Browsing Category

ଦେଶ ବିଦେଶ

ଦୁଇଟି ଭିନ୍ନ ଭିନ୍ନ କମ୍ପାନିର କରୋନା ଟିକାର ଡୋଜ୍‌ ହୋଇପାରେ ମାରାତ୍ମକ, ଏମିତି କହିଲେ WHO ର ମୁଖ୍ୟ ବୈଜ୍ଞାନିକ

ନୂଆଦିଲ୍ଳୀ : କରୋନା ଟିକାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଭ୍ରମ ସୃଷ୍ଟି ହେଉଛି । କେହି କେହି ଗୋଟିଏ ଡୋଜ୍‌ ଟିକା ଗୋଟିଏ କମ୍ପାନୀର ନେଉଥିବା ବେଳେ ଆଉ ଗୋଟିଏ ଡୋଜ ଅନ୍ୟ କମ୍ପାନିର ଟିକାନେଉଥିବା ଦେଖାଯାଉଛି । ଦୁଇଟି ପୃଥକ ଟିକା ବିପଜ୍ଜନକ ହୋଇପାରେ  WHO ପକ୍ଷରୁ ଚେତାବନୀ ଦିଆଯାଇଛି…

ଆଜି ଦିନ ୧୧ ଟାରେ ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଳୀ : ଆଜି ଦିନ ୧୧ ଟାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପରେ ଏହା ହେବ ୨ୟ କ୍ୟାବିନେଟ୍ ବୈଠକ । ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ…

ପୁଲଓ୍ଵାମା : ସୁରକ୍ଷାବଳଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତ

ପୁଲଓ୍ଵାମା : ଜମ୍ମୁ କଶ୍ମୀର ପୁଲଓ୍ଵାମା ଠାରେ ବୁଧବାର ଭୋରରୁ ସୁରକ୍ଷାବଳଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଆର୍ନିଆ ସେକ୍ଟରରେ ଲାଲ ଲାଇଟ ଦପ ଦପ ହେବାର ସୁରକ୍ଷା ବଳମାନେ ଦେଖିବାକୁ ପାଇଥିଲେ । ଫଳରେ ସୁରକ୍ଷା ବଳମାନେ ଉକ୍ତ ଲାଇଟକୁ ଲକ୍ଷ୍ୟ କରି…

ଅଲମ୍ପିକ ପୂର୍ବରୁ ଦୂତୀ ଚାନ୍ଦଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ବଢ଼ାଇଲେ ମନୋବଳ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲମ୍ପିକରେ ଦେଶରୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି । ଓଡ଼ିଶାରୁ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଥିବା ଜଣାପଡ଼ିଛି…

କରୋନା ନେଲା ପୁଣି ଜଣେ ହାର୍ଡକୋର ମାଓବାଦୀର ଜୀବନ

ମାଲକାନଗିରି (କେନ୍ୟୁଜ୍‌) : ମାଓ ଦୁର୍ଗରେ ବି କରୋନାର ମାଡ଼ । କୋଭିଡ୍‌ରେ ସଂକ୍ରମିତ ହୋଇ ଜଣେ ଟପ୍‌ କ୍ଯାଡର ମାଓବାଦୀର ମୃତ୍ୟୁ ହୋଇଛି । ଛତିଶଗଡ଼ ର ହାର୍ଡକୋର ମାଓବାଦୀ ବିନୋଦ କଶ୍ଯପର କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତା ନାଁରେ ଛତିଶଗଡ଼ ସରକାର ୧୫ ଲକ୍ଷ ଲକ୍ଷ ଟଙ୍କା…

ଝିଅ ହେବ ତ ଏମିତି! ଅଧିକ ଯୌତୁକ ମାଗି ବରପକ୍ଷ ମାରପିଟ୍‌ କରିବାରୁ ମଣ୍ଡପରୁ ଉଠି ଥାନାରେ ପହଞ୍ଚିଲା କନ୍ୟା

ଅଧିକ ଯୌତୁକ ମାଗି କନ୍ୟାପକ୍ଷ ଲୋକଙ୍କୁ ମାରପିଟ୍‌ କରୁଥିବା ବର ଘର ବିରୋଧରେ ଥାନାରେ ଅଭିଯୋଗ କଲା ନିଜେ କନ୍ୟା। ଏମିତି ଘଟଣା ଦେଖବାକୁ ମିଳିଛି ବିହାରର ରାଜଧାନୀ ପାଟନାରେ। ଏଠାରେ ଏକ ବିବାହ ମଧ୍ୟରେ ଘମାସାନ ଲଢ଼େଇ ହୋଇଛି। ବର ଘର ଲୋକ ଯୌତୁକ ଦାବି କରି ଝିଅ ଘର ଲୋକଙ୍କ ସହ ମାରପିଟ୍‌…

ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କୋଭିଡ୍‌ ରୋଗୀ

ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କୋଭିଡ୍‌ ରୋଗୀ। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ତ୍ରିଶୁରର ଡାକ୍ତର ଜେ ରିନା କହିଛନ୍ତି- ସେ ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଆରଟିପିସିଆର ରିପୋର୍ଟ ପଜିଟିଭ୍‌ ଆସିଛି। ମାତ୍ର ଆଣ୍ଟିଜେନ୍‌…

ଜଗା ପ୍ରେମରେ ବନ୍ଧା ପୂର୍ବରୁ ପଶ୍ଚିମ, ଆମେରିକା ରୋଜେନ୍‌ବର୍ଗରେ ଗଡ଼ିଲା ଜଗତର ନାଥଙ୍କ ରଥ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଆ ଯେଉଁଠି ଥିଲେ ବି କେବେ ଭୁଲେ ନାହିଁ ତାର ପ୍ରଭୁଙ୍କୁ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ । ତେଣୁ କେବଳ ଆମ ଦେଶ ନୁହେଁ, ବିଶ୍ୱର ଅନେକ ସ୍ଥାନରେ ଗଢ଼ି ଉଠିଛି ଜଗନ୍ନାଥ ମନ୍ଦିର । ସବୁ ରୀତିନୀତି ସହ ରଥଯାତ୍ରା ବି ପାଳୁଛନ୍ତି ପ୍ରବାସୀ ଓଡ଼ିଆ । ସେମିତି ଏଥର ବି…

ଦୀର୍ଘ ୪ ମାସ ପରେ ଦେଶରେ ସର୍ବନିମ୍ନ ସଂକ୍ରମିତ, ଗତ ୨୪ ଘଣ୍ଟାରେ ୩୧ ହଜାର ୪୪୩ ନୂଆ କେଶ

 ଭୁବନେଶ୍ୱର(କେ ନ୍ୟୁଜ): ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରଭାବ କିଛିଟା କମି କମି ଚାଲିଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ସେମିତି କିଛି ବଡ଼ ପରିବର୍ତ୍ତନ ଲକ୍ଷ କରାଯାଇନାହିଁ । ଗତ ୨୪ ଘଣ୍ଟା ଭିତରେ ୨ହଜାର ୨୦ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ସେପଟେ ୧୧୮ ଦିନ ପରେ ଦେଶରେ ସର୍ବନିମ୍ନ…

କୋଭିଡ୍ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୪୪ ମୃତ ୬୭ ଆହତ

ଇରାକର ନାସିରିଆରେ ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ। କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣା ପରେ ପ୍ରଧାନମନ୍ତ୍ରୀ…

ସମ୍ଭାବ୍ୟ ଥାର୍ଡ ୱେଭକୁ ନଜରରେ ରଖି ପର୍ଯ୍ୟଟନ ଓ ତୀର୍ଥଯାତ୍ରାକୁ ଅଟକାଯାଉ,କେନ୍ଦ୍ର ସରକାରଙ୍କୁ ଚିଠିଲେଖି ନିବେଦନ…

କେନ୍ୟୁଜ୍(ବ୍ୟୁରୋ):  ଆଗକୁ ଆସୁଛି ଥାର୍ଡ ୱେଭ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପର୍ଯ୍ୟଟନ ଓ ତୀର୍ଥଯାତ୍ରାକୁ ଅଟକାଯାଉ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନିବେଦନ କରିଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ IMA । ସଂଗଠନ କହିଛି, ଅନେକ ରାଜ୍ୟରେ ସରକାର ଆଉ ଜନତା ବଡ଼ ସମାବେଶରେ ମାତିଗଲେଣି…