Browsing Category

ସ୍ପେଶାଲ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ । ଗୃହରେ ଅଶାନ୍ତି ଦେଖାଦେଇପାରେ । କର୍ମକ୍ଷେତ୍ରରେ ସଜାଗ ରୁହନ୍ତୁ । ବୃଷ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଦୂରଯାତ୍ରା ସହ ବନ୍ଧୁମିଳନ ଯୋଗ ରହିଛି । ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟରେ ଅବନ୍ନତି…

ଜାଣନ୍ତୁ ଆସନ୍ତାକାଲି ଗ୍ରହଣ ସମୟରେ କାହିଁକି ଲାଲ୍ ଦେଖାଯିବ ଚନ୍ଦ୍ର ?

ଆସନ୍ତାକାଲି ହେଉଛି ଚଳିତ ଶତାଦ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ ରହିବ । ଏହି ଗ୍ରହଣ ପୂରା ଭାରତ ବର୍ଷରେ ଦେଖିବାକୁ ମିଳିବ ଏବଂ ଏହାକୁ ବିନା କିଛି ଉପକରଣରେ ଆରମରେ ଆପଣ ମାନେ ଦେଖି ପାରିବେ । ପୂର୍ଣ୍ଣଚନ୍ଦ୍ର ଗ୍ରହଣ…

ଆପଣଙ୍କୁ ସାପ କାମୁଡ଼ିଛି କି? କରନ୍ତୁ ନାହିଁ ଏହିସବୁ କାମ

ସମୟ ନଷ୍ଟ ନକରି ଯଥାଶୀଘ୍ର ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇ ଯାଆନ୍ତୁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ସ୍ଥିର ଓ ଶାନ୍ତ ରଖନ୍ତୁ। ସାହସ ଓ ସାସ୍ତ୍ବନା ଦେବାକୁ ଚେଷ୍ଟା କରନ୍ତୁ। ଆହତ ଅଙ୍ଗକୁ ହଲଚଲ କରନ୍ତୁ ନାହିଁ ବା ବ୍ୟକ୍ତିଙ୍କୁ ଚାଲିବାକୁ ଦିଅନ୍ତୁ…

ମଙ୍ଗଳ ଗ୍ରହରେ ମିଳିଛି ଜଳର ସନ୍ଧାନ

ମଙ୍ଗଳ ଗ୍ରହରେ ମିଳିଛି ଜଳର ସନ୍ଧାନ । ଦକ୍ଷିଣ ଭାଗରେ ପ୍ରାୟ ୨୦ କିଲୋମିଟର ଧରି ତରଳ ପଦାର୍ଥ ରହିଥିବା ବୈଜ୍ଞାନିକମାନେ ସନ୍ଧାନ କରିଛନ୍ତି । ଏହା ଏକ ହ୍ରଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ଜଳ ମୋଟା ବରଫ ଆସ୍ତରଣ ତଳେ ରହିଛି । ପୂର୍ବରୁ ମଧ୍ୟ ମଙ୍ଗଳ ଗ୍ରହରେ ଜଳ ଥିବାର…

ଗୁରୁପ୍ରିୟା ସେତୁ ହେଲା ଉଦ୍‌ଘାଟନ : ପୂରଣ ହେଲା ବିରାଟ ସ୍ୱପ୍ନ

ମାଲକାନଗିରି : ଏକ ବିରାଟ ସ୍ୱପ୍ନ, ଯାହା ପୂରଣ ହେଲା। ଏକ ବର୍ଷ ବର୍ଷର ଆବଶ୍ୟକତା ଯାହାର ସମାଧାନ ହେଲା। ପାଞ୍ଚ ଦଶନ୍ଧିର ପ୍ରକ୍ରିୟା ପରେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ ଉଦ୍‌ଘାଟନ ହେଲା ଗୁରୁପ୍ରିୟା ସେତୁ। ହସ ଫୁଟିଛି ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ। ଅନେକ ଘାତ ପ୍ରତିଘାତ,…

ଦୀର୍ଘତମ ଚନ୍ଦ୍ର ଗ୍ରହଣ କାଲି

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରହିବ ପ୍ରାୟ ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ । ଏକବିଂଶ ଶତାବ୍ଦୀର ଏହା ହେଉଛି ସବୁଠାରୁ ଦୀର୍ଘତମ ଚନ୍ଦ୍ର ଗ୍ରହଣ । ଶୁକ୍ରବାର ଅପରାହ୍ନ ୨ଟା ୫୪ରୁ ପାକ ତ୍ୟାଗ ଓ ଦେବ ନୀତି ଶେଷ ହେବ । ତେବେ ଗ୍ରହଣ ଆରମ୍ଭ ହେବ ରାତି ୧୧ଟା ୪୫ରୁ ।…

ଜାଣନ୍ତୁ କାହିଁକି ବିଦେଶୀ ମହିଳାମାନେ ବିବାହ ପାଇଁ ପସନ୍ଦ କରିଥାନ୍ତି ଭାରତୀୟ ପୁରୁଷଙ୍କୁ

ବିଦେଶୀ ଝିଅ ମାନେ ବିଦେଶୀ ପୁଅଙ୍କୁ ଛାଡି ଭାରତୀୟ ପୁଅଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି। ବିଦେଶୀ ଝିଅ ମାନଙ୍କ ମନରେ ଭାରତୀୟ ପୁଅ ମାନଙ୍କ ପାଇଁ ପ୍ରେମର ଘଣ୍ଟି ବାଜେ। ଆପଣ ମଧ୍ୟ ଶୁଣି ଆଶ୍ଚର୍ୟ୍ୟ ହୋଇଥିବେ। ଭାରତୀୟ ପୁଅ ମାନେ ଏମିତି କଣ ଜାଦୁ କରିଦେଉଛନ୍ତିଯେ ବିଦେଶୀ ଝିଅ ମାନେ…

ଆଜି କାରଗିଲ ବିଜୟ ଦିବସ : ସହିଦ୍ ଯବାନଙ୍କୁ ମନେପକାଉଛି ସାରା ଦେଶ

୧୯୯୯ ଜୁଲାଇ ୨୬ରେ ଭାରତୀୟ ସେନାର ବିଜୟ ସଫଳ ଅଭିଯାନକୁ କାରଗିଲ ଦିବସ ଭାବେ ପାଳନ କରାଯାଇଥାଏ। ଷାଠିଏ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା। ଯୁଦ୍ଧରେ ସହିଦ୍ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସହିଦ୍ ସ୍ତମ୍ଭ ଓ…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ସୁସ୍ୱାଦୁ ଭୋଜନ କରିବେ । ମାନ ସମ୍ମାନ ପ୍ରାପ୍ତି ହେବା ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଶରୀର ଅସୁସ୍ଥ ରହିପାରେ । ବୃଷ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଆୟ ଉତ୍ତମ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମିଥୁନ :…

ବ୍ରହ୍ମାଣ୍ଡରେ ଅଛି କେତେ ତାରା ? ମିଳିଲା ସନ୍ଧାନ

ରାତିରେ ଯେବେ ବି ଆପଣ ଆକାଶ ଆଡକୁ ଦେଖୁଥିବେ , ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ । ପ୍ରକୃତରେ ବ୍ରହ୍ମାଣ୍ଡରେ କେତେ ତାରା ଅଛି ? ତେବେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ କହିଛନ୍ତି ଜ୍ୟୋତିର୍ବିଜ୍ଞାନି କର୍ଲ ସଗନ୍ । ଏକ ଟିଭି ଶୋରେ ସେ ଏନେଇ ଦାବି କରି କହିଛନ୍ତି…

ମହାବାତ୍ୟା, ବନ୍ୟା ଓ ଆଗ୍ନେୟଗିରିକୁ ରୋକିବ ବ୍ରେକ୍‌ ଅପ୍‌ ସିଟି

ମହାବାତ୍ୟା ଆସୁ କି ପ୍ରବଳ ବନ୍ୟା କିମ୍ବା ଭୂମିକମ୍ପ ହେଉ କି ଆଗ୍ନେୟଗିରିର ଲାଭା କେହି କିଛି କ୍ଷତି କରି ପାରିବେ ନାହିଁ । ଏମିତି ଏକ ସହର ତିଆରି କରୁଛି ଫିଲିପାଇନ୍‌ସ । ଯାହା କୌଣସି ବି ପ୍ରାକୃତିକ ବିପର୍ୟ୍ୟୟ ଏହାର କିଛି କରି ପାରିବ ନାହିଁ । ଫିଲିପାଇନ୍ସର ରାଜଧାନୀ ମାନିଲା ଠାରୁ ଶହେ…

ରହସ୍ୟମୟ ଝୁଲନ୍ତା ମନ୍ଦିର ! ଶୂନ୍ୟରେ ଝୁଲୁଛି ଏହାର ସ୍ତମ୍ଭ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଅବସ୍ଥିତ ଥିବା ଏକ ଛୋଟ ଗାଁ ଲେପାକ୍ଷୀ। ଏଠାରେ ଅବସ୍ଥିତ ମନ୍ଦିର ସାରା ଭାରତରେ ଲେପାକ୍ଷୀ ମନ୍ଦିର ନାମରେ ପ୍ରସିଦ୍ଧ। ଏହା ନିଜର ନିଆରା କଳାତ୍ମକ ପ୍ରଦର୍ଶନ ପାଇଁ ବେଶ୍ ଜଣାଶୁଣା। ଏହି ମନ୍ଦିର ପରିସରରେ ଭଗବାନ ଶିବ, ବିଷ୍ଣୁ ଓ ବୀରଭଦ୍ରଙ୍କର ତିନିଟି…