Browsing Category

Kolkata Elections

ପଶ୍ଚିମବଙ୍ଗ ନିର୍ବାଚନ: ଆଜି ସରୁଛି ପ୍ରଚାର, ୩୦ ଆସନ ପାଇଁ ୧୯୧ ପ୍ରାର୍ଥୀ ମଇଦାନରେ, ଭିଆଇପି ଆସନ ଉପରେ ସମସ୍ତଙ୍କ…

ଦିନକ ପରେ ପଶ୍ଚିମବଙ୍ଗ ନିର୍ବାଚନ। ବଙ୍ଗ ଏବେ ଉଠୁଛି ପଡ଼ୁଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରଚାର ଜୋରଦାର କରାଇଛନ୍ତି। କାରଣ, ଆଜି ହେଉଛି ପ୍ରଚାରର ଶେଷ ଦିନ। ଶନିବାର ଏଠାରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ପାଇଁ ୧୯୧ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଭୋଟରମାନଙ୍କୁ…

ଗର୍ଜିଲେ ମମତା ବାନାର୍ଜୀ, ଉତ୍ତର ପ୍ରଦେଶରୁ ଗେରୁଆ ବସ୍ତ୍ରଧାରୀ ଗୁଣ୍ଡାଙ୍କୁ ପଶ୍ଚିମବଙ୍ଗ ପଠାଉଛି ବିଜେପି, ଆମ…

ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ରାଜନୈତିକ ଦଳଗୁଡ଼ିକ ଭିତରେ ବାକ୍‌ ଯୁଦ୍ଧ ବଢ଼ି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କାନ୍ଥି ର‍୍ୟାଲିରୁ ତୃଣମୂଳ କଂଗ୍ରେସକୁ ଘେରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଷ୍ଣୁପୁର ର‍୍ୟାଲିରୁ ବିଜେପି…

ପଶ୍ଚିମବଙ୍ଗ ନିର୍ବାଚନ: ଘରୋଇ ସହାୟିକାଙ୍କୁ ବିଜେପିରୁ ଟିକେଟ, ପ୍ରଚାର ପାଇଁ ନେଲେ ମାସେ ଛୁଟି, ଜାଣନ୍ତୁ ତାଙ୍କ…

ବିଧାନସଭା ନିର୍ବାଚନକୁ ନଜରରେ ରଖି ପଶ୍ଚିମବଙ୍ଗରେ ସବୁ ରାଜନୈତିକ ଦଳ ନିଜ ନିଜର ଦମ୍‌ ଦେଖାଇବା ପାଇଁ ମଇଦାନକୁ ଓହ୍ଲାଇ ସାରିଛନ୍ତି। ଏମିତିରେ ଯେଉଁଠି ଅନେକ ଧନବାନ ଲୋକ ନିର୍ବାଚନ ରଣରେ ସାମିଲ ହୋଇଛନ୍ତି, ସେଠି ବିଜେପି ଜଣେ ଘରୋଇ ସହାୟିକା କଲିତା ମାଞ୍ଝି ଏବଂ ଜଣେ ମନରେଗା ଶ୍ରମିକ…

ବାକ୍‌ ଯୁଦ୍ଧ: ବିଜେପିକୁ ‘ରାକ୍ଷସ ଦଳ’ କହିଲେ ମମତା, ଏମିତି କଠୋର ପ୍ରଧାନମନ୍ତ୍ରୀ ଦେଖି ନାହାନ୍ତି ରାଜନୈତିକ ଜୀବନରେ

ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ପାଣିପାଗ ସେତିିକି ସରଗରମ ହୋଇଉଠୁଛି। ବିଭିନ୍ନ ଦଳ ପରସ୍ପର ମଧ୍ୟରେ ବାକ୍‌ ଲଢ଼େଇ ଜାରି ରଖିଛନ୍ତି। ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ସିଧା ବିଜେପିକୁ ଟାର୍ଗେଟ କରି ତାହାକୁ ‘ରାକ୍ଷସ…

ପଶ୍ଚିମବଙ୍ଗ ନିର୍ବାଚନ: ରେଡ୍‌ ଲାଇଟ୍‌ ଅଞ୍ଚଳ ସୋନାଗାଛିର ଯୌନକର୍ମୀ ଚାହୁଁଛନ୍ତି ମତାଧିକାର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଭୋଟ ହାତେଇବା ପାଇଁ ଦଳଗୁଡ଼ିକ ଯେପରି ପୂରା ଦମ୍‌ରେ ଲାଗିପଡ଼ିଛନ୍ତି, ସେପଟେ ଭୋଟରମାନେ ବି ସେମାନଙ୍କ ନେତା ବାଛିବା ପାଇଁ ତତ୍ପର ହୋଇଉଠିଛନ୍ତି। ବର୍ତ୍ତମାନ ଏସିଆର ସବୁଠାରୁ ବଡ଼ ରେଡ୍‌…

ପଶ୍ଚିମବଙ୍ଗ ନିର୍ବାଚନ: ପୁଣି ଚାରିଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା ଟିଏମସି, ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ…

ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଉଷ୍ମତା ବଢିବାରେ ଲାଗିଛି। ବିଧାନସଭା ନିର୍ବାଚନ ପାଇଁ ଟିଏମସି ନେତ୍ରୀ ମମତା ବାନାର୍ଜୀ ପୁଣି ଥରେ ସରକାରକୁ ଫେରିବା ପାଇଁ କସରତ କରୁଛନ୍ତି । ପଶ୍ଚିମବଙ୍ଗରେ ସର୍ବପ୍ରଥମେ ଟିଏମସି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।…

ଆହତ ପରେ ଆକ୍ସନ ମୋଡ୍‌ରେ ମମତା ବାନାର୍ଜୀ, ଆଜି ହ୍ଵିଲଚେୟାରରେ ବସି କରିବେ ପଦଯାତ୍ରା, TMCର ଘୋଷଣା ପତ୍ର ଟଳିଲା

ତୃଣମୂଳ କଂଗ୍ରେସ(TMC) ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ପରେ ପ୍ରଥମ ଥର ସାର୍ବଜନୀନ ରୂପେ ସାମ୍ନାକୁ ଆସିଛନ୍ତି। ସେ ଆଜି ରବିବାର ହ୍ଵିଲଚେୟାରରେ ବସିି ପଦଯାତ୍ରା କରିବେ। ଦ୍ୱିପ୍ରହର ୧ଟାରୁ ମମତା କୋଲକାତାରେ ପଦଯାତ୍ରା କରିବେ। ଏହି ସମୟରେ ସେ ଦକ୍ଷିଣ କୋଲକାତାର ମେୟୋ…

ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦଳକୁ କଲେ ସମର୍ଥନ, ନିର୍ବାଚନ ଲଢ଼ିବ ନାହିଁ JMM

ଆସନ୍ତା ୨୭ ମାର୍ଚ୍ଚରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏବେ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି। ତେବେ ଏହାରି ଭିତରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତୃଣମୂଳ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏ…

ହସ୍ପିଟାଲରୁ ମମତା ବାନାର୍ଜୀଙ୍କ ଭିଡିଓ ବାର୍ତ୍ତା ଜାରି, କହିଲେ, ‘ଲାଗିଛି ଗୁରୁତର ଆଘାତ, ତଥାପି ହ୍ଵିଲଚେୟାରରେ ବସି…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରୁ ହିଁ ନିଜ ସମର୍ଥକମାନଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି କି, କାଲିର ଆକ୍ରମଣରେ ତାଙ୍କୁ ଗୁରୁତର ଆଘାତ ଲାଗିଛି। ତାଙ୍କ ହାତ, ଗୋଡ଼ରେ ଅତିଶୟ ଯନ୍ତ୍ରଣା ହେଉଛି। କିଛିଦିନ ଭିତରେ ସେ ବାହାରକୁ…

Z ପ୍ଲସ୍‌ ସୁରକ୍ଷା, ୧୮ ଗାଡ଼ି, ଆଡ୍‌ଭାନ୍ସ ପାୟଲଟ କାର୍‌…ତଥାପି ମମତାଙ୍କ ଉପରେ ଆକ୍ରମଣ? ଭାଜପା ଉଠାଇଲା ପ୍ରଶ୍ନ

ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା) କେତେକ ଗୁରୁତର ଅଭିଯୋଗ ଆଣିଛି। ମମତା ବାନାର୍ଜୀଙ୍କ ସୁରକ୍ଷାରେ ନିୟୋଜିତ ଏଡିଜି ସ୍ତରର ଦୁଇ ଅଧିକାରୀ ବିବେକ…

ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ମମତା ବାନାର୍ଜୀ, ନନ୍ଦୀଗ୍ରାମରେ ତାଙ୍କ ଗୋଡ଼ ଦଳି ଦିଆଯାଇଥିବା ନେଇ ଆଣିଲେ ଅଭିଯୋଗ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସନ୍ଧ୍ୟାରେ ନନ୍ଦୀଗ୍ରାମରେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼କୁ ଜାଣିଶୁଣି ଦଳି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ମମତା କହିଛନ୍ତି କି, ଷଡ଼ଯନ୍ତ୍ର କରି ତାଙ୍କ ସହିତ ଏ ସବୁ କରାଯାଇଛି ଏବଂ ସେ ଏ ନେଇ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ…

ପଶ୍ଚିମବଙ୍ଗ ନିର୍ବାଚନ: ମହିଳା ବିଧାୟିକାଙ୍କ ଗାଲ ଚିପି ଦେଲେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ, ଭାଇରାଲ ଭିଡିଓକୁ…

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ପ୍ରତ୍ୟେକ ଦଳ ଭୋଟ ପାଇବା ଆଶାରେ କୌଣସି ବି ମଉକା ହାତଛଡ଼ା କରୁନାହାନ୍ତି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ତେବେ ଏହାରି ଭିତରେ ହୁଗଳିର ଭାଜପା…