Browsing Category

ଦେଶ ବିଦେଶ

ସ୍ୱାମୀଙ୍କୁ ହତ୍ୟା କରିଥିଲେ ମଧ୍ୟ ସ୍ତ୍ରୀଙ୍କୁ ମିଳିବ ପେନ୍‌ସନ୍‌, ଏଭଳି ଐତିହାସିକ ରାୟ ଶୁଣାଇଲେ ହାଇକୋର୍ଟ

ସ୍ୱାମୀକୁ ହତ୍ୟା କରିଦେଲେ ବି ସ୍ତ୍ରୀକୁ ମିଳିବ ପେନ୍‌ସନ୍‌। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଫ୍ୟାମିଲି ପେନ୍‌ସନ୍‌କୁ ନେଇ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଯଦି କୌଣସି ମହିଳା ସ୍ୱାମୀଙ୍କୁ ହତ୍ୟା ବି କରିଦିଏ ତେବେ ସେ ପାରିବାରିକ ପେନ୍‌ସନ୍‌ ପାଇବାକୁ ହକ୍‌ଦାର…

ଖୁସି ଖବର! UAEରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କୁ ମିଳିବ ନାଗରିକତା

ସଂଯୁକ୍ତ ଅରବ ଅମୀରାତ(UAE)ରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କ ପାଇଁ ଏକ ଭଲ ଖବର। UAE ଶନିବାର ଘୋଷଣା କରିଛି କି, ପ୍ରଫେସନାଲ ବିଦେଶୀ ନାଗରିକମାନଙ୍କୁ UAE ନାଗରିକତା ପ୍ରଦାନ କରାଯିବ। କୋଭିଡ୍‌-୧୯ ମହାମାରୀ ଭିତରେ ଅର୍ଥବ୍ୟବସ୍ଥାକୁ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ…

ମା’କୁ ମାରି ଘର ବାରଣ୍ଡାରେ ଜାଳିଦେଲା ପୁଅ, ଜୁଇରେ ଚିକେନ ପୋଡି ଖାଇଲା କୁଳାଙ୍ଗାର

ରାଞ୍ଚି : ସଇତାନ ପାଲଟିଲା ଜନ୍ମକଲା ପୁଅ। ଭୁଲିଗଲା ମାଆର ମମତାକୁ ଆଉ କରିବସିଲା ଜଘନ୍ୟକାଣ୍ଡ। ନିଜ ଜନ୍ମ କଲା ମା’କୁ ଅତି ନିର୍ମମ ଭାବେ ହତ୍ୟା କରି ଜାଳି ଦେଲା ପୁଅ । ଏତିକିରେ ମନ ଶାନ୍ତି ହେଲାନି ନୃଶଂସତାର କୃରତାର। ଯେଉଁଠି ମାଆକୁ ଜାଳିଦେଲା ସେହି ଜୁଇ ନିଆଁରେ ମାଂସ ରୋଷେଇ କରି…

ମୋଦିଙ୍କ ମନକି ବାତ୍: ପ୍ରଧାନମନ୍ତ୍ରୀ କହିଲେ ଦିଲ୍ଲୀରେ ତ୍ରିରଙ୍ଗାକୁ ଅପମାନ ଦେଖି ଦୁଃଖି ହୋଇଛି ସାରା ଦେଶ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ତ୍ରିରଙ୍ଗାକୁ ଅପମାନ ଦେଖି ଦୁଃଖି ହୋଇଛି ସାରା ଦେଶ । ଆଜି ବର୍ଷର ପ୍ରଥମ ‘ମନ୍‌ କି ବାତ୍‌’ରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨୬ ତାରିଖ ଦିନ ଶତାଧିକ ଲାଲକିଲ୍ଲା ପ୍ରାଚୀର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ଏପରି ଘଟଣାକୁ…

ଅପେକ୍ଷାର ଅନ୍ତ ! ଶହେ ପ୍ରତିଶତ ଲୋକଙ୍କୁ ନେଇ ଖୋଲିବ ସିନେମା ହଲ୍, କିନ୍ତୁ ମାନିବାକୁ ପଡିବ ଏହିସବୁ ନିୟମ

ଦୀର୍ଘ ବର୍ଷେ ହେଲାଣି କରୋନା ମହାମାରୀ ଯୋଗୁଁ ସିନେମା ହଲ୍ ବନ୍ଦ ରହିଥିଲା। ଲକଡାଉନ ଖୋଲିବା ପରେ ସିନେମା ହଲ୍ ଖୋଲିବାକୁ ଅନୁମତି ଥିବା ବେଳେ କିନ୍ତୁ ୧୦୦ ପ୍ରତିଶତ ଲୋକଙ୍କୁ ହଲ୍କୁ ଯିବାକୁ ଅନୁମତି ମିଳିନଥିଲା। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ୧ ଫେବ୍ରୁଆରୀରୁ ୧୦୦ ପ୍ରତିଶତ ଲୋକଙ୍କ ନେଇ…

ଆସନ୍ତାକାଲି ସାଧାରଣ ବଜେଟ୍, ବଢିପାରେ ପିଏମ୍‌ କିଷାନ ରାଶି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ସାଧାରଣ ବଜେଟ୍‌ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ୍‌ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଆଗତ କରିବେ । କୋଭିଡ୍‌ରୁ ସଂପୂର୍ଣ୍ଣ ମୁକୁଳି ନାହିଁ ଭାରତ । ଦେଶରେ ଟିକାକରଣ ଚାଲିଛି । ଅର୍ଥନୀତିକୁ ମଜବୁତ କରିବା ପାଇଁ ଲୋକଙ୍କୁ ରିହାତି…

୪ ବର୍ଷର ଶିଖ ବାଳିକା ହାଇ ଆଇ କ୍ୟୁ କିଡ୍‌ସ୍‌ ମେଂସା କ୍ଲବ୍‌ରେ ହେଲେ ସାମିଲ୍‌

ଲଣ୍ଡନ :  ଉତ୍କଷ୍ଟ ବୁଦ୍ଧିମତା (ଆଇକ୍ୟୁ) ପିଲାଙ୍କ ମଧ୍ୟରେ ନିଜର ନାମ ସାମିଲ କରିଛନ୍ତି ଜଣେ ବ୍ରିଟିଶ୍‌ ଶିଖ ଝିଅ । ଏହି ସଫଳତା ଯୋଗୁ ତାଙ୍କର ନାମ ମେନ୍‌ସା କ୍ଲବରେ ସାମିଲ୍‌ କରାଯାଇଛି  । ଦୟାଲ କୌର ନାମକ ଏହି ଝିଅଟି ପରିବାର ସହ ଓ୍ଵାମିଂଘମ୍‌ ଠାରେ ରୁହନ୍ତି । ଏତେ କମ୍‌ ବୟସରେ…

୧୦ ବର୍ଷ ଯାଏ ମା’ଙ୍କ ଶବକୁ ଫ୍ରିଜ ଭିତରେ ଲୁଚାଇ ରଖିଥିଲେ ଏହି ମହିଳା

ଦିନକୁ ଦିନ ମଣିଷ ହରାଇ ବସୁଛି ସବୁ ମାନବୀୟ ଗୁଣ । ସାମାନ୍ୟ ସ୍ୱାର୍ଥ ପାଇଁ ହୋଇ ଉଠୁଛି ହିଂସ୍ର । ଜଣେ ଝିଅ ତା’ର ମା’ଙ୍କ ମୃତ୍ୟୁ ପରେ ତାଙ୍କର ଶବ ସତ୍କାର ନକରି ତାଙ୍କୁ ଦୀର୍ଘ ୧୦ ବର୍ଷ ଯାଏ ଏକ ଫ୍ରିଜ୍‌ରେ ରଖିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏପରି ଘଟଣା ଘଟିଛି ଜାପାନରେ । ଯାହା…

କାଲିଫର୍ଣ୍ଣିଆରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ, ସହରରେ ଅଶାନ୍ତି

ଓ୍ଵାଶିଂଟନ୍‌ :  କେହି ଦୁର୍ବୃତ୍ତ ଆମେରିକାର କାଲିଫର୍ଣ୍ଣିଆ ସହରରେ ଥିବା ମହତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେବା ନେଇ କାଲିଫର୍ଣ୍ଣିଆରେ ଉତ୍ତେଜନା ଦେଖାଦେଇଛି । ଏହାର ତଦନ୍ତ କରିବା ପାଇଁ ଆମେରିକାରେ ଥିବା ଭାରତୀୟମାନେ ଦାବି କରିଛନ୍ତି । ସୂଚନା ଅନୁଯାୟୀ ମହତ୍ମା…

ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ। ବିହାରର ସହରସା ଜିଲ୍ଲାରେ ଶନିବାର ଦିନ ଦ୍ୱିପ୍ରହରରେ ବାଇକ୍‌ରେ ଆସି କିଛି ଦୁବୃର୍ତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କୀୟ ଓ…

ମେଡିସିନ୍‌ ଆଣିବାକୁ ଯାଇଥିବା ବୃଦ୍ଧାଙ୍କୁ ଖିନ୍‌ଭିନ୍‌ କରି ଖାଇଗଲେ ବୁଲା କୁକୁର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ହରିୟାଣା: ବୁଲା କୁକୁରଙ୍କ ଆକ୍ରମଣରେ ବୃଦ୍ଧା ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ଏଠାରେ ବୁଲା କୁକୁରମାନେ ଜଣେ ବୃଦ୍ଧାଙ୍କୁ କାମୁଡ଼ି କାମୁଡ଼ି କ୍ଷତବିକ୍ଷତ କରିବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ବୟସ ପ୍ରାୟ ୭୦…

ମରାମତି ପରେ ପାକିସ୍ତାନରେ ଖୋଲିଲା ୧୨୬ ବର୍ଷ ପୁରୁଣା ଶିବ ମନ୍ଦିର, ଶ୍ରଦ୍ଧାଳୁମାନେ କରିପାରିବେ ପୂଜାର୍ଚ୍ଚନା

ପାକିସ୍ତାନରେ ମରାମତି ପରେ ପୁଣିଥରେ ଖୋଲିଲା ୧୨୬ ବର୍ଷ ପୁରୁଣା ଶିବମନ୍ଦିର। ଏବେ ଶ୍ରଦ୍ଧାଳୁମାନେ ବିନା କୌଣସି ପ୍ରତିବନ୍ଧକରେ ମନ୍ଦିରକୁ ଯାଇ ମହାଦେବଙ୍କୁ ଦର୍ଶନ କରିପାରିବେ। ମରାମତି ପରେ ଏବେ ଏହି ମନ୍ଦିରରେ ଆଉ କିଛି ଜାଗା ମଧ୍ୟ ଯୋଡ଼ି ଦିଆଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ଠିକ୍‌ଭାବେ…