Browsing Category

ରିଲେସନସିପ

ଶୁକ୍ରାଣୁର ଅଭାବ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ପ୍ରଭାବିତ, ଜାଣନ୍ତୁ ରକ୍ଷା ପାଇବା ଉପାୟ

ସଂସାରକୁ ଆଗକୁ ନେବାରେ ଉଭୟ ପୁରୁଷ ଓ ମହିଳାଙ୍କ ସହମତିର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଧାରଣା ରହିଛି। କିନ୍ତୁ ଏହା ମଧ୍ୟ ସତ ଯେ ଯଦି ପୁରୁଷ କିମ୍ବା ମହିଳାଙ୍କ ମଧ୍ୟରୁ କେହି ଜଣେ ପିଲା ଜନ୍ମ କରିବାକୁ ଅକ୍ଷମ ହୋଇଥିବ ତେବେ ପରିବାର ଆଗକୁ ବଢ଼ିପାରିବ ନାହିଁ। ପୂର୍ବରୁ ଏଥିପାଇଁ କେବଳ…

ବିବାହ ପୂର୍ବରୁ ସ୍ୱାମୀଙ୍କୁ ନେଇ ସବୁ ଝିଅଙ୍କ ମନରେ ରହିଥାଏ ଏହିସବୁ ପ୍ରଶ୍ନ…

ବିବାହ କେବଳ ଦୁଇଟି ଶରୀରର ନୁହେଁ ଦୁଇଟି ହୃଦୟର ମଧ୍ୟ ମିଳନ ହୋଇଥାଏ। ବିବାହରେ ପୁଅ ଅପେକ୍ଷା ଝିଅମାନଙ୍କ ଜୀବନ ଅଧିକ ବଦଳିଯାଏ। ଝିଅଟିଏ ବାହାଘର ପରେ ଆଉ ଜଣଙ୍କ ଘରକୁ ଯାଇଥାଏ। ନିଜ ଘର ପରିବାର ଛାଡ଼ି ତାକୁ ଆଉ ଜଣଙ୍କ ଘରକୁ ଯିବାକୁ ପଡ଼ିଥାଏ। ଏଭଳିସ୍ଥିତିରେ ତା ମନରେ ନୂଆ ଘର ପରିବାରକୁ…

ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ ସବୁ ପୁରୁଷ ଓ ମହିଳାଙ୍କ ମନରେ କିଛି ଅଦ୍ଭୁତ ଭାବନା ରହିଥାଏ। ସାଧାରଣତଃ ଏକ ଧାରଣା ଥାଏ ଯେ ପ୍ରଥମ ଥର ଲାଗି ସମ୍ପର୍କ ସ୍ଥାପନ ବେଳେ ଅସହ୍ୟ ପୀଡ଼ା ହୋଇଥାଏ। ଏହି କାରଣରୁ ଭୟରେ କିଛି ଲୋକ ସମ୍ଭୋଗ କରିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି। ମହିଳା ଓ ପୁରୁଷଙ୍କ…

ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ପୂର୍ବରୁ ଦୂରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆମେ ଚିଠିପତ୍ର ବ୍ୟବହାର କରୁଥିଲୁ। ଯାହାର ଉତ୍ତର ୧୦-୧୨ ଦିନ ପରେ ଆମ ପାଖରେ ପହଞ୍ଚୁଥିଲା। ଫଳରେ ଲୋକମାନେ ନିଜ ଭାବନାକୁ ଠିକ୍‌ ଭାବେ ପ୍ରକାଶ କରିପାରୁନଥିଲେ। ମାତ୍ର ଏବେ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକାଧିକ…

ସ୍ୱାମୀ ବା ବୟଫ୍ରେଣ୍ଡ୍‌ ଥିଲେ ମଧ୍ୟ ଅଧିକାଂଶ ମହିଳାଙ୍କ ମନରେ ଥାଏ ଦ୍ୱିତୀୟ ପୁରୁଷର ଭାବନା

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ସହ ସମ୍ପର୍କର ସଂଜ୍ଞା ମଧ୍ୟ ବଦଳିଗଲାଣି। ଏବେକାର ଯୁବପିଢ଼ି ଆଉ ନିଜ ପାର୍ଟନର ଉପରେ ସମ୍ପୂର୍ଣ୍ଣ ଭରସା କରିବାକୁ ଉଚିତ୍‌ ମନେ କରୁନାହିଁ। ଏହା କେବଳ ମହିଳାଙ୍କ କ୍ଷେତ୍ରରେ ନୁହେଁ, ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ପରିବର୍ତ୍ତନ ଧୀରେ ଧୀରେ ଦେଖିବାକୁ…

ଆପଣଙ୍କଠାରୁ ଅଧିକ ରୋଜଗାର କରୁଛନ୍ତି କି ପତ୍ନୀ, ଏଭଳି ଭାବେ କରନ୍ତୁ ଫ୍ୟାମିଲି ମ୍ୟାନେଜମେଣ୍ଟ

ଆଜିକାଲିର ମହିଳା ଆଉ ଆଗ ଭଳି ଘରକୋଣରେ ରହିବାକୁ ପସନ୍ଦ କରୁନାହାନ୍ତି। ଉଚ୍ଚ ଚିନ୍ତାଧାରା ଓ ଆଗକୁ ବଢ଼ିବାର ମନୋବୃତ୍ତି ନେଇ ଆଜିର ନାରୀ ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଆଗକୁ ବଢ଼ୁଛନ୍ତି। ବର୍ତ୍ତମାନ ସ୍ତ୍ରୀମାନେ ପୁରୁଷଙ୍କଠାରୁ କେଉଁ ଗୁଣରେ କମ୍‌ ନୁହଁନ୍ତି। ମହିଳାଙ୍କ ନେତୃତ୍ୱରେ ଏବେ…

ଶରୀରର ଏହି ସବୁ ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ଶିହରି ଉଠନ୍ତି ପୁରୁଷ

ପ୍ରେମୀ ଯୁଗଳ ହୁଅନ୍ତୁ ଅବା ଦମ୍ପତି; ସମସ୍ତଙ୍କ ଇଚ୍ଛା ଥାଏ ତାଙ୍କ ସାଥୀ ତାଙ୍କୁ ଭଲ ପାଉ। ସେମାନଙ୍କ ଇଚ୍ଛା ମୁତାବକ ଖୁସି ଦେଉ। ସେ ମାନସିକ ହେଉ ଅବା ଶାରୀରିକ, ସମସ୍ତେ ନିଜ ପ୍ରିୟତମାଠାରୁ ପ୍ରେମ ଚାହିଁଥାନ୍ତି। ସମ୍ବନ୍ଧ ସ୍ଥାପନ ପୂର୍ବରୁ ଉଭୟେ ମୁଡ୍‌ରେ ଆସିବା ଜରୁରୀ। ଆମ ଶରୀରରେ…

କୃତ୍ରିମ ସମ୍ଭୋଗ ଦ୍ୱାରା ମହିଳାଙ୍କ ଠାରେ ଦେଖା ଦିଏକି କିଛି ଶାରୀରିକ ପରିବର୍ତ୍ତନ ? ପଢନ୍ତୁ ଏହି ରିପୋର୍ଟ

ଶାରୀରିକ ସମ୍ପର୍କ ସମ୍ବନ୍ଧରେ ମହିଳାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ପ୍ରଥମଥର ସମ୍ବନ୍ଧ ସ୍ଥାପନ ପରେ ତାଙ୍କୁ କଷ୍ଟ ହେବ କି, ଶରୀରରେ କିଛି ପରିବର୍ତ୍ତନ ଦେଖାଦେବ କି, ସେ ଗର୍ଭବତୀ ହୋଇଯିବେ କି ଆଦି ପ୍ରଶ୍ନ ପ୍ରାୟ ସବୁ ମହିଳାଙ୍କ ମନକୁ ଆସିଥାଏ। ଏଣୁ ସମ୍ପର୍କ ସ୍ଥାପନ ପୂର୍ବରୁ…

ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

ପ୍ରତ୍ୟେକ ମଣିଷ ଯୌନସୁଖ ଇଚ୍ଛା କରିଥାଏ। ପରସ୍ପର ପ୍ରତି ପ୍ରେମ ରହିଲେ ମଣିଷ ଆପେ ଆପେ ଶାରୀରିକ ସମ୍ପର୍କ ରଖିବାକୁ ଆକର୍ଷିତ ହୋଇଥାଏ। ତେବେ କେବଳ ଶାରୀରିକ ତୃପ୍ତି ପାଇଁ ମାତ୍ର କିଛି ସମୟ ପାଇଁ ରଖାଯାଉଥିବା ଏହି ସମ୍ବନ୍ଧ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଖାସ୍‌ କରି…

୧୮ ବର୍ଷ ପୂର୍ବରୁ କୁମାରୀତ୍ୱ ହରାଉଛନ୍ତି ଅଧିକାଂଶ ଭାରତୀୟ, ସର୍ଭେରେ ହେଲା ଖୁଲାସା

ସମୟ ବଦଳିବା ସହ ଧୀରେ ଧୀରେ ଲୋକମାନଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହେଉଛି। ଲୋକମାନେ ଏବେ ନିଜ ପର୍ସନାଲ ଲାଇଫ୍‌ ବିଷୟରେ ବାହାରେ ସେୟାର କରିବାକୁ ଆଉ ଲାଜ କରୁନାହାନ୍ତି। ଖାସ୍‌ କରି ଶାରୀରିକ ସମ୍ପର୍କ ସମ୍ବନ୍ଧରେ ଏବେ ଲୋକମାନେ ଖୋଲାଖୋଲି କଥାବାର୍ତ୍ତା କରୁଥିବା ଦେଖିବାକୁ…

ପ୍ରେମକୁ ଆହୁରି ମଜଭୁତ କରେ ଶାରୀରିକ ସମ୍ପର୍କ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

ବିବାହ ପରେ ନୂଆ ଘର ଓ ପରିବାରକୁ ନେଇ ଝିଅଟିଏ ଯେତିକି ଖୁସିଥାଏ, ସ୍ୱାମୀକୁ ନେଇ ମଧ୍ୟ ସେତିକି ଉତ୍ସାହିତ ଥାଏ। ସବୁ ଝିଅଙ୍କ ଇଚ୍ଛା ଥାଏ ତା’ସ୍ୱାମୀ ତାକୁ ଖୁବ୍‌ ଭଲ ପାଉ ତା’ ସମସ୍ତ ଇଚ୍ଛା ପୂରଣ କରୁ। ତେବେ ଏସବୁ ମଧ୍ୟରେ ସବୁ ନବ ଦମ୍ପତିଙ୍କ ଇଚ୍ଛା ଥାଏ, ସାଥୀ ତାଙ୍କ ସବୁ ଶାରୀରିକ…

ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ଖାଦ୍ୟପଦାର୍ଥ, ତୁରନ୍ତ ଭୋଜନରୁ ବାଦ୍‌ ଦିଅନ୍ତୁ

ଖାଦ୍ୟର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ପ୍ରତିଦିନ ଆମେ କ’ଣ ଖାଉଛେ, କିଭଳି ଖାଉଛେ ଏବଂ କେତେବେଳେ ଖାଉଛେ ଏ ସମସ୍ତ ବିଷୟର ପ୍ରଭାବ ଆମ ଶରୀର ଉପରେ ପଡ଼େ। ଏଣୁ ଡାକ୍ତରମାନେ ସବୁବେଳେ ହେଲ୍‌ଦି ବା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି। ତେବେ…