Browsing Category

News

କରୋନା ମହାମାରୀ ଭିତରେ ଚିନ୍ତା ବଢ଼ାଇଲା ‘ବ୍ଲାକ ଫଙ୍ଗସ୍’, କୋଭିଡ ୧୯ରୁ ସୃଷ୍ଟି ହେଉଛି ଏହି ବିରଳ ରୋଗ

କୋଭିଡ ମହାମାରୀ ଭିତରେ ଏବେ ଚିନ୍ତା ବଢ଼ାଇଲାଣି ‘ବ୍ଲାକ ଫଙ୍ଗସ୍’। ଗତ କିଛି ଦିନରେ କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି ଏହି ବ୍ଲାକ ଫଙ୍ଗସ୍‌ ମାମଲା। ଦିଲ୍ଲୀର ହସପିଟାଲରେ ବ୍ଲାକ୍ ଫଙ୍ଗସ୍ ମାମଲା ଦେଖିବାକୁ ମିଳିଛି । କୋଭିଡ ସଂକ୍ରମଣରୁ ବ୍ଲାକ ଫଙ୍ଗସ୍ ବୃଦ୍ଧି ପାଇବାରେ ଲାଗିଛି ।…

ଆସିଲା ଖୁସି ଖବର, କରୋନାକୁ ଶୀଘ୍ର ଭଲ କରୁଥିବା ଔଷଧ ‘ଭିରାଫିନ୍‌’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ଆଉ ଏକ ଆଶ୍ୱସ୍ତି ଖବର । ଆଣ୍ଟି ଭାଇରାଲ ଔଷଧ ‘ଭିରାଫିନ୍‌’କୁ ଗ୍ରୀନ ସିଗନାଲ । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI । ଜାଇଡସ୍‌ କାଡିଲାର କୋଭିଡ ଔଷଧ ‘ଭିରାଫିନ୍‌’ କରୋନା ମହାମାରୀ ବିରୋଧରେ ଲଢିବ । କୋଭିଡ ଲଢେଇରେ ସିଙ୍ଗଲ ଡୋଜ୍‌…

ଆସନ୍ତା କାଲିଠୁ ଓଡ଼ିଶା ଓ ଝାଡଖଣ୍ଡ ସୀମାରେ ଆରମ୍ଭ ହେବ ୨୪ ଘଣ୍ଟାର ଚେକିଂ ଗେଟ

କରଞ୍ଜିଆ(କେ ନ୍ୟୁଜ): ବିଶ୍ୱରେ କରୋନା ମହାମାରୀ ଜନିତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ସ୍ଥାନକୁ ସରକାର ଲକଡାଉନ ଘୋଷଣା କରିବା ସହ ପ୍ରାୟତଃ ସବୁ ସ୍ଥାନକୁ ଶନି-ରବି ସଟଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି।…

ଏହି ୮ଟି ଆପ୍ସକୁ ଫୋନରୁ ତୁରନ୍ତ ହଟାନ୍ତୁ, ନଚେତ୍‌ ଆପଣଙ୍କ ଟଙ୍କା ହୋଇପାରେ ଚୋରି

ୟୁଜର୍ସଙ୍କ ଫୋନ ହ୍ୟାକ କରିବା ପାଇଁ ହ୍ୟାକର୍ସମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। McAfee Mobile Researchର ରିପୋର୍ଟ ଅନୁଯାୟୀ  Malwareକୁ ୮ଟି ଆଣ୍ଡ୍ରଏଡ଼ ଆପ୍ସରେ ରଖାଯାଇଥିଲା। ଯାହା Southeast Asia ଓ Arabian peninsulaରେ ଥିବା ୟୁଜର୍ସଙ୍କୁ ଟାର୍ଗେଟ କରୁଥିଲା। ସବୁଠୁ…

ସ୍ତ୍ରୀଙ୍କ ଜନ୍ମଦିନରେ ଜହ୍ନରେ ଜାଗା କିଣି ଉପହାର ଦେଲେ ସ୍ୱାମୀ

ଢ଼େଙ୍କାନାଳ (କେନ୍ୟୁଜ) : ଜହ୍ନ ରାଇଜରେ ଜାଗାଟେ କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ନିଜ ପ୍ରେମିକାକୁ କିଏ ଜହ୍ନ ସହ ତୁଳନା କରେ ତ ଆଉ କିଏ ପ୍ରେମିକାକୁ ଜହ୍ନକୁ ନେଇଯିବାକୁ ସ୍ୱପ୍ନ ଦେଖାଏ। କିନ୍ତୁ ଏହି କଥା ଏବଂ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ଜଣେ ବ୍ୟକ୍ତି। ନିଜ ପତ୍ନୀଙ୍କୁ…

ବୋହୂର ଚୁଟି ଘୋଷାରି ମାରିଲେ ଶ୍ୱଶ୍ୱର, ଦେଖନ୍ତୁ ଗାଁ ଦାଣ୍ଡରେ ଶ୍ୱଶୁର ବୋହୂଙ୍କର ଧସ୍ତାଧସ୍ତିର ଦୃଶ୍ୟ

ଟାଙ୍ଗି (କେନ୍ୟୁଜ) : ବୋହୂର ଚୁଟି ଧରି ଘୋଷାଡିଲେ ଶ୍ୱଶୁର। କ୍ୟାମରୋରେ କଏଦ ହେଲା ଶ୍ୱଶୁର ବୋହୁଙ୍କ ଧସ୍ତାଧସ୍ତି ଦୃଶ୍ୟ। ଘର ବାହାରେ ଚାଲିଛି ଶ୍ୱଶୁର ବୋହୂଙ୍କ ଘମାଘୋଟ ଲଢ଼େଇ। ବୋହୂର ଚୁଟି ଧରି ଗାଁ ଦାଣ୍ଡକୁ ଠେଲି ଦେଲେ ଶ୍ୱଶୁର। ହଁ ଆଜ୍ଞା, ଆପଣ ଠିକ୍‌ ପଢୁଛନ୍ତି , ‘ଶ୍ୱଶୁର’-‘ବୋହୂ’।…

କେଉଁ ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା ଜାଣନ୍ତୁ

ପବିତ୍ର ଚୈତ୍ର ମାସ ନବମୀ ତିଥି ତଥା ପୁଷ୍ୟା ନକ୍ଷତ୍ରରେ ପାଳନ କରାଯାଏ ରାମ ନବମୀ। ଏହି ଦିନ ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି । ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ସ୍ୱୟଂ ବିଷ୍ଷୁ ଭଗବାନ ରାମଙ୍କ ରୂପରେ ଜନ୍ମ ନେଇଥିଲେ ବୋଲି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ରାମଙ୍କ…

ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇମ୍ୟୁନିଟି ବୃଦ୍ଧି ଚାହୁଁଛନ୍ତି କି, ଆପଣାନ୍ତୁ ଏହି ନୁସ୍କା

ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ ଇମ୍ୟୁନିଟି ପାଓ୍ଵାର ବା ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ଏହା କମିଗଲେ ରୋଗ ମାଡ଼ି ବସିଥାଏ । ଏବେ କରୋନା ପାଇଁ ସମସ୍ତେ ଇମ୍ୟୁନିଟି ପାଓ୍ଵାର ବଢ଼ାଇବାକୁ ନେଇ ବ୍ୟସ୍ତ । କେମିତି ବଢ଼ିବ ଶରୀରର ଇମ୍ୟୁନିଟି । ଆଜି ଆମେ ଆପଣଙ୍କୁ କହିବୁ ଇମ୍ୟୁନିଟି ପାଓ୍ଵାର…

ହୃଦଘାତ ଜନିତ ସମସ୍ୟାକୁ ଦୂର କରିବା ପାଇଁ ନିୟମିତ ଗ୍ରହଣ କରନ୍ତୁ ଏହି ସବୁ ଖାଦ୍ୟ

ସାଧାରଣତଃ ଦୈନନ୍ଦିନ ଜୀବନରେ ଉପୁଜୁଥିବା ସମସ୍ୟାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଏହାଦ୍ୱାରା ଆମ ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମଣିଷ ଚିନ୍ତାଗ୍ରସ୍ତ ହୋଇଯାଏ। ସମୟକ୍ରମେ ଏହା ଆମକୁ ବୋଝ ଉପରେ ନଳିତା ବିଡ଼ା ଭଳି ମନେହୁଏ। ଦୁଃଶ୍ଚିନ୍ତା କାରଣରୁ…

ଭାତ ସହିତ ପରଷନ୍ତୁ ‘ପନୀର କଡି’, ଥରେ ବନାଇ ତ ସ୍ୱାଦ ଚାଖନ୍ତୁ

ଆପଣ ଦହି କଡି, ଭେଣ୍ଡି କଡି, ବାଇଗଣ କଡି ଖାଇଥିବେ କିନ୍ତୁ କଣ ଆପଣ କେବେ ପନୀର କଡିର ସ୍ୱାଦ ଚାଖିଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଆପଣ ପନୀର କଡି ପ୍ରସ୍ତୁତ କରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ୨ କପ୍ ଦହି, ଅଧା କପ୍ ବେସନ,…

ଘରେ ବନାନ୍ତୁ ଏକଦମ୍ ବଜାର ଭଳି ଚୋକୋ ଲାଭା କେକ୍‌

କିଛି ଡିସ୍ ଏମିତି ଥାଏ, ଯାହାକୁ ଆମେ ମାର୍କେଟରେ ଯେତେ ବି ଖାଇଥାନ୍ତି କିନ୍ତୁ ଘରେ ଖାଇବାକୁ କଳ୍ପନା କରିପାରନ୍ତିନି। କାହିଁକିନା ଆମେ ଭାବନ୍ତି ଏହାକୁ ବନାଇବା ବହୁତ କଷ୍ଟ। କିନ୍ତୁ ଯଦି ଆମେ କହିବୁ ଏହାକୁ ବନାଇବା ସହଜ ତାହେଲେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚକୋ ଲାଭା କେକ…