Browsing Category

ଦେଶ ବିଦେଶ

ଡୁମଡୁମା ଘାଟରେ ପହଁଚିଲା ପ୍ରିୟଙ୍କା ଗାନ୍ଧୀଙ୍କ ଗଙ୍ଗା ଯାତ୍ରା

ପ୍ରିୟଙ୍କା ଗାନ୍ଧୀ ସୋମବାରରେ ପ୍ରୟାଗରାଜର ହନୁମାନ ମନ୍ଦିର ପହଁଚି ସାରିଲେଣି। ସେଠାରେ ସେ ହନୁମାନଙ୍କ ଦର୍ଶନ କଲେ ଏବଂ ଏହା ପରେ ସଙ୍ଗମ ତଟରେ ପୂଜା କଲେ। ଏବେ ମନୖୟା ଘାଟରୁ ତାଙ୍କର ଗଙ୍ଗା ଯାତ୍ରା ଆରମ୍ଭ ହୋଇସାରିଲାଣି ଏବଂ ଡୁମଡୁମା ପର୍ଯ୍ୟନ୍ତ ପହଁଚିଲାଣି। ଜଣାଇବାକୁ ଚାହିଁବୁ ଯେ…

କେବଳ ଟିକେଟ୍‌ ପାଇଁ : ଏମିତି କଲେ ବିରୋଧ, ଦଳୀୟ ପତାକା ପୋଡ଼ି ଦେଲେ କଂଗ୍ରେସ ନେତା

ହାଇଦ୍ରାବାଦ : ଏଇ ନିର୍ବାଚନ ୠତୁରେ ଆନେକ ଆଚମ୍ବିତ ଘଟଣା ଦେଖିବାକୁ ମିଳୁଛି । ଅଧିକାଂଶ ରାଜନୈକ ଦଳର କର୍ମୀ ତଥା ନେତା ପ୍ରାର୍ଥୀ ହେବାକୁ ଜୋରସୋର ଉଦ୍ୟମ ଚଳାଇଛନ୍ତି । କିଏ କେତେ ଫନ୍ଦି ଫିକର କରୁଛି ଟିକେଟ୍‌ ପାଇବା ପାଇଁ । ଯିଏ ନପାଇଲା ବିରୋଧ କରି ଦଳ ତ୍ୟାଗ କରୁଛି । ଏମିତି ସବୁ…

ଘାତକ ସାଜୁଛି ଅନଲାଇନ ଗେମ୍ ପବଜି, ଟ୍ରେନ ଲାଇନରେ ଗଲା ଆଉ ଦୁଇ ଜୀବନ

ମହାରାଷ୍ଟ୍ରର ହଙ୍ଗୋଲୀ ଜିଲ୍ଲାରେ ଦୁଇ ଯୁବକ ଅନଲାଇନ ଗେମ ପବଜି ଖେଳିବା କାରଣରୁ ଟ୍ରେନ ତଳେ ଆସି ମୃତ୍ୟୁ ମୁଖରେ ପଡିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଏହି ଘଟଣା ଶନିବାର ସଂଧ୍ୟାରେ ଏଠାରୁ ପ୍ରାୟ ୫୭୦ କିମି ଦୂର ହିଙ୍ଗୋଲିରେ ହୋଇଛି। ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ଟ୍ରେନ ଲାଇନ…

ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତରେ ଆଜି ରାଷ୍ଟ୍ରୀୟ ଶୋକ, ସଂଧ୍ୟା ୫ଟାରେ ହେବ ଅନ୍ତିମ ସଂସ୍କାର

ଦେଶର ପ୍ରଥମ ଅପ୍ରତିଦ୍ବନ୍ଦୀ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ଗତକାଲି ପରଲୋକ ହୋଇଯାଇଛି। ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ପାରିକର ୬୩ ବର୍ଷ ବୟସରେ ଗତକାଲି ଗୋଆ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାତି ପ୍ରାୟ ୮ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ପ୍ରୋଟୋକଲ୍ ଭାଙ୍ଗି ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଲେ ୧୦୬ ବର୍ଷୀୟ ବୃକ୍ଷମାତା

ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଘଟଣା । କର୍ଣ୍ଣାଟକର ବୃକ୍ଷମାତା କୁହାଯାଉଥିବା ୧୦୭ ବର୍ଷର ଶାଲୁମରଦା ଥିମକ୍କାଙ୍କୁ ପଦ୍ମ ପୁରସ୍କାର ଦିଆଯାଉଥିବା ସମୟରେ ଶାଲୁମରଦା ରାଷ୍ଟ୍ରପତିଙ୍କ ମୁଣ୍ଡକୁ ଛୁଇଁ ଆଶୀର୍ବାଦ ଦେଇଥିଲେ । ଆଉ ସେହି ସମୟରେ…

ଆଖି ବୁଜିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ଗୋଆ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ। ଅଗ୍ନାଶୟ କର୍କଟରୋଗରେ ପୀଡ଼ିତ ପାରିକରଙ୍କର ୬୩ବର୍ଷ ବୟସରେ ଗୋଆ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତାକାଲି ଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ବଞ୍ଚାଇ ରଖିବାକୁ ଡାକ୍ତରମାନେ ଆପ୍ରାଣ…

ମୋଦିଙ୍କ ସହ ବିଜେପିର ଅନେକ ନେତା ହେଲେ ଚୌକିଦାର, ଟ୍ବିଟରରେ ବଦଳାଇଲେ ନିଜ ନାଁ

ବିଗତ ୨୦୧୪ ସାଧାରଣ ନିର୍ବାଚନରେ ‘ଚାଏ ପେ ଚର୍ଚ୍ଚା ’ କ୍ୟାମ୍ପେନରେ ସାଧାରଣ ଲୋକଙ୍କ ସହ ଭାବ ବିନିମୟ କରି  ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ଏବେ ସେହିଭଳି ଏକ ଅଭିନବ କ୍ୟାମ୍ପେନ କରି ଆଗାମୀ ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଲାଇଛନ୍ତି । ତେବେ…

ଦେଶର ପ୍ରଥମ ଲୋକପାଳ ହୋଇପାରନ୍ତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ, ଆସନ୍ତାକାଲି ହୋଇପାରେ ବିଧିବଦ୍ଧ ଘୋଷଣା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ହୋଇପାରନ୍ତି ଦେଶର ପ୍ରଥମ ଲୋକପାଳ। ତେବେ ଏନେଇ ବିଧିବଦ୍ଧ ଘୋଷଣା ହୋଇ ନାହିଁ। ଏ ବାବଦରେ ଆସନ୍ତାକାଲି କେନ୍ଦ୍ର ସରକାର ଘୋଷଣା କରି ପାରନ୍ତି । ୨୦୧୩ରେ ଜଷ୍ଟିସ ପିନାକୀ ଘୋଷ ସୁପ୍ରିମକୋର୍ଟ ବିଚାରପତି…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ, ନୂଆ ସରକାର ଗଠନ କରିବାକୁ ଦାବୀ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରକିରଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବିଗିଡିବାକୁ ଲାଗୁଛି। ତାଙ୍କ ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଆଉ ଏପରି ସ୍ଥିତିରେ ସରକାର ଏବେ ଚିନ୍ତାରେ ଅଛନ୍ତି। ଗୋଆରେ ପାରିକରଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀର…

ରାଜସ୍ଥାନରେ ଭୂମିକମ୍ପ, ରିକ୍‌ଟର ସ୍କେଲରେ ୪.୦

ନୂଆଦିଲ୍ଲୀ : ଆଜି ସକାଳେ ରାଜସ୍ଥାନର ସିକର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍‌ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୦ । ଭୂକମ୍ପରେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ପରେ ଲୋକେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ । ପୁଣି ଥରେ ଝଟ୍‌କା ଲାଗିବା ଭୟରେ ବହୁ ସମୟ ଧରି ବାହାରେ ରହିଥିଲେ ।…

କ୍ଷୀର ପିଉଥିବା ଲୋକଙ୍କ ପାଇଁ ଖୁସି ଖବର ! ଏଣିକି ପାଇବେନି ଭେଜାଲ କ୍ଷୀର

ଏଣିକି କ୍ଷୀର ଓ କ୍ଷୀର ଜାତ ଉତ୍ପାଦନ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ କଡ଼ା ନିୟମ ପାଳନ କରିବାକୁ ପଡିବ । ଏଥିପାଇଁ ଫୁଡ ସେଫଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଗାଇଡଲାଇନ ଜାରି କରିଛି । ପୂର୍ବ ବର୍ଷ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଥିଲା କି, ଯେଉଁ…

ଇଥିଓପିଆ ବିମାନ ଦୁର୍ଘଟଣା : ଶେଷକୃତ୍ୟ ପାଇଁ ମୃତକଙ୍କ ସମ୍ପର୍କୀୟଙ୍କୁ ଦିଆଯିବ ଦୁର୍ଘଟଣା ସ୍ଥଳର ମାଟି

ନାଇରୋବି : ଗତ ରବିବାର ଦିନ ଦୁର୍ଘଟଣା ଗ୍ରସ୍ତ ଇଥିଓପିଆ ଏୟାର ଲାଇନ୍ସର ବୋଇଂ-୭୩୭ ମାକ୍ସ ବିମାନର ସମସ୍ତ ୧୫୭ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । କାହାର ଦେହାବଶେଷ ବି ମିଳିଲା ନାହିଁ । ଏହି ବିମାନରେ ପ୍ରାୟ ୩୦ଟି ଦେଶର ଲୋକ ଥିଲେ । ଏବେ ସମସ୍ୟା ହେଉଛି ସେମାନଙ୍କ…