Browsing Category

ଲାଇଫ୍ ଷ୍ଟାଇଲ୍

Coriander Seeds Benefits: ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଧନିଆ, ଦେବ ଏହି ୫ଟି ସ୍ବାସ୍ଥ୍ୟ ଲାଭ

ସୁସ୍ଥ ରହିବାକୁ ହେଲେ ନିଜର ଜୀବନଶୈଳୀ ଉପରେ ଧ୍ୟାନ ଦେବା ଗୁରୁତ୍ବପୂର୍ଣ୍ଣ । କିଛି ଏମିତି ଜିନିଷ ଆମ ରୋଷେଇ ଘରେ ଥାଏ, ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସାଧାରଣତଃ ଧନିଆକୁ ଆମେ ଆମ ରୋଷେଇରେ ବ୍ୟବହାର କରିଥାଉ । ଧନିଆ ଖାଦ୍ୟର ସ୍ବାଦ ବଢାଇବା ସହିତ ଆମକୁ ସ୍ବାସ୍ଥ୍ୟ ଲାଭ ମଧ୍ୟ…

Cucumber Benefits: ପୋଷକ ତତ୍ତ୍ବରେ ଭରପୂର କାକୁଡି, ଏହି ସବୁ ରୋଗରୁ ଦେବ ମୁକ୍ତି

ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ କାକୁଡି, ପ୍ରାୟତଃ ଲୋକମାନେ ଏହାକୁ ସାଲାଡ ଆକାରରେ ଖାଇଥାନ୍ତି । ଏଥିରେ ଅଧିକ ପରିମାଣର ଜଳୀୟ ଅଂଶ ଥିବାରୁ ଏହା ଡିହାଇଡ୍ରେସନ୍ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଡିହାଇଡ୍ରେସନ୍ ଯୋଗୁଁ ଥକ୍କାପଣ, ମୁଣ୍ଡବିନ୍ଧା ଏବଂ କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ୟା…

Black Cumin Seed: ଖାଲିପେଟରେ ସକାଳୁ ଖାଆନ୍ତୁ କଳାଜିରା, ଚୁଟକିରେ ଗାଏବ ହେବ ସମସ୍ତ ସ୍ବାସ୍ଥ୍ୟ ଜନିତ ସମସ୍ୟା

ଭାରତ ମସଲାଯୁକ୍ତ ସମୃଦ୍ଧି ଦେଶ । ଯାହାର ଖାଦ୍ୟ-ପାନୀୟ ପାଇଁ ଭାରତ ଖୁବ୍ ପ୍ରସିଦ୍ଧ । ଭାରତୀୟ ଖାଦ୍ୟରେ ବ୍ୟବହାର ହେଉଥିବା ମସଲା କେବଳ ସ୍ବାଦକୁ ବଢାଇ ନଥାଏ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ବ ଦେଇଥାଏ । ଆମେ ରୋଷେଇରେ ବ୍ୟବହାର କରୁଥିବା ଅନେକ ମସଲା ଆମ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ ।…

Refined Oil: ୩୦ ଦିନ ପାଇଁ ରିଫାଇନ୍ ତେଲକୁ କରନ୍ତୁ ବାଏ ବାଏ, ମିଳିବ ଅନେକ ଫାଇଦା

ଭାରତୀୟ ଖାଦ୍ୟରେ ସ୍ବାଦ ବଢ଼ାଇବାକୁ ହେଉ କି ତଡ଼କା ଦେବାକୁ ହେଉ ତେଲ ବିନା ରୋଷେଇ ଅଧୁରା  । ମସଲା, ଘିଅ ଏବଂ ତେଲ ବିନା ଭାରତୀୟ ଖାଦ୍ୟର କିଛି ସ୍ବାଦ ଏବଂ ବାସ୍ନା ନଥାଏ । ପକୁଡି, ପୁରୀ, ପରଦା ଆଦି ଅନ୍ୟାନ୍ୟ ରୋଷେଇ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଆମ ସ୍ବାସ୍ଥ୍ୟ ପାଇଁ ଅହିତକର…

Painkillers: ପେନ୍ କିଲର କେମିତି ଜାଣେ ଯନ୍ତ୍ରଣାର ସ୍ଥାନ? ଜାଣନ୍ତୁ ରହସ୍ୟ

ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଫୁଲିଗଲେ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ସେଠାରେ ଥିବା ନର୍ଭ ବା ସ୍ନାୟୁ ଯନ୍ତ୍ରଣା ସମ୍ପର୍କିତ ସିଗନାଲ୍ ମସ୍ତିଷ୍କକୁ ପଠାଇଥାଏ । ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଫୁଲିଗଲେ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ସେଠାରେ ଥିବା ନର୍ଭ ବା…

Heart Problem: ବଢୁଛି ହାର୍ଟ ସମସ୍ୟା, ଏହି ୬ ଖାଦ୍ୟ ଆପଣଙ୍କୁ କରିବ ରକ୍ଷା

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍‌ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଖରାପ ଜୀବନଶୈଳୀ , ମାନସିକ ଚାପ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯୋଗୁଁ, ଏହି ସମସ୍ୟା ଆଉ କେବଳ ବୟସ୍କଙ୍କ ମଧ୍ୟରେ ସୀମିତ ନାହିଁ । ଜଙ୍କ୍ ଫୁଡ୍, ତେଲିଆ ଖାଦ୍ୟ ମଧ୍ୟ ହୃଦରୋଗର ମୁଖ୍ୟ କାରଣ ।…

Ghee Benefits: ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ଖାଆନ୍ତୁ ଦେଶୀ ଘିଅ, ମିଳିବ ଏହି ସବୁ ଲାଭ

ସାଧାରଣତଃ ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ଚା କିମ୍ବା କଫି ପିଇବାର ଅଭ୍ୟାସ ଥାଏ । ଆଉ କିଛି ଲୋକ ସିଧା ଜଳଖିଆ କରିଥାଆନ୍ତି । ଆଉ କିଛି ଲୋକ ସେମାନଙ୍କ ସ୍ବାସ୍ଥ୍ୟକୁ ନେଇ ଖୁବ୍ ସଚେତନ ଥାଆନ୍ତି । ତେଣୁ ସକାଳୁ ଉଠିବା ମାତ୍ରେ ସେମାନେ ଗରମ ପାଣି ଓ ମହୁ ଖାଇଥାଆନ୍ତି । ଆପଣ…

Cardamom Benefits: ପ୍ରତିଦିନ ଖାଆନ୍ତୁ ଗୁଜୁରାତି, ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପକାରୀ

ଆମ ରୋଷେଇ ଘରେ ଅନେକ ଜିନିଷ ଆମେ ସାଧାରଣତଃ ବ୍ୟବହାର କରିଥାଉ । ଯେଉଁଥିରେ ଅନେକ ଉପକାରୀ ଗୁଣ ରହିଛି ଯାହା ଅନେକ ସମସ୍ୟାକୁ ଦୂର କରିଥାଏ । କିନ୍ତୁ ଆମେ ସେହି ସବୁ ସମ୍ପର୍କରେ ଜାଣିନଥାଉ । ଆମେ କେବଳ ଭାବୁ ଯେ ସେସବୁ କେବଳ ସ୍ବାଦିଷ୍ଯ ଖାଦ୍ୟ ପାଇଁ ଉପଯୋଗୀ । ହେଲେ ସେସବୁ ହିଁ ଦୈନନ୍ଦିନ…

Herbal drinks: ବର୍ଷା ଦିନେ ପିଅନ୍ତୁ ଏହି ସବୁ ହର୍ବାଲ୍ ଡ୍ରିଙ୍କ୍ସ, ବଢିବ ଇମ୍ୟୁନ୍ ସିଷ୍ଟମ୍

ମୌସୁମୀରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ । ଏହି ସମୟରେ ଇମ୍ୟୁନିଟିକୁ ସପୋର୍ଟ କରିବା ପାଇଁ ଡାଏଟ୍‌ରେ କିଛି ହର୍ବାଲ୍ ଡ୍ରିଙ୍କ୍ସ ସାମିଲ କରାଯାଇପାରିଲେ ବହୁତ ଲାଭଦାୟକ ।ଭାରତର ଅନେକ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ବର୍ଷା ଓ ଆର୍ଦ୍ରତା କାରଣରୁ ପାଣିପାଗରେ ପରିବର୍ତ୍ତନ…

Plastic Bottle: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ! ହୋଇପାରେ ଅନେକ ସମସ୍ୟା  

ନିତିଦିନିଆ ଜୀବନରେ ଆମେ ପ୍ଲାଷ୍ଟିକକୁ ବହୁଳ ମାତ୍ରାରେ ବ୍ୟବହାର କରୁ । ଘରୁ ଆରମ୍ଭ କରି ଅଫିସ୍ , ଯାତ୍ରା ସମୟରେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଥାଉ । ଏମିତିକି ବସ୍ , ଟ୍ରେନରେ ଗଲା ବେଳେ ବ୍ୟାଗରେ ପ୍ଲାଷ୍ଟିକର ପାଣି ବୋତଲଟିଏ ପକାଇବାକୁ ଭୁଲୁନାହିଁ । ଯାତ୍ରା ସମୟ ତ ଦୂରରେ ଥାଉ ଘରେ…

Pumpkin Seed: କଖାରୁ ମଞ୍ଜିରେ ରହିଛି ଅନେକ ଚମତ୍କାରୀ ଗୁଣ, ଏହି ରୋଗକୁ କରେ ଦୂର

ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ସେହି ସବୁ ମଧ୍ୟରୁ କଖାରୁ ଅନ୍ୟତମ । କଖାରୁକୁ ବ୍ୟବହାର କରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ବିଶେଷ ଭାବେ କଖାରୁକୁ ଡାଲମାରେ ବ୍ୟବହାର…

Eye Infection: ବର୍ଷାଦିନେ ଆଖି ପାଇଁ ବଢ଼ିଲା ବିପଦ! ଏହି ଭୁଲ୍ କଲେ ହୋଇପାରେ ସଂକ୍ରମଣ

ବର୍ଷାଋତୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଇଥାଏ । ହେଲେ ବର୍ଷାଦିନେ ପରିବେଶରେ ଆର୍ଦ୍ରତା ବଢ଼ିବା ସହ ଅପରିଷ୍କାର ପାଣି, ଧୂଳି ଓ ଜୀବାଣୁର ସଂସ୍ପର୍ଶ ବଢ଼ି ଯାଇଥାଏ । ସେହି ସବୁ ସମସ୍ୟା ମଧ୍ୟରୁ ଆଖି ସଂକ୍ରମଣ ଅନ୍ୟତମ । ଫଳରେ ଆଖିରେ ଲାଲପଣ, କୁଣ୍ଡାଇ ହେବା, ଜଳାପୋଡ଼ା, ଅଧିକ ପାଣି…