Browsing Category

ଦେଶ ବିଦେଶ

ଶ୍ରୀଲଙ୍କା: ରେସିଂ ଇଭେଣ୍ଟ୍‌ରେ ବଡ଼ ଦୁର୍ଘଟଣା; ଦର୍ଶକ ଗ୍ୟାଲେରୀକୁ ମାଡ଼ିଗଲା କାର୍‌; ୭ ମୃତ, ୨୩ ଆହତ

ଶ୍ରୀଲଙ୍କାର ଉଭା ପ୍ରଦେଶରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ କାର୍‌ ରେସିଂ ସମୟରେ ଜଣେ ବାଳକଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୨୩ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେଣ୍ଟ୍ରାଲ୍ ହିଲ୍ ରିସୋର୍ଟରେ ରେସିଂ ସମୟରେ…

୮୫ ବର୍ଷ ବୟସରେ କୁଖ୍ୟାତ ଚୋର ଧନୀରାମ ମିତ୍ତଲର ମୃତ୍ୟୁ, ଦୀର୍ଘ ୬ ଦଶନ୍ଧି ଧରି ବିଭିନ୍ନ ରାଜ୍ୟରେ ଥିଲା…

ଆଉ ଜଣେ ନଟୱରଲାଲର ମୃତ୍ୟୁ । ନିଜ ଚୋରି ପାଇଁ କୁଖ୍ୟାତ ଅପରାଧୀ ସାଜିଥିବା ଧନୀରାମ ମିତ୍ତଲର ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି । କାର ଚୋରି ପାଇଁ ଗତ କେତେ ଦଶନ୍ଧି ଧରି ପୋଲିସର ନିଦ ହଜାଇ ଦେଇଥିବା ଧନୀରାମ ମିତ୍ତଲ ରୋହତକରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ରାଜସ୍ଥାନରୁ…

ଦିଲ୍ଲୀ: ତାସ୍‌ ଘର ଭଳି ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ଭୟରେ ଏଣେତେଣେ ଦୌଡ଼ିଲେ ଲୋକେ

ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏକ କୋଠାଘର ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଛି । ୩ ମହଲା ବିଶିଷ୍ଟ ଏହି କୋଠାଘର ହଠାତ୍‌ ଭୁଶୁଡ଼ି ପଡ଼ିବା ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ତେବେ ଘରଟି ଭୁଶୁଡ଼ିବା ପରେ ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ…

ଡେରାଡୁନ୍‌: ରାସ୍ତା ମଝିରେ ଧୁ ଧୁ ଜଳିଲା ଚଳନ୍ତା କାର୍‌, ଗାଡ଼ିରୁ ଡେଇଁ ନିଜ ଜୀବନ ବଞ୍ଚାଇଲେ ୩ ଯୁବକ

ରାସ୍ତା ମଝିରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ । ଯେତେବେଳେ କାର୍‌ରେ ନିଆଁ ଲାଗିଥିଲା, କାର୍‌ ଭିତରେ ଥିଲେ ୩ ଜଣ ଯୁବକ । ସେମାନେ ଗାଡ଼ିରେ ନିଆଁ ଲାଗିବା ଜାଣି ତୁରନ୍ତ ଗାଡ଼ି ଭିତରୁ ବାହାରି ଆସିଥିଲେ । କାର୍‌ରେ ଏତେ ଭୟଙ୍କର ନିଆଁ ଲାଗିଥିଲା ଯେ ଦେଖୁ ଦେଖୁ ପୂରା ଗାଡ଼ିଟି ଜଳି ଛାରଖାର…

ୟୁପି: ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଲାଗିଲା ଭୟଙ୍କର ନିଆଁ, ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଉଠିଲା ଅଞ୍ଚଳ

ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଗତକାଲି ଏକ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ କରିଥିଲା । ନିଆଁ ଏତେ ଭୟାବହ ଥିଲା ଯେ ଆଖାପାଖ କ୍ଷେତଗୁଡ଼ିକୁ ମଧ୍ୟ ଏହା ବ୍ୟାପିଯାଇଥିଲା । ମୁରାଦାବାଦର ଭୋଜପୁର ଥାନା…

ରାହୁଲ ଗାନ୍ଧି ଅସୁସ୍ଥ, ସତନା ଓ ରାଞ୍ଚି ଗସ୍ତ ବାତିଲ; ତାଙ୍କ ଜାଗାରେ ରାଲି କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ

ବିଗିଡ଼ିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା । ଅସୁସ୍ଥତା କାରଣରୁ ମଧ୍ୟପ୍ରଦେଶର ସତନା ଏବଂ ଝାଡ଼ଖଣ୍ଡର ରାଞ୍ଚି ଗସ୍ତ ତାଙ୍କର ବାତିଲ ହୋଇଛି । ରାହୁଲଙ୍କ ସ୍ଥାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସତନା ଗସ୍ତ କରିବେ । ଏ ନେଇ କଂଗ୍ରେସର ମଧ୍ୟପ୍ରଦେଶ…

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି: ପୂର୍ବତନ IAS ଅନିଲ୍‌ ଟୁଟେଜାଙ୍କୁ ଗିରଫ କଲା ED

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅନିଲ ଟୁଟେଜାଙ୍କୁ ଗିରଫ କରିଛି । ରାୟପୁରରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ନିଜର ବୟାନ ରେକର୍ଡ କରାଇବା ପାଇଁ…

ଲାଇଭ ନ୍ୟୁଜ୍ ପଢୁ ପଢୁ ମୂର୍ଚ୍ଛା ହୋଇଗଲେ ଆଙ୍କର

ପଶ୍ଚିମବଙ୍ଗ : ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ଯେମିତି ଖସୁଛି ଅଗ୍ନିପିଣ୍ଡୁଳା । ଏହାରି ଭିତରେ ନିଜ କର୍ମ କରୁ କରୁ ଆଜି ମୂର୍ଚ୍ଛା ହୋଇଗଲେ ଜଣେ ମହିଳା ଆଙ୍କର । ଜନସାଧାରଣଙ୍କୁ ଏହି ଗ୍ରୀଷ୍ମ ପ୍ରବାହ ଖବର ଦେଉଥିବା ସମୟରେ ହିଁ ସେ ବସିଥିବା ଚେୟାର ଉପରେ ଟଳିପଡିଥିଲେ । ହଠାତ୍…

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏବେ ଯୋଗ ଶିବିର ପାଇଁ ଦେବାକୁ ହେବ ସର୍ଭିସ ଟାକ୍ସ

ଯୋଗଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ବଡ୍‌ ଝଟକା ଲାଗିଛି । ଏବେ ବାବା ରାମଦେବଙ୍କୁ ଯୋଗ ଶିବିର ପାଇଁ ସର୍ଭିସ ଟାକ୍ସ ଦେବାକୁ ହେବ । ସ୍ୱାମୀ ବାବା ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’ ଏହି ସର୍ଭିସ ଟାକ୍ସ ଅର୍ଥାତ୍‌ ସେବା ଶୁଳ୍କ ଦେବ ।…

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ନଦୀରେ ବୁଡ଼ିଗଲା ଡଙ୍ଗା, ୫୮ ମୃତ; ଥିଲେ ୩୦୦ ଯାତ୍ରୀ

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଆସିଛି ଏକ ବଡ଼ ଡଙ୍ଗା ବୁଡ଼ି ଘଟଣା । ଏଠାରେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାଠ ତିଆରି ଡଙ୍ଗା ନଦୀରେ ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ବେଳେ ଡଙ୍ଗାରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ ।…

କନ୍ୟାକୁ ଛାଡ଼ି ବିବାହ ବେଦୀରୁ ଫେରି ଆସିଲା ବର, ଯୌତୁକ ଇଚ୍ଛା ପୂରା ନହେବାରୁ କଲା ଏମିତି

ରାଜସ୍ଥାନର ପ୍ରତାପଗଡ଼ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ବେଦୀରେ ବସିଥିବା କନ୍ୟାକୁ ଛାଡ଼ି ବର ଫେରି ଯାଇଛି । ବରର ଇଚ୍ଛା ଥିଲା ଶ୍ୱଶୁର ଘରୁ ଯୌତୁକ ନେବ କିନ୍ତୁ ଇଚ୍ଛା ପୂରା ନହେବାରୁ ବିବାହ ବେଦୀରୁ ଫେରି ଆସିଥିଲା ବର । କନ୍ୟା ଘରେ ପହଞ୍ଚି ଭୋଜି ଖାଇ…

ଜାପାନ ନୌସେନାର ୨ ହେଲିକପ୍ଟର ପ୍ରଶାନ୍ତ ମହାସାଗରରେ କ୍ରାସ୍‌, ଜଣେ ମୃତ, ୭ ନିଖୋଜ

ପ୍ରଶାନ୍ତ ମହାସାଗରରେ କ୍ରାସ୍‌ ହୋଇଛି ଜାପାନ ନୌସେନାର ଦୁଇଟି ହେଲିକପ୍ଟର । ଏହି ହେଲିକପ୍ଟର ଦୁଇଟିରେ ଚାଳକ ଦଳର ୮ ଜଣ ସଦସ୍ୟ ଥିଲେ । ଟୋକିଓର ଦକ୍ଷିଣରେ ହେଲିକପ୍ଟର ଦ୍ୱୟ ରାତି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ଦଳର ଜଣେ ସଦସ୍ୟଙ୍କ ମୃତଦେହକୁ ସମୁଦ୍ରରୁ ଉଦ୍ଧାର…