Browsing Category

ଲାଇଫ୍ ଷ୍ଟାଇଲ୍

ଗର୍ଭବତୀ ମହିଳା ଏବଂ ଛାତ୍ର-ଛାତ୍ରୀଙ୍କ ପାଇଁ ଲାଭକାରୀ ହୋଇଥାଏ କଦଳୀ, ମସ୍ତିଷ୍କ ବିକାଶ କରିବା ସହ ଦୂର ହୁଏ…

ଆୟୁର୍ବେଦ ଅନୁଯାୟୀ ପାଚିଲା କଦଳୀରେ କ୍ଯାଲସିୟମ ବ୍ଯତୀତ ଅନ୍ଯ ଏକ ଗୁଣକାରୀ ତତ୍ତ୍ବ ଫସଫରସ୍ ମଧ୍ଯ ରହିଥାଏ। ଏହି ଗୁଣକାରୀ ତତ୍ତ୍ବ ମସ୍ତିଷ୍କର କ୍ଷମତା ବଢାଇବାରେ ସାହାଯ୍ଯ କରିଥାଏ। କଦଳୀ ଗର୍ଭାବସ୍ଥା ସମୟରେ କ୍ଯାଲସିୟମର ଅଭାବ ଦୂର କରିଥାଏ। ଏହା ମସ୍ତିଷ୍କର କ୍ଷମତା ବିକଶିତ କରିବା ସହ…

ଶରୀରରେ କାହିଁକି କମେ ଷ୍ଟାମିନା, ନିହାତି ଜାଣିବା ଦରକାରୀ ଏହିସବୁ କଥା

ଆପଣ ଅନେକ ଲୋକଙ୍କ ଠାରୁ ଶୁଣିଥିବେ ଯେ ସେମାନଙ୍କର ଷ୍ଟାମିନା ବହୁତ କମ୍ ନଚେତ ବହୁତ ଭଲ । କିନ୍ତୁ ଏହାର ଅର୍ଥ କ’ଣ ଆପଣ ଜାଣନ୍ତି କି ? ତାହେଲେ ଆସନ୍ତୁ ଜାଣିବା କଣ ଏହି ଷ୍ଟାମିନା .. ଷ୍ଟାମିନାର ଅର୍ଥ ହେଉଛି ଆପଣଙ୍କ ଶରୀରର ଶକ୍ତି । ସାଧାରଣ ଶବ୍ଦରେ, ଷ୍ଟାମିନା ଅର୍ଥ ହେଉଛି କୌଣସି…

ଘରେ ଏପରି ପ୍ରସ୍ତୁତ କରନ୍ତୁ ଏକଦମ୍‌ ବଜାର ଭଳି ଆଳୁ ଚାଟ୍‌, ସ୍ୱାଦ ଏକଦମ୍‌ ଖାସ୍‌

କରୋନା ସମୟରେ ବାହାରେ ନୁହେଁ ଘର ତିଆରି ଖାଦ୍ୟ ଖାଇବା ଆପଣଙ୍କ ପାଇଁ ଭଲ ହେବ। କାହିଁକିନା ଏବେର ସମୟରେ ଆପଣଙ୍କ ପାଇଁ ବହୁତ ଭଲ ହେବ ଘର ତିଆରି ଖାଦ୍ୟ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡିଶାବାସୀଙ୍କ ପସନ୍ଦ ଟେଷ୍ଟୀ ଆଳୁ ଚାଟ୍‌ ରେସିପି। ଆସନ୍ତୁ ଜାଣିବା ଏହାକୁ କେମିତି…

କେଶ ସାମ୍ପୁ କରିବା ବେଳେ ସବୁବେଳେ ଭୁଲ କରିଥାନ୍ତି ମହିଳା, ଜାଣନ୍ତୁ ମୁଣ୍ଡ ସଫା କରିବାର ଠିକ୍‌ ଶୈଳୀ

ମହିଳାମାନେ କେଶକୁ ଚମକଦାର କରିବା ପାଇଁ ସବୁବେଳେ କିଛି ନା କିଛି ଉପାୟ ଆପଣାଇଥାନ୍ତି। ଏଥିପାଇଁ କିଏ କେଶରେ ତେଲ ଲଗାଏ ତ ଆଉ କିଏ ମେଥି ଦେଇ ସଫା କରେ। ସେହିପରି ଆଉ କିଏ ସାମ୍ପୁ ମଧ୍ୟ କରିଥାଏ। କିନ୍ତୁ ଭୁଲ ଉପାୟରେ ସାମ୍ପୁ କରିବା ଯୋଗୁ ମହିଳାଙ୍କ କେଶ ଚମକଦାର ହେବା ବଦଳରେ ପ୍ରବଳ ଝଡ଼େ।…

ଆଉ ନର୍ମାଲ ମ୍ୟାଗି ନୁହେଁ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ୟୁନିକ ମ୍ୟାଗି ଆମଲେଟ

ସାଧାରଣତଃ ଘରେ ଆପଣ ସାଧା ମ୍ୟାଗି ନଚେତ ଅଣ୍ଡା ମ୍ୟାଗି ଖାଇ ଖାଇ ବୋର ହୋଇଯିବେଣି ନିଶ୍ଚୟ । ଏବେ ଭାବୁଥିବେ ଯଦି ମ୍ୟାଗିରେ ଆପଣ କିଛି ନୂଆ ରେସିପି ପ୍ରସ୍ତୁତ କରିପାରନ୍ତେ ତାହେଲେ କେତେ ବଢିଆ ହୁଅନ୍ତା । ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜି ଆମେ ଆପଣଙ୍କ ପାଇଁ ନୁଡଲ୍ସ ଦ୍ୱାରା…

ମହିଳାମାନେ ଡାଏଟରେ ସାମିଲ କରନ୍ତୁ ଏହି ସୁପରଫୁଡ, ହାଡ ହେବ ମଜବୁତ

ମହିଳାମାନେ ଘରେ ସମସ୍ତଙ୍କ ଧ୍ୟନ ରଖି ରଖି ନିଜର ଧ୍ୟାନ ରଖିବାକୁ ଭୁଲିଯାଆନ୍ତି। ଫଳରେ ଅନେକ ରୋଗର ଶିକାର ହୁଅନ୍ତି। କମ୍‌ ବୟସରୁ ଅସ୍ଥିଜନିତ ଯନ୍ତ୍ରଣା ଦେଖିବାକୁ ମିଳିଥାଏ। ଏଥିପାଇଁ ମହିଳାମାନେ ନିଜ ଖାଦ୍ୟରେ ଫଳ, ପନିପରିବା, ମାଛ ଏବଂ ଶସ୍ୟ ଭଳି ସୁପରଫୁଡ ସାମିଲ କରିବା ଉଚିତ। ଏହିସବୁ…

କେବଳ ଓଠରେ ନୁହେଁ, ଲିପ୍‌ଷ୍ଟିକ୍‌କୁ ଆପଣ ଏଭଳି କାମ ପାଇଁ ମଧ୍ୟ କରିପାରିବେ ବ୍ୟବହାର

ମେକ୍‌ଅପ୍‌ କଥା ଆସିଲେ ଆଖି ସହ ଆମେ ଓଠକୁ ବି ଗୁରୁତ୍ୱ ଦେଇଥାଉ। ଫେସ୍‌ ମେକ୍‌ଅପ୍‌କୁ ବାଲାନ୍ସ କରିବା ପାଇଁ ମହିଳାମାନେ ପ୍ରାୟତଃ ଡିପ୍‌ କଲରର ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ଏହା ମୁହଁର ଗ୍ଲୋକୁ ଆହୁରି ବଢ଼ାଇଥାଏ। କିନ୍ତୁ ସବୁବେଳେ ଲିପ୍‌ଷ୍ଟିକ୍‌କୁ କେବଳ ଓଠରେ ଯେ ଲଗାଇବେ ତାହାର କିଛି…

ସ୍ୱପ୍ନରେ ଭଗବାନଙ୍କ ଦେଖିଲେ ଭୁଲ୍‌ରେ ବି କରନ୍ତୁ ନାହିଁ ଏମିତି କାମ, ନଚେତ…

ରାତିରେ ଶୋଇବା ପରେ ପ୍ରାୟ ଲୋକ ଅନେକ ପ୍ରକାର ସ୍ୱପ୍ନ ଦେଖନ୍ତି। ସେଗୁଡିକ ମଧ୍ୟରୁ କିଛି ଭଲ ଥିବା ବେଳେ ଆଉ କିଛି ଖରାପ ରହିଥାଏ। ଆପଣ ଦେଖୁଥିବା ଅଧିକାଂଶ ସ୍ୱପ୍ନ ମନେ ରହିନାହିଁ। ରାତିରେ ଶୋଇଥିବା ସମୟରେ ଅନେକ ଲୋକ ଯେଉଁ ସ୍ୱପ୍ନ ଦେଖନ୍ତି, ତାହାକୁ ସକାଳୁ ଉଠିବା ପରେ କାହାକୁ ନା…

ରିସର୍ଚ୍ଚରଙ୍କ ମତ : ଓଜନ ହ୍ରାସ ସହ ପାତ୍ରର ରହିଛି ସମ୍ପର୍କ, ଲାଲ୍‌ ରଙ୍ଗର ପ୍ଲେଟ୍‌ରେ ଖାଇଲେ କେବେ ବି କମ୍‌ ହେବ…

ଓଜନ ହ୍ରାସ ଏବେ ସବୁଠୁ ବଡ଼ ସମସ୍ୟା ଭାବେ ଠିଆ ହୋଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା କିପରି ମୁକ୍ତି ମିଳିବ ଏହି ଓଜନ ସମସ୍ୟାରୁ । ଏଥିପାଇଁ ଯେତେ ପ୍ରକାର ପ୍ରଚେଷ୍ଟା । ଯୋଗ, ଆସନ,ଡାଏଟିଂ ଠାରୁ ଆରମ୍ଭ କରି ଆୟୁରବେଦ ହେଉ ବା ଘରୋଇ ନୁସ୍କାକୁ ନେଇ ଓଜନ ହ୍ରାସ ପାଇଁ ଉଦ୍ୟମ ଜାରି…

ଆଜି ଜନ୍ମାଷ୍ଟମୀରେ ଘରେ ବନାନ୍ତୁ ନଡିଆ ପାକ, ସ୍ୱାଦ ଏକଦମ୍‌ ଖାସ୍‌

ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଆଜି ସାରା ଦେଶ ବହୁ ଧୂମଧାମରେ କରୋନା ନିୟମ ମାନି ପାଳନ କରୁଛି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନଡିଆ ପାକ ରେସିପି ନେଇ ଆସିଛୁ। ଏହାକୁ ଆପଣ ପ୍ରସାଦ ଭାବରେ ମଧ୍ୟ ବାଳଗୋପାଳଙ୍କୁ ଭୋଗ ଲଗାଇପାରିବେ। ସେହିପରି ଯଦି ଘରେ ନଡିଆ ଅଛି ତାକୁ କେମିତି…

ଚାଣକ୍ୟ ନୀତି : ପ୍ରେମରେ କେବେ ବି ଅସଫଳ ହୁଅନ୍ତି ନାହିଁ ଏହି ପୁରୁଷ

ପ୍ରେମ ସମ୍ପର୍କ ସବୁଠାରୁ ସୁନ୍ଦର ସମ୍ପର୍କ। ଦୁନିଆର ଅନେକ ବୁଦ୍ଧିଜୀବୀ ପ୍ରେମ ବିଷୟରେ ନିଜର ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଲଭନୀତିକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି। ଏହି ନୀତିରେ ଚାଣକ୍ୟ କହିଛନ୍ତି, କେଉଁ ପୁରୁଷ ପ୍ରେମରେ କେବେ ବି ଅସଫଳ ହୁଅନ୍ତି ନାହିଁ।…

କରୋନା ସମୟରେ ଗର୍ଭନିରୋଧକ ବଟିକା ଖାଉଥିଲେ ସାବଧାନ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

କରୋନା ମହାମାରୀ ମଧ୍ୟରେ ଗର୍ଭନିରୋଧକ ବଟିକା ଖାଉଥିଲେ ସାବଧାନ ହୋଇଯାଆନ୍ତୁ। ଏହା ଜୀବନ ପ୍ରତି ବିପଦ ଆଣିପାରେ। ଆମେରିକାର ମେନ୍‌ ହେଲ୍‌ଥ ନେଟଓ୍ଵାର୍କ ସହ ଜଡ଼ିତ ରିପ୍ରଡକ୍ଟିଭ୍‌ ଏଣ୍ଡୋକ୍ରାଏନୋଲୋଜିଷ୍ଟ ଡା.ଡେନିୟଲ ସ୍ପ୍ରେଟ୍‌ ଏନେଇ ଚେତାବନୀ ଦେଇଛନ୍ତି। ଡାକ୍ତର କହିଛନ୍ତି ଯେ ଯେଉଁ…