Trending
- ଜାରି ହେଲା ଫେବ୍ରୁଆରୀ ଗାଇଡ୍ଲାଇନ୍
- ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଗିରଫ ଘଟଣା, ବାପ ପୁଅଙ୍କୁ ମିଳିଲା ଜାମିନ କିନ୍ତୁ ଜେଲରୁ ବାହାରିପାରିବେ ନାହିଁ
- ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲି
- ଆଜି ଭୁବନେଶ୍ୱରର ୧୧ ଟି ସ୍ଥାନରେ ଚାଲିଛି ଟୀକାକରଣ
- ଆଜି ରାଜ୍ୟରୁ ୧୩୮ କରୋନା ପଜିଟିଭ କେସ
- ଯାଜପୁର: ଅଚିନ୍ହା ଯୁବତୀର ମୃତଦେହ ଉଦ୍ଧାର
- ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଏକା ସାଙ୍ଗରେ ଚାଲିଛି ତିନିଟି ସ୍ଥାନରେ ଚଢ଼ାଉ
- ମାଲକାନଗିରି: କାଲିମେଳା ତହସିଲଦାର କିରାଣୀ ଲାଞ୍ଚ ନେବାର ଭିଡିଓ ଭାଇରାଲ
- ଆଜି ୧୧ ଟାରେ ଉନ୍ମୋଚନ ହେବ “ପରୀକ୍ଷା ଦର୍ପଣ”
Browsing Category
ଲାଇଫ୍ ଷ୍ଟାଇଲ୍
ଶୀତଦିନେ ଭୁଲ୍ରେ ବି କରନ୍ତୁ ନାହିଁ ଅଧିକ ମାତ୍ରାରେ ଅଦା ସେବନ, ହୋଇପାରେ ଏହି ସବୁ ଗମ୍ଭୀର ରୋଗ: ରିସର୍ଚ୍ଚ
ଲୋକେ ଶୀତଦିନେ ଅଧିକ ମାତ୍ରାରେ ଅଦା ସେବନ କରିଥାଆନ୍ତି। କାରଣ, ଏଥିରେ ଥିବା ଔଷଧୀୟ ଗୁଣ ଆମକୁ ଥଣ୍ଡା, ସର୍ଦ୍ଦି, କାଶ ଆଦି ହେବାକୁ ଦେଇ ନ ଥାଏ। ତେଣୁ ପରିବା ତରକାରୀ ହେଉ କି ଡାଲମା କିମ୍ବା ଚାହାରେ ଲୋକେ ଅଦା ପକାଇ ଖାଇବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…
କ’ଣ ଆପଣ ସ୍ବପ୍ନରେ ପ୍ରେମିକାକୁ ଦେଖୁଛନ୍ତି କି ? ଜାଣନ୍ତୁ ଏହାର କ’ଣ ଅର୍ଥ
ପ୍ରତ୍ଯେକ ମଣିଷ ଶୋଇବା ସମୟରେ ସ୍ବପ୍ନ ଦେଖିଥାଏ। ଏହା ଏକ ସାଧାରଣ କଥା। କେତେକ ଥର ଏମିତି କିଛି ସ୍ବପ୍ନ ଦେଖି ମଣିଷ ଡରି ମଧ୍ୟ ଯାଇଥାଏ। ଆଉ ବେଳେ ବେଳେ ସ୍ବପ୍ନରେ ଦେଖିଥିବା ଘଟଣା ସବୁ ବିଲକୁଲ ସତ ଭଳି ଲାଗିଥାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ, ପ୍ରତ୍ଯେକ ସ୍ବପ୍ନର ଅଲଗା ଅଲଗା ମହତ୍ତ୍ବ…
ବୟସ୍କ ହେବାକୁ ଦେବନି ଏହି ଫେସ୍ ପ୍ୟାକ୍, ଥରେ ପରୀକ୍ଷା କରି ଦେଖନ୍ତୁ
ବଢ଼ୁଥିବା ବୟସ ସହ ମୁହଁର ତ୍ୱଚା ଖରାପ ହେବାକୁ ଲାଗିଥାଏ । ଚେହେରାକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରାଯାଉଛି । ତେବେ ଏଥିରେ ସାଇଡ୍ ଇଫେକ୍ଟ ଦେଖାଯାଇପାରେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଫେସ୍ ପ୍ୟାକ୍ ବିଷୟରେ କହିବୁ ଯାହା ବିନା ସାଇଡ୍ ଇଫେକ୍ଟରେ…
ଯଦି ହେବାକୁ ଯାଉଛି ଆପଣଙ୍କ ବିବାହ, ତ ଭଲ ସ୍ୱାସ୍ଥ୍ୟ ପାଇଁ ନିଶ୍ଚିତ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ
ବର୍ତ୍ତମାନ ବିବାହ ଋତୁ ଚାଲିଛି, ଯାହାକି କୌଣସି ବି ବ୍ୟକ୍ତି ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। କିନ୍ତୁ ଟିକିଏ ଭାବନ୍ତୁ ତ, ଯଦି ଆପଣ ଆପଣଙ୍କ ବିବାହ ଦିନ ଅସୁସ୍ଥ ହୋଇପଡ଼ିବେ, ତା’ହେଲେ କ’ଣ ହେବ? ଏହା ଭାବିଲେ ଆମେ ଚିନ୍ତିତ ହୋଇପଡ଼ିଥାଉ। ହେଲେ ବାସ୍ତବରେ, ବିବାହରେ ଏତେ…
ଚିକେନ କୋରମାର ଲାଜବାବ୍ ସ୍ୱାଦ ଡିନରକୁ କରିବ ସ୍ପେଶାଲ
ଚିକେନପ୍ରେମୀ ମାନେ ଆଜି ଲାଜବାବ ଚିକେନ କୋରମା ବନାଇ ଖାଆନ୍ତୁ। ଆଜି ଡିନରକୁ ଯଦି ସ୍ପେଶାଲ କରିବାକୁ ଚାହୁଁଛନ୍ତି ତାହେଲେ ଘରେ ବନାନ୍ତୁ ଏହି ଖାସ୍ ରେସିପି। ଏହାକୁ ଆପଣ ରୁଟି ସହିତ ଖାଇପାରିବେ। ତାହେଳେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ଅଧା…
ଟମାଟର ଅଧିକ ଖାଉଛନ୍ତି କି ? ସାବଧାନ ହୋଇପାରେ ଷ୍ଟୋନ ଏବଂ ଗଣ୍ଠିରେ ଯନ୍ତ୍ରଣା
ଟମାଟର ଏମିତି ଏକ ଫଳ, ଯାହାକୁ ଆପଣ କଞ୍ଚା ହେଉ ତରକାରୀ କିମ୍ବା ଭାଜି ଆପଣ ଖାଇପାରିବେ। ଏହାକୁ ଅଧିକାଂଶ ଲୋକ ଖାଇବାକୁ ବେଶୀ ପସନ୍ଦ ମଧ୍ୟ କରନ୍ତି। ଟମାଟ ଖାଇବା ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ଖାଇବା ଏବଂ ବ୍ଯବହାର କରିବା ଦ୍ବାରା ସୌନ୍ଦର୍ଯ୍ଯ ବଢିଥାଏ। ଲାଲ ଟମାଟର…
ଶତୃଙ୍କୁ ଠାରୁ ବିଜୟ ହାସଲ୍ କରିବାକୁ ଚାହୁଁଥିଲେ ଧ୍ୟାନରେ ରଖନ୍ତୁ ଏହି କଥା, ନିଶ୍ଚୟ ମିଳିବ ସଫଳତା
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିବାଣୀ ଦ୍ୱାରା ନନ୍ଦ ବଂଶର ଅନ୍ତ କରିଥିବା ମୋର୍ଯ୍ୟ ବଂଶକୁ ସ୍ଥାପନା କରିଥିଲେ। ନନ୍ଦ ବଂଶର ରାଜା ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନ୍ କରିଥିଲେ, କିନ୍ତୁ ସେ ନିଜର କ୍ରୋଧ କେବେବି ପ୍ରକାଶ କରିନଥିଲେ। କିନ୍ତ ପରେ ସେ ନିଜର ଏହି କ୍ରୋଧକୁ ହତିଆର ବନାଇ ନିଜ ଶତୃଙ୍କୁ…
ପାଣି ପିଇବାର ଏହି ତରିକା ଶରୀର ଉପରେ ପକାଇପାରେ କୁ ପ୍ରଭାବ, ଜାଣନ୍ତୁ ଆପଣ କରୁନାହାଁନ୍ତି ତ ଏମିତି ଭୁଲ୍
ପାଣି ଶରୀରର ଅନେକ ରୋଗର ଚିକିତ୍ସା କରିଦେଇଥାଏ । ଯଦି ଆମେ ଦିନରେ ଠିକ୍ ମାତ୍ରାରେ ପାଣି ପିଇବା, ତାହାଲେ ଏହା ଶରୀରକୁ ଅନେକ ଫାଇଦା ଦେଇଥାଏ । ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ଥିବା ଅପରିଷ୍କାର ଜିନିଷ ବାହାରି ଯାଇଥାଏ । ଏହାଦ୍ୱାରା ଆମର ଚର୍ମ ସତେଜ ରହିବା ସହ ଶରୀର ନିରୋଗ ରହିଥାଏ ।…
ଏହି ୫ ରାଶିରେ ରହିଥାଏ ଲଭ୍ ମ୍ୟାରେଜ୍ ଯୋଗ, ନିଜ ପସନ୍ଦରେ କରନ୍ତି ବିବାହ
ହିନ୍ଦୁ ଧର୍ମରେ ବିବାହ ସମୟରେ ବର-କନ୍ୟାଙ୍କର ଜାତକ ମେଳାପର ପରମ୍ପରା ରହିଛି। ଅବଶ୍ୟ କିଛି ଲୋକ ଏହି ପରମ୍ପରାକୁ ମାନନ୍ତିନାହିଁ। ଖାସ୍ କରି ପ୍ରେମ ବିବାହରେ। ଜ୍ୟୋତିଷ ଶାସ୍ତ୍ରରେ ଜାତକର ଖାସ୍ ମହତ୍ତ୍ୱ ରହିଛି। ଜାତକରେ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣିହୁଏ। ଆସନ୍ତୁ ଜାଣିବା…
ଏହି ୪ଟି କଥାକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା, ନହେଲେ ଲିଭର୍ ହୋଇଯିବ ନଷ୍ଟ
ଲିଭର୍ ବା ଯକୃତ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆପଣ ଯାହା ବି ଖାଆନ୍ତି, ପିଅନ୍ତି ଏବଂ ନିଃଶ୍ୱାସ ମାଧ୍ୟମରେ ଅକ୍ସିଜେନ ନିଅନ୍ତି, ଏ ସବୁକୁ ଯକୃତ ପ୍ରୋସେସ୍ କରିଥାଏ। ଲିଭର୍ ଶରୀରରୁ ଟକ୍ସିନ୍ସ ବାହାର କରିଥାଏ। ଯେତେବେଳେ ଦରକାର ପଡ଼େ, ସେତେବେଳେ ଏହା ରକ୍ତକୁ ଜମାଟ ବାନ୍ଧିବାରେ…
ଗଣତନ୍ତ୍ର ଦିବସରେ ପ୍ରସ୍ତୁତ କରନ୍ତୁ ତ୍ରିରଙ୍ଗା କୋକନଟ୍ ବର୍ଫି, ଦିନକୁ କରନ୍ତୁ ଆହୁରି ସ୍ପେଶାଲ୍
ଗଣତନ୍ତ୍ର ଦିବସ ଭଳି ଖାସ୍ ମଉକାରେ ସାରା ଦେଶ ହେବ ଉତ୍ସବମୁଖର। ଚତୁଃର୍ପାଶ୍ୱ ଦେଖାଯିବ ତ୍ରିରଙ୍ଗା। ଏମିତିରେ ଏହି ଦିନକୁ ଆପଣ ଆଉ ଟିକେ ସ୍ପେଶାଲ କରିବା ପାଇଁ ତ୍ରିରଙ୍ଗା କୋକୋନଟ୍ ବର୍ଫି ବନାଇ ପାରିବେ। ଏହାଦ୍ୱାରା ଆପଣ ସମସ୍ତଙ୍କ ମୁହଁକୁ ମିଠା ମଧ୍ୟ କରିପାରିବେ। ଏହି ମିଠା…