Browsing Category

ରିଲେସନସିପ

ହେବାକୁ ଥିବା ଜୀବନ ସାଥୀଙ୍କ ଏହି କଥା ଉପରେ ଦିଅନ୍ତୁ ନଜର, ଜାଣିଯିବେ ତାଙ୍କ ଅସଲ ସ୍ୱରୂପ

ଜୀବନରେ ଜଣେ ଠିକ ଜୀବନ ସାଥୀ ପାଇବା ବହୁତ ମୁସ୍କିଲ ହୋଇଥାଏ | ଆପଙ୍କ ଜୀବନ ସାଥି କେମିତି ହୋଇଥିବେ ଏହା ତାଙ୍କ ଚେହେରାରୁ ଜଣ ପଡି ନଥାଏ | ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବୁ ଯାହା ଆପଣଙ୍କୁ ଆପଣଙ୍କ ଲାଇଫ ପାଟନରଙ୍କ ଅସଲ ସ୍ୱରୂପ ବିଷୟରେ ସୂଚନା ଦେବ |…

ଆପଣଙ୍କ ବନ୍ଧୁତ୍ୱରେ ଫାଟ ସୃଷ୍ଟି ହେଉଥିଲେ ଜାଣନ୍ତୁ, କେଉଁ କଥା ପାଇଁ ଭାଙ୍ଗି ଯାଉଛି ସମ୍ପର୍କ

କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ | ବନ୍ଧୁତା କୁ ନେଇ ବହୁତ କାହାଣୀ ରହିଛି | କେହି କେହି ବନ୍ଧୁ ପାଇଁ ଜୀବନ ଦେଇ ଦେବାକୁ ବି ପଛନ୍ତି ନାହିଁ | ହେଲେ ବେଳେ ବେଳେ କିଛି ଭୁଲ ବୁଝାମଣା ପାଇଁ ବନ୍ଧୁତା ରେ ସୃଷ୍ଟି ହୋଇଥାଏ ଫାଟ | ଆ ଉ ଏହି ବନ୍ଧୁତା ବେଶୀ ଦିନ ପାଇଁ ତିଷ୍ଟି ରହେନି…

କାହିଁକି ବେଳେ ବେଳେ ସମ୍ପର୍କରେ ଟିକିଏ ବ୍ରେକ ଅପ୍‌ ଜରୁରୀ, କାରଣ ପାର୍ଟନରଙ୍କ ସହ ପ୍ରେମ ଆହୁରି ଭଲ ହୋଇଥାଏ

ବେଳେ ବେଳେ ଏପରି ହୋଇଥାଏ ଯେ ବଏ ଫ୍ରେଣ୍ଡ ଓ ଗାର୍ଲ ଫ୍ରେଣ୍ଡଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ଥାଇ ମଧ୍ୟ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ହେବାକୁ ଚାହିଁଥାନ୍ତି । ଏମିତି ସମୟ ହୋଇଥାଏ ଯେବେ ଜଣେ ଅନ୍ୟ ଜଣଙ୍କୁ ଛାଡ଼ି ନଥାଏ । ତେଣୁ ସମ୍ପର୍କକୁ ଟିକେ ଭଲ ରଖିବା ପାଇଁ ପ୍ରେମରେ ଟିକିଏ ବ୍ରେକ…

ବର କନ୍ୟାଙ୍କ ହାଇ ଟେକ ନିମନ୍ତ୍ରଣ: ନିଜ ରିସେପ୍‌ସନ ପାଇଁ ପଠାଇଲେ ହାଇଟେକ୍‌ ନିମନ୍ତ୍ରଣ, ତାହା ଦେଖି ଆଶ୍ଚର୍ଯ୍ୟ…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଆଜି ପୁଣି ସେହିପରି ଏକ ବର ଓ କନ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଲୋକମାନେ ଏହି ଭିଡିଓକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଏନେକ ଏହି ଭିଡିଓରେ କମେଣ୍ଟ…

ଭାଲେଣ୍ଟାଇନ୍ସ ଡେ ୨୦୨୨ ଉପହାର: ନିଜ ସାଥିଙ୍କୁ ଖୁସି କରିବା ପାଇଁ ଦିଅନ୍ତୁ ଏହି ପାଞ୍ଚଟି ଗାଜେଟ ଗିଫ୍ଟ

ଫେବୃଆରୀ ୭ ରୁ ଆରମ୍ଭ ହୋଇଯାଇଛି ପ୍ରେମର ଦିନ । ପୁଣି ଫେବୃଆରୀ ମାସକୁ ପ୍ରେମର ମାସ ମଧ୍ୟ କୁହାଯାଏ। ସେଥିପାଇଁ ତ ଏହି ମାସରେ ନିଜ ସାଥିଙ୍କ ସହ ସମୟ ବିତାଇବା ପାଇଁ ଓ ତାଙ୍କୁ ନୂଆ ନୂଆ ଗିଫ୍ଟ ଦେବା ପାଇଁ ସମସ୍ତେ ଚାହାଁନ୍ତି। କାରଣ ଏହି ମାସଟି ପ୍ରେମୀଯୁଗଳଙ୍କ ପାଇଁ ଏକ ସ୍ପେସାଲ୍ ମଂଥ…

ବିବାହ ପୂର୍ବରୁ ପାର୍ଟନରଙ୍କ ଏହି ୪ ମେଡିକାଲ ଟେଷ୍ଟ କରାଇନେବା ଜରୁର, ନହେଲେ ବିବାହ ପରେ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ବିବାହ ର୍ପୂରୁ ଜାତକ ବା କୁଣ୍ଡଳୀ ମିଳାଇବା କେବଳ ଏକ ପରମ୍ପରା ନୁହେଁ ଭବିଷ୍ୟତର ସୁଖ ଜୀବନ ପାଇଁ ଏହା ଏକ ଆବଶ୍ୟକ ବ୍ୟବସ୍ଥା ହୋଇଥାଏ । ହେଲେ ବିବାହ ପୂର୍ବରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ମେଡିକାଲ ଟେଷ୍ଟ ବା ଚେକ୍‌ଅପ୍‌ । ଭବିଷ୍ୟତର ସୁଖ ଜୀବନ ପାଇଁ…

ଲଭ୍‌ ଲାଇଫକୁ ସୁସ୍ଥ ରଖିବା ପାଇଁ ଏମିତି ସୁଧାରନ୍ତୁ ବେଡ ରୁମର ବାସ୍ତୁ ଦୋଷ

କୌଣସି ସୁସ୍ଥ ସମ୍ପର୍କ ପାଇଁ ପରସ୍ପରକୁ ପ୍ରେମ,ସମ୍ମାନ ଓ ଯତ୍ନର ଆବଶ୍ୟକତା ରହିଛି । ଯାହାକୁ ସମସ୍ତ ଦମ୍ପତି ଚାହାଁନ୍ତି । ଏହି ସୁସ୍ଥ ପ୍ରେମ ସମ୍ପର୍କ ପାଇଁ ବାସ୍ତୁ ମଧ୍ୟ କେତେକାଂଶରେ ଦାୟୀ ହୋଇଥାଏ । ବେଳେ ବେଳେ ବେଡ ରୁମର ବାସ୍ତୁ ଦୋଷ ପାଇଁ ଲଭ ଲାଇଫରେ ବିଭିନ୍ନ ଅସୁବିଧା…

ଏହି ଝିଅମାନେ ହୋଇଥାନ୍ତି ଆକର୍ଷକ ବ୍ୟକ୍ତିତ୍ୱର, ସେକେଣ୍ଡରେ ପୁଅଙ୍କୁ କରିଦେଇ ଥାନ୍ତି ଦିଓ୍ଵାନା

ଆମର ରାଶି ଓ ନାମର ପ୍ରଥମ ଅକ୍ଷର ଭଳି ଜନ୍ମ ତାରିଖ ମଧ୍ୟ ବହୁତ କିଛି କହିଥାଏ । ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏଥିରୁ ମଧ୍ୟ କାହାର ସ୍ୱଭାବ,ପସନ୍ଦ ଓ ଜୀବନ ସମ୍ପର୍କିତ କଥା ଜଣାପଡ଼ିଥାଏ । ଆଜି ଆମେ ୬ ତାରିଖରେ ଜନ୍ମିତ ଝିଅଙ୍କ ବିଷୟରେ କିଛି କଥା କହିବୁ । ଅଙ୍କ ବିଜ୍ଞାନ ଅନୁଯାୟୀ…

ରିଲେସନସିପରେ ପାର୍ଟନର ଯଦି ଅବହେଳା କରୁଥାନ୍ତି, ହୋଇପାରେ ଏହି ୪ କାରଣ

ବେଳେ ବେଳେ ଏମିତି ହୁଏ ଯେ ପାର୍ଟନର ହଠାତ୍‌ ଅବହେଳା କରିବା ଆରମ୍ଭ କରି ଦିଅନ୍ତି ବା ଅଣଦେଖା କରିବା ଆରମ୍ଭ କରି ଦିଅନ୍ତି । ଯଦି ଆପଣଙ୍କ ପାର୍ଟନର ଏମିତି କରିବା ଆରମ୍ଭ କରି ଦିଅନ୍ତି । ତେବେ ଏହି ଅଣଦେଖାକୁ ବୁଝିବା କଷ୍ଟକର ହୋଇଥାଏ । କାରଣ ଏ ସମ୍ପର୍କରେ ପାର୍ଟନର ଆପଣଙ୍କୁ ଖୋଲି କରି…

ରିଲେସନସିପ ଟିପ୍ସ : ଏହି ୪ ସଂକେତ କହିଥାଏ ଆପଣଙ୍କ ପାର୍ଟନର ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ମଧ୍ୟ

ଯଦି ପାର୍ଟନର ଆପଣଙ୍କ ସବୁଠୁ ବଡ଼ ଫ୍ରେଣ୍ଡ ହୋଇ ଯାଆନ୍ତି ତେବେ ଏହାଠାରୁ ବଡ଼ ଆଉ କିଛି ହୋଇନପାରେ । ଏହଦ୍ୱାରା କେବଳ ଆପଣଙ୍କ ଲଭ ଲାଇଫ ଭଲ ହୋଇ ନଥାଏ ବରଂ ଆପଣ ଅଧିକ ପ୍ରେମ ଓ ସୁଖଦ ଅନୁଭବ କରିଥାନ୍ତି । ତେବେ ସବୁ ସମ୍ପର୍କରେ ଏହା ସମ୍ଭବ ହୋଇନଥାଏ । ଅଧିକାଂଶ ସମୟରେ ଆପଣ ପାର୍ଟନରକୁ ପ୍ରେମ…

କରୋନାର ସବୁ ଗାଇଡଲାଇନ୍ ମାନି ବାହା ହେବେ ବଙ୍ଗାଳି ଦମ୍ପତି: ଗୁଗଲ ମିଟରେ ବାହାଘର ପ୍ରସାରଣ, Zomatoରେ ଖାଇବା ପଠାଇବେ

ବର୍ତ୍ତମାନ ସାରା ଦୁନିଆରେ ବଢ଼ିବାକୁ ଲାଗିଛି କରୋନା । ପୁଣି ଏବେ ଅଧିକ ମାତ୍ରରେ ବାହାଘର ମଧ୍ୟ ହେଉଛି । କୋଭିଡ୍ ପାଇଁ ସରକାର ଗାଇଡଲାଇନ୍ କରିଛନ୍ତି । କିଏ ବିବାହ ପାଇଁ ଏହି ଗାଇଡନାଲିନ ମାନୁଛନ୍ତି ତ ପୁଣି ଆଉ କେହି ମନୁନାହାନ୍ତି। କିନ୍ତୁ ବିବାହ ପାଇଁ ହୋଇଥିବା ସବୁ ଗାଇଡଲାଇନ ମାନି…

୨୦୨୨ ର ବିବାହ ମୁହୂର୍ତ୍ତ : ମେ ଓ ଜୁନ ମାସରେ ହେବ ଅଧିକ ବିବାହ, ଜାଣନ୍ତୁ ଶୁଭ ବିବାହ ମୁହୂର୍ତ୍ତ

ବିବାହ କାର୍ଯ୍ୟ ଏକ ଶୁଭ କାମ ହୋଇଥିବାରୁ ଏହା ପୂର୍ବରୁ ଶୁଭ ମୁହୂର୍ତ୍ତ ପାଇଁ ସମସ୍ତେ ପଣ୍ଡିତଙ୍କ ପରାମର୍ଶ ନେଇ ଥାଆନ୍ତି । ପୁଣି ଏହି ବର୍ଷ ବିବାହ କାର୍ଯ୍ୟ ପାଇଁ ଅଧିକ ଶୁଭ ସମୟ ରହିଥିବା ଜଣା ପଡିଛି । କାରଣ ବିନା ଶୁଭ ମୁହୂର୍ତ୍ତରେ ବିବାହ କାର୍ଯ୍ୟ ହୋଇନଥାଏ। ଗୋଟେ ବର୍ଷରେ ଏମିତି…