Browsing Category

ସ୍ପେଶାଲ

କାଲି ଯାଆଁଳା ପୁଅ ଜନ୍ମ ଦେଲେ ହେଲେ ଆଜି ଆରପାରିକୁ ଚାଲିଗଲେ

ଭୁବନେଶ୍ୱର: ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ । ଅସହ୍ୟ ଗରମ ଗୁଳୁଗୁଳି ଭିତରେ ଆମେ ଥିଲୁ କ୍ୟାପିଟାଲ ହସ୍ପିଟାଲ ପରିସରରେ । ଦେଖିଲୁ ଗୋଟିଏ ଜାଗାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l କାନ୍ଦ ବୋବାଳିରେ ଫାଟି ପଡୁଥାଏ ମେଡିକାଲ ପରିସର l ଯୁଆଡେ ଚାହିଁବ ସେଇଠି ଦେଖିବ କିଏ ଆଖି ଲୁହ ପୋଛୁଛି ତ…

କିଏ ତିଆରି କରିଥିଲେ ପ୍ରଥମ ଇଲେକ୍ଟ୍ରିକ ଫ୍ୟାନ? ଭାରତକୁ କିପରି ଆସିଲା

ଖରାଦିନ ଆସିବା ମାତ୍ରେ ହିଁ ପ୍ରତ୍ୟେକ ଲୋକ ଘରେ ଫ୍ୟାନ ଲଗାଇବା ଆରମ୍ଭ କରନ୍ତି । ଆଜିକାଲି ଏମିତି କେହି ବି ନଥିବେ ଯାହା ଘରେ ଫ୍ୟାନ ନାହିଁ । କିନ୍ତୁ କ'ଣ ଆପଣ କେବେ ଚିନ୍ତା କରିଛନ୍ତି କି ଆମକୁ ଗରମରୁ ମୁକ୍ତି ଦେଉଥିବା ଏହି ଫ୍ୟାନ କିଏ ସୃଷ୍ଟି କରିଛି ଏବଂ ଏହା ଭାରତକୁ କିପରି ଆସିଲା?…

IIM ଛାତ୍ରମାନଙ୍କ ଅଭିନବ ପ୍ରୟାସ, ତିଆରି କଲେଏୟାର୍‌ କଣ୍ଡିସନ୍‌ ହେଲ୍‌ମେଟ୍‌ 

ଦିନକୁ ଦିନ ଅସହ୍ୟ ହେଉଛି ତାତି । ରୌଦ୍ରଙ୍କ ଉତ୍ତାପ ସମଗ୍ର ଦେଶବାସୀଙ୍କୁ କଲବଲ କରୁଛି । ଟକମକ୍‌ ତାତିରେ ଫୁଟୁଛି ସାରା ଦେଶ । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବା ବେଳେ ଏନେଇ ଲୋକେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ତେବେ ଏହି ଖରା…

କିଛି ଇୟରଫୋନରେ ଥାଏ ଏକ୍ସଟ୍ରା ହୋଲ୍, ଜାଣନ୍ତୁ କ’ଣ ହୋଇଥାଏ ଏହାର କାମ

ସ୍ମାର୍ଟଫୋନର ଏହି ଯୁଗରେ, ଅଧିକାଂଶ ଲୋକ ଗୀତ ଶୁଣିବା ଏବଂ ଫିଲ୍ମ ଦେଖିବା ପାଇଁ ଇୟରଫୋନ୍ ବ୍ୟବହାର କରନ୍ତି । ଟେକ୍ନୋଲୋଜି ସହିତ ଇୟରଫୋନ୍ ବର୍ତ୍ତମାନ ବଜାରରେ ବ୍ଲୁଟୁଥ୍ ଇୟରଫୋନ୍, ଇୟରବଡ୍ ଭଳି ଅନେକ ରୂପରେ ଆସିଛି । ଅଧିକାଂଶ ଲୋକ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଏସବୁର ଆକାରରେ କୌଣସି…

ସତ ହେଲା ଭବିଷ୍ୟବାଣୀ, ମହିଳା ଜିତିଲେ ୪ କୋଟି

ଲୋକମାନେ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଅନେକ ସମୟରେ ଜ୍ୟୋତିଷ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇଥାନ୍ତି  ଏବଂ ବିଶେଷଜ୍ଞମାନଙ୍କର କିଛି ଭବିଷ୍ୟବାଣୀ ମଧ୍ୟ ସତ ହୋଇଥାଏ । ତେବେ ବର୍ତ୍ତମାନ,  ଏଭଳି କିଛି ଘଟିଛି ଜଣେ ୫୯ ବର୍ଷୀୟ ଆମେରିକୀୟ ମହିଳାଙ୍କ କ୍ଷେତ୍ରରେ । ଯିଏ ଟାରୋଟ…

ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ

ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ତାଡୋବା ଟାଇଗର ରିଜର୍ଭରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓକୁ ପର୍ଯ୍ୟଟକମାନେ ନିଜ ମୋବାଇଲ ଫୋନ୍‌ରେ କଏଦ କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ ବାଘ ହଠାତ୍‌ ଭାଲୁ ସାମ୍ନାରେ ଆସି ଛିଡ଼ା ହେଉଛି । ଏତିକି ବେଳେ ଭାଲୁ…

କାହିଁକି ପର୍ବତ ଉପରେ ହିଁ ରହିଥାଏ ପ୍ରାୟତଃ ଦେବୀ ମା’ଙ୍କ ମନ୍ଦିର? ଜାଣନ୍ତୁ ଏହା ପଛର ରହସ୍ୟ

ଭାରତରେ ଅଧିକାଂଶ ହିନ୍ଦୁ ଦେବୀଙ୍କ ମନ୍ଦିର ପର୍ବତ ଉପରେ ନିର୍ମିତ । ଯଦି ଆପଣ ଧ୍ୟାନ ଦେଇଥିବେ, ଭାରତର ଦେବୀମାନଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ମନ୍ଦିର ପର୍ବତ ଉପରେ ହିଁ ରହିଛି । ଜମ୍ମୁରେ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ହେଉ କିମ୍ବା ଗୌହାଟୀରେ ମା କାମାକ୍ଷାଙ୍କ ମନ୍ଦିର…

UPSCରେ ସାରାଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର, ପୁଅର ରେଜଲ୍ଟ ଶୁଣିବାକୁ କ୍ୟାନ୍ସର ସହ ଲଢ଼େଇ କରି ଶେଷରେ ହାର ମାନିଗଲେ…

ୟୁପିଏସସିର ଇଣ୍ଟର୍ଭ୍ୟୁ ରାଉଣ୍ଡ ପାଇଁ ପୂରା ଜୋରସୋରରେ ବ୍ୟସ୍ତ ଥାଏ ପୁଅ । କିନ୍ତୁ ହଠାତ୍‌ ତାରି ଭିତରେ ଆଖି ବୁଜିଦେଲେ ପୁଅକୁ ସାହସ ଦେଉଥିବା କ୍ୟାନ୍ସର ପୀଡିତା ମାଆ । ବହୁତ ଦିନ ଧରି ପୁଅକୁ ଉତ୍ସାହିତ କରି କରି ଶେଷରେ ରୋଗ ଆଗରେ ହାରିଗଲେ ଆଉ ଠିକ୍‌ ପୁଅର ୟୁପିଏସସି ଫଳାଫଳ ବାହାରିବାର…

ଅଧା ରାସ୍ତାରେ ତେଲ ସରିଗଲେ ଆଉ ଆପଣଙ୍କୁ ଠେଲି ଠେଲି ନେବାକୁ ପଡ଼ିବନି ଗାଡ଼ି, ଅନଲାଇନ୍‌ ରେ ପାଇବେ ତେଲ

ନୂଆଦିଲ୍ଲୀ: ଗାଡ଼ିରେ ଯାତାୟତ କରୁଥିବା ବ୍ୟକ୍ତିଙ୍କର ପ୍ରଥମ ଚିନ୍ତା । ଯଦି ଅଧାବାଟରେ ଗାଡ଼ିରୁ ତେଲ ସରିଯାଏ ତେବେ ସେହି ସ୍ଥାନରେ ସେହି ବ୍ୟକ୍ତି ଜଣକ କଣ କରିବ । ଯେଉଁ କଥା ପାଇଁ ସେ ସବୁବେଳେ ଚିନ୍ତାରେ ରହିଥାଆନ୍ତି । କିନ୍ତୁ ଏବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ଚିନ୍ତାର…

ନିଜ ପିଲାର ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି: ଏମିତି ବାପା ମା’ଙ୍କୁ କଣ କହିବେ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ ଯାହାକୁ ଦେଖିଲେ ଯେକେହିବି ଚକିତ ହୋଇଯିବେ । ଭିଡିଓରେ ଦେଖିବାକୁ ମିଳିଛି ଯେ ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ଭଳି ବ୍ୟସ୍ତବହୁଳ ଟ୍ରାଫିକ ଦେଇ ଜଣେ…

ବାଲେଶ୍ଵର ରୁ ଲଣ୍ଡନ ବାଇକ୍ ରେ ଯାତ୍ରା ! ଆଶ୍ଚର୍ଯ୍ୟ ହେଲେ ବି ସତ

ବାଲେଶ୍ଵର(କେନ୍ୟୁଜ୍‌): ଏ ଦୁନିଆରେ ଅସମ୍ଭବ କିଛି ନୁହେଁ । କରିପାରିଲେ ସବୁ ସମ୍ଭବ । ଖାଲି ଦରକାର ନିଜ ଭିତରେ ଅସିମ ଆତ୍ମବିଶ୍ୱାସ । ଆମ ଦ୍ୱାରା କିଛି ଅସମ୍ଭବ ନୁହେଁ । ଏ ଉକ୍ତିଟି ଶୁଣିଲେ ଯେକୌଣସି ଲୋକର ରକ୍ତ ଗରମ ହୋଇଯିବ ଏବଂ  ଯେକୌଣସି କାମକୁ କରିଦେଖାଇବାର ଜୋସ୍ ଆପେ ଆପେ…

ନବରାତ୍ରି ନବମୀ ଦିନ : କରନ୍ତୁ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା, ଭଗବାନ ଶିବ ମଧ୍ୟ କରିଥିଲେ ଉପାସନା

ଚୈତ୍ର ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ…