Browsing Category

ଦେଶ ବିଦେଶ

ନୂଆ ନିୟମ : ଏଣିକି ପୋଲିସ ଡିଜି ନିଯୁକ୍ତି ପାଇଁ UPSC ଦେବ ନାଁ

ଭୁବନେଶ୍ବର : ଆକ୍ଟିଂ ପୋଲିସ ଡିଜି ନିଯୁକ୍ତିକୁ ନା । ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଛନ୍ତି । ପୋଲିସ ଡିଜି ନିଯୁକ୍ତି ପାଇଁ ସମ୍ଭାବ୍ୟ ବରିଷ୍ଠ ପୋଲିସ ଅଫିସରଙ୍କ ତାଲିକା ୟୁପିଏସ୍‌ସିକୁ ସବୁ ରାଜ୍ୟ ସରକାର ଦେବେ । ତାହା ପୁଣି କାର୍ଯ୍ୟରତ ପୋଲିସ ଡିଜିଙ୍କ ଅବସର ନେବାର ୩ ମାସ ପୂର୍ବରୁ…

ନେପାଳରେ ଫସିଲେ ଭାରତୀୟ ମାନସରୋବର ତୀର୍ଥଯାତ୍ରୀ : ଉଦ୍ଧାର କାର୍ୟ୍ୟ ଜାରି

ନେପାଳ : ଫସିଛନ୍ତି ୧୫୦୦ ଭାରତୀୟ ମାନସରୋବର ଯାତ୍ରୀ । ଖରାପ ପାଣିପାଗ ଯୋଗୁଁ ତିବ୍ଦତର ନେପାଲଗଞ୍ଜ ଏବଂ ସିମିକୋଟରେ ଅଂଚଳରେ ଏହି ଭାରତୀୟ ତିର୍ଥଯାତ୍ରୀ ଫସିଥିବାର ସୂଚନା ମିଳିଛି । ତେବେ ଯାତ୍ରୀମାନଙ୍କ ସେଠାରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଏହା ସହ ଚିକିତ୍ସା ସହ ଖାଇବା ସୁବିଧା…

ସର୍ପରାଜ୍ ବନିଲେ ସର୍ଫରାଜ୍ : ନାଗ କାମୁଡ଼ିବାରୁ ହାତରେ ଧରି ଆଉଥରେ କାମୁଡ଼ିବାକୁ ଦେଲେ ଚ୍ୟାଲେଞ୍ଜ

ହରଦୋର : ନାଗ ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଥାଏ। ନିକଟରେ ଉତ୍ତରପ୍ରଦେଶ ହରଦୋର ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନାଗ ସାପ କାମୁଡ଼ିବାରୁ ସେ ରାଗି ଯାଇଥିଲେ। ପରେ ସେ ନାଗଟିକୁ ହାତରେ ଧରି ତାହାକୁ ଆଉଥରେ କାମୁଡ଼ିବାକୁ…

ଦିଲ୍ଲୀ ହତ୍ଯାକାଣ୍ଡରୁ ହଟିଲା ପରଦା: ଏହା ରହିଥିଲା ରହସ୍ଯ

ନୂଆଦିଲ୍ଲୀ: ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣାରୁ ହଟିଛି ପରଦା। ଘର ଭିତରୁ ଜବତ ହୋଇଥିବା ରେଜିଷ୍ଟରର ପ୍ରତିଟି ଶବ୍ଦକୁ ଯାଞ୍ଚ କରୁଛି ପୋଲିସ। ଏବେ ରେଜିଷ୍ଟରରେ ଲେଖାଥିବା ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଭାଟିଆ ପରିବାରର ସାନ ପୁଅ ଲଳିତ ଲେଖିଥିଲେ ମୃତ୍ୟୁର…

ନଅ ଦିନ ଧରି ଗୁମ୍ଫାରେ ଫସି ରହିଥିବା ୧୨ ଜଣ ବାଳକ ଜୀବିତ ଉଦ୍ଧାର

ନୂଆଦିଲ୍ଲୀ: ନଅ ଦିନ ଧରି ଗୁମ୍ଫାରେ ଫସି ରହିବା ପରେ, ଜୀବିତ ଉଦ୍ଧାର ହେଲେ ୧୨ ଜଣ ପିଲା। ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ନାଙ୍ଗ ନନ୍ ଗୁମ୍ଫାରେ ଗତ ଶନିବାରଠାରୁ ଫସି ରହିଥିଲେ, ୧୨ ଜଣ ବାଳକ। ଫୁଟବଲ ମ୍ୟାଚ୍ ଖେଳି ସାରିବା ପରେ ୧୨ ଜଣ ତାଙ୍କ କୋଚଙ୍କ ସହ ଗୁମ୍ଫା ଭିତରକୁ ପସିଥିଲେ। କିନ୍ତୁ…

ଆରଟିଆଇ ଅଫିସ ନିଯୁକ୍ତିରେ ବିଳମ୍ବ ନେଇ ଓଡ଼ିଶା ସମେତ ୮ରାଜ୍ୟକୁ ନୋଟିସ୍

ଭୁବନେଶ୍ବର: ଆରଟିଆଇ ଅଫିସର ନିଯୁକ୍ତିରେ ବିଳମ୍ବ ନେଇ ଓଡ଼ିଶା ସମେତ ୮ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ୍ ଦିଆଯାଇଛି। ହଜାର ହଜାର ସଂଖ୍ୟାରେ ଆରଟିଆଇ ମାମଲା ବିଚାର ନହୋଇ ପଡ଼ି ରହିଛି। ଏ ସମୟରେ ଆରଟିଆଇ ଅଫିସର ନିଯୁକ୍ତିରେ କାହିଁକି…

ଗିରଫ ହେବେ ନିରବ ମୋଦି ? ଇଣ୍ଟର୍‌ ପୋଲ୍‌ ଜାରି କରିଛି ରେଡ୍‌ କର୍ଣ୍ଣର ନୋଟିସ୍‌

ନିରବ ଦୀପକ ମୋଦି, ୱାଣ୍ଟେଡ୍‌ ବାଏ ଜୁଡିସିଆଲ ଅଥରିଟିଜ୍‌ ଅଫ୍‌ ଇଣ୍ଡିଆ। ଇଣ୍ଟର୍‌ ପୋଲ୍‌ ଜାରି କରିଛି ରେଡ୍‌ କର୍ଣ୍ଣର ନୋଟିସ୍‌ । ୪୭ ବର୍ଷୀୟ ନିରବ ମୋଦିଙ୍କ ନାଁରେ ରହିଛି ମନି ଲଣ୍ଡରିଂ ଅଭିଯୋଗ । ଯଦି କାହା ପାଖରେ ସୂଚନା ଥିବ, ସେ ନିଜ ଦେଶର ପୋଲିସ କିମ୍ବା ଇଣ୍ଟର୍‌ପୋଲ୍‌ର…

ବିବାଦରେ ବିନୋଦ କାମ୍ବଲୀ : ଅଙ୍କିତ୍ ତିୱାରୀଙ୍କ ବାପାଙ୍କୁ ମାରପିଟ୍ ଅଭିଯୋଗରେ କ୍ରିକେଟରଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ : ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲୀ ଏବଂ ତାଙ୍କ ପତ୍ନୀ । ମାରପିଟ ଅଭିଯୋଗରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ମୁମ୍ବାଇର ଏକ ପରିବାର । ଘଟଣାଟି ହେଉଛି ରବିବାରର । କାମ୍ବଲୀଙ୍କ ପତ୍ନୀ ଅଭିଯୋଗକାରୀଙ୍କୁ ମାରୁଥିବାର ଭିଡିଓ ମଧ୍ୟ…

ସନ୍ନିଙ୍କ ପରେ କ୍ଷେତ ଜଗୁଆଳି ସାଜିଛନ୍ତି କାଜଲ ଅଗ୍ରୱାଲ !

ହାଇଦ୍ରାବାଦ : ସନ୍ନି ଲିଓନିଙ୍କ ପରେ ଏବେ ଫସଲକୁ ଜଗୁଛନ୍ତି କାଜଲ ଅଗ୍ରୱାଲ୍। ତେଲେଙ୍ଗାନା ସାଙ୍ଗରେଡ଼ି ଜିଲ୍ଲାର ଗୋଲାପଲ୍ଲୀ ଗ୍ରାମରେ ଚାଷ ଜମିରେ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଫଟୋ ଲଗାଯାଇଥିବାର ଦେଖିବାକୁ ମିଳିଛି। ୩୦ ବର୍ଷିୟ ଚାଷୀ ଅନବର ନିଜର ୨ ଏକର ଚାଷ ଜମିକୁ ଖରାପ ନଜରରୁ ରକ୍ଷା…

କାଳ ହେଲା ଅନ୍ଧବିଶ୍ୱାସ : ଅକାଳରେ ଚାଲିଗଲା ୧୧ଟି ଜୀବନ

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ପୂଜା ପଦ୍ଧତି ଅନୁସରଣ ଓ ଅନ୍ଧବିଶ୍ୱାସ ହେଲା କାଳ। ଅକାଳରେ ଚାଲିଗଲା ୧୧ଟି ଜୀବନ। ଦିଲ୍ଲୀ ବୁରାଡ଼ି ସନ୍ତନଗର ଅଞ୍ଚଳରେ ଗୋଟିଏ ଘରୁ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ଜଣ ପୁରୁଷ ଥିଲେ। ଘଟଣାର ଯାଞ୍ଚ ବେଳେ ଦିଲ୍ଲୀ ପୋଲିସକୁ…

ନିଷ୍ଠୁର ଗ୍ରାମବାସୀ : ପିଲାଚୋରୀ ସନ୍ଦେହରେ ପିଟିପିଟି ୫ଜଣଙ୍କୁ ହତ୍ୟା

ମୁମ୍ବାଇ : ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟାକଲେ ଗାଁ ଲୋକ । ମହାରାଷ୍ଟ୍ରର ଧୂଲେ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ରାଣିପଡ଼ା ଗାଁରେ ଏକ ବସରୁ ୫ ଜଣ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ପିଲାଙ୍କ ସହ କିଛି କଥା ହେବାକୁ ଚେଷ୍ଟା କରିଥିଲେ।…

ରାଜଧାନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା !

ଭୁବନେଶ୍ୱର : ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ ପ୍ରମୁଖ ଅମିତ ଶାହଙ୍କୁ…