Browsing Category

ଦେଶ ବିଦେଶ

ଚୀନ୍‌ରୁ ଭାଇରସ୍‌ ଆସିଥିବା କଥାକୁ କେବେ ବି ଭୁଲିପାରିବି ନାହିଁ: ଡୋନାଲ୍ଡ ଟ୍ରମ୍ପ

ଚୀନ୍‌କୁ ଆକ୍ଷେପ କରି ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଗକୁ ନିର୍ବାଚନ ଥିବାରୁ ଓ୍ଵାଶିଂଟନ୍‌ରେ ଆୟୋଜିତ ଏକ ର‍୍ୟାଲିରେ ଟ୍ରମ୍ପ ଉଦ୍‌ବୋଧନ ଦେବା ଅବସରରେ ଚୀନ୍‌ ଉପରେ ପ୍ରବଳ ବର୍ଷିଛନ୍ତି। ଟ୍ରମ୍ପ କହିଛନ୍ତି ଚୀନ୍‌ରୁ ଆସିଥିବା କରୋନା…

BJPର ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ ଓ  ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା, ଓଡିଶାରୁ ୪ ସାମିଲ

କେନ୍ୟୁଜ୍(ବ୍ୟୁରୋ):  BJPର ନୂଆ ଟିମ୍‌ ଘୋଷଣା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଟିମ୍‌ ଘୋଷଣା କରାଯାଇଛି। ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ ଓ  ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା କରାଯାଇଛି। ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ,…

ପୋଲିସ ହାତରେ ଗିରଫ ହେଲା ୨୦ରୁ ଅଧିକ ହତ୍ୟା କରିଥିବା ସାଇକୋ କିଲ୍‌ର : ପିତାଙ୍କ ହତ୍ୟାର ବଦ୍‌ଲା ନେବା ପାଇଁ ବନିଥିଲା…

ପଟ୍‌ନା : ପରିବେଶ ପରିସ୍ଥିତି ମଣିଷକୁ ବଦଳାଇ ଦିଏ । ଜଣେ ଏମ୍‌ସିଏ ଡିଗ୍ରୀ ଧାରୀ ବ୍ୟକ୍ତି, ଭଲ ଚାକିରି ଛାଡି ପିତା ହତ୍ୟାର ପ୍ରତିଶୋଧ ନେବା ପାଇଁ ବନିଗଲେ ସରିୟଲ୍‌ କିଲର । ଏମିତି ଥିଲା ପ୍ରତିଶୋଧ ପଛର କାହାଣୀ । ନାମ ହେଉଛି ଅବିନାଶ ଶ୍ରୀବାସ୍ତବ । ସେ ପୂର୍ବ ଏମ୍‌ଏଲ୍‌ସି ଲଲନ…

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିଜ ପ୍ରସାଦ ରବି

କେନ୍ୟୁଜ୍(ବ୍ୟୁରୋ): ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିଜ ପ୍ରସାଦ ରବି । ଆଜି ତାଙ୍କୁ ବାନ୍ଧିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତ କିଛି ଦିନ ହେବ ତାଙ୍କୁ ମାରାଥନ୍‌ ଜେରା କରିଥିଲା ଏନସିବି । ଅଭିଯୋଗ ହୋଇଥିଲା କ୍ଷୀତିଜ…

କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣୁଛି ଏହି କମ୍ପାନୀ, ମିଳିବ ଅଟକି ରହିଥିବା ୭ମାସର ଦରମା

କରୋନା ମହାମାାରୀ ପାଇଁ ଅନେକ ବଡ ବଡ କମ୍ପାନୀରେ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି। ଆଇଟି କମ୍ପାନୀ Accenture ରେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରାଯାଇଛି। କିନ୍ତୁ ଏହି କମ୍ପାନୀ କର୍ମଚାରୀମାନଙ୍କୁ ୭ମାସର ପ୍ୟାକେଜ୍‌ ପ୍ରଦାନ କରୁଛି। ସୂଚନା ମୁତାବକ ଏହା ହିଁ ଏକମାତ୍ର କମ୍ପାନୀ, ଯେ…

ଖୁବ ଶୀଘ୍ର କରୋନା ଟୀକା ଲଞ୍ଚ କରିବାକୁ ଯାଉଛି Johnson & Johnson, ସରିଲାଣି ଦୁଇଟି ପର୍ଯ୍ୟାୟ ଟ୍ରାଏଲ

କୋରନା ସଂକ୍ରମଣ ବିରୋଧୀ ଲଢେଇରେ ଏକ ଖୁସି ଖବର ଆଣିଛି ବିଶ୍ବର ଏକ ଜଣାଶୁଣା କମ୍ପାନୀ Johnson ଆଣ୍ଡ Johnson । ଜନସନ୍‌ ଆଣ୍ଡ ଜନସନ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକା, ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ୍‌ ସହାୟକ ହେଉଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡ଼ିଛି । ପ୍ରଥମ ଓ ଦ୍ୱିତୀୟ…

ୟୁକ୍ରେନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨୨ ମୃତ, ୪ ନିଖୋଜ

ଶୁକ୍ରବାର ରାତିରେ ଏକ ବଡ ବିମାନ ଦୁର୍ଘଟଣା ଘଟିଛି। ୟୁକ୍ରେନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୨୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଭାବେ ଆହତ ଏବଂ ୪ ଜଣ ନିଖୋଜ ରହିଛନ୍ତି।  ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ,…

୨,୦୦୦ ଫୁଟ ଉଚ୍ଚ ଆକାଶରେ ବିମାନ ଭିତରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା, ଖୁସିରେ ନବଜାତକକୁ ସାରା ଜୀବନ ପାଇଁ ମିଳିଲା…

ଭୂମିଠାରୁ ୨,୦୦୦ ଫୁଟ ଉଚ୍ଚ ଆକାଶରେ ଉଡ଼ୁଥିବା ଏକ ଫ୍ଲାଇଟରେ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଘଟଣାଟି ଘଟିଛି The Egyptians Flight MS777ରେ। ଏହା କୈରୋରୁ ଲଣ୍ଡନ ଯାଉଥିଲା। ଫ୍ଲାଇଟରେ ୟମନର ଜଣେ ମହିଳା ପାସେଞ୍ଜର ଯାତ୍ରା କରୁଥିଲେ, ଯିଏକି ଗର୍ଭବତୀ ଥିଲେ। ତାଙ୍କ ନାଁ ହିୟ…

ଏହି ସାପ ଗୋଟିଏ ପିଲାକୁ ମାସକ ଭିତରେ କରିଛି ୮ ଥର ଦଂଶନ, ଆଶ୍ଚର୍ଯ୍ୟର କଥା କ’ଣ ଜାଣନ୍ତୁ

ବସ୍ତୀ : ବେଳେ ବେଳେ ଏମିତ କିଛି ଘଟଣା ଘଟେ ଯାହାକି ଚିନ୍ତନ ଶକ୍ତି ବାହାରେ ଥାଏ । ଉତ୍ତରପ୍ରଦେଶର ବସ୍ତୀ ଜିଲ୍ଳାରେ ଏପରି ଏକ ବିଚିତ୍ର ମାମଲା ନଜରକୁ ଆସିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏଠାରେ ଏକ ପିଲାକୁ ଗୋଟିଏ ନିର୍ଦ୍ଦିଷ୍ଟ ସାପ ଗୋଟିଏ ମାସରେ ୮ ଥର ଦଂଶନ କରିଛି ।…

Viral Video: ଶୋଷରେ ଡହଳବିକଳ ହେଉଥିଲା କୁକୁର, ହାତରେ ପାଣି ଭରି ପିଆଇବାକୁ ଲାଗିଲେ ଏହି ବୃଦ୍ଧ

କୁହନ୍ତି, ପ୍ରାଣୀମାନେ କଥା କହିପାରନ୍ତି ନାହିଁ, କିନ୍ତୁ ସେମାନେ ହାବଭାବ ଦ୍ୱାରା ନିଜ ସମସ୍ୟା ବିଷୟରେ ଅନ୍ୟକୁ ଜଣାନ୍ତି। ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କୁ ଅଣଦେଖା କରନ୍ତି, କିନ୍ତୁ କିଛି ଲୋକ ଏହି ନିରୀହ ପ୍ରାଣୀମାନଙ୍କ ଭାବନାକୁ ଅତି ସହଜରେ ବୁଝିଯାନ୍ତି। ଏବେ ଏକ…

ୟୁଜ ହୋଇଥିବା କଣ୍ଡୋମକୁ ଧୋଇ ଶୁଖାଇ ବିକୁଛି ଏହି କମ୍ପାନୀ, ରେଡ ପରେ ଫ୍ୟାକ୍ଟ୍ରି ସିଲ

ପ୍ରୋଟେକ୍ସନ ବିଷୟରେ ସମସ୍ତେ ଭାବିଥାନ୍ତି କିନ୍ତୁ ନିକଟରେ ଭିଏତନାମରୁ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଘଟଣା ଶୁଣିଲା ପରେ ଆପଣ ପ୍ରୋଟେକ୍ସନ ବିଷୟରେ ଆହୁରି ଅଧିକ ଚିନ୍ତିତ ହୋଇପଡିବେ । ପ୍ରକୃତରେ ଭିଏତନାମର ଏକ ଫ୍ୟାକ୍ଟ୍ରିରେ ବ୍ୟବହାର କରାଯାଇଥିବା…