Odisha News
.
Browsing Category

ରିଲେସନସିପ

ଶାରୀରିକ ସମ୍ପର୍କକୁ ନେଇ ପୁରୁଷଙ୍କ ମନରେ ଆସୁଥିବା ଏହି ସବୁ ଭୟ ବେଡ଼ରୁମ ଲାଇଫ ଓ ବୈବାହିକ ଜୀବନକୁ କରିପାରେ ନଷ୍ଟ

ଯେତେ ସୁସ୍ଥ ଓ ଫିଟ୍‌ ରହିଲେ ମଧ୍ୟ ପୁରୁଷମାନେ ଶାରୀରିକ ସମ୍ପର୍କକୁ ନେଇ ବେଳେବେଳେ ଚିନ୍ତିତ ହୋଇପଡ଼ନ୍ତି। ଫଳସ୍ୱରୂପ ଏହାର ପ୍ରଭାବ ତାଙ୍କ ସମ୍ପର୍କ ଉପର ପଡ଼ିଥାଏ ଓ ବେଡ୍‌ରୁମ୍‌ ଲାଇଫ୍‌ ପ୍ରଭାବିତ ହୋଇଥାଏ। ପୁରୁଷଙ୍କ ମନରେ ସମ୍ଭୋଗକୁ ନେଇ ଅନେକ ଭୁଲ ଧାରଣା ଥାଏ, ଯାହା ପାର୍ଟନରଙ୍କ ସହ…

ଆସିଲା ଏମିତି ଟେକ୍ନୋଲୋଜି, ଦୂରରେ ଥିବା ପାର୍ଟନରଙ୍କ ସହ ମଧ୍ୟ ରଖି ହେବ ଶାରୀରିକ ସମ୍ପର୍କ

ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ୱାମୀ-ସ୍ତ୍ରୀ, ପାର୍ଟନରଙ୍କ ଠାରୁ ଦୂରରେ ରହିବା ଏକ ପ୍ରକାରର କଷ୍ଟକର ହୋଇପଡ଼େ । ବେଳେବେଳେ କାମ ଯୋଗୁ ପରସ୍ପରକୁ ଦୂରରେ ରହିବାକୁ ପଡ଼ିଥାଏ। ଦୂରରେ ଥିବା ବେଳେ ଉଭୟେ ଫୋନ୍‌, ମେସେଜ୍‌ ଅବା ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ତ ହୋଇପାରନ୍ତି କିନ୍ତୁ ଦୁହେଁ…

ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଖାସ ଧ୍ୟାନ

ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ବେଳେ ଉଭୟ ମହିଳା ଓ ପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି କୁହାଯାଏ। ଉଭୟ ପୁରୁଷ ଓ ମହିଳା କୁମାରତ୍ୱ ହରାଇନଥିବାରୁ ସମ୍ପର୍କ ସ୍ଥାପନ ସମୟରେ ବେଳେବେଳେ ରକ୍ତସ୍ରାବ ମଧ୍ୟ ହୋଇଥାଏ। ପ୍ରଥମେ ପ୍ରଥମେ କଷ୍ଟ ହେଉଥିବା ବେଳେ କିଛି ସମୟ ପରେ ତାହା…

ବେଡ୍‌ରେ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରୁନାହାନ୍ତି କି? ପୁରୁଷତ୍ୱ ବଢ଼ାଇବାକୁ ସେବନ କରନ୍ତୁ ଏହି ୫ଟି ଫଳ

ବର୍ତ୍ତମାନର ଟେନ୍ସନ୍‌ ଓ ଷ୍ଟ୍ରେସ୍‌ଭରା ଜୀବନରେ ଆରାମ କରିବା ତଥା ଶରୀର ଉପରେ ଧ୍ୟାନ ଦେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ଏହି ଅସନ୍ତୁଳିତ ଲାଇଫ୍‌ ଷ୍ଟାଇଲ୍‌ର ପ୍ରଭାବ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ଖାସ୍‌ କରି ପୁରୁଷମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥାଏ। ବେଳେ ବେଳେ…

ଶାରୀରିକ ସମ୍ବନ୍ଧ ପାଇଁ ସାଥୀଙ୍କ ମୁଡ୍‌ ବନାଇବାକୁ ଫଲୋ କରନ୍ତୁ ଏହି ସବୁ ଟିପ୍ସ…

ପ୍ରେମ ଭଳି ଶାରୀରିକ ସମ୍ପର୍କ ମଧ୍ୟ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରଥମେ ପ୍ରଥମେ ସମ୍ବନ୍ଧ ବନାଇବାକୁ ଦମ୍ପତି ଏକ୍ସାଇଟେଡ୍‌ ଥାନ୍ତି। କିନ୍ତୁ କିଛିଦିନ ପରେ କାମ ଟେନସନ୍‌, ପରିବାର ଚିନ୍ତା ଯୋଗୁ ଏହି ସମ୍ପର୍କ ଧୀରେ ଧୀରେ ଶିଥିଳ ପଡ଼ିଯାଏ, ଯାହାର ସିଧାସଳଖ ପ୍ରଭାବ…

ବ୍ରେକ୍‌ଅପ୍‌ ପରେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ସମ୍ପର୍କ ଭାଙ୍ଗିବା ଦ୍ୱାରା ହୋଇଥାଏ ଏହି ୫ଟି ବଡ଼ ଫାଇଦା

ପ୍ରେମ ସମ୍ପର୍କରେ ସବୁଠାରୁ କଷ୍ଟ ମୁହୂର୍ତ୍ତ ହେଉଛି ବ୍ରେକ୍‌ଅପ୍‌ ବା ସମ୍ପର୍କ ଭାଙ୍ଗିବା। ଜୀବନଠୁ ଅଧିକ ଭଲ ପାଉଥିବା ବ୍ୟକ୍ତି ଯଦି ହଠାତ୍‌ ଦୂରେଇଯାଏ, ଯେ କେହି ବି ଭାଙ୍ଗିପଡ଼ିବା ସ୍ୱାଭାବିକ। ଏବେ ପ୍ରାୟ ପ୍ରେମୀଯୁଗଳ ଏହି ସମୟ ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। କିଛି ଲୋକ…

ଶାରୀରିକ ସମ୍ପର୍କକୁ ନେଇ କଣ ଚିନ୍ତା କରନ୍ତି ଆଜିକାଲିର ଯୁବପିଢ଼ି, ପଢନ୍ତୁ ଏହି ସର୍ଭେ ରିପୋର୍ଟ

ଶାରୀରିକ ସମ୍ପର୍କ ସ୍ୱାମୀ ସ୍ତ୍ରୀଙ୍କ ପ୍ରେମରେ ଗଭୀରତା ଆଣିଥାଏ। ସମ୍ପର୍କକୁ ମଜଭୁତ କରିବାରେ ଏହା ସହାୟକ ହୋଇଥାଏ। ପରସ୍ପରକୁ ଆଉ ଟିକେ ଭଲ ଭାବେ ବୁଝିବା, ଜାଣିବାରେ ଏହା ସାହାଯ୍ୟ କରେ। କିନ୍ତୁ ଯଦି ଜଣେ ଶାରୀରିକ ସମ୍ପର୍କକୁ ଜୀବନର ସର୍ବସ୍ବ ଭାବିଦିଏ, ତେବେ ସେହି ସମୟରେ ଜୀବନ…

ଭାରତରେ ହତ୍ୟାକାଣ୍ଡର ଅନ୍ୟତମ ପ୍ରମୁଖ କାରଣ ହେଉଛି ପ୍ରେମ, ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ଶତାଧିକ ପ୍ରେମୀ

ଗତ କିଛି ଦିନ ମଧ୍ୟରେ ଭାରତରେ ହତ୍ୟାକାଣ୍ଡ ହାର ଅନ୍ୟ ଦେଶ ତୁଳନାରେ ହ୍ରାସ ପାଇଛି। ମାତ୍ର ପ୍ରେମଜନିତ ହତ୍ୟାକାଣ୍ଡର ହାର ବେଶ ବୃଦ୍ଧି ପାଇଛି। ନିକଟରେ ପ୍ରକାଶ ପାଇଥିବା NCRB ର ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ଏହି ରିପୋର୍ଟ ମୁତାବକ କୌଣସି ବ୍ୟକ୍ତିର ହତ୍ୟାକାଣ୍ଡର କାରଣ ମଧ୍ୟରେ…

ପୁରୁଷଙ୍କ ପାଇଁ ପ୍ରଥମ ଗର୍ଭନିରୋଧକ ଇଞ୍ଜେକସନ୍‌, ଥରେ ନେଲେ ୧୩ ବର୍ଷ ପର୍ଯ୍ୟନ୍ତ କରିବ କାମ

ଅନିଚ୍ଛାକୃତ ଗର୍ଭଧାରଣକୁ ରୋକିବା ପାଇଁ ସାଧାରଣତଃ ମହିଳାଙ୍କୁ ଗର୍ଭନିରୋଧକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ଏଥିପାଇଁ ବିଭିନ୍ନ ପ୍ରକାରର ବିକଳ୍ପ ମଧ୍ୟ ରହିଛି। କିନ୍ତୁ ପୁରୁଷଙ୍କ ପାଇଁ ଏକମାତ୍ର ବିକଳ୍ପ ରହିଛି କଣ୍ଡୋମ୍‌। ଏହା ବ୍ୟତୀତ ଅନ୍ୟ ଏକ ବିକଳ୍ପ ରହିଛି ପାରମ୍ପରିକ…

ବର୍ତ୍ତମାନ ପ୍ରେମରେ ଅଡୁଆ କରୁଛି କି ପୁରୁଣା ସମ୍ପର୍କ ? ତେବେ ଆଜି ହିଁ କରନ୍ତୁ ଏହି କାମ

ପାର୍ଟନରଙ୍କ ସହ ଜଣେ ସବୁ କଥା ସହଜରେ ସେୟାର କରିପାରେ। କିନ୍ତୁ ଯେତେବେଳେ ପୂର୍ବତନ ପ୍ରେମିକ ବା ପ୍ରେମିକାଙ୍କ କଥା ଉଠେ ସେ ବିଷୟରେ ପାର୍ଟନରଙ୍କୁ କହିବା ବେଳେ ଆମେ ପଛଘୁଞ୍ଚା ଦେଇଥାଉ। ଏକ୍ସଙ୍କ ବିଷୟରେ ଶୁଣିବାକୁ ତାଙ୍କ ଇଚ୍ଛା ଥିବ କି ନାହିଁ, ଶୁଣିବା ପରେ ତାଙ୍କ ବ୍ୟବହାର କିପରି…

ବେଡ଼ରୁମକୁ ଯିବା ପୂର୍ବରୁ କରନ୍ତୁ ଏହି ପାଞ୍ଚଟି କାମ, ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଜିକାଲି ପ୍ରତି ଘରେ ଉଭୟେ ସ୍ୱାମୀ ସ୍ତ୍ରୀ କର୍ମଜୀବୀ ଥିବା ଦେଖିବାକୁ ମିଳୁଛି। ଏଣୁ ବ୍ୟସ୍ତବହୁଳ ଜୀବନରେ ସେମାନେ ପରସ୍ପର ସହ ଆଉ ସମୟ ବିତାଇବାକୁ ବେଳ ପାଉନାହାନ୍ତି। କେବଳ ଶୋଇବା ବେଳେ ହିଁ ସେମାନେ କିଛି ସମୟ ଏକାନ୍ତରେ ବିତାଇବାକୁ ପାଇଥାନ୍ତି। ମାତ୍ର କିଛି ଦମ୍ପତି ଏହି ସମୟରେ ନିଜ…

ଅଧିକ ଅଶ୍ଳୀଳ ଫିଲ୍ମ ଦେଖୁଥିଲେ ବେଳ ହୁଁ ହୁଅନ୍ତୁ ସାବଧାନ, ନଚେତ ନଷ୍ଟ ହୋଇପାରେ ଆପଣଙ୍କ ଦାମ୍ପତ୍ୟ ଜୀବନ

ଶାରୀରିକ ସମ୍ପର୍କକୁ ଅନ୍ୟ ଉପାୟରେ ଉପଭୋଗ କରିବାକୁ ଲୋକମାନେ ସାଧାରଣତଃ ପର୍ଣ୍ଣ ବା ଅଶ୍ଳୀଳ ଫିଲ୍ମର ସାହାରା ନେଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପର୍ଣ୍ଣ ଫିଲ୍ମର କୁପ୍ରଭାବ ଆପଣଙ୍କ ପାରିବାରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ମନୋରଞ୍ଜନ ନିମନ୍ତେ ମାତ୍ର କିଛି ମୁହୂର୍ତ୍ତ…