Browsing Category

ସ୍ପେଶାଲ

ମରଣ ଯନ୍ତା କେନ୍ଦୁଝର ରାସ୍ତା : ପରିବହନ ବିଭାଗ ଦେଲେ ସଂପୂର୍ଣ୍ଣ ତଥ୍ୟ

ବଢୁଛି ସଡକ ଦୁର୍ଘଟଣା ଆଉ ଦିନକୁ ଦିନ ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ। ଯେତେ ଯାହା ଉପାୟ ଅବଲମ୍ବନ କଲେ ମଧ୍ୟ ତାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନାହିଁ। ରାଜ୍ୟ ତଥା ଦେଶର ଏବେ ଏହା ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ଅନେକ…

ସୁନା ପିନ୍ଧିବା କେଉଁ ମାନଙ୍କ ପାଇଁ ଉଚିତ୍ ଏବଂ ଅନୁଚିତ୍ !

ସୁନାର ଚେନ୍, ମୁଦି, କଡା ପିନ୍ଧିବା ଦ୍ବାରା ଯଦି ଅପଣଙ୍କର ଫାଇଦା ହେଉଛି ତ’ ଆପଣଙ୍କୁ ଧନବାନ୍ ଓ ସମ୍ମାନିତ ବ୍ୟକ୍ତି କାରିଥାଏ ଆଉ ଯଦି ଆପଣଙ୍କର କ୍ଷତି ହେଉଛି ତେବେ ଆପଣଙ୍କ ଜୀବନରେ ଘଟଣା ବା ର୍ଦୁଘଟଣା ବଢିଯାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ କେଉଁ ମାନଙ୍କୁ ସୁନା ପିନ୍ଧିବା ଉଚିତ୍ ଏବଂ…

କୁମ୍ଭକର୍ଣ୍ଣ ଗାଁ : ଯେଉଁ ଠାରେ ଲୋକମାନେ ମାସ ମାସ ଧରି ଶୋଇଥାନ୍ତି

ଦୁନିଆରେ ଭିନ୍ନଭିନ୍ନ ପ୍ରକାରର ସ୍ଥାନ ଅଛି ଯିଏ ନିଜର ଭିନ୍ନ ବିଶେଷତ୍ବ ପାଇଁ ପ୍ରସିଦ୍ଧ । ଆପଣଙ୍କୁ ଜାଣିକି ଆଶ୍ଚର୍ୟ୍ୟ ଲାଗିବ କି’ ଏମିତି ଏକ ସ୍ଥାନ ଅଛି ଯେଉଁ ଠାରେ ଲୋକମାନେ ମାସ ମାସ ଧରି ଶୋଇ ଥାଆନ୍ତି । ନିଜର ଏହି ଅଲଗା ପ୍ରକାରର ଖାସ କଥା ପାଇଁ ଏହି ଛୋଟ ଗାଁ ଟି ପୂରା ବିଶ୍ବରେ…

କିକି ଚ୍ଯାଲେଞ୍ଜରେ ସାମିଲ ଭାରତୀୟ କୃଷକ: ଭିଡ଼ିଓ ଭାଇରାଲ  

ତେଲେଙ୍ଗାନା : କୃଷକ ବି ଜିତିଲେ କି କି ଡ୍ୟାନ୍ସ । ହଳ ଲଙ୍ଗଳ ଛାଡ଼ି ଚାଷ କ୍ଷେତରେ କଲେ କି କି ଡ୍ୟାନ୍ସ । କୃଷକଙ୍କ କି କି ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେଲେଙ୍ଗାନାର ଦୁଇ ଚାଷୀ ଅନୀଲ କୁମାର ଓ ପିଲି ଥିରୁପାଠୀ କ୍ଷେତରେ ହଳ କରୁଥିବା ବେଳେ କି କି ଚ୍ୟାଲେଞ୍ଜ ପୂରା…

ଆଜି ବି ବଞ୍ଚିଛି କୃଷ୍ଣ- ସୁଦାମାଙ୍କ ଭଳି ବନ୍ଧୁତ୍ବ

ଗଞ୍ଜାମ ବେଲଗୁଣ୍ଠାର ଶିବରାମ ପାତ୍ରଙ୍କ ପାଇଁ ତାଙ୍କ ବନ୍ଧୁ ଭିନ୍ନକ୍ଷମ ସନ୍ନ୍ୟାସୀ ପାତ୍ର ହିଁ ସବୁ କିଛି । ଏଥିପାଇଁ ପରିବାର ଲୋକ ଶିବରାମଙ୍କୁ ବି ଛାଡ଼ି ପଳାଇଛନ୍ତି । ହେଲେ ବନ୍ଧୁତ୍ୱ ବନ୍ଧନରୁ ମୁକୁଳି ପାରିନାହାନ୍ତି ଶିବରାମ । ପାଖରେ ବସି ଖୁଆଇପିଆଇ ଦେଉଛନ୍ତି । ପୁଣି ହ୍ଵିଲ…

ପଢନ୍ତୁ, ପ୍ରେମ ବିବାହ ପାଇଁ କିପରି କରିବେ ଘରଲୋକଙ୍କୁ ରାଜି !

ଜୀବନରେ ପ୍ରେମ ତ’ ସମସ୍ତଙ୍କୁ ହୋଇଥାଏ କିନ୍ତୁ ବହୁତ କମ୍ ଭାଗ୍ୟବାନ ଥାନ୍ତି ଯେଉଁ ମାନଙ୍କୁ ତାଙ୍କ ପ୍ରେମ ସହ ଜୀବନ ଯିଇଁ ପାରିଥାନ୍ତି  । କେବେକେବେ ସମୟ ସାଥ୍ ଦେଇନଥାଏ ଆଉ କେବେକେବେ ଘର ଲୋକ ରାଜି ନଥାନ୍ତି । ଆମ ଭାରତୀୟ ପରମ୍ପରାରେ ଏବେ ବି ଘର ଲୋକଙ୍କ ପସନ୍ଦକୁ ପ୍ରଧାନ୍ୟ ଦିଆଯାଇଥାଏ…

ଆଜି ଓ୍ଵାଲର୍ଡ ଫ୍ରେଣ୍ଡସିପ୍‌ ଡେ’:   ପାଳନ କରୁଛି ସାରା ଦୁନିଆ

ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍‌ ବାନ୍ଧି ସେଲିବ୍ରେଟ୍‌ କରୁଛନ୍ତି ଯୁବ ପିଢି। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନ ଟିଏ । ଏହି ଅବସରରେ ସାଙ୍ଗ ସାଥୀମାନେ ପରସ୍ପର ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍‌ ବାନ୍ଧିବା ସହ ପାର୍ଟି କରି ଖୁସି ମନାଉଛନ୍ତି । ବନ୍ଧୁତ୍ୱର…

ନଷ୍ଟ ହେବାକୁ ବସିଲାଣି ଅାମ ସଂସ୍କୃତି ଓ ଐତିହ୍ୟ : ମିନି କୋଣାର୍କ ମନ୍ଦିର !

ପୁରୀ : ରାଜ୍ୟସରକାର କୀର୍ତିରାଜିର ପୁନଃଉଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି ବିଭାଗ ଭିତରେ ତାଳମେଳର ଅଭାବ ତ କେଉଁ ଠାରେ କର୍ମଚାରୀଙ୍କ ଖାମଖିଆଲି ମନୋବୃତି ଯୋଗୁଁ ନଷ୍ଟ ହେବାକୁ ବସିଲାଣି ଆମ ସଂସ୍କୃତି ଓଐତିହ୍ଯ । ଆମେ ଜଣାଉଛୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ…

ଏବେ ଗୋବରରୁ ପ୍ରସ୍ତୁତ ହେଉଛି ଫ୍ୟାସନେବଲ ଡ଼୍ରେସ୍ : ମିଳିଲା ଗ୍ଲୋବାଲ ଆୱାର୍ଡ଼

ଆଇଡ଼ହୋବନ : ନେଦରଲ୍ୟାଣ୍ଡରେ ରହୁଥିବା ଜଣେ ମହିଳା ଗାଇ ଗୋବରରୁ ପ୍ରସ୍ତୁତ କରିଛନ୍ତି ଫ୍ୟାସନେବଲ ଡ଼୍ରେସ। ଏଠାକାର ଗୋଟିଏ ଷ୍ଟାଟଅପ୍ କମ୍ପାନୀ ପୋଷାକ ପ୍ରସ୍ତୁତ କରିବାର ଏକ ଅଭିନବ ଉପାୟ ଆପଣାଇଛି। କମ୍ପାନୀ ଗାଇ ଗୋବରରୁ ସେଲୁଲୋଜ ଅଲଗା କରିବା ସହ ଏଥି ଦ୍ବାରା ପ୍ରସ୍ତୁତ କରୁଛି ବିଭିନ୍ନ…

ଜାଣନ୍ତୁ, ଶ୍ରାବଣ ମାସର ମହତ୍ବ !

ଶ୍ରାବଣ ମାସରେ ଅନେକ ପର୍ବ ଆସିଥାଏ କିନ୍ତୁ ଏହି ପୂରା ମାସ ଭଗବାନ ଶିବଙ୍କର ପୂଜାରେ ସର୍ମପଣ ହୋଇଥାଏ । ମାନ୍ୟତା ଅଛିକି ଭଗବାନ ଶିବଙ୍କର ପୂଜା କରୁଥିବା ମହିଳାମାନଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମିଳିଥାଏ ଏବଂ ଯେଉଁ କନ୍ୟାଙ୍କର ବିବାହ ହୋଇପାରି ନାହିଁ ସେମାନଙ୍କୁ ଭଗବାନ ଶିବଙ୍କ…

ଏମିତି ଏକ ଗାଁ ଯେଉଁଠାରେ ଚା’ ହେଉଛି ସ୍ବପ୍ନ !

ଆଗ୍ରା : ଏମିତିରେ ତ’ ଆଗ୍ରା ପୂରା ବିଶ୍ବରେ ପ୍ରସିଦ୍ଦ ତାଜମହଲ୍ ପାଇଁ କିନ୍ତୁ ଏହି ସହରର ଏକ ଛୋଟ ଗାଁ ଯେଉଁ ଠାରେ ଚା’ ହେଉଛି ସ୍ବପ୍ନ । ଚା’ ଯାହା ପାଇଁ ପୂରା ଦୁନିଆ ଦିୱାନା । ଏଠାରେ ପ୍ରତ୍ୟେକ ଗଳି ଏବଂ ରାସ୍ତା କଡରେ ଚା ମିଳିଯାଏ କିନ୍ତୁ ଆମେ ଯେଉଁ ଗାଁ ବିଷୟରେ ଆପଣଙ୍କୁ କହୁଛୁ…

ବିଭିନ୍ନ ପ୍ରକାର ରଙ୍ଗର ସାବୁନରୁ କାହିଁକି କେବଳ ଧଳା ରଙ୍ଗର ଫେଣ ହିଁ ବାହାରିଥାଏ ?

କପଡା ଧୋଇବା ସମୟରେ,ଗାଧୋଇବା ସମୟରେ କି ଛୋଟ ବେଳେ ସାବୁନ୍ ଫେଣରେ ଫୋଟକା ଉଡାଇବା ସମୟରେ ଆପଣ ଗୋଟେ କଥା ନିଶ୍ଚୟ ନଜର କରିଥିବେ ସବାନରୁ ବାହାରୁଥିବା ଫେଣର ରଙ୍ଗ ଧଳା ହୋଇଥାଏ । କିନ୍ତୁ ଏମିତି କାହିଁକି ହୋଇଥାଏ, କେବେ ଭାବିଛନ୍ତି ? ସାବୁନ୍ ଯୋଉ ବି ରଙ୍ଗର ହେଉନା କାହିଁକି ଏହାର ଫେଣ…