ଏମିତି ଏକ ଗାଁ ଯେଉଁଠି ରଜ ପାଇଁ ମାସକ ଆଗରୁ ଚାଲେ ରଜ ପ୍ରସ୍ତୁତି
ସାଲେପୁର(କେନ୍ୟୁଜ୍): ଦିନ କେଇଟା ପରେ ଆସୁଛି ରଜ, ସେଥିପାଇଁ ଗ୍ରାମ ରୁ ସହର ସବୁ ଆଡେ ପ୍ରସ୍ତୁତ ଚାଲିଛି। ଏମିତି ଏକ ଗାଁ ଯେଉଁଠି ରଜ ପାଇଁ ମାସକ ଆଗରୁ ଚାଲେ ପ୍ରସ୍ତୁତି। ଛୋଟ ଛୋଟ ପିଲା ମାନେ ନାଚ ଗୀତ ଏବଂ ଦେଶାତ୍ମକ ନାଚ ସାହିତ ଝିଅ ମାନଙ୍କ ଅତି ପ୍ରିୟ ଖେଳ ପୁଚି ଭଳି ଅନେକ କିଛି ରଜ…