Browsing Category

ରିଲେସନସିପ

ଏହି ଦେଶର ଲୋକମାନେ ନିଜ ଗୁପ୍ତାଙ୍ଗର ବି କରିଥାନ୍ତି ନାମକରଣ, ସ୍ନେହରେ ଏସବୁ ନାଁରେ ଡାକନ୍ତି

କିଛି ହାତ ଗଣତି ଲୋକଙ୍କୁ ବାଦ୍‌ ଦେଲେ ବାକି ସମସ୍ତଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଭଲ ଲାଗେ। ଭଲ ପାଉଥିବା ଲୋକ ସହ ଅନ୍ତରଙ୍ଗ ହେବାକୁ ସମସ୍ତେ ପସନ୍ଦ କରନ୍ତି। ଏହା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ ହୋଇଥାଏ। କିନ୍ତୁ ସ୍ଥାନ କାଳ ପାତ୍ର ଅନୁସାରେ ଶାରୀରିକ ସମ୍ପର୍କ ରଖିବାର ତରିକା ଭିନ୍ନ…

ଚିରନ୍ତନ ପ୍ରେମ: ମୃତ ପ୍ରେମିକାଙ୍କୁ ବିବାହ କଲେ ଯୁବକ, ସାରା ଜୀବନ ବିବାହ ନକରିବାକୁ ଦେଉଛନ୍ତି ପ୍ରତିଶୃତି

ପ୍ରେମ! ହୁଏତ ଏ ଶବ୍ଦର ଅର୍ଥ ଖୁବ୍ କମ୍ ଲୋକ ବୁଝି ପାରନ୍ତି। ଭଲ ପାଆନ୍ତି ଅନେକ କିନ୍ତୁ ବୁଝନ୍ତି କମ୍। ପ୍ରେମ ପାଇଁ କିଏ କେତେ ବାଟ ଯାଇପାରେ। କିଏ କଣ ନିଜର ମୃତ ପ୍ରେମିକାଙ୍କୁ ବିବାହ କରିପାରେ। କିନ୍ତୁ ଏପରି ଘଟଣା ଘଟିଛି ଆସାମରେ, ଯାହା ହୁଏତ ଆପଣଙ୍କ ଛାତି ଥରାଇ ଦବ। ଦୁନିଆରେ…

ଏହି ଖରାପ ଅଭ୍ୟାସରେ ବୈବାହିକ ଜୀବନ ହୋଇଯାଏ ବରବାଦ୍‌, ଆଜି ହିଁ ଜାଣି ନିଜକୁ ସୁଧାରନ୍ତୁ

ବିଶ୍ବାସର ବନ୍ଧନ ହେଉଛି ବିବାହ। ଏଥିରେ ଉଦ୍ଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସଂପର୍କର ଡୋରୀକୁ ବାନ୍ଧି ରଖିବାକୁ ପଡିଥାଏ। ଯଦି କାହା ତରଫରୁ ଏହି ସଂପର୍କର ଡୋରୀ ଦୁର୍ବଳ ହୋଇଯାଇଥାଏ ତେବେ ଏହା ଭାଙ୍ଗିବାର ଆଶାଙ୍କା ରହିଥାଏ । ଏଣୁ ପରସ୍ପରକୁ ବୁଝିବା ସହ ନିଜର ଦୁର୍ବଳତା ଏବଂ ଅଭ୍ୟାସକୁ ବଦଳାଇ…

ରିଲେସନସିପ୍‌ ଟିପ୍ସ : ଭୁଲରେ ବି କୁହନ୍ତୁ ନାହିଁ ପତ୍ନୀକୁ ଏହି କଥା, ନହେଲେ ଝଗଡ଼ା ଥୟ

ପତି ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ହୋଇଥାଏ । ଅଧିକାଂଶ ସମୟରେ ପତିଙ୍କର ଅଭିଯୋଗ ଥାଏ ଯେ ପତ୍ନୀଙ୍କୁ ଛୋଟ ଛୋଟ କଥା ଖରାପ ଲାଗିଥାଏ । ହେଲେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ପତ୍ନୀ କାହିଁକି ବିଗିଡି ଯାଇଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା…

ଜୀବନସାଥୀ ବାଛିବା ବେଳେ କରନ୍ତୁ ନାହିଁ ଏହି ୫ ଭୁଲ୍‌, ସାରା ଜୀବନ ପସ୍ତାଇବାକୁ ପଡିପାରେ

କୌଣସି ବି ବ୍ୟକ୍ତି ପାଇଁ ବିବାହ ଜୀବନର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ହୋଇଥାଏ । ଏହାର ଆରମ୍ଭରେ ଯଦି ଭୁଲ ହୋଇଯାଏ ତେବେ ଜୀବନଯାକ ପସ୍ତାଇବାକୁ ପଡିପାରେ । ଭଲ ଲାଇଫ ପାର୍ଟନର ମିଳିଗଲେ ଜୀବନ ସୁଧୁରି ଯାଇଥାଏ । ତେବେ ଜୀବନସାଥୀ ବାଛିବା ବେଳେ କିଛି ଭୁଲ ଆପଣଙ୍କୁ ସାରା ଜୀବନ କଷ୍ଟ…

ସ୍ୱପ୍ନରେ ପତି-ପତ୍ନୀଙ୍କ ସହ ଝଗଡା ହେଉଥିବା ଦେଖିଲେ,ଜାଣନ୍ତୁ କ’ଣ ଦେଇଥାଏ ସଂକେତ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ କିଛି…

ଚାଣକ୍ୟ ନୀତି: ପୁରୁଷମାନଙ୍କର ଏହି ୩ ଗୁଣ ମହିଳାଙ୍କୁ କରିଥାଏ ଆକର୍ଷିତ, ଏମାନେ ହୋଇଥାଆନ୍ତି ଖୁବ୍ ଲକି

ଜୀବନ ସାଥିଙ୍କ ବିଷୟରେ ଅନେକ କଥା କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ନୀତିରେ ଜଣେ ବ୍ୟକ୍ତିର ପ୍ରକୃତି, ଗୁଣ ଏବଂ ଅବନତି ବିଷୟରେ ଆଲୋଚନା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଚାଣକ୍ୟ ନୀତି ଅନୁଯାୟୀ ପୁରୁଷମାନଙ୍କର ସେହି ଗୁଣ ବିଷୟରେ ଯାହା ମହିଳାଙ୍କ ମନକୁ ଖୁସି କରିବା ସହିତ ମହିଳାଙ୍କୁ…

ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ୍ ପାଇଁ ବେଷ୍ଟ ଟିପ୍ସ, ଏମିତି କରନ୍ତୁ ନିଜ ସଂପର୍କ ମଜବୁତ୍ ରଖନ୍ତୁ

ସ୍ଥାୟୀ ସମ୍ପର୍କ ରଖିବା ଏତେ ସହଜ ନୁହେଁ। ସମ୍ପର୍କକୁ ମଜବୁତ କରିବା ପାଇଁ ସେତିକି ମାତ୍ରାରେ ଚେଷ୍ଟା କରିବାକୁ ପଡେ। ସମସ୍ତେ ଚାହାଁନ୍ତି ନିଜର ବୈବାହିକ ଜୀବନ ଖୁବ୍ ସୁନ୍ଦର ହେଉ କିମ୍ୱା ପ୍ରେମ ସମ୍ପର୍କରେ ଥିବା ଯେକୌଣସି ବ୍ୟକ୍ତି ଠିକ୍ ଭାବେ ଜୀବନ ବିତାଇବା ପାଇଁ ଇଚ୍ଛା ରଖନ୍ତି।…

ଚାଣକ୍ୟ ନୀତି: ପତି ପତ୍ନୀଙ୍କ ସୁଖ ଜୀବନ ପାଇଁ ମାନିବା ଉଚିତ୍ ଏହି ୪ ଟି କଥା, ନିଜ ସଂପର୍କର ମଧ୍ୟ ନିଅନ୍ତୁ ଯତ୍ନ

ସମସ୍ତେ ଚାହାଁନ୍ତି ନିଜର ବୈବାହିକ ଜୀବନ ଠିକ୍ ଭାବେ ବିତାଇବା ପାଇଁ। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ କିଛି ଦମ୍ପତିଙ୍କ ବୈବାହିକ ଜୀବନ ଠିକ୍ ଭାବେ ଚାଲିନଥାଏ। କାରଣ ବୁଝାମଣା ମଧ୍ୟ ଭୁଲ୍ ହୋଇଥାଏ। ହେଲେ ସେ ଯେକୌଣସି ସମ୍ପର୍କ ହେଉ ନା କାହିଁକି ସବୁ ସମ୍ପର୍କରେ ବିଶ୍ଵାସ ସହିତ ସଠିକ୍…

ଭାରତୀୟ ପିତା-ମାତାଙ୍କ ଏହି ଭୁଲ୍‌, ଭାଇ ଭଉଣୀଙ୍କ ମଧ୍ୟରେ ସୃଷ୍ଟି କରିଥାଏ ଶତ୍ରୁତା, ଜାଣନ୍ତୁ କିପରି ରୋକିବେ ଏହାକୁ

ଦୁନିଆର ସବୁ ପିତା-ମାତା ଚାହାଁନ୍ତି କି ତାଙ୍କର ସନ୍ତାନଙ୍କ ମଧ୍ୟରେ ସର୍ବଦା ସ୍ନେହଁ ମମତା ଜାରି ରହୁ ଓ ଜଣେ ଅନ୍ୟର ସୁଖ ଦୁଃଖରେ ସାଥି ହେଉ । କେବେ କେବେ ମା-ବାପାଙ୍କର କିଛି ଭୁଲ ପିଲାଙ୍କ ମଧ୍ୟରେ ବିଦ୍ରୋହର ସୁତ୍ରପାତ କରିଥାଏ । ଜଣେ ଅନ୍ୟ ଜଣଙ୍କର ଶତ୍ରୁ ହୋଇଯାଇଥାନ୍ତି । ଫଳରେ ଭାଇ…

ଚାଣକ୍ୟ ନୀତି: ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ବହୁତ୍ ପସନ୍ଦ କରନ୍ତି ମହିଳା, ଜାଣିରଖନ୍ତୁ ପୁରୁଷ 

ପ୍ରତ୍ୟେକ ନାରୀଙ୍କ ସ୍ୱପ୍ନ ଥାଏ ଯେ ତାଙ୍କ ଭବିଷ୍ୟତ ସାଥୀ କେବଳ ଦେଖିବା ପାଇଁ ଭଲ ନୁହେଁ ବରଂ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ଭଲ ଥିବା ଉଚିତ୍। ଯାହା ସହ ସେମାନେ ନିଜ ଜୀବନ ଭଲ ଭାବେ ବିତାଇ ପାରିବେ। ତେବେ ଅନେକ ଝିଅ ପ୍ରକୃତରେ ଭଲ ବ୍ୟକ୍ତିତ୍ଵ ଥିବା ପୁରୁଷଙ୍କୁ ଭଲ ପାଆନ୍ତି। ସେମାନେ…

ଅଭିଭାବକଙ୍କ ପାଇଁ ଟିପ୍ସ: ପିଲାଙ୍କ ସାମ୍ନାରେ କେବେବି କୁହନ୍ତୁନି ଏହି କଥା, ପଡିପାରେ ଭବିଷ୍ୟତ ଉପରେ ଖରାପ ପ୍ରଭାବ

ବେଳେ ବେଳେ ଅନେକ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାମାନଙ୍କ ସାମ୍ନାରେ ଏମିତି କିଛି କଥା କୁହନ୍ତି ଯାହା ତାଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ କିଛି ଜିନିଷ କଥା ହେବା ସମୟରେ କିଛି କଥା ଉପରେ ଗୁରୁତ୍ବ ଦେବା ନିହାତି ଦରକାର୍। ବେଳେବେଳେ କ୍ରୋଧ, ରାଗ କିମ୍ବା…