Odisha News
.
Browsing Category

ଦେଶ ବିଦେଶ

ରିସାଟ୍‌-୨ବିଆର୧ ସାଟେଲାଇଟ୍‌ର ଉତ୍‌କ୍ଷେପଣ , ଆନ୍ଧ୍ରପ୍ରଦେଶ ଶ୍ରହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ…

କେନ୍ୟୁଜ୍(ବ୍ୟୁରୋ): ରିସାଟ୍‌-୨ବିଆର୧ ସାଟେଲାଇଟ୍‌ର ଉତ୍‌କ୍ଷେପଣ। ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ ଏହି ଉପଗ୍ରହକୁ ଅପରାହ୍‌ଣ ୩ଟା ୨୫ରେ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶ ଶ୍ରହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି ସି-୪୮ ରକେଟ୍‌ ଯୋଗେ ଏହି ଉପଗ୍ରହର…

ମୋବାଇଲ ଗେମ ଖେଳୁ ଖେଳୁ କେମିକାଲ ପିଇଲେ ଯୁବକ, ତାପରେ କଣ ହେଲା ଜାଣନ୍ତୁ

ମୋବାଇଲ ଗେମ ଖେଳୁଥିବା ସମୟରେ ବହୁ ଜଣଙ୍କର ଜୀବନ ଯାଉଥିବା ଘଟଣା ମାନ ସାମ୍ନାକୁ ଆସିଲାଣି । ଛୋଟ ପିଲା ଓ ଯୁବକ ମାନଙ୍କୁ ଏହି ଗେମ ଗୁଡିକ ପାଇଁ ଅଧିକ ପ୍ରଭାବିତ କରିଥାଏ । ଏହି କାରଣରୁ ଭାରତର କେତେ ଗୁଡିଏ ରାଜ୍ୟ ଓ କେତେ ଗୁଡିଏ ଦେଶରେ ମଧ୍ୟ ଏହି ମୋବାଇଲ ଖେଳ (PUBG) ଉପରେ ପ୍ରତିବନ୍ଧକ…

ରାଜ୍ୟସଭାରେ ମୋଦି ସରକାର ପାଇଁ ଅଗ୍ନି ପରୀକ୍ଷା, ଲୋକସଭାରେ ପାସ ହେବା ପରେ ଆଜି ରାଜ୍ୟସଭାରେ ବିଲ ଉପରେ ଚାଲିଛି…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭାରେ ମୋଦି ସରକାର ପାଇଁ ଅଗ୍ନି ପରୀକ୍ଷା। ଲୋକସଭାରେ ପାସ ହେବା ପରେ ଆଜି ରାଜ୍ୟସଭାରେ ବିଲ ଉପରେ ଚାଲିଛି ଆଲୋଚନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ ଆଗତ କରି ଏହାକୁ ଐତିହାସିକ ବୋଲି କହିଛନ୍ତି । ସେ କହିଛନ୍ତି, ବିଲ୍‌ ଆଇନରେ ପରିଣତ ହେଲେ ଦେଶର କୋଟି…

ନଳକୂପରୁ ପାଣି ବଦଳରେ ବାହାରୁଛି ରକ୍ତ, ମାଂସ ଓ ହାଡ଼, ଗାଁ ରେ ଭୟର ମାହୋଲ

ଉତ୍ତରପ୍ରଦେଶ ହମିରପୁରର ଜାଖେଡି ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିବା ପରେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଏକ ସରକାରୀ ନଳକୂପରୁ ପାଣି ବଦଳରେ ବାହାରୁଛି ରକ୍ତ, ହାଡ଼ ଓ ମାଂସ । ଯାହାକୁ ନେଇ ସାରା ଗ୍ରାମବାସୀ ଏତେମାତ୍ରାରେ ଭୟଭୀତ ହୋଇଯାଇଛନ୍ତି ଯେ…

ପଡ଼ିଆରେ ୭ ମାସର ଶିଶୁକୁ ସ୍ତନ୍ୟପାନ କରାଇଲେ ମହିଳା ଭଲିବଲ ଖେଳାଳି, ଭାଇରାଲ ହେଉଛି ଫଟୋ

ଖେଳ ମଝିରେ ପଡ଼ିଆ ଭିତରେ ସମସ୍ତ ସାମ୍ନାରେ ଛୁଆକୁ ସ୍ତନ୍ୟପାନ କରାଇଲେ ଖେଳାଳି। ମିଜୋରାମ୍‌ର ରାଜଧାନୀ ଆଇଜୋଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଜୋଲରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୧୯ରେ ତୁଇକୁମ…

୨୦୦୨ ଗୁଜରାଟ ଦଙ୍ଗା ମାମଲା : ମୋଦିଙ୍କ ସମେତ ଅନ୍ୟ ତତ୍କାଳୀନ ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌

ଗାନ୍ଧୀନଗର : ୨୦୦୨ ଗୁଜରାଟ ଦଙ୍ଗା ମାମଲାରୁ କ୍ଲିନ୍‌ଚିଟ୍‌ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଗୁଜରାଟ ବିଧାନସଭାରେ ଏହି ମାମଲାର ଯାଞ୍ଚ କରିଥିବା ନାନାବତୀ କମିଶନ୍‌ଙ୍କ ରିପୋର୍ଟକୁ ଉପସ୍ଥାପନ କରାଯାଇଛି । ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଏହାକୁ ଉପସ୍ଥାପନ କରିଥିଲେ ।…

ଦୁଷ୍କର୍ମକାରୀ ଏବେ ମନ୍ଦିରରେ କରିପାରିବେନି ପ୍ରବେଶ, ଲାଗିଲା ପୋଷ୍ଟର

ନିର୍ଭୟା ହେଉ ଅବା ଉନ୍ନାଓ କିମ୍ବା ହାଇଦ୍ରାବାଦ ଦୁଷ୍କର୍ମ ଘଟଣା ହେଉ, ଏହାକୁ ନେଇ ସମଗ୍ର ଦେଶର ଜନସାଧାରଣ ଆକ୍ରୋଶରେ ରହିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସମାଜରେ ଭିନ୍ନ ଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଧର୍ମ ନଗରୀ କାଶୀରେ ଦୁଷ୍କର୍ମକାରୀ ଏବେ ଦେବୀ ମନ୍ଦିରରେ…

ଜୁଏଲାରୀ ଦୋକାନରୁ ହେଲା ହିରା ଚୋରି, ଚୋରକୁ ଦେଖି ମାଲିକ ନିଜ ଆଖିକୁ କରିପାରିଲେନି ବିଶ୍ୱାସ

ଆଜିକାଲି ଆପଣ ଅନେକ ଚୋରି ଖବର ବିଷୟରେ ଶୁଣୁଥିବେ। ଚୋରମାନେ ଚୋରି କରିବା ପାଇଁ କିଭଳି ଭିନ୍ନ ଭିନ୍ନ ପ୍ରକାର ଉପାୟ ଆପଣାନ୍ତି, ତାହା ମଧ୍ୟ ପୋଲିସ ଆଜିଯାଏଁ ବୁଝିପାରିନାହିଁ। ପୋଲିସ୍‌ ଯେତେ ବି ଚାଲାକ୍‌ ହେଲେ କ’ଣ ହେବ, ଚୋର କିନ୍ତୁ ଚୋରି କରୁଛି। କିନ୍ତୁ ଆମେ ଏଠାରେ ଯେଉଁ ଚୋରି ବିଷୟରେ…

ଆଫଗାନିସ୍ତାନ ଓ ତୁର୍କୀରୁ ଆମଦାନୀ ପରେ ଦିଲ୍ଲୀରେ ହ୍ରାସ ପାଇଲା ପିଆଜ ଦର

ଦେଶର ରାଜଧାନୀ ଦିଲ୍ଲୀରେ ପିଆଜ ଦର କିଛିଟା କମି ଯାଇଛି । ଆଫଗାନିସ୍ଥାନ ଓ ତୁର୍କୀରୁ ପିଆଜ ମଗାଯିବା ପରେ ଦର ହ୍ରାସ ହୋଇଥିବା ଜଣା ଯାଇଛି । ଦିଲ୍ଲୀ ସ୍ଥିତ ପିଆଜ ଗୋଦାମ ଆସୋସିଏସନ ଅଧ୍ୟକ୍ଷ ରାଜେନ୍ଦ୍ର ଶର୍ମାଙ୍କ କହିବା ମୁତାବକ ବିଦେଶରୁ ଆମଦାନୀ ହୋଇଥିବା ପ୍ରାୟ ୨୪,୦୦୦ ବସ୍ତା ପିଆଜ…

ମୁମ୍ବାଇର ଡୋଗରି ବଜାରରେ କେମିତି ଚୋରି ହୋଇଥିଲା ୧୬୮ କିଲୋ ପିଆଜ, ଦେଖନ୍ତୁ ଏହି ସିସିଟିଭି ଫୁଟେଜ୍

 ମୁମ୍ବାଇ: ଏବେ ସାରା ଦେଶରେ ହୁହୁ ହୋଇ ବଢି ଚାଲିଛି ପିଆଜ ଦର । ଆମିଷ ଖାଇବା ଲୋକେ ମଧ୍ୟ ନିରାମିଷ ଭୋଜନ କରିବାକୁ ବାଧ୍ୟ ହେଉଛନ୍ତି । ପିଆଜ ଦର ସବୁ ରେକର୍ଡ ପାର କରିଥିବାବେଳେ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଏବେ ବିଭିନ୍ନ…

ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା, ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମୋଦି ସରକାରଙ୍କ ଅଗ୍ନିପରୀକ୍ଷା । ଅପରାହ୍ନରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ମୋଦି ସରକାରଙ୍କ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନଥିବାରୁ ଦଳ ଅନ୍ୟ ଛୋଟ ଦଳ ଉପରେ ନିର୍ଭର କରିବ । ବିଲକୁ କଂଗ୍ରେସ ସମେତ ଟିଏମ୍‌ସିି, ବାମଦଳ, ଏଆଇଏମ୍‌ଆଇଏମ୍‌,…

କାର୍‌ ଭିତରେ ଅସଂଯତ ଅବସ୍ଥାରେ ଥିଲେ ପ୍ରେମୀ ଯୁଗଳ, ଗୁଳି କରି ଜୀବନ୍ତ ପୋତି ଦେଇଥିଲେ ଦୁର୍ବୃତ୍ତ

ପ୍ରେମୀ ଯୁଗଳଙ୍କୁ ଭାରି ପଡିଛି କାରରେ ଅନୈତିକ କାର୍ଯ୍ୟ ।ଏମିତିକି ଏଥିପାଇଁ ସେମାନଙ୍କୁ ଅତି ନିର୍ଦ୍ଦୟ ଭାବେ ଜୀବନ ମଧ୍ୟ ହାରିବାକୁ ପଡିଛି । ସେମାନଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଓ ନିର୍ଦ୍ଦୟ ଭାବେରେ ହତ୍ୟା କରିଛନ୍ତି । ଅବଶ୍ୟ ଦୁର୍ବୃତ୍ତମାନେ ଏବେ ଜେଲ ଦଣ୍ଡ ଭୋଗୁଛନ୍ତି ।…