ଛତିଶଗଡ଼ରେ ମାଓ ହିଂସା : ବିସ୍ଫୋରଣରେ ଉଡ଼ାଇଲେ ରେଳ ଟ୍ରାକ୍ ଓ ମାଲବାହୀ ଟ୍ରେନ୍
ରାୟପୁର: ମାତିଲେ ମାଓବାଦୀ । ଛତିଶଗଡ଼ ଜଗଦଲପୁରରେ ମାଓ ହିଂସା । ବିସ୍ଫୋରଣରେ ଉଡ଼ାଇଲେ ରେଳ ଟ୍ରାକ୍ ଓ ମାଲବାହୀ ଟ୍ରେନ୍ । ଭାନସୀ ଓ କାମଲୁର ରେଲେଓ୍ଵ ଷ୍ଟେସନରେ ଏପରି ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ରେଳ ଟ୍ରାକ୍ ଉଡାଇବା ଫଳରେ ୩ଟି ଇଞ୍ଜିନ୍ ଓ ୨୪ଟି ବଗି ଲାଇନ୍ଚ୍ୟୁତ ହୋଇଛି ।…