କାର୍ଗୀଲ ଇଣ୍ଡିଆ ତୈଳ କାରଖାନା ମୁଖ୍ୟ ଫାଟକ ଆଗରେ ଶ୍ରମିକଙ୍କ ବିକ୍ଷୋଭ
ପାରାଦ୍ବୀପ: କାର୍ଗୀଲ ଇଣ୍ଡିଆ ତୈଳ କାରଖାନା ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ। ପରିବାର ଲୋକଙ୍କ ସହ ଧାରଣାରେ ବସିଛନ୍ତି ୧୫୨ ଜଣ ଛଟେଇ କର୍ମଚାରୀ। ଶ୍ରମିକମାନେ ମୁଖ୍ୟ ଫାଟକ ଅବରୋଧ କରିଛନ୍ତି। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।…