Browsing Category

ଦେଶ ବିଦେଶ

ରାହୁଲ ଗାନ୍ଧି ଅସୁସ୍ଥ, ସତନା ଓ ରାଞ୍ଚି ଗସ୍ତ ବାତିଲ; ତାଙ୍କ ଜାଗାରେ ରାଲି କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ

ବିଗିଡ଼ିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା । ଅସୁସ୍ଥତା କାରଣରୁ ମଧ୍ୟପ୍ରଦେଶର ସତନା ଏବଂ ଝାଡ଼ଖଣ୍ଡର ରାଞ୍ଚି ଗସ୍ତ ତାଙ୍କର ବାତିଲ ହୋଇଛି । ରାହୁଲଙ୍କ ସ୍ଥାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସତନା ଗସ୍ତ କରିବେ । ଏ ନେଇ କଂଗ୍ରେସର ମଧ୍ୟପ୍ରଦେଶ…

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି: ପୂର୍ବତନ IAS ଅନିଲ୍‌ ଟୁଟେଜାଙ୍କୁ ଗିରଫ କଲା ED

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅନିଲ ଟୁଟେଜାଙ୍କୁ ଗିରଫ କରିଛି । ରାୟପୁରରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ନିଜର ବୟାନ ରେକର୍ଡ କରାଇବା ପାଇଁ…

ଲାଇଭ ନ୍ୟୁଜ୍ ପଢୁ ପଢୁ ମୂର୍ଚ୍ଛା ହୋଇଗଲେ ଆଙ୍କର

ପଶ୍ଚିମବଙ୍ଗ : ରେକର୍ଡ ଭାଙ୍ଗୁଛି ତାତି । ଆକାଶରୁ ଯେମିତି ଖସୁଛି ଅଗ୍ନିପିଣ୍ଡୁଳା । ଏହାରି ଭିତରେ ନିଜ କର୍ମ କରୁ କରୁ ଆଜି ମୂର୍ଚ୍ଛା ହୋଇଗଲେ ଜଣେ ମହିଳା ଆଙ୍କର । ଜନସାଧାରଣଙ୍କୁ ଏହି ଗ୍ରୀଷ୍ମ ପ୍ରବାହ ଖବର ଦେଉଥିବା ସମୟରେ ହିଁ ସେ ବସିଥିବା ଚେୟାର ଉପରେ ଟଳିପଡିଥିଲେ । ହଠାତ୍…

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏବେ ଯୋଗ ଶିବିର ପାଇଁ ଦେବାକୁ ହେବ ସର୍ଭିସ ଟାକ୍ସ

ଯୋଗଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ବଡ୍‌ ଝଟକା ଲାଗିଛି । ଏବେ ବାବା ରାମଦେବଙ୍କୁ ଯୋଗ ଶିବିର ପାଇଁ ସର୍ଭିସ ଟାକ୍ସ ଦେବାକୁ ହେବ । ସ୍ୱାମୀ ବାବା ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’ ଏହି ସର୍ଭିସ ଟାକ୍ସ ଅର୍ଥାତ୍‌ ସେବା ଶୁଳ୍କ ଦେବ ।…

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରେ ନଦୀରେ ବୁଡ଼ିଗଲା ଡଙ୍ଗା, ୫୮ ମୃତ; ଥିଲେ ୩୦୦ ଯାତ୍ରୀ

ମଧ୍ୟ ଆଫ୍ରିକୀୟ ଗଣରାଜ୍ୟରୁ ଆସିଛି ଏକ ବଡ଼ ଡଙ୍ଗା ବୁଡ଼ି ଘଟଣା । ଏଠାରେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାଠ ତିଆରି ଡଙ୍ଗା ନଦୀରେ ବୁଡ଼ିଯିବାରୁ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ବେଳେ ଡଙ୍ଗାରେ ୩୦୦ରୁ ଅଧିକ ଯାତ୍ରୀ ଥିଲେ ।…

କନ୍ୟାକୁ ଛାଡ଼ି ବିବାହ ବେଦୀରୁ ଫେରି ଆସିଲା ବର, ଯୌତୁକ ଇଚ୍ଛା ପୂରା ନହେବାରୁ କଲା ଏମିତି

ରାଜସ୍ଥାନର ପ୍ରତାପଗଡ଼ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ବେଦୀରେ ବସିଥିବା କନ୍ୟାକୁ ଛାଡ଼ି ବର ଫେରି ଯାଇଛି । ବରର ଇଚ୍ଛା ଥିଲା ଶ୍ୱଶୁର ଘରୁ ଯୌତୁକ ନେବ କିନ୍ତୁ ଇଚ୍ଛା ପୂରା ନହେବାରୁ ବିବାହ ବେଦୀରୁ ଫେରି ଆସିଥିଲା ବର । କନ୍ୟା ଘରେ ପହଞ୍ଚି ଭୋଜି ଖାଇ…

ଜାପାନ ନୌସେନାର ୨ ହେଲିକପ୍ଟର ପ୍ରଶାନ୍ତ ମହାସାଗରରେ କ୍ରାସ୍‌, ଜଣେ ମୃତ, ୭ ନିଖୋଜ

ପ୍ରଶାନ୍ତ ମହାସାଗରରେ କ୍ରାସ୍‌ ହୋଇଛି ଜାପାନ ନୌସେନାର ଦୁଇଟି ହେଲିକପ୍ଟର । ଏହି ହେଲିକପ୍ଟର ଦୁଇଟିରେ ଚାଳକ ଦଳର ୮ ଜଣ ସଦସ୍ୟ ଥିଲେ । ଟୋକିଓର ଦକ୍ଷିଣରେ ହେଲିକପ୍ଟର ଦ୍ୱୟ ରାତି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ଦଳର ଜଣେ ସଦସ୍ୟଙ୍କ ମୃତଦେହକୁ ସମୁଦ୍ରରୁ ଉଦ୍ଧାର…

ଗତକାଲି ଘରୁ ମିଳିଥିଲା ଦୁଇ ପିଲାଙ୍କ ମୃତଦେହ, ଆଜି ଷ୍ଟେସନ୍‌ରୁ ମିଳିଲା ବାପାଙ୍କ ମୃତ ଶରୀର

ବର୍ତ୍ତମାନ ଦିଲ୍ଲୀରେ ଦୁଇ ଶିଶୁଙ୍କ ହତ୍ୟା ମାମଲା ଜଟିଳ ହେବାରେ ଲାଗିଛି । ତେବେ ଏଠାରେ ଘର ଭିତରେ ଭାଇ ଓ ଭଉଣୀଙ୍କ ମୃତଦେହ ମିଳିଛି । ଏହା ସହ ସେମାନଙ୍କ ମା ଘରେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି । ଏହି ବିଷୟରେ ଖବର ପାଇବା ପରେ ପୋଲିସ ତିନିଜଣଙ୍କୁ ଡାକ୍ତରଖାନା ନେଇଛନ୍ତି । ତେବେ…

ବିଜେପିର ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହ ପରଲୋକ, ଆଉଥରେ ହେବ ନିର୍ବାଚନ !

ବିଜେପିର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଃଶ୍ୱାସ…

ରାଜସ୍ଥାନ : ବିଳମ୍ବିତ ରାତିରେ ଟ୍ରକ ଓ ଭ୍ୟାନ ଧକ୍କା, ୯ ମୃତ

ରାଜସ୍ଥାନର ଝାଲାୱାଡ଼ରେ ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ସୂଚନା ମୁତାବକ, ଅକଲେରା ଏନଏଚ-୫୨ ନିକଟରେ ଟ୍ରକ ଏବଂ ଭ୍ୟାନ ମଧ୍ୟରେ…

ହଠାତ ଭୁଶୁଡିଲା ପାଚେରୀ: ଚାପି ହୋଇ ୪ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ : ଭୁଶୁଡିଲା ପାଚେରୀ, ଚାଲିଗଲା ୪ ଜୀବନ । ହରିୟାଣା ଗୁରୁଗ୍ରାମ ଅର୍ଜୁନ ନଗରରେ ଘଟିଛି ଏହି ଅଘଟଣ । ପାଚେରୀର କିଛି ଅଂଶ ଭୁଷୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ନାବଳିକା ରହିଛି । ମୃତକମାନେ ହେଉଛନ୍ତି- ଦେବୀ…

ନିର୍ବାଚନ ପ୍ରଚାର ଛାଡ଼ି ମା’ ଓ ଶିଶୁର ଜୀବନ ବଞ୍ଚାଇଲେ ମହିଳା ଡାକ୍ତର, ଛୁଟୁଛି ପ୍ରଶଂସାର ସୁଅ

ଭଗବାନଙ୍କ ଜୀବନ୍ତ ରୂପ ଭାବେ ଆମେ ଡାକ୍ତରଙ୍କୁ ବିଶ୍ୱାସ କରୁ । କାରଣ ଡାକ୍ତରମାନେ ହିଁ ରୋଗୀଙ୍କୁ ମରଣ ମୁହଁରୁ ବଞ୍ଚାଇ ପାରନ୍ତି । ଡାକ୍ତରମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ନା ଦେଖନ୍ତି ସ୍ଥାନ ନା ଦେଖନ୍ତି ସମୟ । ସେମାନେ ରୋଗୀଙ୍କ ଯନ୍ତ୍ରଣାକୁ ଭଲ ଭାବେ ବୁଝନ୍ତି । ଆଉ ନିଜ କାମକୁ…