ଆଖି ପାଇଁ ସବୁଠୁ ଲାଭଦାୟକ ଏହି ସବୁ ଜିନିଷ, ଠିକ୍ ଢ଼ଙ୍ଗରେ ଖାଇଲେ ମିଳିବ ଦୁଇଗୁଣା ଲାଭ
ଆଜିକାଲି ପିଲା ଠାରୁ ବଡ଼ ଅଧିକାଂଶ ଲୋକଙ୍କ ଆଖି ସମସ୍ୟା ରହଛି । ବିଶେଷକରି କମ୍ପ୍ୟୁଟର ଏବଂ ଟିଭିର ବ୍ୟବହାର ବଢ଼ିବା ପରେ ଏହି ସମସ୍ୟା ଅଧିକ ବଢ଼ିଯାଇଛି । ଏକ ଗବେଷଣା ଅନୁଯାୟୀ ବିଶ୍ୱର ୩୩ ପ୍ରତିଶତ ଜନସଂଖ୍ୟା ଆଖିର ଶୁଷ୍କତା ପାଇଁ ଆଖି ସମସ୍ୟାର ସାମ୍ନା କରିଥାନ୍ତି ।
ଆଖି ରୋଗରୁ ରକ୍ଷା…