ବିଲୁପ୍ତ ହେବାକୁ ଯାଉଛି ପେଙ୍ଗୁଇନମାନଙ୍କର ଏକ ପ୍ରଜାତି, ଜାଣନ୍ତୁ କାହିଁକି?
ପେଙ୍ଗୁଇନ୍ ହେଉଛି ଏକ ଏଭଳି ପ୍ରାଣୀ ଯାହା କେବଳ ଦକ୍ଷିଣ ଗୋଲାର୍ଦ୍ଧରେ, ବିଶେଷ ଭାବରେ ଆଣ୍ଟାର୍କଟିକାରେ ଦେଖାଯାଏ । ଏଭଳି ପରିସ୍ଥିତିରେ ସେମାନଙ୍କର ଗୋଟିଏ ପ୍ରଜାତି ବିଲୁପ୍ତ ହେବାକୁ ଯାଉଛନ୍ତି । ତେବେ ଜାଣନ୍ତୁ କାହିଁକି? ପେଙ୍ଗୁଇନ୍ ବହୁତ ସ୍ୱତନ୍ତ୍ର ଏବଂ କ୍ୟୁଟ ଦେଖାଯାଏ ।…