କଣ ଏହି ଇସଲାମ୍ ଏବଂ ଏହାର ଅର୍ଥ : ଜାଣନ୍ତୁ ୫ଟି ଜରୁରୀ କଥା
ଆତଙ୍କବାଦୀଙ୍କ କଥା ସାମ୍ନାକୁ ଆସିବା ମାତ୍ରେ ମୁଣ୍ଡକୁ ଏବଂ ମନକୁ ଆସିଯାଏ ଗୋଟିଏ କଥା । ତାହା ହେଉଛି ଇସଲାମ୍ । କିନ୍ତୁ ଇସଲାମ୍ ଏକ ଏମିତି ଧର୍ମ ଯାହାକୁ ଲୋକମାନେ ଠିକ୍ ଭାବରେ ବୁଝି ନାହାଁନ୍ତି । କାରଣ ଏହାର ମୂଳ ତତ୍ତ୍ୱ କାହାକୁ ଜଣାନାହିଁ । ଇସଲାମ୍ ଅନ୍ଯ ଧର୍ମର ଆଦର କରିଥାଏ ଏବଂ…