Browsing Category

ରିଲେସନସିପ

କଣ୍ଡୋମ୍‌ ଏକ୍ସପାୟର ହୋଇଛି କି ନାହିଁ ଜାଣିବାକୁ ଆପଣାନ୍ତୁ ଏହିସବୁ ସହଜ ଉପାୟ, ଅନ୍ତରଙ୍ଗ ମୁହୂର୍ତ୍ତରେ ହେବେନି…

ଦୁନିଆର ସବୁଠାରୁ ସୁରକ୍ଷିତ ଓ ସହଜ ଗର୍ଭନିରୋଧର ଉପାୟ ହେଉଛି କଣ୍ଡୋମ୍‌। ଏହାର ବ୍ୟବହାର ଖୁବ୍‌ ସହଜ ହୋଇଥିବା ବେଳେ ପ୍ରତି ମେଡିସିନ୍‌ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେଉଛି। ଏହାର ଆକାର ମଧ୍ୟ ଅପେକ୍ଷାକୃତ ଛୋଟ ହୋଇଥିବାରୁ ଏହାକୁ ଆପଣ ସହଜରେ ପକେଟ୍‌ରେ ଭର୍ତ୍ତି କରି ନେଇପାରିବେ। କେବଳ…

ଏହି ୪ଟି ବିଷୟରେ କେବେ ବି ବାପାମା’ଙ୍କୁ ପ୍ରଶ୍ନ କରନ୍ତୁ ନାହିଁ, ଉପୁଜିପାରେ ଅଜବ ପରିସ୍ଥିତି

କୁହାଯାଏ ଯେ ପିତା ମାତାଙ୍କ ଠାରୁ ଉତ୍ତମ ଗୁରୁ ଆଉ କେହି ନାହାନ୍ତି। ସେମାନଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଥାଏ। କିନ୍ତୁ ଜୀବନରେ ଏଭଳି ଏମିତି ପ୍ରଶ୍ନ ଆସେ, ଯାହାର ଉତ୍ତର ମା’ବାପାଙ୍କ ଅପେକ୍ଷା ସାଙ୍ଗସାଥୀଙ୍କୁ ପଚାରିବା ଭଲ। କାରଣ ଏଭଳି ପ୍ରଶ୍ନ ଏକ ଅଜବ ପରିସ୍ଥିତି ସୃଷ୍ଟି…

ଏହି ରୋଗ ଯୋଗୁ ପ୍ରେମରେ ପାଗଳ ହେଉଛନ୍ତି ଯୁବପିଢ଼ି, ସବୁ ସୀମା ଟପିବାକୁ ବି ହୋଇଯାଉଛନ୍ତି ରାଜି

ଆଜିକାଲି ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ଏକ ସାଧାରଣ କଥା। ଯିଏ ଯାହାକୁ ପସନ୍ଦ କଲା ତା’ ସହ ଜୀବନ ସାରା ରହିବାକୁ ବିଭିନ୍ନ ଉପାୟ ଆପଣାଉଥିବା ଦେଖାଯାଉଛି। କିନ୍ତୁ ଯଦି କେହି ପ୍ରେମକୁ ପ୍ରତ୍ୟାଖ୍ୟାନ କରେ, ତେବେ ପରିସ୍ଥିତି ସାଂଘାତିକ ହୋଇଯାଏ। ଏଭଳି ସ୍ଥଳେ ଲୋକମାନେ ନିଜ ପ୍ରେମକୁ…

ଶାରୀରିକ ସମ୍ପର୍କ ପରେ ମହିଳାମାନେ ଭୁଲରେ ବି କରନ୍ତୁନି ଏହିସବୁ କାମ, ଜୀବନ ପ୍ରତି ଆସିପାରେ ବିପଦ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ମଜଭୁତ କରିବାରେ ଶାରୀରିକ ସମ୍ପର୍କ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ମାନସିକ ଭାବେ ପାର୍ଟନରଭ୍କୁ ପରସ୍ପର ସହ ଯୋଡ଼ି ରଖିଥାଏ। ଏଥିସହ ଭଲ ପାଇବା ମଧ୍ୟ ବଢ଼ାଏ। ମାତ୍ର ଅନ୍ତରଙ୍ଗ ମୁହୂର୍ତ୍ତରେ ବେଳେ ବେଳେ ଲୋକମାନେ କିଛି ଏମିତି ଭୁଲ କରିବସନ୍ତି ଯାହା ପରେ…

ଗର୍ଭବତୀ ମହିଳା ଆଦୌ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ, କମିପାରେ ଶିଶୁର ରୋଗ ପ୍ରତିଷେଧକ ଶକ୍ତି

ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ହେଉଛି ଗର୍ଭାବସ୍ଥା। ଏହି ସମୟରେ ସେମାନଙ୍କୁ ନିଜର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଗର୍ଭବତୀଙ୍କ ପ୍ରତ୍ୟେକ କାମର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ଖାସ୍‌ କରି ମହିଳାଙ୍କ ମାନସିକ ସ୍ଥିତି ଦ୍ୱାରା ଶିଶୁ ଅଧିକ ପ୍ରଭାବିତ ହୋଇଥାଏ।…

ଅଧିକ ସୁସ୍ଥ ରହିଥାନ୍ତି ପ୍ରେମ ସମ୍ପର୍କରେ ବାନ୍ଧି ହୋଇନଥିବା ବ୍ୟକ୍ତି, ବିଜ୍ଞାନ ବି ମାନିଲା

ଆଜିକାଲିର ଯୁବପିଢ଼ି ଖୁବ୍‌ କମ୍‌ ବୟସରୁ ରିଲେସନ୍‌ସିପ୍‌ରେ ରହୁଥିବା ଦେଖାଯାଛି। ପ୍ରାପ୍ତ ବୟସ୍କ ହେବା ପୂର୍ବରୁ ହିଁ ସେମାନେ ପ୍ରେମିକ ବା ପ୍ରେମିକା ଧରି ବୁଲୁଛନ୍ତି। କହିବାକୁ ଗଲେ ବର୍ତ୍ତମାନ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ମାତ୍ର ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଇଥିବା…

ସେକ୍ସ କିମ୍ବା କିସ୍‌ କରିବା ଦ୍ୱାରା ବି ବ୍ୟାପେ କି କରୋନା ଭାଇରସ୍‌? ଜାଣନ୍ତୁ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

କରୋନା ଭାଇରସ୍‌ ମନୁଷ୍ୟ କେଶ ଠାରୁ ପ୍ରାୟ ୯୦୦ ଗୁଣ ସୂକ୍ଷ୍ମ। ଏଣୁ ଖୁବ୍‌ ସହଜରେ ଏହା ମଣିଷକୁ ନିଜ ଶିକାର ବନାଇପାରୁଛି। ଭାରତରେ କରୋନା ଭାଇରସ୍‌ରେ ପୀଡ଼ିତଙ୍କ ସଂଖ୍ୟା ବଢ଼ି ୨୮ରେ ପହଞ୍ଚିଛି। ବୁଧବାର ଆଉ ୧୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ସମସ୍ତ ବ୍ୟକ୍ତି ଇଟାଲୀରୁ…

ବୈବାହିକ ଜୀବନରେ କିଏ ଦିଏ ଅଧିକ ଧୋକା? ସ୍ୱାମୀ ନା’ ସ୍ତ୍ରୀ, ସର୍ଭେରେ ହେଲା ଖୁଲାସା

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଠାରୁ ଭିନ୍ନ ହୋଇଥାଏ। ଏହି ସମ୍ପର୍କର ମୂଳଦୂଆ ବିଶ୍ୱାସ ଉପରେ ଗଢ଼ି ଉଠିଥାଏ। ପରସ୍ପର ପ୍ରତି ବିଶ୍ୱାସ ହିଁ ସମ୍ପର୍କକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। କିନ୍ତୁ ଯଦି ଏହି ସମ୍ପର୍କରେ କେବେ ଫାଟ ସୃଷ୍ଟି ହୁଏ ତେବେ ସବୁ କିଛି ସରିଯାଏ କହିଲେ…

ଶାରୀରିକ ସମ୍ପର୍କ ଯୋଗୁ ବ୍ୟାପୁଛି ଏହି ୪ଟି ନୂଆ ମାରାତ୍ମକ ରୋଗ, ଖାସ୍‌ କରି ଯୁବପିଢ଼ି ହେଉଛନ୍ତି ଶିକାର

ପ୍ରତିଦିନ ନୂଆ ନୂଆ ବେମାରି ସାମ୍ନାକୁ ଆସୁଛି। ଏସବୁ ରୋଗ ମଧ୍ୟରୁ ସବୁଠାରୁ ସାଂଘାତିକ ବେମାରି ହେଉଛି ଯୌନ ସମ୍ବନ୍ଧୀୟ ରୋଗ। ପ୍ରତିଦିନ ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ସେଭଳି ନୂଆ ଚାରିଟି ବ୍ୟାକ୍ଟେରିଆ ବାହିତ ରୋଗ ଯାହା ଲୋକଙ୍କ ସ୍ୱାସ୍ଥ୍ୟ…

କାହାଣୀ ସେମାନଙ୍କର, ଯେଉଁମାନଙ୍କର ଶାରୀରିକ ସମ୍ପର୍କ ପ୍ରତି ନାହିଁ ଟିକେ ବି ଆଗ୍ରହ

ମାନବ ସମାଜରେ କୌଣସି ଜିନିଷକୁ ନେଇ ଯଦି ସମସ୍ତଙ୍କ ମନରେ ଏକ ଇଚ୍ଛା ଥାଏ ବୋଲି କୁହାଯାଏ ତେବେ ତାହା ହେଉଛି ଶାରୀରିକ ସମ୍ପର୍କ ବା ସେକ୍ସ। ଶାରୀରିକ ସମ୍ପର୍କ ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ବିପରୀତ ଲିଙ୍ଗ ପ୍ରତି ଶାରୀରିକ ଭାବେ ଆକର୍ଷିତ ହେବା ତଥା କାମନାକୁ ଚରିତାର୍ଥ କରିବା ପାଇଁ…

ଗର୍ଭନିରୋଧକ ବଟିକା ଖାଇବା ଦ୍ୱାରା ଶରୀରରେ ଦେଖାଦିଏ ଏସବୁ ଗମ୍ଭୀର ସମସ୍ୟା, ଏବେଠୁ ହୁଅନ୍ତୁ ସଚେତନ

ଆମ ଦେଶରେ ଏବେ ବି ଗର୍ଭନିରୋଧ ପାଇଁ ମହିଳାଙ୍କୁ ମେଡିସିନ୍‌ ଖାଇବାକୁ କିମ୍ବା ଅପରେସନ୍‌ କରିବାକୁ ପଡ଼ିଥାଏ। ପୁରୁଷମାନେ ଏହି ଦାୟିତ୍ୱ ନେବାକୁ ଚାହୁଁନଥିବାରୁ ମହିଳାଙ୍କୁ ଏସବୁ କାମ କରିବାକୁ ପଡ଼ିଥାଏ। ଅନିଚ୍ଛାକୃତ ଗର୍ଭଧାରଣରୁ ବର୍ତ୍ତିବା ପାଇଁ ମହିଳାମାନେ ପ୍ରତିଦିନ ଗର୍ଭନିରୋଧକ ବା…

ପିଲାଙ୍କ ପାଇଁ ଜରୁରୀ ସେକ୍ସ ଏଜୁକେଶନ୍‌ କିନ୍ତୁ କେଉଁ ବୟସରେ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ଛୋଟ ଛୁଆମାନେ ଖୁବ୍‌ ସରଳ ହୋଇଥାନ୍ତି, ଯେମିତି କି ଏକ ମାଟି ପିଣ୍ଡୁଳା। ପିଲାବେଳୁ ତାଙ୍କୁ ଯେମିତି ଗଢ଼ିତୋଳିବ ବଡ଼ ହେଲେ ସେମାନେ ସେହିଭଳି ବ୍ୟବହାର କରିବେ ଓ ତାହା ହିଁ ତାଙ୍କ ଜୀବନର ଦିଗକୁ ନିର୍ଦ୍ଧାରିତ କରିବ। ଏଣୁ ପିଲାଙ୍କ ସାମ୍ନାରେ କଥାବାର୍ତ୍ତା କରିବା ବେଳେ ଘରର ବଡ଼ମାନେ…