Browsing Category

News

ଲକ୍ ଡାଉନ୍ ଦେଲା ଏତେ ବଡ ଦୁଃଖ: ୩ ପୁଅ ଥାଇବି ବାପାକୁ ଦେଇପାରିଲେ ନାହିଁ ମୁଖାଗ୍ନି

ଚାନ୍ଦବାଲି: ସବୁ ବାପା ମାଙ୍କ ଇଚ୍ଛା ମୁଖାଗ୍ନି ମୋ ପୁଅ ଦେଉ । ହେଲେ ବିଧିର ବିଧାନ କେ କରିବ ଆନ । ଯଦି ସମସ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଯାନ୍ତା ତେବେ ଭଗବାନଙ୍କୁ ଡାକିବାର କିଛି କାରଣ ହିଁ ନଥାନ୍ତା । ବର୍ତ୍ତମାନ ସାରା ବିଶ୍ବରେ ବିପତ୍ତି ପଡିଛି । ମହାମାରୀ କବଳରେ ଏବେ ବିଶ୍ବବାସୀ ।…

ତିନିଟି ଯାକ ଜୋନ୍‌ରେ ଏସବୁ ବନ୍ଦ ରହିବ, କଣ ଖୋଲା ରହିବ ଜାଣନ୍ତୁ

କରୋନାର ମୁକାବିଲା ପାଇଁ ସେଠାକାର ସ୍ଥିତିକୁ ଦେଖି ଜିଲ୍ଲା ଗୁଡ଼ିକୁ ଗ୍ରୀନ୍‌, ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ଭାଗ କରାଯାଇଛି । ତେବେ ତିନିଟି ଜୋନ୍‌ରେ କଣ ବନ୍ଦ ରହିବ ପ୍ରଥମେ ଆସନ୍ତୁୁ ଜାଣିବା । ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ, ଅନ୍ତଃରାଜ୍ୟ ବସ୍‌…

କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଲକଡାଉନ ସୁହାଇଛି ଚୋରା ମଦ ବ୍ୟବସାୟୀଙ୍କୁ, ବେଧଡକ ଭାବେ କରୁଛନ୍ତି ଚୋରା ଚାଲାଣ

କେନ୍ୟୁଜ(ବ୍ୟୁରୋ): ଲକଡାଉନରେ ଜମୁଛି ଚୋରା ମଦ ବେପାର । ଖୋଲାମ ଖୋଲା ଚୋରା ମଦର ଚାଲାଣ କରି ମଲେମାଲ ହେଉଛନ୍ତି ବେପାରୀ । ଆଜି ଏଭଳି ଏକ ମଦ ଭର୍ତ୍ତି ପିକଅପ ଭ୍ୟାନକୁ ଜବତ କରିଛି କମିସନରେଟ ପୋଲିସ । ମିଳିଥିବା ସୂଚନା ମୁତାବକ କମିସନରେଟ ପୋଲିସ କଟକ ଠାରୁ ନେଇ ଜଗସିଂହପୁର ପର୍ଯ୍ୟନ୍ତ ଏକ…

ଘର ଛାଡି ବିଦେଶ ଚାଲିଗଲେ ମାଲିକ, ଦୀର୍ଘ ତିନି ବର୍ଷ ହେଲା ଅଗଣାରେ ବସି ଅପେକ୍ଷା କରିଛି କୁକୁର, ଦେଖନ୍ତୁ ଭିଡିଓ

ଚାଇନାରେ ଏପରି ଏକ ଘଟଣା ଘଟିଛି ଯେଉଁଥିରେ ଗୋଟିଏ କୁକୁର ଗତ 3 ବର୍ଷ ଧରି ନିଜ ମାଲିକ ଘରକୁ ଫେରିବା ପାଇଁ ଅପେକ୍ଷା କରି ବସିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଯେଉଁ ପରିବାର ସହିତ ଏହି କୁକୁର ରହୁଥିଲା ସେମାନେ ବର୍ତ୍ତମାନ ଦକ୍ଷିଣ କୋରିଆରେ ରହୁଛନ୍ତି କିନ୍ତୁ ତଥାପି କୁକୁରଟି…

ସାମାଜିକ ଦୂରତା ରକ୍ଷା କରି କିସ୍‌ରେ ପାଳିତ ହେଲା ମଧୁବାବୁ ଜୟନ୍ତୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜି ଓଡ଼ିଶାର ଅନ୍ୟତମ ବରପୁତ୍ର ମଧୁବାବୁଙ୍କ ଜୟନ୍ତୀ। ଅବିଭକ୍ତ କଟକ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ସତ୍ୟଭାମାପୁରରେ ୧୮୪୭ ମସିହା ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ମଧୁବାବୁ। ଆଜି ତାଙ୍କର ଜୟନ୍ତୀକୁ କିସ୍‌ରେ ପାଳନ କରାଯାଇଛି । କିସ ପରିସରରେ ଥିବା ମଧୁ…

Welcome to wiki This is your first post. Edit or delete it, then start blogging!

Welcome to wiki This is your first post. Edit or delete it, then start blogging!

ମିଛ କହୁଛନ୍ତି କି ଆଇଆଇସି ? ହୁଣ୍ଡିରେ ଦାନ କରିବାର ଫଟୋ ବୁଲୁଛି, ଶ୍ରୀମନ୍ଦିର ଭିତରକୁ କ୍ୟାମେରା କି ମୋବାଇଲ୍‌ ଗଲା…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟରେ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ବଢ଼ି ଚାଲିଥିବାର ଖବର ସମସ୍ତଙ୍କୁ ବିଚଳିତ କରିଛି । କରୋନା ସମ୍ପର୍କିତ ଖବର ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଏହା ଭିତରେ ଅନ୍ୟ ଏକ ବଡ଼ ଘଟଣାକୁ ମଧ୍ୟ ସମସ୍ତେ ଧ୍ୟାନ ଦେଇଛନ୍ତି । ସେହି ଖବରଟି ହେଲା ଯାଜପୁର…