Browsing Category

ଲାଇଫ୍ ଷ୍ଟାଇଲ୍

Herbal drinks: ବର୍ଷା ଦିନେ ପିଅନ୍ତୁ ଏହି ସବୁ ହର୍ବାଲ୍ ଡ୍ରିଙ୍କ୍ସ, ବଢିବ ଇମ୍ୟୁନ୍ ସିଷ୍ଟମ୍

ମୌସୁମୀରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ । ଏହି ସମୟରେ ଇମ୍ୟୁନିଟିକୁ ସପୋର୍ଟ କରିବା ପାଇଁ ଡାଏଟ୍‌ରେ କିଛି ହର୍ବାଲ୍ ଡ୍ରିଙ୍କ୍ସ ସାମିଲ କରାଯାଇପାରିଲେ ବହୁତ ଲାଭଦାୟକ ।ଭାରତର ଅନେକ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ବର୍ଷା ଓ ଆର୍ଦ୍ରତା କାରଣରୁ ପାଣିପାଗରେ ପରିବର୍ତ୍ତନ…

Plastic Bottle: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ! ହୋଇପାରେ ଅନେକ ସମସ୍ୟା  

ନିତିଦିନିଆ ଜୀବନରେ ଆମେ ପ୍ଲାଷ୍ଟିକକୁ ବହୁଳ ମାତ୍ରାରେ ବ୍ୟବହାର କରୁ । ଘରୁ ଆରମ୍ଭ କରି ଅଫିସ୍ , ଯାତ୍ରା ସମୟରେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଥାଉ । ଏମିତିକି ବସ୍ , ଟ୍ରେନରେ ଗଲା ବେଳେ ବ୍ୟାଗରେ ପ୍ଲାଷ୍ଟିକର ପାଣି ବୋତଲଟିଏ ପକାଇବାକୁ ଭୁଲୁନାହିଁ । ଯାତ୍ରା ସମୟ ତ ଦୂରରେ ଥାଉ ଘରେ…

Pumpkin Seed: କଖାରୁ ମଞ୍ଜିରେ ରହିଛି ଅନେକ ଚମତ୍କାରୀ ଗୁଣ, ଏହି ରୋଗକୁ କରେ ଦୂର

ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ସେହି ସବୁ ମଧ୍ୟରୁ କଖାରୁ ଅନ୍ୟତମ । କଖାରୁକୁ ବ୍ୟବହାର କରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ବିଶେଷ ଭାବେ କଖାରୁକୁ ଡାଲମାରେ ବ୍ୟବହାର…

Eye Infection: ବର୍ଷାଦିନେ ଆଖି ପାଇଁ ବଢ଼ିଲା ବିପଦ! ଏହି ଭୁଲ୍ କଲେ ହୋଇପାରେ ସଂକ୍ରମଣ

ବର୍ଷାଋତୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଇଥାଏ । ହେଲେ ବର୍ଷାଦିନେ ପରିବେଶରେ ଆର୍ଦ୍ରତା ବଢ଼ିବା ସହ ଅପରିଷ୍କାର ପାଣି, ଧୂଳି ଓ ଜୀବାଣୁର ସଂସ୍ପର୍ଶ ବଢ଼ି ଯାଇଥାଏ । ସେହି ସବୁ ସମସ୍ୟା ମଧ୍ୟରୁ ଆଖି ସଂକ୍ରମଣ ଅନ୍ୟତମ । ଫଳରେ ଆଖିରେ ଲାଲପଣ, କୁଣ୍ଡାଇ ହେବା, ଜଳାପୋଡ଼ା, ଅଧିକ ପାଣି…

Ladiesfinger Water: ରାତିରୁ ଭିଜାନ୍ତୁ ୨ଟି ଭେଣ୍ଡି, ସକାଳୁ ପିଅନ୍ତୁ ଏହି ପାଣି

ଭେଣ୍ଡି ଏମିତି ଏକ ପରିବା, ଯାହାକୁ ଆମେ ପିଲାଦିନରୁ ଖାଇ ଆସୁଛେ । ଏହି ପରିବାକୁ କେହି ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଏହାକୁ ଖାଇବାକୁ ଆଦୌ ପସନ୍ଦ କରିନଥାଆନ୍ତି । କିନ୍ତୁ ଏହା ପ୍ରକୃତରେ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ । ଆୟୁର୍ବେଦରେ ଭେଣ୍ଡିର ଅନେକ ଚମତ୍କାରୀ ଗୁଣ…

Migraine: ଏହି ଭିଟାମିନ୍ ଅଭାବରେ ଟ୍ରିଗର୍ ହୁଏ ମାଇଗ୍ରେନ୍, ବଢିଯାଏ ମୁଣ୍ଡବିନ୍ଧା ସମସ୍ୟା

ବାରମ୍ବାର ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ୍ ସମସ୍ୟା ବେଳେ ବେଳେ ଭିଟାମିନ୍ ଅଭାବ ସହିତ ମଧ୍ୟ ଜଡିତ ହୋଇପାରେ । ବିଶେଷକରି, ଭିଟାମିନ୍ ଡି ଅଭାବ ଏହି ସମସ୍ୟାର ଏକ ପ୍ରମୁଖ କାରଣ ହୋଇପାରେ । ଏହି ଭିଟାମିନ୍ ଆମ ମସ୍ତିଷ୍କର କାର୍ଯ୍ୟ, ରୋଗ ପ୍ରତିରୋଧକ ଶକ୍ତି ଏବଂ ନ୍ୟୁରୋଟ୍ରାନ୍ସମିଟର…

Jamun Benifits: ବଡ଼ ବଡ଼ ସମସ୍ୟାକୁ ଦୂର କରେ ଜାମୁକୋଳି, ଡାଇବେଟିସ୍ ରୋଗୀଙ୍କ ପାଇଁ ହୋଇଥାଏ ବରଦାନ

ଫଳରେ ଥାଏ ବହୁ ରୋଗର ନିରାକରଣର ବାଟ । ଆଜିକଲି ଆଧୁନିକ ଯୁଗରେ ପିଜା, ବରଗର ଖାଉଥିବାବେଳେ ଆମେ ଆମ ଦେହକୁ ହିତଥିବା ଫଳକୁ ଅଣଦେଖା କରିଦେଉଛେ । ସେହିପରି ଜାମୁକୋଳି ଏମିତି ଫଳ, ଏହାକୁ ଖାଇବା ଦ୍ବାରା ବହୁ ରେଗରୁ ମିଳିଥାଏ ମୁକ୍ତି । ଏଥି ସହ ଜାଣିରଖନ୍ତୁ ଯେ, ଜାମୁକୋଳି ଏକ ପୁଷ୍ଟିକର…

Saffron Benefits: ମହଙ୍ଗା ହେଲେ ବି ସ୍ବାସ୍ଥ୍ୟ ପାଇଁ ଉପହାର ସଦୃଶ ଏହି ଜିନିଷ, ଅନେକ ସମସ୍ୟାରୁ ଦିଏ ଆରାମ

କେଶର କେବଳ ଏକ ମସଲା ନୁହେଁ । ବରଂ ସ୍ବାସ୍ଥ୍ୟ ପାଇଁ ଏହା ଏକ ଅପୂର୍ବ ଭଣ୍ଡାର । ହେଲେ ଏହା ଖୁବ୍ ମହଙ୍ଗା । ଏହା କ୍ରୋକସ୍ ସାଟିଭସ୍ ଫୁଲରୁ ଏହି କେଶର ଆସିଥାଏ । ଏହା ଆଖିକୁ ସୂତା ପରି ଦିଶୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । କେସର ଔଷଧୀୟ ଗୁଣରେ ଭରପୂର। ଯାହା ଶରୀରକୁ ଅନେକ…

Stale Roti: ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି? ହୋଇପାରେ ଆପଣଙ୍କ ପାଇଁ ଉପକାରୀ  

ଭାରତୀୟ ଭୋଜନର ଏକ ପ୍ରମୁଖ ଖାଦ୍ୟ ରୁଟି । ସାଧାରଣତଃ ରାତ୍ରିଭୋଜନରେ ସମସ୍ତେ ରୁଟି ଖାଇବା ପସନ୍ଦ କରନ୍ତି । ବେଳେବେଳେ ରାତିରେ ଅଧିକ ରୁଟି ତିଆରି ହୋଇଗଲେ ବଳକା ରହିଯାଏ  । ବେଳେବେଳେ କିଛି ରୁଟି ସକାଳକୁ ବଞ୍ଚିଯାଇଥାଏ । କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଫିଙ୍ଗି…

Kalonji Oil: ଚମତ୍କାରୀ ଗୁଣରେ ଭରପୂର କଳାଜିରାର ତେଲ, ଗ୍ଲୋଇଂ ସ୍କିନ୍ ସହ ଅନେକ ସମସ୍ୟାକୁ କରେ ଦୂର  

କଳାଜିରା ପରି କଳାଜିରା ତେଲର ବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କଳାଜିରା ତେଲରେ ପ୍ରୋଟିନ୍, ସୋଡିୟମ୍, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଫାଇବର ପରି ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ଥାଏ। ଯାହା ଓଜନ ହ୍ରାସ କରିବା ଠାରୁ ଉଚ୍ଚ…

Green Chilies: କଞ୍ଚାଲଙ୍କାରେ ରହିଛି ଅନେକ ପୋଷକ, ଅଧିକ ଖାଇଲେ ହୋଇପାରେ ଏହି ସମସ୍ୟା 

ଆମ ଘରର ରୋଷେଇ ଘରେ କଞ୍ଚାଲଙ୍କା ଏକ ସାଧାରଣ ଜିନିଷ । ଡାଲି ହେଉ, ତରକାରୀ ହେଉ, ଚଟଣି ହେଉ କି ସାଲାଡ୍, କଞ୍ଚାଲଙ୍କା ପଡ଼ିଲେ ଖାଦ୍ୟର ସ୍ୱାଦ ଆହୁରି ବଢ଼ିଯାଏ । ଅନେକ ଲୋକ ଭାତ ସହ କଞ୍ଚାଲଙ୍କା ଖାଇବାକୁ ବେଶ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, କଞ୍ଚାଲଙ୍କା କେବଳ ଖାଦ୍ୟର ସ୍ୱାଦ…

Sesame Seed: ଏହି ମଞ୍ଜିରେ ରହିଛି ଅନେକ ଗୁଣ, କୋଲେଷ୍ଟ୍ରୋଲ୍‌ଠାରୁ ହଜମ ପର୍ଯ୍ୟନ୍ତ ସମସ୍ୟାକୁ କରେ ଦୂର

ଆମ ଦୈନନ୍ଦିନ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଥାଏ। ଥଣ୍ଡା ଯୋଗୁଁ ବ୍ୟାୟାମ କରିବା କମିଯାଏ ଏବଂ ତେଲିଆ ଓ ଭାରୀ ଖାଦ୍ୟ ଖାଇବାର ମାତ୍ରା ବଢ଼ିଯାଏ। ଏହା ଫଳରେ ଶରୀରରେ ଚର୍ବି ଓ କୋଲେଷ୍ଟ୍ରୋଲ ବଢ଼ିବାର ଆଶଙ୍କା ରହିଥାଏ । ଧଳା ରାଶି ଶୀତଦିନ ପାଇଁ ବେଷ୍ଟ ହୋଇଥାଏ । ତେବେ ଏହି ଶୀତଦିନେ…