IOCL Recruitment: IOCLରେ ଚାକିରି ସୁଯୋଗ, ଖାଲି ପଡିଛି ୪୩୩ ପଦବୀ
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(IOCL) ମାର୍କେଟିଂ ଡିଭିଜନ୍, ଉତ୍ତର କ୍ଷେତ୍ର ଅଧୀନରେ ଶିକ୍ଷାର୍ଥୀ ପାଇଁ ନୋଟିଫିକେସନ୍ ଜାରି କରିଛି । ଟ୍ରେଡ୍ ଶିକ୍ଷାର୍ଥୀ, ଟେକ୍ନିସିଆନ୍ ଶିକ୍ଷାର୍ଥୀ, ସ୍ନାତକ ଶିକ୍ଷାର୍ଥୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ପଦବୀ ପାଇଁ ମୋଟ ୪୩୩ଟି ପଦବୀ ଖାଲି…