Browsing Category

ଦେଶ ବିଦେଶ

ମଧ୍ୟପ୍ରଦେଶ ଗ୍ବାଲିଅରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ବସ୍, ୧୩ ମୃତ

ମଧ୍ୟପ୍ରଦେଶ ଗ୍ବାଲିଅରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଠାରେ ବସ୍ ସହିତ ଅଟୋ ଭୀଷଣ ଧକ୍କା ହେବା ଫଳରେ ୧୩ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଏନଆଇ ସୂଚନାନୁସାରେ, ଏହି ଦୁର୍ଘଟଣା ମଙ୍ଗଳବାର ସକାଳ ସହରର ପୁରୁଣା ଛାବନୀ ଅଞ୍ଚଳରେ ଘଟିଛି। #UPDATE | Death toll in the accident rises…

ଭାରତୀୟ ଔଷଧ କମ୍ପାନି ପ୍ରସ୍ତୁତ କରୁଛି ଓରାଲ୍‌ ଭ୍ୟାକ୍‌ସିନ୍‌ ର କ୍ୟାପ୍‌ସୁଲ୍‌ , ଖୁବ୍‌ ଶୀଘ୍ର ମିଳିବ ବଜାରରେ

ନୂଆଦିଲ୍ଲୀ :  କରୋନା ଟିକା ଏବେ ଲୋକଙ୍କୁ ଦିଆଯାଉଥିବାବେଳେ ଭାରତୀୟ ପ୍ରେମାସ୍‌ ବାୟୋଟେକ୍‌ ଏବେ ପ୍ରସ୍ତୁତ କରୁଛି କରୋନା ଟିକାର ବଟିକା । ଏହାକୁ ପାଟିରେ ଖାଇହେବ । ଆମେରିକୀୟ କମ୍ପାନି ‘ଓରାମେଡ୍‌ ଫାର୍ମାସ୍ୟୁଟିକାଲ୍‌’ ସହାୟତାରେ ଭାରତୀୟ କମ୍ପାନି ପ୍ରେମାସ୍‌ ବାୟୋଟେକ୍‌ ଏହି…

ମୁମ୍ବାଇ : ପୋଲିସ କମିଶନର ପରମ୍‌ ବୀର ସିଂହ ନିଜ ବଦଳିକୁ ନେଇ ଗଲେ ସୁପ୍ରିମ୍‌କୋର୍ଟ, ଦାବି କଲେ ଗୃହମନ୍ତ୍ରୀଙ୍କ…

ନୂଆଦିଲ୍ଲୀ : ମୁମ୍ବାଇ ପୂର୍ବତନ କମିଶନର ପରମ ବୀର ସିଂହ ଓ ମୁମ୍ବାଇ ସରକାର ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଶ୍ରୀ ସିଂହ ହୋମଗାର୍ଡ ବିଭାଗକୁ ତାଙ୍କର ବଦଳି ହେବାକୁ ବେନିୟମ ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି । ଶ୍ରୀ ସିଂହ ତାଙ୍କର…

ବାକ୍‌ ଯୁଦ୍ଧ: ବିଜେପିକୁ ‘ରାକ୍ଷସ ଦଳ’ କହିଲେ ମମତା, ଏମିତି କଠୋର ପ୍ରଧାନମନ୍ତ୍ରୀ ଦେଖି ନାହାନ୍ତି ରାଜନୈତିକ ଜୀବନରେ

ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ପାଣିପାଗ ସେତିିକି ସରଗରମ ହୋଇଉଠୁଛି। ବିଭିନ୍ନ ଦଳ ପରସ୍ପର ମଧ୍ୟରେ ବାକ୍‌ ଲଢ଼େଇ ଜାରି ରଖିଛନ୍ତି। ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ସିଧା ବିଜେପିକୁ ଟାର୍ଗେଟ କରି ତାହାକୁ ‘ରାକ୍ଷସ…

ପର୍ଣ୍ଣ ଦେଖି ଦେଖି ସେକ୍ସ ଆକ୍ଟ କରୁଥିଲା ୧୭ ବର୍ଷର ଯୁବକ, ଚାଲିଗଲା ଜୀବନ

ପର୍ଣ୍ଣ ଫିଲ୍ମ ଦେଖି ସେକ୍ସ ଆକ୍ଟ କରୁଥିବା ବେଳେ ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାରେ ଜଣେ ୧୭ ବର୍ଷର ଯୁବକ ବାପା ମା’ ଅଫିସ ଯିବା ପରେ ଘରେ ପର୍ଣ୍ଣ ଫିଲ୍ମ ଦେଖି ସେକ୍ସ ଆକ୍ଟ କରୁଥିଲା। ଏହି କାମରେ ସେ ଏତେ ଅଭ୍ୟସ୍ତ ହୋଇଯାଇଥିଲା ଯେ, ଶେଷରେ ଏଥିପାଇଁ ତାକୁ…

ଘରେ ବସି ପର୍ଣ୍ଣ ଦେଖୁଥିଲେ ବାଳକ, କିମ୍ ଜୋଙ୍ଗ ଉନ୍ ସମସ୍ତ ପରିବାରକୁ ଦେଲେ କଡ଼ା ଦଣ୍ଡ

ନିଜର କଠୋର ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍। ପୁଣି ଏମିତି କିଛି କାମ କରିଛନ୍ତି କିମ୍ ଜୋଙ୍ଗ ଉନ, ଯାହାକୁ ନେଇ ଏବେ ଚର୍ଚ୍ଚା। ଅଶ୍ଲୀଳ ଫିଲ୍ମ ଦେଖୁଥିବା ଜଣେ କିଶୋର ଓ ତାଙ୍କ ପରିବାରକୁ କିମ୍ କଡା ଦଣ୍ଡ ଦେଇଛନ୍ତି। ବିଶ୍ବର…

କରୋନାର ଶିକାର ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ, ନିଜେ ଟ୍ଵିଟ୍‌ କରି ଦେଲେ ସୂଚନା

ଉତ୍ତରାଖଣ୍ଡର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। କିଛିଦିନ ତଳେ ତାଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା। ରିପୋର୍ଟ ସାମ୍ନାକୁ ଆସିବା ପରେ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏ ନେଇ ରାଓ୍ଵତ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସୂଚନା…

ମସାଜ୍‌ ବାହାନାରେ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଯୁବକ, ୭ ଜଣ ମହିଳା ଆଣିଲେ ସମାନ ଅଭିଯୋଗ

ମସାଜ୍‌ କରିବା ବେଳେ ଖରାପ ଢଙ୍ଗରେ ସ୍ପର୍ଶ କରିବା ଭଳି ସଙ୍ଗୀନ୍‌ ଅଭିଯୋଗ ଆସିଛି ଜଣେ ଯୁବକଙ୍କ ବିରୋଧରେ। ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ୭ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କ ଉପରେ ଯୌନ ଶୋଷଣ ନେଇ ଅଭିଯୋଗ କରିଛନ୍ତି। ଆମେରିକାର ହୋଷ୍ଟନ୍‌ର ଜଣେ ବ୍ୟକ୍ତିଙ୍କ ବିରୋଧରେ ଆସିଛି ଏଭଳି…

ସ୍ପଷ୍ଟ କଲା IRDAI: କୋଭିଡ୍‌-୧୯ ଟିକା ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ବୀମା କମ୍ପାନୀ ଉଠାଇବ ସମସ୍ତ ଖର୍ଚ୍ଚ

କୋଭିଡ୍‌-୧୯ ଟିକା ନେବା ଯୋଗୁ ଯଦି କାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି, ତ ତାଙ୍କର ସମସ୍ତ ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ। ଏ ନେଇ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ(IRDAI) ସ୍ପଷ୍ଟ କରିଛି। IRDAI କହିଛି ଯେ ଯଦି କୌଣସି…

ଛିଃ ଏତେ କ୍ରୁର! କୁନ୍ଦୁରୀ ଗଛ ଓପାଡ଼ି ଦେଲା ବୋଲି ୧୨ ବର୍ଷର ଝିଅକୁ ଜିଅନ୍ତା ଜଳାଇଦେଲେ ପଡ଼ୋଶୀ

କ୍ଷେତରୁ ଗଛ ଓପାଡ଼ିଦେଲା ବୋଲି ୧୨ ବର୍ଷର ଝିଅକୁ ଜିଅନ୍ତା ଜଳାଇଦେଲେ ପଡ଼ୋଶୀ। ଏଭଳି ଛାତି ଥରାଇଦେବା ଭଳି ମାମଲା ସାମ୍ନାକୁ ଆସିଛି ବିହାରରୁ। ବିହାରର ବେଗୁସରାୟ ଜିଲ୍ଲାର ବରୌନୀ ଥାନା ଅଞ୍ଚଳରେ ଏଭଳି କ୍ରୁର ଘଟଣା ଘଟିଛି। ତେବେ ଗୁରୁତର ଅବସ୍ଥାରେ କୁନି ଝିଅଟିକୁ ମେଡିକାଳରେ ଭର୍ତ୍ତି…

ନିଜର ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଆରମ୍ଭ କରିବେ ଡୋନାଲ୍ଡ ଟ୍ରମ୍ପ, ବ୍ୟାନ୍‌କୁ ନେଇ ଟ୍ଵିଟର ଏବଂ ଫେସ୍‌ବୁକକୁ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ସୋସିଆଲ ମିଡିଆକୁ ଫେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏଥର ସେ ନିଜର ଏକ ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏ ନେଇ ଟ୍ରମ୍ପ୍‌ଙ୍କ ପୁରୁଣା ପରାମର୍ଶଦାତା ତଥା ପ୍ରବକ୍ତା ଜେସନ ମିଲର ସୂଚନା…

ପଶ୍ଚିମବଙ୍ଗ ନିର୍ବାଚନ: ରେଡ୍‌ ଲାଇଟ୍‌ ଅଞ୍ଚଳ ସୋନାଗାଛିର ଯୌନକର୍ମୀ ଚାହୁଁଛନ୍ତି ମତାଧିକାର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଭୋଟ ହାତେଇବା ପାଇଁ ଦଳଗୁଡ଼ିକ ଯେପରି ପୂରା ଦମ୍‌ରେ ଲାଗିପଡ଼ିଛନ୍ତି, ସେପଟେ ଭୋଟରମାନେ ବି ସେମାନଙ୍କ ନେତା ବାଛିବା ପାଇଁ ତତ୍ପର ହୋଇଉଠିଛନ୍ତି। ବର୍ତ୍ତମାନ ଏସିଆର ସବୁଠାରୁ ବଡ଼ ରେଡ୍‌…