Browsing Category

ସ୍ପେଶାଲ

Batagad Village: ଏ ଗାଁର ନାଁ ହିଁ କହେ ଇତିହାସ! ଜାଣନ୍ତୁ କାହିଁକି ନାଁ ହେଲା ବତାଗଡ଼

ଗାଁ ତ ଅନେକ ଅଛି କିନ୍ତୁ କିଛି ଗାଁର ନାଁ ହିଁ କହେ ତା'ର ଇତିହାସ। ସେମିତି ଏକ ଗାଁ ହେଉଛି ବତାଗଡ଼। ଯାହାର ଇତିହାସ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଭାବିବାକୁ ବାଧ୍ୟ କରିବ । ଏମିତି ବି ହୋଇଥିଲା । ଗଞ୍ଜାମ ଜିଲ୍ଲା। ସାନଖେମୁଣ୍ଡି ବ୍ଲକ। ପୋଡ଼ାମାରି ପଞ୍ଚାୟତ। ଏହି ପଞ୍ଚାୟତରେ ରହିଛି…

Father Daughter Love: ତିନୋଟି ଶବ୍ଦ ବଦଳାଇଦେଲା ବାପାଙ୍କ ରାତି, ଝିଅ ପାଖକୁ ଧାଇଁ ଆସିଲେ

ଝିଅ ଲେଖିଲା- ‘I MISS YOU’ । ମେସେଜ ପଢ଼ି ଆଉ ରହିପାରିଲେ ନି ବାପା । ସକାଳୁ ସକାଳୁ ଝିଅକୁ ଦେଲେ ବଡ଼ ସରପ୍ରାଇଜ୍ । କିଛି ସମ୍ପର୍କ ଶବ୍ଦରେ ବନ୍ଧା ନଥାଏ।ସେଠି ଗୋଟିଏ ଛୋଟ ମେସେଜ୍ ହିଁ ବହୁତ କିଛି କହିଦିଏ। ରାତିର ନିରବତା। ହଠାତ୍ ମନେ ପଡ଼ିଗଲା ବାପାଙ୍କ କଥା। ପାଖରେ ନଥିଲେ ବାପା।…

Nepal Flood Rescue: ପ୍ରକୃତିର କୋପକୁ ହରାଇଲା ଜୀବନର ଜିଦ୍, ୧୦ ଦିନ ପରେ ଉଦ୍ଧାର

ସରିଥିଲା ଶ୍ରାଦ୍ଧ ଓ ଅନ୍ତିମ ସଂସ୍କାର । ମାଟି ଫଟାଇ ବାହାରିଲେ ମହିଳା ! ୧୦ ଦିନ ପରେ କାଦୁଅ ଭିତରୁ ଉଦ୍ଧାର । ଚାରିଆଡ଼େ ଖାଲି କାଦୁଅ, ମାଟି, ପଥର। ଭାଙ୍ଗିଯାଇଥିବା ଘର ଆଉ ନିରାଶାର ଅନ୍ଧକାର। ଏହାରି ଭିତରୁ ହୋଇଛି ହଠାତ୍ ଚମତ୍କାର। ଶୁଭିଛି ଜୀବନ ବଞ୍ଚିଥିବାର ଶବ୍ଦ। କାଦୁଅ ଭିତରୁ…

Jagannath Temple: ଶ୍ରୀମନ୍ଦିରରେ ଜୀବନ୍ତ ହେଲା ଦ୍ୱାପର ଯୁଗ, ଅଧର୍ମ ଉପରେ ଧର୍ମର ବିଜୟ

ଶଙ୍ଖଧ୍ୱନିରେ ମୁଖରିତ ଶ୍ରୀମନ୍ଦିର । ଭକ୍ତିରେ ଭିଜିଲା ପରିବେଶ । ଆଉ ଶ୍ରୀମନ୍ଦିର ଭିତରେ ଜୀବନ୍ତ ହେଲା ଦ୍ୱାପର ଯୁଗର କାହାଣୀ । କେଉଁଠି ଦାନବର ଗର୍ଜନ କେଉଁଠି କୃଷ୍ଣଙ୍କ ବୀରତ୍ୱ ଆଉ ଶେଷରେ ଅଧର୍ମ ଉପରେ ଧର୍ମର ବିଜୟ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବକାସୁର ବଧ ଓ ଅର୍ଘାସୁର ବଧ…

Reels Addiction: ଘଞ୍ଚ ଜଙ୍ଗଲରେ ହଜିଗଲେ ଆଦିତ୍ୟ, ରାତିରେ ଚାଲିଲା ରେସ୍କ୍ୟୁ ଅପରେସନ୍

ଚାରିଆଡେ ଭୟଙ୍କର ଅନ୍ଧାର । ଖାଲି ଅଜଗର ସାପ । ପୁଣି ଜଙ୍ଗଲୀ ବାରହା ଓ ବନ୍ୟ ଜନ୍ତୁଙ୍କ ଡର । ଆଉ ତାରି ଭିତରେ ଛାତିକୁ ଚାପି ଧରି ଛିଡା ହେଇଥିଲେ ଯୁବକ ଜଣେ । ହଁ ଆଜ୍ଞା ରିଲ୍ସ କରିବାକୁ ଚଢ଼ି ଗଲେ ପାହାଡ଼ ଉପରକୁ, ହେଲେ ଫେରିବା ବେଳକୁ ବାଟ ଭୁଲିଗଲେ । ଘଞ୍ଚ ଜଙ୍ଗଲ, ଦୁର୍ଗମ ସ୍ଥାନ…

Emotional Story: କାହା ହାତରେ ବାନ୍ଧିବି ରାକ୍ଷୀ, ଭଉଣୀର ଲୁହରେ ଭିଜିଲା ହସ୍ପିଟାଲ

ମୋ ଭାଇକୁ କିଏ ଫେରାଇ ଦିଅ । କାହାକୁ ଚାହିଁ ମୋ ଦିନ କାଟିବି । ମୋ ଦୁଃଖ କଷ୍ଟରେ କିଏ ଆସି ଠିଆ ହେବ । କାହ କାନ୍ଧରେ ମୁଁ ମୁଣ୍ଡ ରଖିବି ? କାହା ହାତରେ ରାକ୍ଷୀ ବାନ୍ଧିବି ? ଏମିତି କହି ହସ୍ପିଟାଲ ପରିସରରେ ମୁଣ୍ଡ ବାଡେଇ କାନ୍ଦୁଥାନ୍ତି ଜଣେ ମହିଳା । ନିକଟରେ ଅନ୍ୟ ଦୁଇ ତିନିଜଣ ମହିଳା…

MahamayiTemple: ତିନି ଫୁଟ ମାଟି ତଳୁ ବାହାରିଲା ପିତଳର ପାଦ, ଭକ୍ତଙ୍କ ଭିଡ଼

ଘର ଭିତରେ ହଠାତ୍ ଶୁଭିଲା ଏଠି ଖୋଳ ମହାମାୟୀ ବାହାରିବେ। ପରିବାର ଲୋକେ ବି ଖୋଳିବାକୁ ଲାଗିଲେ । ଗୋଟିଏ ଫୁଟ ନୁହେଁ ଦୁଇ ଫୁଟ ନୁହେଁ । ପ୍ରାୟ ତିନି ଫୁଟ ମାଟି ତଳୁ ମିଳିଲା ପିତଳର ଦୁଇଟି ପାଦ ଓ ତିନୋଟି ପଥର ଶୀଳା। ଗଞ୍ଜାମ ଜିଲ୍ଲା। ଦିଗପହଣ୍ଡି ବ୍ଲକ। ଓଡ଼ାସିଙ୍ଗି ଗାଁ। ଏଠାରେ ହେଉଥିଲା…

Gajakesari Yoga: ଆଜିଠୁ ଗଜକେସରୀ ଯୋଗ, ମେଷଠାରୁ ମୀନ ଯାଏଁ ଏହି ରାଶିଙ୍କୁ ମିଳିବ ବଡ଼ ଲାଭ

ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ୭ ସେପ୍ଟେମ୍ବର ୨୦୨୬ ଅର୍ଥାତ୍ ଆଜି ଚନ୍ଦ୍ରମା ନିଜ ରାଶି କର୍କଟରେ ପ୍ରବେଶ କରିବେ । ଏହା ସହିତ କର୍କଟ ରାଶିରେ ଚନ୍ଦ୍ରମା ଓ ଗୁରୁ (ବୃହସ୍ପତି) ଙ୍କ ମିଳନ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମିଳନରୁ ଶୁଭ ଗଜକେସରୀ ଯୋଗ ସୃଷ୍ଟି ହେବ । ଜ୍ୟୋତିଷ…

Paul Kurian Retirement: ୩୦ ବର୍ଷର ସାଥୀକୁ ଶେଷ ବିଦାୟ, ବସ୍‌କୁ ଧରି କାନ୍ଦିଲେ ଡ୍ରାଇଭର

ବସକୁ ଆଉଁସିଲେ, ଷ୍ଟିୟରିଂକୁ କିସ୍ କଲେ । ଇଂଜିନକୁ ଧରି ଭୋ ଭୋ କାନ୍ଦିଲେ । ଟାୟରକୁ ମୁଣ୍ଡିଆ ମାରି ନେଲେ ଶେଷ ବିଦାୟ । କନ୍ଦାଇଲା ଡ୍ରାଇଭରଙ୍କ ଅବସର ଭିଡିଓ । ସେ ବସ୍ କେବଳ ଗୋଟିଏ ଗାଡ଼ି ନୁହେଁ। ଏହା ଥିଲା ତାଙ୍କ ୩୦ ବର୍ଷର ସମ୍ପର୍କ ଆଉ ୮ ବର୍ଷର ଚାକିରିର ସାଥୀ। ତାଙ୍କ ଜୀବନର ବଡ଼…

Rosalin Missing: ୧୩ ବର୍ଷର ପ୍ରେମ ସଂସାରରେ ହଠାତ୍ ନିଖୋଜ ରୋଜାଲିନ୍ , ପରିବାର ଅପେକ୍ଷାରେ

ସେ ଘରେ ଏବେ ଖୁସି ନୁହେଁ, ଅଛି କେବଳ ଅପେକ୍ଷା ରୋଜାଲିନଙ୍କ ଫେରିବା ବାଟକୁ। ଘର ଲୋକେ ଚାତକ ଭଳି ଚାହିଁ ବସିଛନ୍ତି କେବେ ଆସିବେ ସେ। ୧୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ। ୧୦ ବର୍ଷର ପୁଅକୁ ଧରି ସ୍ବାମିଙ୍କ ସହ ଗୁଜରାଟରେ ରହୁଥିଲେ। ହେଲେ ଶାଶୁଘରକୁ ଆସିବାର କେଇଟା ଦିନ ପରେ…

Gudari Pothole Road: ରାସ୍ତା ନା କୃତ୍ରିମ ପୋଖରୀ! ଖାଲ ଖମାରେ ହନ୍ତସନ୍ତ ଗୁଡ଼ାରୀବାସୀ

ରାସ୍ତା ସାରା ଖାଲ ଖମା । ବଡ଼ ବଡ଼ ଗାତ । ବର୍ଷା ହେଲେ ରାସ୍ତା ଉପରେ ଆଁଠୁଏ ପାଣି! ପାଦେ ପାଦେ ଦୁର୍ଘଟଣାର ଆଶଙ୍କା। ଏହା କୌଣସି ଦୁର୍ଗମ ଅଞ୍ଚଳର ନୁହେଁ। ଆମେ କହୁଛୁ ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ସହରର ମୁଖ୍ୟ ପ୍ରବେଶ ପଥ କଥା । ରାସ୍ତା ଦୁର୍ଦ୍ଦଶାରେ ହନ୍ତସନ୍ତ ଗୁଡ଼ାରୀବାସୀ। ବିକଳ୍ପ…

Fake Document: ନିଜ ଜମି ବିକ୍ରି କଥା ଜାଣିଲେନି ମାଲିକ! ନକଲି କାଗଜରେ ହୋଇଗଲା ଜମି କାରବାର

ଜମି ମାଲିକ ଘରେ, ହେଲେ ଜାଣିପାରିଲେନି ତାଙ୍କ ଜମି ହୋଇଯାଇଛି ବିକ୍ରି । ନିଜ ଜମି ବିକ୍ରି କଥା ଜାଣିଲେନି ମାଲିକ, ନକଲି କାଗଜପତ୍ରରେ ହୋଇଗଲା କାରବାର । ୪ ଏକର ୪୦ ଡିସମିଲ ଜମିକୁ ନେଇ ଏବେ ଉଠିଛି ସାଂଘାତିକ ଅଭିଯୋଗ। ତଦନ୍ତ ପରେ ଦୁଇ ସରକାରୀ କର୍ମଚାରୀ ନିଲମ୍ବିତ, ହେଲେ ମାମଲା ରୁଜୁର ୨୪…