଶ୍ୱକପ୍ ହକିର ଫାଇନାଲ ମ୍ୟାଚର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଛି ଓଡିଶା ପୋଲିସ । ବିଶେଷ କରି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ଫାଇନାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦେଖିବାକୁ ଦର୍ଶକଙ୍କ…

ହକି ବିଶ୍ୱ କପ୍‌ରେ ‘ଓଲି’ ମନ ତଳର ବେଦନା

ଦେଖିବାକୁ ଭାରି କ୍ୟୁଟ୍‌ । ସମସ୍ତେ ତା ସହିତ ଖେଳନ୍ତି । ଏବେ ହକି ବିଶ୍ୱ କପ୍‌ରେ ସେ ହେଛି ସମସ୍ତଙ୍କ ଆଦରର ପାତ୍ର । ସେ ହେଉଛି ଓଡ଼ିଶା ହକି ବିଶ୍ୱ କପ୍‌ର ମାସ୍କଟ୍‌ ଓଲି । ବିଶ୍ୱ କପ୍‌ ଆରମ୍ଭ ହେବା ପୂର୍ବରୁ ପ୍ରଚାର ପାଇଁ ବିଭିନ୍ନ ଜିଲ୍ଲା ବୁଲିଥିଲା । ଏବେ ଭୁବନେଶ୍ୱର କଳିଙ୍ଗ…

ଇଂଲଣ୍ଡକୁ ହରାଇ ପ୍ରଥମଥର ହକି ବଶ୍ୱ କପ୍‌ ଫାଇନାଲ୍‌ରେ ବେଲଜିୟମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ସମ୍ପୂର୍ଣ୍ଣ ଏକତରଫା ବିଜୟ ସହ ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ ଫାଇନାଲ୍‌ରେ ପହଞ୍ଚିଛି ବେଲଜିୟମ ଦଳ । ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ପ୍ରଥମ ଓ ଶେଷ କ୍ୱାର୍ଟରରେ ଗୋଲ୍‌ ବର୍ଷା କରି ବେଲଜିୟମ ବିଜୟୀ ହୋଇଛି । ଏହି ବିଜୟ ସହ…